Luke 2 - ASV (Oriya)
1 Now it came to pass in those days, there went out a decree from Caesar Augustus, that all the world should be enrolled.ସହେି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଖର ଲୋକମାନଙ୍କ ଉଦ୍ଦେଶ୍ଯ ରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘାଷେଣା କରାଗଲା। ଆଜ୍ଞାଟି କୁ ହେ ଯେ ସମସ୍ତେ ଜନଗଣନା ପାଇଁ ନିଜନିଜ ନାମର ପଞ୍ଜୀକରଣ କରିବେ।
2 This was the first enrolment made when Quirinius was governor of Syria.ଏହା ପ୍ରଥମ ଜନଗଣନା ଥିଲା। କ୍ବିରୀଣିୟ ସୁରିଯାର ରାଜ୍ଯପାଳ ଥିବା ସମୟରେ ଏହା ହେଲା।
3 And all went to enrol themselves, every one to his own city.ତେଣୁ ପ୍ରେତ୍ୟକକ ଲୋକ ନାମ ପଞ୍ଜୀକରଣ କରିବା ପାଇଁ ନିଜ ନିଜ ନଗରକୁ ଗଲେ।
4 And Joseph also went up from Galilee, out of the city of Nazareth, into Judaea, to the city of David, which is called Bethlehem, because he was of the house and family of David;ୟୋ ସଫେ ଦାଉଦଙ୍କ ବଂଶର ହାଇେଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ୟିହୂଦା ପ୍ରଦେଶର ବେଥ୍ଲହେିମକୁ ଗଲେ। ବେଥ୍ଲହେିମ ନଗର ଦାଉଦଙ୍କ ନଗର ନାମ ରେ ପରିଚିତ ଥିଲା।
5 to enrol himself with Mary, who was betrothed to him, being great with child.ୟୋ ସଫେ ମରିୟମଙ୍କ ସହିତ ନାମ ପଞ୍ଜୀକରଣ କଲେ, କାରଣ ମରିୟମଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହାଇେ ସାରିଥିଲା। ମରିୟମ ସେତବେେଳେ ଗର୍ଭବତୀ ଥିଲେ।
6 And it came to pass, while they were there, the days were fulfilled that she should be delivered.ୟୋ ସଫେ ଓ ମରିୟମ ବେଥ୍ଲହେିମ ରେ ଥିବା ସମୟରେ ମରିୟମଙ୍କର ପ୍ରସବ ସମୟ ଆସିଲା।
7 And she brought forth her firstborn son; and she wrapped him in swaddling clothes, and laid him in a manger, because there was no room for them in the inn.ସେ ତାହାଙ୍କର ପ୍ରଥମଜାତ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସମାନେେ ରହିବାକୁ ଚଟିଘ ରେ ଆଉ ଜାଗା ନଥିଲା। ତେଣୁ ମରିୟମ ଶିଶୁଟିକୁ ଲୁଗାପଟା ରେ ଗୁଡାଇ ଗୁହାଳ ରେ ଗୋରୁକୁଣ୍ଡ ରେ ରଖି ଦେଲେ।
8 And there were shepherds in the same country abiding in the field, and keeping watch by night over their flock.ସହେି ରାତି ରେ କେତକେ ମଷେପାଳକ ସମାନଙ୍କେର ମାଣ୍ଢାଗୁଡିକୁ ରାତିସାରା ପଦା ରେ ଜଗି ରହିଥିଲେ।
9 And an angel of the Lord stood by them, and the glory of the Lord shone round about them: and they were sore afraid.ପ୍ରଭୁଙ୍କର ଜଣେ ଦୂତ ମଷେପାଳକମାନଙ୍କ ସମ୍ମୁଖ ରେ ଠିଆ ହେଲେ। ପ୍ରଭୁଙ୍କର ଗୌରବର ଜ୍ଯୋତିଃ ସମାନଙ୍କେର ଚତୁର୍ଦ୍ଦିଗ ରେ ଝଲକି ଉଠିଲା।
10 And the angel said unto them, Be not afraid; for behold, I bring you good tidings of great joy which shall be to all the people:ମଷେପାଳକମାନେ ଅତ୍ଯନ୍ତ ଭୟଭୀତ ହାଇଗେଲେ। ସ୍ବର୍ଗଦୂତ ସମାନଙ୍କେୁ କହିଲେ, ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ଯନ୍ତ ଶୁଭ ସମାଚାର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦବେ।
11 for there is born to you this day in the city of David a Saviour, who is Christ the Lord.କାରଣ ଆଜି ଦାଉଦଙ୍କ ନଗର ରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି।
