Luke 2:34
ତା'ପରେଶିମିଯୋନ ସମାନଙ୍କେୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, ଏ ବାଳକ ୟୋଗୁଁ ଅନକେ ଯିହୂଦୀଙ୍କର ଉତ୍ଥାନ ଓ ପତନ ହବେ। ସେ ପରମେଶ୍ବରଙ୍କର ଏକ ଚିହ୍ନ ହବେେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ।
Luke 2:34 in Other Translations
King James Version (KJV)
And Simeon blessed them, and said unto Mary his mother, Behold, this child is set for the fall and rising again of many in Israel; and for a sign which shall be spoken against;
American Standard Version (ASV)
and Simeon blessed them, and said unto Mary his mother, Behold, this `child' is set for the falling and the rising of many in Israel; and for a sign which is spoken against;
Bible in Basic English (BBE)
And Simeon gave them his blessing and said to Mary, his mother, See, this child will be the cause of the downfall and the lifting up of great numbers of people in Israel, and he will be a sign against which hard words will be said;
Darby English Bible (DBY)
And Simeon blessed them, and said to Mary his mother, Lo, this [child] is set for the fall and rising up of many in Israel, and for a sign spoken against;
World English Bible (WEB)
and Simeon blessed them, and said to Mary, his mother, "Behold, this child is set for the falling and the rising of many in Israel, and for a sign which is spoken against.
Young's Literal Translation (YLT)
and Simeon blessed them, and said unto Mary his mother, `Lo, this `one' is set for the falling and rising again of many in Israel, and for a sign spoken against --
| And | καὶ | kai | kay |
| Simeon | εὐλόγησεν | eulogēsen | ave-LOH-gay-sane |
| blessed | αὐτοὺς | autous | af-TOOS |
| them, | Συμεὼν | symeōn | syoo-may-ONE |
| and | καὶ | kai | kay |
| said | εἶπεν | eipen | EE-pane |
| unto | πρὸς | pros | prose |
| Mary | Μαριὰμ | mariam | ma-ree-AM |
| his | τὴν | tēn | tane |
| μητέρα | mētera | may-TAY-ra | |
| mother, | αὐτοῦ | autou | af-TOO |
| Behold, | Ἰδού, | idou | ee-THOO |
| this | οὗτος | houtos | OO-tose |
| child is set | κεῖται | keitai | KEE-tay |
| for | εἰς | eis | ees |
| fall the | πτῶσιν | ptōsin | PTOH-seen |
| and | καὶ | kai | kay |
| rising again | ἀνάστασιν | anastasin | ah-NA-sta-seen |
| of many | πολλῶν | pollōn | pole-LONE |
| in | ἐν | en | ane |
| τῷ | tō | toh | |
| Israel; | Ἰσραὴλ | israēl | ees-ra-ALE |
| and | καὶ | kai | kay |
| for | εἰς | eis | ees |
| a sign | σημεῖον | sēmeion | say-MEE-one |
| which shall be spoken against; | ἀντιλεγόμενον | antilegomenon | an-tee-lay-GOH-may-none |
Cross Reference
1 Peter 2:7
ତୁମ୍ଭ୍ ଭଳି ବିଶ୍ବାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ଯବାନ। କିନ୍ତୁ ଯୀଶୁ ଅବିଶ୍ବାସୀମାନଙ୍କ ଲାଗି :
1 Corinthians 1:23
କିନ୍ତୁ ଆମ୍ଭେ ପ୍ରଚାର କରୁଛୁ : ଖ୍ରୀଷ୍ଟ କୃଶ ରେ ମୃତ୍ଯୁ ବରଣ କଲେ। ଏକଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ।
Matthew 21:44
ଯେଉଁ ଲୋକ ଏହି ପଥର ଉପରେ ଖସି ପଡ଼ିବ, ସେ ଖଣ୍ଡ ଖଣ୍ଡ ହାଇଯେିବ। ଏବଂ ପଥରଟି ଯଦି କାହା ଉପରେ ପଡ଼ିବ ତବେେ ପଥରଟି ତାକୁ ଚୁନା କରିଦବେ।
Acts 9:1
ଶାଉଲ ୟିରୂଶାଲମ ରେ ପ୍ରଭୁଙ୍କ ଅନୁସରଣକାରୀମାନଙ୍କ ବିରୁଦ୍ଧ ରେ ହତ୍ଯାର ଭୟ ଦଖାଇବୋ ପାଇଁ ଚେ଼ଷ୍ଟା କଲେ।
Hosea 14:9
ଜଣେ ଜ୍ଞାନୀ ବ୍ଯକ୍ତି ଏହି ଜିନିଷଗୁଡିକୁ ବୁଝେ। ଜଣେ କର୍ମଠ ବ୍ଯକ୍ତି ଏହିସବୁ ଜିନିଷଗୁଡିକୁ ଶିକ୍ଷା କରିବା ଉଚିତ। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସହେି ମାର୍ଗ ଦ୍ବାରା ବଞ୍ଚିବେ ଓ ପାପୀମାନେ ତା' ଦ୍ବାରା ମୃତ୍ଯୁବରଣ କରିବେ।
Acts 28:22
ଆମ୍ଭେ ତୁମ୍ଭଠାରୁ ତୁମ୍ଭ ବିଚ଼ାରଗୁଡ଼ିକ ବିଷୟ ରେ ଶୁଣିବାକୁ ଚ଼ାହୁଁଛୁ। ଆମ୍ଭେ ଜାଣୁ ଯେ ଏହି ଦଳର ନିନ୍ଦା ସବୁଠା ରେ ହେଉଛି।
Acts 4:26
ପୃଥିବୀର ରାଜାମାନେ ୟୁଦ୍ଧ ପାଇଁ ପ୍ରସ୍ତୁତି ଚ଼ଳାଇଲେ ଓ ଶାସକମାନେ ପ୍ରଭୁ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ ଠିଆ ହେଲେ।' ଗୀତସଂହିତା 2:1-2
Acts 6:7
ଏହିପରି ଭାବରେ ପରମେଶ୍ବରଙ୍କର ବାକ୍ଯ ଚ଼ାରିଆଡ଼େ ବ୍ଯାପିଗଲା। ୟିରୂଶାଲମ ରେ ଶିଷ୍ଯମାନଙ୍କର ସଂଖ୍ଯା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ଯରୁ ଅନକେ ବିଶ୍ବାସ କଲେ ଓ ପାଳନ କଲେ।
Acts 13:45
ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସମାନେେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରଯୋଗ କଲେ।
Acts 17:6
ସମାନେେ ତାହାଙ୍କୁ ନ ପାଇ ଯାସୋନ ଓ କେତକେ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ। ସମାନେେ ପାଟି କରି କହିଲେ, ଏହି ଲୋକମାନେ ସାରା ଜଗତ ରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି। ସମାନେେ ବର୍ତ୍ତମାନ ଏଠାକୁ ମଧ୍ଯ ଆସିଲଣେି।
Acts 24:5
ଏ ବ୍ଯକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧିଅରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ଯ ନେତା।
Romans 9:32
କାରଣ ସମାନଙ୍କେର ବିଶ୍ବାସ ନଥିଲା ଯେ ସମାନେେ ନିଜର କାର୍ୟ୍ଯ ଦ୍ବାରା ଧାର୍ମିକ ହବୋ ପାଇଁ ଚେଷ୍ଟା କଲେ ତେଣୁ ସମାନେେ ଝୁଣ୍ଟି ପଡିବା ପଥର ରେ ଝୁଣ୍ଟି ପଡିଲେ।
2 Corinthians 2:15
