Luke 16:19 ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।
Luke 16:19 in Other Translations
King James Version (KJV) There was a certain rich man, which was clothed in purple and fine linen, and fared sumptuously every day:
American Standard Version (ASV) Now there was a certain rich man, and he was clothed in purple and fine linen, faring sumptuously every day:
Bible in Basic English (BBE) Now there was a certain man of great wealth, who was dressed in fair clothing of purple and delicate linen, and was shining and glad every day.
Darby English Bible (DBY) Now there was a rich man and he was clothed in purple and fine linen, making good cheer in splendour every day.
World English Bible (WEB) "Now there was a certain rich man, and he was clothed in purple and fine linen, living in luxury every day.
Young's Literal Translation (YLT) `And -- a certain man was rich, and was clothed in purple and fine linen, making merry sumptuously every day,
man,
Ἄνθρωπος
anthrōpos
AN-throh-pose
δέ
de
thay
a certain
τις
tis
tees
There was
ἦν
ēn
ane
rich
πλούσιος
plousios
PLOO-see-ose
which
καὶ
kai
kay
was clothed
ἐνεδιδύσκετο
endidyskō
ane-thee-THYOO-skoh
in purple
πορφύραν
porphyra
pore-FYOO-ra
and
καὶ
kai
kay
fine linen,
βύσσον
byssos
VYOOS-sose
and fared
εὐφραινόμενος
euphrainō
afe-FRAY-noh
every
καθ'
kata
ka-TA
day:
ἡμέραν
hēmera
ay-MAY-ra
sumptuously
λαμπρῶς
lamprōs
lahm-PROSE
Read Full Chapter :
Luke 16
Cross Reference
ଏଷ୍ଟର ବିବରଣ 8:15
ଏହାପରେ ମର୍ଦ୍ଦଖଯ ନୀଳ ଓ ଶୁକ୍ଲବର୍ଣ୍ଣ ରାଜକୀଯ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମଯ ବୃହତ ମୁକୁଟ ଦଇେ ସରୁ ଓ ଏକ ସୁକ୍ଷ୍ମ ନାଇଲନ୍ ଓଢଣୀ ଓ ବାଇଗଣୀ ରଂଗର ବସ୍ତ୍ର ପିନ୍ଧି ରାଜାଙ୍କ ଛାମୁରୁ ବାହାରି ଗଲା ତହିଁରେ ଶୂଶନ ରାଜଧାନୀ ଆନନ୍ଦ ଓ ହର୍ଷନାଦ ରେ ପରିପୂର୍ଣ୍ଣ ହେଲା।
ଯିହିଜିକଲ 16:49
ପରମେଶ୍ବର କହନ୍ତି, ତୁମ୍ଭର ଭଉଣୀ ସଦୋମ ଓ ତାହାର ଭଉଣୀମାନେ ସମାନଙ୍କେର ଅହଂକାର ପାଇଁ ଦୋଷୀ ହେଲେ। ଯଦିଓ ସମାନଙ୍କେର ୟଥେଷ୍ଟ ଖାଦ୍ୟ ଓ ସୌଭାଗ୍ଯ ଜନିତ ଶାନ୍ତି ଥିଲେ ମଧ୍ଯ ସମାନେେ ଗରିବ ଓ ଅସହାୟ ଲୋକଙ୍କୁ ସାହାୟ୍ଯ କରୁ ନ ଥିଲେ।
ମାର୍କଲିଖିତ ସୁସମାଚାର 15:17
ସୈନ୍ଯମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସମାନେେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡ ରେ ପିନ୍ଧାଇଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:16
ସମାନେେ କହିବେ :
ଯିହିଜିକଲ 27:7
ତୁମ୍ଭର ଧ୍ବଜା ହବୋପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମ ରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ର ରେ ତୁମ୍ଭର ପାଲ ପ୍ରସ୍ତୁତ ହାଇେଥିଲା। ପୁଣି ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ବୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ପ୍ରସ୍ତୁତ ହାଇେଥିଲା।
ଆମୋଷ 6:4
