Luke 24:32 ତା'ପରେ ସମାନେେ ପରସ୍ପର କଥାବାର୍ତ୍ତା ହେଲେ, ଯେତବେେଳେ ଯୀଶୁ ଆମ୍ଭ ସହିତ ରାସ୍ତା ରେ କଥାବାର୍ତ୍ତା ହେଉଥିଲେ, ସେତବେେଳେ ଆମ୍ଭ ହୃଦୟ ଭିତ ରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତବେେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତଜେିତ କରି ଦେଉଥିଲା।
Luke 24:32 in Other Translations
King James Version (KJV) And they said one to another, Did not our heart burn within us, while he talked with us by the way, and while he opened to us the scriptures?
American Standard Version (ASV) And they said one to another, Was not our heart burning within us, while he spake to us in the way, while he opened to us the scriptures?
Bible in Basic English (BBE) And they said to one another, Were not our hearts burning in us while he was talking to us on the way, making clear to us the holy Writings?
Darby English Bible (DBY) And they said to one another, Was not our heart burning in us as he spoke to us on the way, [and] as he opened the scriptures to us?
World English Bible (WEB) They said one to another, "Weren't our hearts burning within us, while he spoke to us along the way, and while he opened the Scriptures to us?"
Young's Literal Translation (YLT) And they said one to another, `Was not our heart burning within us, as he was speaking to us in the way, and as he was opening up to us the Writings?'
And
καὶ
kai
kay
they said
εἶπον
epō
APE-oh
one to
πρὸς
pros
prose
another,
ἀλλήλους
allēlōn
al-LAY-lone
not
Οὐχὶ
ouchi
oo-HEE
ἡ
ho
oh
heart
καρδία
kardia
kahr-THEE-ah
our
ἡμῶν
hēmōn
ay-MONE
burn
καιομένη
kaiō
KAY-oh
Did
ἦν
ēn
ane
within
ἐν
en
ane
us,
ἡμῖν
hēmin
ay-MEEN
while
ὡς
hōs
ose
he talked
ἐλάλει
laleō
la-LAY-oh
with us
ἡμῖν
hēmin
ay-MEEN
by
ἐν
en
ane
the
τῇ
ho
oh
way,
ὁδῷ
hodos
oh-THOSE
and
καὶ
kai
kay
while
ὡς
hōs
ose
he opened
διήνοιγεν
dianoigō
thee-ah-NOO-goh
to us
ἡμῖν
hēmin
ay-MEEN
the
τὰς
ho
oh
scriptures?
γραφάς
graphē
gra-FAY
Read Full Chapter :
Luke 24
Cross Reference
ଲୂକଲିଖିତ ସୁସମାଚାର 24:45
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ଯୀଶୁ ସମାନଙ୍କେୁ ସବୁ ବୁଝାଇଲେ।
ଗୀତସଂହିତା 39:3
ମୁଁ ଅତି କୋର୍ଧିତ ଥିଲି। ମୁଁ ଯେତବେେଳେ ମାରେ କୋର୍ଧ ବିଷଯରେ ଭାବିଲି ଆହୁରି ଅଧିକ କୋର୍ଧୀ ହଲିେ। ତଣେୁ ମୁଁ ଜିହ୍ବାରେ କିଛି କହି ପକାଇଲି।
ଯୋହନଲିଖିତ ସୁସମାଚାର 6:63
ଶରୀର ମନଷ୍ଯକୁ ଜୀବନଦାନ କରନୋହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ।
ଯିଶାଇୟ 50:4
ମାରେପ୍ରଭୁ ସଦାପ୍ରଭୁ ମାେତେ ଶିକ୍ଷା ଦଇେଛନ୍ତି ମୁଁ ଯେପରି କ୍ଲାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରିପାରିବି, ସେ ପ୍ରତି ପ୍ରଭାତ ରେ ମାେତେ ଜାଗ୍ରତ କରାନ୍ତି ଓ ବିଦ୍ଯାର୍ଥୀପରି ଶୁଣିବା ପାଇଁ ମାରେ କର୍ଣ୍ଣକୁ ଜାଗ୍ରତ କରାନ୍ତି।
ଯିରିମିୟ 15:16
ତୁମ୍ଭର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ମୁଁ ତାହା ଗ୍ରହଣ କଲି। ଆଉ ତୁମ୍ଭର ବାକ୍ଯ ଦ୍ବାରା ମାରେ ପ୍ରାଣ ଉଲ୍ଲସିତ ହେଲା। କାରଣ ହେ ସୈନ୍ଯାଧିପତି ସଦାପ୍ରଭୁ ପରମେଶ୍ବର, ମୁଁ ତୁମ୍ଭ ନାମ ରେ ଖ୍ଯାତ ଅଟେ।
ଯିରିମିୟ 20:9
ସମଯେ ସମଯେ ମୁଁ ନିଜେ ନିଜକୁ କ ହେ, ମୁଁ ଆଉ ସଦାପ୍ରଭୁଙ୍କ ବିଷଯ କହିବି ନାହିଁ କି ତାଙ୍କ ପାଇଁ ପ୍ରଚାର କରିବି ନାହିଁ। ମାତ୍ର ଏହା କହିଲା ବେଳେ ମାେ ଅସ୍ଥି ମଜ୍ଜା ମଧିଅରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ଯ ଜଳି ଉେଠ। ମୁଁ ହୃଦଯ ମଧିଅରେ ତାକୁ ସମ୍ଭାଳି ରଖିପା ରେ ନାହିଁ। ସଗେୁଡ଼ିକୁ ଭିତ ରେ ଧରି ରଖିବା ପାଇଁ ଚେଷ୍ଟା କଲି କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହଲିେ।
ଗୀତସଂହିତା 104:34
ମୁଁ ଆଶାକରେ ମୁଁ ୟାହାସବୁ କହିଲି ତାହା ଆନନ୍ଦ ଦବେ। ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହବେି।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:2
ପାଉଲ ସମାନଙ୍କେ ପାଖକୁ ଗଲେ। ଏପରି ସେ ସର୍ବଦା କରୁଥିଲେ। ସେ ତିନି ବିଶ୍ରାମବାର ଦିନ ପର୍ୟ୍ଯନ୍ତ ସମାନଙ୍କେ ସହିତ ଶାସ୍ତ୍ର ଆଲୋଚନା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 28:23
ତେଣୁ ସମାନେେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ଯା ରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ଯା ପର୍ୟ୍ଯନ୍ତ ମାଶାଙ୍କେ ବ୍ଯବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସମାନଙ୍କେୁ ବିଶ୍ବାସ କରାଇବା ପାଇଁ ଚେ଼ଷ୍ଟା କଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 4:12
ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।
ଯିରିମିୟ 23:29
ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ଯ ଅଗ୍ନି ତୁଲ୍ଯ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ଯ।
ହିତୋପଦେଶ 27:9
ତୈଳ ଓ ସୁଗନ୍ଧିତ ଧୂପ ମନକୁ ଆହ୍ଲାଦିତ କରେ। ମନର ମନ୍ତ୍ରଣାରୁ ଜାତ ମନ୍ତ୍ରର ମିଷ୍ଟତା ତଦ୍ରୁପ କରେ।
ହିତୋପଦେଶ 27:17
ଯେପରି ଲୁହା ଲୁହାକୁ ଧାର କରେ, ସପରେି ବନ୍ଧୁ ତା'ର ବନ୍ଧୁତ୍ବର ମନକୁ ତୀକ୍ଷ୍ମ କରେ।