12 And this `is' the sign unto you: Ye shall find a babe wrapped in swaddling clothes, and lying in a manger.ତୁମ୍ଭମାନେେ ତାହାଙ୍କୁ ଚିହ୍ନି ପାରିବା ପାଇଁ ଏହା ହେଉଛି ସଙ୍କତେ: ତୁମ୍ଭମାନେେ ଗୋଟିଏ ଶିଶୁକୁ କନା ରେ ଗୁଡାଇ ହାଇେ ଗୋରୁକୁଣ୍ଡ ରେ ଶାଇେଥିବାର ଦେଖିବ।
13 And suddenly there was with the angel a multitude of the heavenly host praising God, and saying,ସହେି ସମୟରେ ସ୍ବର୍ଗରୁ ବହୁସଂଖ୍ଯା ରେ ସ୍ବର୍ଗଦୂତମାନେ ଆସି ସହେି ସ୍ବର୍ଗଦୂତଙ୍କ ସହିତ ୟୋଗ ଦେଲେ। ସମସ୍ତ ସ୍ବର୍ଗଦୂତ ଏହିପରି ପରମେଶ୍ବରଙ୍କ ସ୍ତୁତି କରୁଥିଲେ:
14 Glory to God in the highest, And on earth peace among men in whom he is well pleased.ସ୍ବର୍ଗ ରେ ରହୁଥିବା ପରମେଶ୍ବରଙ୍କୁ ଜୟ ହେଉ ଏବଂ ଏ ପୃଥିବୀ ରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ବର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।
15 And it came to pass, when the angels went away from them into heaven, the shepherds said one to another, Let us now go even unto Bethlehem, and see this thing that is come to pass, which the Lord hath made known unto us.ସ୍ବର୍ଗଦୂତମାନେ ମଷେପାଳକମାନଙ୍କୁ ଛାଡି ସ୍ବର୍ଗକୁ ଫରେିଗଲେ। ମଷେପାଳକମାନେ ପରସ୍ପର କୁହାକୁହି ହେଲେ: ଆମ୍ଭମାନେେ ବେଥ୍ଲହେିମ ୟିବା ଓ ଏହି ଯେଉଁ ଘଟଣା ଘଟିଛି ବୋଲି ପ୍ରଭୁ ଆମ୍ଭମାନଙ୍କୁ ଜଣାଇଲେ, ତାହା ଦେଖିବା।
16 And they came with haste, and found both Mary and Joseph, and the babe lying in the manger.ତେଣୁ ସମାନେେ ଶୀଘ୍ର ଗଲେ ଓ ମରିୟମ ଏବଂ ୟୋ ସଫଙ୍କେୁ ଖାଜେି ପାଇଲେ। ସହେି ଶିଶୁ ଗୋଟିଏ ଗୋରୁ କୁଣ୍ଡ ରେ ଶାଇେଥିଲେ।
17 And when they saw it, they made known concerning the saying which was spoken to them about this child.ମଷେପାଳକମାନେ ଶିଶୁଙ୍କୁ ଦେଖିଲେ। ଏହି ଶିଶୁଙ୍କ ବିଷୟ ରେ ସ୍ବର୍ଗଦୂତମାନେ ଯାହା କରିଥିଲେ, ତାହା ସମାନେେ ସମସ୍ତଙ୍କୁ କହିଲେ।
18 And all that heard it wondered at the things which were spoken unto them by the shepherds.ମଷେପାଳକମାନେ ଯାହା କହିଲେ ତାହା ଶୁଣି, ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ।
19 But Mary kept all these sayings, pondering them in her heart.କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତ ରେ ଗୋପନ ରଖି ନିରନ୍ତର ଚିନ୍ତା କରିବାକୁ ଲାଗିଲେ।
20 And the shepherds returned, glorifying and praising God for all the things that they had heard and seen, even as it was spoken unto them.ମଷେପାଳକମାନେ ନିଜ ମଷେମାନଙ୍କ ନିକଟକୁ ଫରେିଗଲେ ଏବଂ ଯାହା ସବୁ ଶୁଣିଥିଲେ ଓ ଦେଖିଥିଲେ, ସେଥିପାଇଁ ପରମେଶ୍ବରଙ୍କୁ ଗୌରବ ଦେଲେ ଓ ପ୍ରଶଂସା ଗାନ କଲେ। ସ୍ବର୍ଗଦୂତମାନେ ଯେପରି କହିଥିଲେ, ସମାନେେ ପ୍ରେତ୍ୟକକ ଜିନିଷକୁ ସହେିପରି ଦେଖିଲେ।
21 And when eight days were fulfilled for circumcising him, his name was called JESUS, which was so called by the angel before he was conceived in the womb.ଶିଶୁଟି ଆଠ ଦିନର ହବୋରୁ ତାର ସୁନ୍ନତ କରାଗଲା ଓ ତାହାଙ୍କର ନାମ ଯୀଶୁ ରଖାଗଲା। ସେ ଗର୍ଭ ରେ ରହି ବଢିବା ପୂର୍ବରୁ ସ୍ବର୍ଗଦୂତ ତାହାଙ୍କୁ ଏହି ନାମ ଦଇେଥିଲେ।
