Luke 3:3
ଯୋହନ ୟର୍ଦ୍ଦନ ନଦୀର ଚାରିପାଖଯାକ ସବୁଅଞ୍ଚଳ ରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଚାର କଲେ ଯେ ସମାନେେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସମାନଙ୍କେର ପାପଗୁଡିକୁ କ୍ଷମା କରି ଦିଆୟିବ।
Luke 3:3 in Other Translations
King James Version (KJV)
And he came into all the country about Jordan, preaching the baptism of repentance for the remission of sins;
American Standard Version (ASV)
And he came into all the region round about the Jordan, preaching the baptism of repentance unto remission of sins;
Bible in Basic English (BBE)
And he came into all the country round about Jordan, preaching baptism as a sign of forgiveness of sin for those whose hearts were changed.
Darby English Bible (DBY)
And he came into all the district round the Jordan, preaching [the] baptism of repentance for [the] remission of sins,
World English Bible (WEB)
He came into all the region around the Jordan, preaching the baptism of repentance for remission of sins.
Young's Literal Translation (YLT)
and he came to all the region round the Jordan, proclaiming a baptism of reformation -- to remission of sins,
| And | καὶ | kai | kay |
| he came | ἦλθεν | ēlthen | ALE-thane |
| into | εἰς | eis | ees |
| all | πᾶσαν | pasan | PA-sahn |
| the | τὴν | tēn | tane |
| country about | περίχωρον | perichōron | pay-REE-hoh-rone |
| τοῦ | tou | too | |
| Jordan, | Ἰορδάνου | iordanou | ee-ore-THA-noo |
| preaching | κηρύσσων | kēryssōn | kay-RYOOS-sone |
| the baptism | βάπτισμα | baptisma | VA-ptee-sma |
| of repentance | μετανοίας | metanoias | may-ta-NOO-as |
| for | εἰς | eis | ees |
| the remission | ἄφεσιν | aphesin | AH-fay-seen |
| of sins; | ἁμαρτιῶν | hamartiōn | a-mahr-tee-ONE |
Cross Reference
Luke 1:77
ପରମେଶ୍ବରଙ୍କ ଲୋକଙ୍କୁ ତୁମ୍ଭେ ଜଣଇଦେବେ ଯେ ସମାନଙ୍କେର ପାପକୁ କ୍ଷମା କରି ଦିଆଯାଇ ସମାନଙ୍କେୁ ଉଦ୍ଧାର କରାୟିବ।
Acts 22:16
ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମ ରେ ତୁମ୍ଭର ପାପରୁ ଧୋଇ ହୁଅ।'
Acts 19:4
ପାଉଲ ଏହାଶୁଣି କହିଲେ, ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ଯ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସହେି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ଯକ୍ତି, ଅର୍ଥାତ୍ ଯୀଶୁଙ୍କଠା ରେ ବିଶ୍ବାସ କରିବା ନିମନ୍ତେ କହୁଥିଲେ।
Acts 13:24
ତାହାଙ୍କ ଆସିବା ପୂର୍ବରୁ ଯୋହନ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ପ୍ରଚ଼ାର କରି କହିଥିଲେ ଯେ, ସମାନଙ୍କେ ଜୀବନ ରେ ପରିବର୍ତ୍ତନ ହାଇେ ଥିବାର ଚ଼ିହ୍ନ ସ୍ବରୁପ ସମାନେେ ବାପ୍ତିସ୍ମ ନବୋ ଆବଶ୍ଯକ।
John 3:26
ତେଣୁ ଶିଷ୍ଯମାନେ ଆସି ଯୋହନଙ୍କୁ କହିଲେ, ହେ ଗୁରୁ, ତୁମ୍ଭ ସହିତ ୟର୍ଦ୍ଦନ ନଦୀର ଆର ପାରି ରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସହେି ଲୋକ ବିଷୟ ରେ ଲୋକମାନଙ୍କୁ କହିଥିଲ। ସହେି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନକେ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।
John 1:31
ମୁଁ ନିଜେ ମଧ୍ଯ ତାହାଙ୍କୁ ଜାଣି ନଥିଲି। କିନ୍ତୁ ଇଶ୍ରାୟେଲ ଯେପରି ଜାଣିପାରବ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ କରିବା ପାଇଁ ଆସିଅଛି।
John 1:28
ଏହି ସବୁ ଘଟଣା ୟର୍ଦ୍ଦନ ନଦୀର ଆର ପଟେ ଥିବା ବେଥାନୀ ଗ୍ରାମ ରେ ଘଟିଥିଲା। ଏହି ସ୍ଥାନ ରେ ଯୋହନ ଲୋକମାନଙ୍କୁ ବାପ୍ତଜିତ କରୁଥିଲେ।
Mark 1:4
ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସମାନଙ୍କେୁ କହିଲେ, ତୁମ୍ଭମାନେେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଚାହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା'ପରେ ସମାନଙ୍କେର ପାପଗୁଡିକୁ କ୍ଷମା କରାୟିବ।
Matthew 3:11
ତୁମ୍ଭମାନେେ ମନପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳ ରେ ବାପ୍ତିସ୍ମ ଦେଉଛି, କିନ୍ତୁ ମାେ ପରେ ଯେ ଆସୁଛନ୍ତି, ସେ ମାେ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତାବୋହି ନବୋକୁ ମଧ୍ଯ ୟୋଗ୍ଯ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନି ରେ ବାପ୍ତିସ୍ମ ଦବେେ।
Matthew 3:5
ସେ ସମୟରେ ୟିରୂଶାଲମ,ସମଗ୍ର ୟିହୂଦା ରାଜ୍ଯ ଓ ୟର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳ ରେ ଥିବା ଲୋକେ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ।