Luke 14:20 in Oriya

Oriya Oriya Bible Luke Luke 14 Luke 14:20

Luke 14:20
ମୁଁ ତାହାଙ୍କୁ ପରଖିବାକୁ ୟିବାକୁ ବାହାରିଲିଣି। ଦୟାକରି ମାେତେ କ୍ଷମା କର।' ତୃତୀୟ ଲୋକଟି କହିଲା, ' ମାରେ ତ ଏବେ ବାହାଘର ହାଇେଛି। ମୁଁ ଯାଇ ପାରିବି ନାହିଁ।'

Luke 14:19Luke 14Luke 14:21

Luke 14:20 in Other Translations

King James Version (KJV)
And another said, I have married a wife, and therefore I cannot come.

American Standard Version (ASV)
And another said, I have married a wife, and therefore I cannot come.

Bible in Basic English (BBE)
And another said, I have been married, and so I am not able to come.

Darby English Bible (DBY)
And another said, I have married a wife, and on this account I cannot come.

World English Bible (WEB)
"Another said, 'I have married a wife, and therefore I can't come.'

Young's Literal Translation (YLT)
and another said, A wife I married, and because of this I am not able to come.

And
καὶkaikay
another
ἕτεροςheterosAY-tay-rose
said,
εἶπενeipenEE-pane
I
have
married
Γυναῖκαgynaikagyoo-NAY-ka
wife,
a
ἔγημαegēmaA-gay-ma
and
καὶkaikay
therefore
διὰdiathee-AH

τοῦτοtoutoTOO-toh
I
cannot
οὐouoo

δύναμαιdynamaiTHYOO-na-may
come.
ἐλθεῖνeltheinale-THEEN

Cross Reference

1 Corinthians 7:33
କିନ୍ତୁ ଯେଉଁ ଲୋକ ବିବାହିତ, ସେ ସାଂସାରିକ ବିଷୟ ରେ ଲିପ୍ତ ରହି ତା'ର ପତ୍ନୀକୁ ସନ୍ତୁଷ୍ଟ କରିବା ପାଇଁ ବ୍ଯସ୍ତ ରହିଥାଏ। ଅତଏବ ସେ ଦୁଇଟି ବିଷୟ ପ୍ରତି ଧ୍ଯାନ ଦିଅ : ପତ୍ନୀକୁ ସନ୍ତୁଷ୍ଟ ଓ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା। ଜଣେ ଅବିବାହିତା ସ୍ତ୍ରୀ ଅର୍ଥାତ୍ କୁମାରୀ କନ୍ଯା ପ୍ରଭୁଙ୍କ ପାଇଁ ସମୟ ଦିଏ।

Deuteronomy 24:5
ଯଦି କୌଣସି ଲୋକ ନୂତନ ଭାବେ ବିବାହିତ ହାଇେଥାଏ ତବେେ ସେ ସୈନ୍ଯଦଲ ରେ ୟୋଗ ଦବନୋହିଁ। କି ଅବା ତାଙ୍କୁ କୌଣସି ଦାଯିତ୍ବ ପୂର୍ଣ କାର୍ୟ୍ଯଭାର ଦିଆୟିବ ନାହିଁ। ଏକବର୍ଷ ପାଇଁ ତାକକ୍ସ୍ଟ ସ୍ବାଧୀନଭାବେ ବକ୍ସ୍ଟଲି ଖକ୍ସ୍ଟସି କରିବାକୁ ଦିଆୟିବ ସେ ତା'ର ନୂତନ ସ୍ତ୍ରୀକକ୍ସ୍ଟ ଧରି ଗୃହ ରେ ମନୋରଞ୍ଚନ କରି, ବାସ କରିବ।

Luke 14:26
ଯଦି ଜଣେ ଲୋକ ମାେ ପାଖକୁ ଆ ସେ, କିନ୍ତୁ ଯଦି ମାେ ଅପେକ୍ଷା ତା ବାପାମାଆ, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବ ନାହିଁ। ଜଣେ ଲୋକକୁ ତା' ନିଜ ଅପେକ୍ଷା ମାେତେ ଅଧିକ ଭଲ ପାଇବାକୁ ହବେ।

Luke 18:29
ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ଯେଉଁ ଲୋକ ପରମେଶ୍ବରଙ୍କ ରାଜ୍ଯ ପାଇଁ ତାର ଘର, ପତ୍ନୀ, ଭାଇ, ବାପାମାଆ କିମ୍ବା ପିଲାମାନଙ୍କୁ ଛାଡିଥିବ,

1 Corinthians 7:29
ଭାଇ ଓ ଭଉଣୀମାନେ ! ମାରେ କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହାପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସମାନେେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସମାନଙ୍କେ ପତ୍ନୀ ନାହିଁ।