Luke 20:4
ଯେତବେେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ବରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?
Luke 20:4 in Other Translations
King James Version (KJV)
The baptism of John, was it from heaven, or of men?
American Standard Version (ASV)
The baptism of John, was it from heaven, or from men?
Bible in Basic English (BBE)
The baptism of John, was it from heaven or of men?
Darby English Bible (DBY)
The baptism of John, was it of heaven or of men?
World English Bible (WEB)
the baptism of John, was it from heaven, or from men?"
Young's Literal Translation (YLT)
the baptism of John, from heaven was it, or from men?'
| The | Τὸ | to | toh |
| baptism | βάπτισμα | baptisma | VA-ptee-sma |
| of John, | Ἰωάννου | iōannou | ee-oh-AN-noo |
| it was | ἐξ | ex | ayks |
| from | οὐρανοῦ | ouranou | oo-ra-NOO |
| heaven, | ἦν | ēn | ane |
| or | ἢ | ē | ay |
| of | ἐξ | ex | ayks |
| men? | ἀνθρώπων | anthrōpōn | an-THROH-pone |
Cross Reference
Luke 15:18
ମୁଁ ଏ ସ୍ଥାନ ଛାଡି ମାେ ବାପାଙ୍କ ପାଖକୁ ଫରେିୟିବି।' ମୁଁ ତାହାଙ୍କୁ କହିବି, 'ବାପା, ମୁଁ ପରମେଶ୍ବରଙ୍କ ବିରୁଦ୍ଧ ରେ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଛି।
Daniel 4:25
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।
Matthew 11:7
ଏ କଥା ଶୁଣି ଯୋହନଙ୍କ ଶିଷ୍ଯମାନେ ଫରେି ଯାଉଥିବା ସମୟରେ ଯୀଶୁ ସଠାେରେ ଜମା ହାଇେଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟ ରେ କହିଲେ, ଏ ମରୁଭୂମିକୁ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ ପବନ ରେ ଦୋହଲୁ ଥିବା କୌଣସି ନଳଗଛକୁ ?
Matthew 17:11
ଯୀଶୁ ଉତ୍ତର ଦେଲେ, ସମାନେେ ଠିକ୍ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରେତ୍ୟକକ ବସ୍ତୁକୁ ଠିକ୍ କ୍ରମ ରେ ରଖିବେ।
Matthew 21:25
କୁହ, ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା?
Luke 7:28
ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ଯରୁ ଜାତ ସମସ୍ତଙ୍କ ମଧିଅରେ ଯୋହନଙ୍କଠାରୁ ଅଧିକ ମହାନ୍ କହେି ନାହିଁ। ତଥାପି ପରମେଶ୍ବରଙ୍କ ରାଜ୍ଯର ଯେଉଁ ଲୋକ ସବୁଠାରୁ େଛାଟ, ସେ ମଧ୍ଯ ଯୋହନଙ୍କଠାରୁ ମହାନ।
John 1:6
ଯୋହନ ନାମକ ଜଣେ ବ୍ଯକ୍ତି ଥିଲେ। ତାହାଙ୍କୁ ପରମେଶ୍ବର ପଠାଇଥିଲେ।
John 1:19
ୟିରୂଶାଲମରୁ ଯିହୂଦୀମାନେ କେତକେ ଯାଜକ ଓ ଲବେୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। ତୁମ୍ଭେ କିଏ? ଏହା ତାହାଙ୍କୁ ପଚାରିବା ପାଇଁ ଯିହୂଦୀମାନେ ସମାନଙ୍କେୁ ପଠାଇଥିଲେ।