22 And when the days of their purification according to the law of Moses were fulfilled, they brought him up to Jerusalem, to present him to the Lordମାଶାଙ୍କେ ବ୍ଯବସ୍ଥା ଅନୁସାରେ ଶୁଚି ହବୋର ସମୟ ଆସିଲା। ଏହାପରେ ୟୋ ସଫେ ଓ ମରିୟମ ଯୀଶୁଙ୍କୁ ପ୍ରଭୁ ପରମେଶ୍ବରଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ୟିରୂଶାଲମକୁ ନଇେ ଆସିଲେ।
23 (as it is written in the law of the Lord, Every male that openeth the womb shall be called holy to the Lord),ପ୍ରଭୁଙ୍କ 'ନିୟମ' ରେ ଲଖାେଅଛି: ପରିବାର ରେ ପ୍ରଥମ ପୁତ୍ରସନ୍ତାନ ଜନ୍ମ ହେଲେ ସେ 'ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ' ହବେ।
24 and to offer a sacrifice according to that which is said in the law of the Lord, A pair of turtledoves, or two young pigeons.ପ୍ରଭୁଙ୍କ ନିୟମ ରେ ଆହୁରି ମଧ୍ଯ ଲଖାେଅଛି: ତୁମ୍ଭକୁ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ମଧ୍ଯ ବଳି ଦବୋକୁ ହବେ। ତେଣୁ ଏହି ବ୍ଯବସ୍ଥା ଅନୁସାରେ ବଳି ଦବୋ ନିମନ୍ତେ ୟୋ ସଫେ ଓ ମରିୟମ ୟିରୂଶାଲମକୁ ଗଲେ।
25 And behold, there was a man in Jerusalem whose name was Simeon; and this man was righteous and devout, looking for the consolation of Israel: and the Holy Spirit was upon him.ୟିରୁଶାଲମ ରେଶିମିଯୋନ ନାମ ରେ ଜଣେ ଅତ୍ଯନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇଶ୍ରାୟେଲକୁ ସାନ୍ତ୍ବନା କରିବା ନିମନ୍ତେ ପରମେଶ୍ବର କବେେ ଆସିବେ, ସହେି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ର ଆତ୍ମା ତାହାଙ୍କ ମଧିଅରେ ଥିଲେ।
26 And it had been revealed unto him by the Holy Spirit, that he should not see death, before he had seen the Lord's Christ.ପବିତ୍ର ଆତ୍ମା ତାହାଙ୍କୁ କହି ଦଇେଥିଲେ ଯେ, ସେ ପ୍ରଭୁ ପରମେଶ୍ବରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନକରିବା ପୂର୍ବରୁ ତାହାଙ୍କର ମୃତ୍ଯୁ ହବେନାହିଁ।
27 And he came in the Spirit into the temple: and when the parents brought in the child Jesus, that they might do concerning him after the custom of the law,ଆତ୍ମାଶିମିଯୋନଙ୍କୁ ମନ୍ଦିରକୁ କଢଇେ ଆଣିଲେ। ଯିହୂଦୀମାନଙ୍କ ବ୍ଯବସ୍ଥା ଅନୁସାରେ କାର୍ୟ୍ଯ କରିବା ପାଇଁ ୟୋ ସଫେ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗ ରେ ନଇେ ମନ୍ଦିରକୁ ଗଲେ।
28 then he received him into his arms, and blessed God, and said,ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନଇେ ପରମେଶ୍ବରଙ୍କ ସ୍ତୁତିଗାନ କରି କହିଲେ:
29 Now lettest thou thy servant depart, Lord, According to thy word, in peace;ପ୍ରଭୁ! ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତି ରେ ମରିବାକୁ ଦିଅ।
30 For mine eyes have seen thy salvation,ମୁଁ ମାେ ଅଖି ରେ ତୁମ୍ଭର ପରିତ୍ରାଣକୁ ଦେଖିଛି।
31 Which thou hast prepared before the face of all peoples;ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଆଗ ରେ ପ୍ରସ୍ତୁତ କରିଛ।
32 A light for revelation to the Gentiles, And the glory of thy people Israel.ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦଖାଇବୋ ପାଇଁ ଆଲୋକ ଅଟନ୍ତି ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।
