Cross Reference
Genesis 18:6
ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।
Psalm 119:59
ମୁଁ ମାେ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି। ଏବଂ ମୁଁ ତୁମ୍ଭର ନିଯମକୁ ପୁଣି ଫରେିଲି।
Isaiah 64:5
ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସହେିମାନଙ୍କୁ ଆଘାତ କରିଛ। ମାତ୍ର ଅତୀତ କାଳ ରେ ଆମ୍ଭେ ପାପ କଲୁ ଏବଂ ତୁମ୍ଭେ ରାଗିଲ। ଅତୀତ କାଳ ରେ ଆମ୍ଭମାନେେ ଦୋଷ କଲୁ।
Luke 2:16
ତେଣୁ ସମାନେେ ଶୀଘ୍ର ଗଲେ ଓ ମରିୟମ ଏବଂ ୟୋ ସଫଙ୍କେୁ ଖାଜେି ପାଇଲେ। ସହେି ଶିଶୁ ଗୋଟିଏ ଗୋରୁ କୁଣ୍ଡ ରେ ଶାଇେଥିଲେ।
Luke 5:29
ଲବେୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘ ରେ ଗୋଟିଏ ବଡ ଭୋଜି ଦେଲେ। ଅନକେ କର ଆଦାୟକାରୀ ଓ ଅନ୍ୟ କେତକେ ଲୋକ ମଧ୍ଯ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ।
Acts 2:41
ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।
Acts 16:15
ସେ ଓ ତା'ର ଘ ରେ ରହୁଥିବା ସମସ୍ତେ ବାପ୍ତିଜିତ ହବୋପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡ଼ାକି କହିଲା, ତୁମ୍ଭମାନେେ ଯଦି ମାେତେ ପ୍ରଭୁଙ୍କଠା ରେ ଜଣେ ପ୍ରକୃତ ବିଶ୍ବାସୀ ବୋଲି ଭାବୁଛ, ତବେେ ମାେ ଘ ରେ ଆସି ରୁହ। ଏହିପରି ସେ ଆମ୍ଭମାନଙ୍କୁ ତା'ର ଘରକୁ ୟିବାପାଇଁ ରାଜି କରାଇଲେ।
Acts 16:34
ତା'ପରେ ସହେି କାରାଧ୍ଯକ୍ଷ ପାଉଲ ଓ ଶୀଲାଙ୍କୁ ଘରକୁ ଡ଼ାକି ନଇେ ଖାଇବାକୁ ଦେଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ଆନନ୍ଦିତ ହେଲେ।
Galatians 1:15
କିନ୍ତୁ ପରମେଶ୍ବର ମାେ ଜନ୍ମ ପୂର୍ବରୁ ମାେତେ ଅନୁଗ୍ରହ କରି ବାଛି ନଇେଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର କହିବି।