ଆମ୍ଭର ଉତ୍ସର୍ଗ ବଳି ପରମେଶ୍ବରଙ୍କ ପାଇଁ ହେଉଛି ଏହା : ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାଁନ୍ତି, ସମାନଙ୍କେ ପାଇଁ ଆମ୍ଭମାନେେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି।
Hebrews 7:1
ମଲ୍କୀଷଦକେ ଶାଲମରେ ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ବରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫରେିଲା ବେଳେ ମଲ୍କୀଷଦକେ ଅବ୍ରହାମଙ୍କୁ ଦଖାେକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।
Hebrews 7:7
ସମସ୍ତେ ଜାଣନ୍ତେ ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
Hebrews 12:1
ଆମ୍ଭର ଚାରିପଟେ, ବିଶ୍ବାସଧାରୀ ଆମ୍ଭର ବହୁ ସଂଖ୍ଯକ ଲୋକ ରହିଛନ୍ତି। ବିଶ୍ବାସ ବିଷୟ ରେ ସମାନଙ୍କେ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସମାନଙ୍କେ ଭଳି ହବୋ ଉଚିତ। ଆମ୍ଭେ ଜୀବନ ରେ ଆଗକୁ ୟିବା ପାଇଁ ଯାହା କିଛି ବାଧା ଅଛି, ସଗେୁଡ଼ିକୁ ଆମ୍ଭେ ଆଡ଼ଇେ ଦବୋ ଉଚିତ ଓ ଆମ୍ଭ ସମ୍ମୁଖ ରେ ଥିବା ଦୌଡ଼ ରେ ଦୌଡ଼ିବା ଉଚିତ। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜ ରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ଯାଗ କରିବା ଉଚିତ।
1 Peter 4:14
ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ଯ ବୋଲି ଜାଣିବ। ତୁମ୍ଭ ଭିତ ରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ଯ। ତାହା ହିଁ ହେଉଛି ପରମେଶ୍ବରଙ୍କ ଆତ୍ମା।
Acts 3:15
ଜୀବନ ଦାନ କରିଥିବା ବ୍ଯକ୍ତିକୁ ତୁମ୍ଭମାନେେ ହତ୍ଯା କଲ, ମାତ୍ର ଇଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭମାନେେ ବି ଏହା ନିଜ ଆଖି ରେ ଦେଖିଅଛୁ।
Acts 2:36
ତେଣୁ ଇଶ୍ରାୟେଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭମାନେେ କୃଶ ରେ ବିଦ୍ଧ କରିଛ, ଇଶ୍ବର ତାହାଙ୍କୁ ପ୍ରଭୁ ଓ ମଶୀହ ପଦ ରେ ନିୟୁକ୍ତ କରିଛନ୍ତି।
Genesis 47:7
ଏହାପରେ ଯୋଷଫେ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।
Exodus 39:43
ମାଶାେ ସହେି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷପେ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡିକ ଠିକ୍ ଭାବରେ ହାଇେଥିଲା। ତେଣୁ ମାଶାେ ସମାନଙ୍କେୁ ଆଶୀର୍ବାଦ କଲେ।
Leviticus 9:22
ତା'ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ୟଜ୍ଞବଦେୀ ତଳକୁ ଓହ୍ଲାଇ ଆସିଲେ।
Psalm 22:6
କିନ୍ତୁ ମୁଁ ଗୋଟିଏ କୀଟ, ବ୍ଯକ୍ତି ନୁହେଁ, ଲୋକମାନେ ମାେ ପାଇଁ ଲଜ୍ଜିତ ହୁଅନ୍ତି ଓ ମାେତେ ଅବଜ୍ଞା କରନ୍ତି।
Psalm 69:9
ମାରେ ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ବଂସ ହାଇେଛି। ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମାେତେ ବାଧେ।
Isaiah 8:14
ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ର ରେ ତାଙ୍କୁ ଗ୍ରହଣ କର, ତବେେ ସେ ତୁମ୍ଭର ଏକମାତ୍ର ଆଶ୍ରଯ ସ୍ଥାନ ହବେେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ୟିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ୟନ୍ତା ଓ ଫାଶ।
Isaiah 8:18