33 And his father and his mother were marvelling at the things which were spoken concerning him;ଯୀଶୁଙ୍କ ବାପାମାଆ ଯୀଶୁଙ୍କ ବିଷୟ ରେ ଶିମିୟୋନଙ୍କ ମୁହଁରୁ ଏ କଥା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ।
34 and Simeon blessed them, and said unto Mary his mother, Behold, this `child' is set for the falling and the rising of many in Israel; and for a sign which is spoken against;ତା'ପରେଶିମିଯୋନ ସମାନଙ୍କେୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, ଏ ବାଳକ ୟୋଗୁଁ ଅନକେ ଯିହୂଦୀଙ୍କର ଉତ୍ଥାନ ଓ ପତନ ହବେ। ସେ ପରମେଶ୍ବରଙ୍କର ଏକ ଚିହ୍ନ ହବେେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ।
35 yea and a sword shall pierce through thine own soul; that thoughts out of many hearts may be revealed.ଲୋକମାନଙ୍କ ମନ ଭିତ ରେ ଥିବା ଗୋପନକଥା ପ୍ରକାଶିତ ହବେ। ସହେି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।
36 And there was one Anna, a prophetess, the daughter of Phanuel, of the tribe of Asher (she was of a great age, having lived with a husband seven years from her virginity,ସେତବେେଳେ ହାନ୍ନା ନାମ ରେ ଜଣେ ମହିଳା ଭବିଷ୍ଯଦ୍ବକ୍ତୀ ମନ୍ଦିର ଭିତ ରେ ଥିଲେ। ସେ ଆଶରେ ବଂଶର ଫିନୂଯଲଙ୍କେ ଝିଅ ଥିଲେ। ହାନ୍ନା ବହୁତ ବୁଢୀ ହାଇେ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ୟ୍ଯନ୍ତ ସେ ସ୍ବାମୀଙ୍କ ସହିତ ରହିଥିଲେ।
37 and she had been a widow even unto fourscore and four years), who departed not from the temple, worshipping with fastings and supplications night and day.ତା'ପରେ ତାହାଙ୍କର ସ୍ବାମୀ ମରିଗଲେ ଓ ସେ ବିଧବା ହାଇେ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହାଇେଥିଲା। ହାନ୍ନା ସବୁବେଳେ ମନ୍ଦିର ରେ ରହୁଥିଲେ। କବେେ ହେଲେ ସେ ମନ୍ଦିର ଛାଡି ଯାଇ ନଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ବରଙ୍କ ଉପାସନା କରୁଥିଲେ।
38 And coming up at that very hour she gave thanks unto God, and spake of him to all them that were looking for the redemption of Jerusalem.ସେ ସହେି ସମୟରେ ଶିଶୁ ଓ ତା'ର ବାପାମାଆଙ୍କ ପାଖକୁ ଆସିଲେ। ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ଯେଉଁମାନେ ୟିରୁଶାଲମର ମୁକ୍ତିର ଅପେକ୍ଷା ରେ ଥିଲେ, ସହେି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟ ରେ କହିଲେ।
39 And when they had accomplished all things that were according to the law of the Lord, they returned into Galilee, to their own city Nazareth.ୟୋ ସଫେ ଓ ମରିୟମ ପ୍ରଭୁଙ୍କ ବ୍ଯବସ୍ଥାନୁଯାଯୀ ସମସ୍ତ କାର୍ୟ୍ଯ ସମ୍ପୂର୍ଣ୍ଣ କଲେ। ତା'ପରେ ସମାନେେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫରେିଗଲେ।
40 And the child grew, and waxed strong, filled with wisdom: and the grace of God was upon him.ସାନ ଶିଶୁଟି ଦିନକୁ ଦିନ ବଢିବାକୁ ଲାଗିଲେ। ସେ ହୃଷ୍ଟପୃଷ୍ଟ ଓ ବୁଦ୍ଧିମାନ ହବୋକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ବରଙ୍କର ଆଶୀର୍ବାଦ ଥିଲା।
41 And his parents went every year to Jerusalem at the feast of the passover.ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ୟିରୂଶାଲମ ଯାଉଥିଲେ।
