Luke 1:52
ପରମେଶ୍ବର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
Luke 1:52 in Other Translations
King James Version (KJV)
He hath put down the mighty from their seats, and exalted them of low degree.
American Standard Version (ASV)
He hath put down princes from `their' thrones, And hath exalted them of low degree.
Bible in Basic English (BBE)
He has put down kings from their seats, lifting up on high the men of low degree.
Darby English Bible (DBY)
He has put down rulers from thrones, and exalted the lowly.
World English Bible (WEB)
He has put down princes from their thrones. And has exalted the lowly.
Young's Literal Translation (YLT)
He brought down the mighty from thrones, And He exalted the lowly,
| He hath put down | καθεῖλεν | katheilen | ka-THEE-lane |
| the mighty | δυνάστας | dynastas | thyoo-NA-stahs |
| from | ἀπὸ | apo | ah-POH |
| seats, their | θρόνων | thronōn | THROH-none |
| and | καὶ | kai | kay |
| exalted | ὕψωσεν | hypsōsen | YOO-psoh-sane |
| them of low degree. | ταπεινούς | tapeinous | ta-pee-NOOS |
Cross Reference
Psalm 107:40
ପରମେଶ୍ବର ସମାନଙ୍କେର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ଯାଚାର କରିଥିଲେ। ପୁଣି ସମାନଙ୍କେୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
James 4:10
ପ୍ରଭୁଙ୍କ ଆଗ ରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।
Ezekiel 17:24
ତାହା ହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ, ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପା ରେ ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପା ରେ। ପୁଣି ସତଜେ ବୃକ୍ଷକୁ ଶୁଷ୍କ କରିପା ରେ ଓ ଶୁଷ୍କ ବୃକ୍ଷକୁ ସତଜେ କରିପା ରେ। ମୁଁ ସଦାପ୍ରଭୁ ଏହା କହିଅଛି ଓ ମୁଁ ଏହା କରିବି।
James 1:9
ଯଦି ଜଣେ ବିଶ୍ବାସୀ ଗରିବ ହାଇେଥାଏ, ତବେେ ପରମେଶ୍ବର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ।
Luke 18:14
ମୁଁ ତୁମ୍ଭମାନଙ୍କୁ କହୁଛି, 'ଏହି ଲୋକଟି ଯେତବେେଳେ ତା'ର ପ୍ରାର୍ଥନା ଶଷେ କରି ତା' ଘରକୁ ଫରେିଗଲା, ସେ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ , ସେ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ନଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ ବୋଲି ଭାବେ, ତାକୁ ହୀନ କରି ଦିଆୟିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ କରାୟିବ।'
Mark 6:3
ଏ କ'ଣ ସହେି ବଢଇେ ନୁହଁନ୍ତି? ଏ କ'ଣ ମରିୟମଙ୍କ ପୁଅ, ଆଉ ଯାକୁବ, ୟୋସି, ୟିହୂଦା ଓ ଶିମାନଙ୍କେ ଭାଇ ନୁହଁନ୍ତି? ତାହାଙ୍କର ଭଉଣୀମାନେ କ'ଣ ଏଠା ରେ ଆମ୍ଭ ସହିତ ନାହାଁନ୍ତି? ତେଣୁ ଯୀଶୁଙ୍କୁ ସ୍ବୀକାର କରିବା ରେ ଏହି ଲୋକମାନେ ବାଧା ପାଇଲେ।
Amos 9:11
ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା। ଆମ୍ଭେ କାନ୍ଥ ରେ ଥିବା କଣାସବୁ ବନ୍ଦ କରିବା। ଆମ୍ଭେ ବିଧ୍ବସ୍ତ ହାଇେଥିବା ଅଟ୍ଟାଳିକାଗୁଡିକୁ ପୁନର୍ବାର ନିର୍ମାଣ କରିବା ଓ ସେ ଗୁଡିକ ପୂର୍ବପରି ତମ୍ବୁ ନିର୍ମିତ ହବେ।
Ecclesiastes 4:14
କାରଣ ସେ ରାଜା ହବୋ ପାଇଁ କାରାଗାରରୁ ବାହାର ହାଇେ ଆସିଲା। ଆହୁରି ସେ ତାହାର ରାଜ୍ଯ ରେ ଦରିଦ୍ର ହାଇେ ଜନ୍ମିଥିଲା।
Psalm 113:6
ତଣେୁ ପରମେଶ୍ବର ଆକାଶ ଓ ପୃଥିବୀକୁ ଦେଖିବାକୁ ଦେଖିବାକୁ ତଳକୁ ଚାହିଁଲେ।
Job 34:24
ଯଦି କ୍ଷମତାଶାଳୀ ଲୋକେ ମନ୍ଦକାର୍ୟ୍ଯ କରନ୍ତି, ପରମେଶ୍ବର ସମାନଙ୍କେୁ ପ୍ରଶ୍ନ କରନ୍ତି ନାହିଁ। ସେ ସମାନଙ୍କେୁ କବଳେ ଧ୍ବଂସ କରିଦିଅନ୍ତି। ତାଙ୍କ ସ୍ଥାନ ରେ ଅନ୍ୟ ଲୋକଙ୍କୁ ନେତା କରିବାକୁ ସେ ପସନ୍ଦ କରନ୍ତି।
Job 5:11
ପରମେଶ୍ବର ନମ୍ର ଲୋକକୁ ଉପରକୁ ଉଠାନ୍ତି ଏବଂ ଯେଉଁମାନେ ଅତି ଦୁଃଖି ସମାନଙ୍କେୁ ଖୁସି କରାନ୍ତି।
1 Samuel 2:6
ସଦାପ୍ରଭୁ ଲୋକମାନଙ୍କର ମୃତକ୍ସ୍ଟ୍ଯର କାରଣ ହକ୍ସ୍ଟଅ ଓ ସେ ପକ୍ସ୍ଟନର୍ବାର ଲୋକମାନଙ୍କ ଜୀବନ ଫରୋଇ ଆଣିପାରନ୍ତି। ସଦାପ୍ରଭୁ ଲୋକମାନଙ୍କୁ କବରକକ୍ସ୍ଟ ପଠାନ୍ତି ଓ କବରରକ୍ସ୍ଟ ସମାନଙ୍କେୁ ଉଠାଇ ଆଣିପାରନ୍ତି।
1 Samuel 2:4
ବୀରମାନଙ୍କର ସମସ୍ତ ଧନକ୍ସ୍ଟ ଭଙ୍ଗା ୟାଇଅଛି ଓ ଝକ୍ସ୍ଟଣ୍ଟିପଡକ୍ସ୍ଟଥିବା ଦୁର୍ବଳ ଲୋକମାନେ ବଳଶାଳୀ ହାଇେଛନ୍ତି।