ଇଶ୍ରାୟେଲର ଲୋକମାନଙ୍କ ପାଇଁ ମୁଁ ଓ ମାରେ ପିଲାମାନେ ସଙ୍କତେ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପ ରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ବାରା ଆମ୍ଭମାନେେ ପ୍ ରରେିତ ହାଇେଅଛୁ।'
Matthew 11:19
ତା'ପରେ ମନୁଷ୍ଯପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ' ଦେଖ, ଏ ଲୋକ ପଟେୁଆ ଓ ମଦୁଆ। ସେ ପାପୀ ଓ କର ଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।' କିନ୍ତୁ କାର୍ୟ୍ଯ ଦ୍ବାରା ଜ୍ଞାନ ସତ୍ଯ ବୋଲି ପ୍ରମାଣିତ ହାଇେଥାଏ।
Matthew 12:46
ଯୀଶୁ ଯେତବେେଳେ ଏହି ସବୁ କଥା ସଠାେରେ ଜମା ରୋଇଥିବା ଲୋକମାନଙ୍କୁ କହୁଥିଲେ, ସେତବେେଳେ ତାହାଙ୍କ ମାଆ ଏବଂ ଭାଇ ଆସି ବାହା ରେ ଠିଆ ହେଲେ। ସମାନେେ ଯୀଶୁଙ୍କ ସାଙ୍ଗ ରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ।
Matthew 26:65
ମହାୟାଜକ ଏକଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକଇେଲେ ଓ ସେ କହିଲେ, ଏ ଯେଉଁ ସବୁ କଥା କହିଲେ, ତା' ଦ୍ବାରା ପରମେଶ୍ବରଙ୍କର ନିନ୍ଦା ହାଇେଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭମାନେେ ପରମେଶ୍ବରଙ୍କର ନିନ୍ଦା ଶୁଣିଛ। ତୁମ୍ଭମାନେେ ତବେେ କ'ଣ ଭାବୁଛ?
Matthew 27:40
ତୁମ୍ଭେ କହୁଥିଲ ଯେ ତୁମ୍ଭେ ମନ୍ଦରକୁ ଭାଙ୍ଗି ଦଇେ ପାରିବଓ ପୁଣି ତାକୁ ତିନିଦିନ ମଧିଅରେ ତିଆରି କରିଦଇେ ପାରିବା ତେଣୁ ଏବେ ତୁମ୍ଭେ ନିଜକୁ ରକ୍ଷା କର। ତୁମ୍ଭେ ଯଦି ପ୍ରକୃତ ରେ ପରମେଶ୍ବରଙ୍କ ପୁତ୍ର ତବେେ କୃଶ ଉପରୁ ତଳକୁ ଚ଼ାଲିଆସ।
Matthew 27:63
ସମାନେେ କହିଲେ, ମହାଶୟ, ଆମ୍ଭର ମନେ ଅଛି ଯେ ସହେି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, 'ତୃତୀୟ ଦିନ ପରେ ମୁଁ ମୃତ୍ଯୁରୁ ପୁଣି ପୂର୍ନଉଥିତ ହବେି।'
John 3:20
ମନ୍ଦକାର୍ୟ୍ଯ କରୁଥିବା ପ୍ରେତ୍ୟକକ ଲୋକ ଆଲୋକକୁ ଘୃଣା କରେ। ସେ କବେେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ୟ୍ଯ ଗୁଡିକୁ ଦଖାଇେ ଦବେ।
John 5:18
ଏଥିପାଇଁ ଯିହୂଦୀ ନେତାମାନେ ତାହାଙ୍କୁ ହତ୍ଯା କରିବା ପାଇଁ ଆହୁରି ଅଧିକ ଚେଷ୍ଟା କଲେ। ଯିହୂଦୀମାନେ କହିଲେ, ପ୍ରଥମେ ଯୀଶୁ ବିଶ୍ରାମବାରର ନିୟମ ଭାଙ୍ଗିଲେ। ତା'ପରେ ସେ ପରମେଶ୍ବରଙ୍କୁ ନିଜର ପିତା ବୋଲି କହିଲେ। ସେ ନିଜକୁ ପରମେଶ୍ବରଙ୍କ ସହିତ ସମାନ କଲେ।
John 8:48
ୟିରୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତ ରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦଇେଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?
John 9:24
ତେଣୁ ଯିହୂଦୀ ନେତାମାନେ ସହେି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସମାନେେ କହିଲେ, ତୁମ୍ଭେ ସତ୍ଯ କହି ପରମେଶ୍ବରଙ୍କୁ ଗୌରବ ଦବୋ ଉଚିତ। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।
Genesis 14:19
ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, ଅବ୍ରାମ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ବରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।