42 And when he was twelve years old, they went up after the custom of the feast;ଯୀଶୁଙ୍କୁ ବାରବର୍ଷ ବୟସ ହାଇେଥିବା ସମୟରେ ସବୁଥର ଭଳି ସମାନେେ ପର୍ବକୁ ଗଲେ।
43 and when they had fulfilled the days, as they were returning, the boy Jesus tarried behind in Jerusalem; and his parents knew it not;ପର୍ବ ଦିନତକ ଶଷେ ହାଇଯେିବା ପରେ ସମାନେେ ଘରକୁ ଫରେୁଥିଲେ। କିନ୍ତୁ ବାଳକ ଯୀଶୁ ଯୀରୁଶାଲମ ରେ ରହିଗଲେ। ତାହାଙ୍କ ବାପାମାଆ ଏକଥା ଜାଣିନଥିଲେ।
44 but supposing him to be in the company, they went a day's journey; and they sought for him among their kinsfolk and acquaintance:ଦଳ ଭିତ ରେ ପୁଅ ଅଛି ଭାବି ୟୋ ସଫେ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା'ପରେ ସମାନେେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତ ରେ ଯୀଶୁଙ୍କୁ ଖାଜେିଲେ।
45 and when they found him not, they returned to Jerusalem, seeking for him.କିନ୍ତୁ ସମାନେେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସମାନେେ ଯୀଶୁଙ୍କୁ ଖାଜେି ଖାଜେି ୟିରୁଶାଲମ ଫରେି ଆସିଲେ।
46 And it came to pass, after three days they found him in the temple, sitting in the midst of the teachers, both hearing them, and asking them questions:ତିନିଦିନ ପରେ ସମାନେେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତ ରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସମାନଙ୍କେ କଥା ଶୁଣୁଥିଲେ ଓ ସମାନଙ୍କେୁ ପ୍ରଶ୍ନ ସବୁ ପଚାରୁଥିଲେ।
47 and all that heard him were amazed at his understanding and his answers.ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡିକ ଶୁଣି ସମାନେେ ଆଶ୍ଚର୍ୟ୍ଯ ହାଇେ ଯାଇଥିଲେ।
48 And when they saw him, they were astonished; and his mother said unto him, Son, why hast thou thus dealt with us? behold, thy father and I sought thee sorrowing.ଯୀଶୁଙ୍କ ବାପାମାଆ ତାହାଙ୍କୁ ଦେଖି ବିସ୍ମିତ ହାଇଗେଲେ। ତାହାଙ୍କ ମାଆ ତାହାଙ୍କୁ ପଚାରିଲେ, ପୁଅ ରେ! ତୁ ଆମ ସାଙ୍ଗ ରେ ଏପରି କାହିଁକି କଲୁ? ତାେ ବାପା ଓ ମୁଁ ତାେତେ ଖାଜେି ଖାଜେି ବହୁତ ଚିନ୍ତିତ ହାଇେ ପଡିଲୁଣି।
49 And he said unto them, How is it that ye sought me? knew ye not that I must be in my Father's house?ଏହି ଶୁଣି ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମାେତେ କାହିଁକୁ ଖୋଜୁଥିଲ? ଯେଉଁଠା ରେ ମାରେ ପରମପିତାଙ୍କର କାର୍ୟ୍ଯ ଅଛି, ମୁଁ ସଠାେରେ ନିଶ୍ଚୟ ଥିବି ବୋଲି ତୁମ୍ଭମାନେେ କ'ଣ ଜାଣିନାହଁ?
50 And they understood not the saying which he spake unto them.କିନ୍ତୁ ସମାନେେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ।
51 And he went down with them, and came to Nazareth; and he was subject unto them: and his mother kept all `these' sayings in her heart.ଯୀଶୁ ସମାନଙ୍କେ ସହିତ ନାଜରିତକୁ ଗଲେ। ସେ ବାପାମାଆଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମାଆ ତଥାପି ଏହି ସବୁ କଥା ନିଜ ମନ ଭିତ ରେ ରଖି ଚିନ୍ତା କରୁଥିଲେ।
52 And Jesus advanced in wisdom and stature, and in favor with God and men.ଯୀଶୁ ଜ୍ଞାନ ରେ, ଶରୀର ରେ ଏବଂ ପରମେଶ୍ବର ଓ ମନୁଷ୍ଯମାନଙ୍କ ଅନୁଗ୍ରହ ରେ ବଢିବାକୁ ଲାଗିଲେ।
Oriya Bible