ତୁମ୍ଭେ ଗଜଦନ୍ତ ଶୟ୍ଯା ଉପ ରେ ଶଯନ କରୁଛ ଓ ଖଟ ଉପ ରେ ନିଜର ଶରୀରକୁ ଲମ୍ବାଇ ଦେଉଛ। ତୁମ୍ଭମାନେେ ତୁମ୍ଭର ମଷେ ପଲରୁ ମଷେଶାବକର କୋମଳ ମାଂସ ଖାଉଛ ଏବଂ ସମାନଙ୍କେ ଗୁବାଳରୁ ବାଛୁରୀମାନଙ୍କୁ ଆଣୁଛ ଏବଂ ସମାନଙ୍କେୁ ଖାଉଛ। ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହବେ।
ମାର୍କଲିଖିତ ସୁସମାଚାର 15:20
ଥଟ୍ଟା କରି ସାରିବା ପରେ ସମାନେେ ଯୀଶୁଙ୍କ ଦହରେୁ ବାଇଗଣୀ ପୋଷାକ କାଢିନଇେ ପୁଣି ତାହାଙ୍କୁ ତାହାଙ୍କର ପୂର୍ବ ବସ୍ତ୍ର ପିନ୍ଧାଇ ଦେଲେ। ତା'ପରେ ସମାନେେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିବା ପାଇଁ ପ୍ରାସାଦ ବାହାରକୁ ନଇଗେଲେ।
ଲୂକଲିଖିତ ସୁସମାଚାର 12:16
ତା'ପରେ ସେ ସମାନଙ୍କେୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: ଜଣେ ଧନୀ ଲୋକର କେତକେ ଜମି ଥିଲା। ସହେି ଜମି ରେ ବହୁତ ଖାଦ୍ୟଶସ୍ଯ ଫଳିଲା।
ଲୂକଲିଖିତ ସୁସମାଚାର 15:13
ଅଳ୍ପ ଦିନ ପରେ ସାନପୁଅ ତା' ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଚାଲିଗଲା। ସଠାେରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡଇେ ଦଲୋ।
ବିଚାରକର୍ତାମାନଙ୍କ ବିବରଣ 8:26
ସେଥି ରେ ଚନ୍ଦ୍ରହାର, ଝକ୍ସ୍ଟମକ୍ସ୍ଟକା ଓ ମିଦିଯନୀଯ ରାଜାମାନଙ୍କ ପରିଧଯେ ବାଇଗଣିଆ ରଙ୍ଗର ବସ୍ତ୍ର ଓ ସମାନଙ୍କେର ଓଟର ଗଳାହାର ଛଡା ତାହାର ପ୍ରାର୍ଥୀତ, ସକ୍ସ୍ଟବର୍ଣ୍ଣ ନଗର ପରିମାଣ 1,700 ଶକେଲ ସକ୍ସ୍ଟନା ହେଲା।
ଲୂକଲିଖିତ ସୁସମାଚାର 18:24
ସହେି ଯିହୂଦୀ ନେତାଙ୍କୁ ଦୁଃଖିତ ହବୋର ଦେଖି ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ।
ଯାକୁବଙ୍କ ପତ୍ 5:1
ଧନୀ ଲୋକେ ! ଶୁଣ ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ଯଧିକ କ୍ଲେଶ ତୁମ୍ଭ ଉପରେ ମାଡ଼ି ଆସୁଛି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:4
ସହେି ସ୍ତ୍ରୀ ଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ୟୋଗୁ ଝଲକୁଥିଲା। ତା' ହାତ ରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସହେି ପାତ୍ରଟି ଘୃଣ୍ଯ ବିଷୟଗୁଡ଼ିକରେ ଓ ତା'ର ନିଜର ୟୌନଗତପାପର ଆବର୍ଜନା ରେ ପୂର୍ଣ୍ଣ ଥିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:7
ସେ ଯେପରି ନିଜେ ଭୋଗବିଳାସ ଓ ଆମାଦେ ପ୍ରମାଦେ ରେ ଜୀବନ ବିତାଇଛି, ସହେିପରି ତାହାକୁ ଅଧିକ ପରିମାଣ ରେ ୟନ୍ତ୍ରଣା ଓ ବ୍ଯଥା ଭୋଗିବାକୁ ଦିଆୟିବ। ସେ ନିଜେ ଗର୍ବ ରେ କ ହେ, ମୁଁ ରାଣୀ ପରି ସିଂହାସନ ରେ ବସିଛି। ମୁଁ ବିଧବା ନୁହେଁ, ମୁଁ କବେେ ଶାେକ କରିବି ନାହିଁ।
ଲୂକଲିଖିତ ସୁସମାଚାର 16:1
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଜଣେ ଧନୀ ଲୋକ ଥିଲେ। ସେ ତାହାଙ୍କ ସମ୍ପତ୍ତିର ବୁଝାସୁଝା କରିବା ପାଇଁ ଗୁମାସ୍ତାଟିଏ ରଖିଲେ। ପରେ ଧନୀ ଲୋକ ଜଣକ ଅଭିଯୋଗ ପାଇଲେ ଯେ, ଗୁମାସ୍ତା ତାହାଙ୍କୁ ଠକୁଥିଲା।
ଆୟୁବ ପୁସ୍ତକ 21:11
ଦୁଷ୍ଟ ଲୋକମାନେ ସମାନଙ୍କେ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖାଜେିବକୁ ପଠାନ୍ତି। ସହେି ପିଲାମାନେ ଚାରିଆଡ଼େ ନୃତ୍ଯ କରନ୍ତି।
ଗୀତସଂହିତା 73:3
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଇର୍ଷାପରାଯଣ ହାଇଗଲିେ, ଯେତବେେଳେ ସମାନେେ କୃତକାର୍ୟ୍ଯ ହେଉଥିବାର ଦେଖିଲି।
ଯିହିଜିକଲ 16:13
ଏହିରୂପେ ତୁମ୍ଭେ ସୁନା ଓ ରୂପା ରେ ବିଭୂଷିତା ହେଲ। ତୁମ୍ଭର ବସ୍ତ୍ର ଶୁଭ୍ର ରେଶମ ଓ ପଟ୍ଟଦ୍ବାରା ନିର୍ମିତ ଓ ଶିଳ୍ପ କର୍ମ ରେ ବିଚିତ୍ର ହେଲା। ତୁମ୍ଭେ ସରୁ ମଇଦା, ମଧୁ ଓ ତୈଳ ଭୋଜନ କଲ। ଆଉ ତୁମ୍ଭେ ପରମା ସୁନ୍ଦରୀ ହାଇେ ଅବଶଷେ ରେ ରାଣୀପଦ ଯୋଗ୍ଯ ହେଲ।