Luke 24:50
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ୟିରୁଶାଲମରୁ ବେଥନିଆକୁ କଢାଇ ନଇଗେଲେ। ଯୀଶୁ ତାହାଙ୍କର ହାତ ଟକେି ଶିଷ୍ଯମାନଙ୍କୁ ଆଶୀର୍ବାଦ କଲେ।
Luke 24:50 in Other Translations
King James Version (KJV)
And he led them out as far as to Bethany, and he lifted up his hands, and blessed them.
American Standard Version (ASV)
And he led them out until `they were' over against Bethany: and he lifted up his hands, and blessed them.
Bible in Basic English (BBE)
And he took them out till they were near Bethany, and lifting up his hands, he gave them a blessing.
Darby English Bible (DBY)
And he led them out as far as Bethany, and having lifted up his hands, he blessed them.
World English Bible (WEB)
He led them out as far as Bethany, and he lifted up his hands, and blessed them.
Young's Literal Translation (YLT)
And he led them forth without -- unto Bethany, and having lifted up his hands he did bless them,
| And | Ἐξήγαγεν | exēgagen | ayks-A-ga-gane |
| he led | δὲ | de | thay |
| them | αὐτοὺς | autous | af-TOOS |
| out | ἔξω | exō | AYKS-oh |
| as far as | ἕως | heōs | AY-ose |
| to | εἰς | eis | ees |
| Bethany, | Βηθανίαν | bēthanian | vay-tha-NEE-an |
| and | καὶ | kai | kay |
| he lifted up | ἐπάρας | eparas | ape-AH-rahs |
| his | τὰς | tas | tahs |
| χεῖρας | cheiras | HEE-rahs | |
| hands, | αὐτοῦ | autou | af-TOO |
| and blessed | εὐλόγησεν | eulogēsen | ave-LOH-gay-sane |
| them. | αὐτούς | autous | af-TOOS |
Cross Reference
Acts 1:12
ତା'ପରେ ପ୍ ରରେିତମାନେ ଜୀତ ନାମକ ପର୍ବତରୁ ୟିରୂଶାଲମ ଫରେି ଆସିଲେ। ଏହି ପର୍ବତ ୟିରୂଶାଲମଠାରୁ ପ୍ରାୟ ଦୁଇ କି ଲୋମିଟର ଦୂର।
Matthew 21:17
ତା'ପରେ ଯୀଶୁ ସେ ସ୍ଥାନ ଓ ନଗରରୁ ବାହାରକୁ ଚ଼ାଲିଗଲେ। ସେ ବୈଥନୀକୁ ଚ଼ାଲିଗଲେ ଓ ସଠାେରେ ରାତିଟି କଟାଇଲେ।
Hebrews 7:5
ବ୍ଯବସ୍ଥା ଅନୁସାରେ ଲବେୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜେଲାକ ୟିହୁଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି।
Mark 11:1
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ୟିରୁଶାଲମର ନିକଟବର୍ତ୍ତୀ ହେଲେ। ସମାନେେ ଜୀତ ପର୍ବତ ପାଖ ବେଥ୍ଫାଗୀ ଓ ବେଥନିଆ ସହର ରେ ପହନ୍ଚିଲେ। ଯୀଶୁ ନିଜ ଶିଷ୍ଯମାନଙ୍କ ଭିତରୁ ଦୁଇ ଜଣକୁ ଏହା କହି ପଠାଇଲେ,
Mark 10:16
ତା'ପରେ ଯୀଶୁ ପିଲାମାନଙ୍କୁ କୋଳକୁ ଉେଠଇ ନେଲେ। ସେ ସମାନଙ୍କେ ଉପରେ ହାତ ରଖି ଆଶୀର୍ବାଦ କଲେ।
Numbers 6:23
ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,
Genesis 49:28
ଏମାନେ ଇଶ୍ରାୟେଲର ଦ୍ବାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହିକଥା କହି, ଏମାନଙ୍କର ପ୍ରତି ଜଣକୁ ବିଶଷେ ଆଶୀର୍ବାଦ କଲେ।
Genesis 48:9
ଯୋଷଫେ ଆପଣା ପିତାଙ୍କୁ କହିଲେ, ଏମାନେ ମାହେର ପୁତ୍ର, ପରମେଶ୍ବର ଏମାନଙ୍କୁ ଏହି ଦେଶ ରେ ମାେତେ ଦଇେଅଛନ୍ତି।
Genesis 27:4
ମୁଁ ଯେଉଁ ପିର ଖାଦ୍ୟକୁ ଭଲପାଏ ସହେିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମାେ ପାଇଁ ଆଣ। ତହିଁରେ ମାରେ ମୃତ୍ଯୁ ପୂର୍ବରୁ ତୁମ୍ଭକୁ ଆଶିର୍ବାଦ କରିବି।
Genesis 14:18
ଶାଲମର ରାଜା ମଲ୍କୀଷଦକେ ଅବ୍ରାହାମକୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ବରଙ୍କର ଯାଜକ। ମଲକୀଷଦକେ ରୋଟୀ ଓ ଦ୍ରାକ୍ଷାରସ ଘନେି ଆସିଲେ।