Leviticus 5 - WEB (Oriya)
1 "'If anyone sins, in that he hears the voice of adjuration, he being a witness, whether he has seen or known, if he doesn't report it, then he shall bear his iniquity.ଯଦି କୌଣସି ବ୍ଯକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତବେେ ସେ ପାପ କରେ ଓ ଅପରାଧୀ ହୁଏ।
2 "'Or if anyone touches any unclean thing, whether it is the carcass of an unclean animal, or the carcass of unclean cattle, or the carcass of unclean creeping things, and it is hidden from him, and he is unclean, then he shall be guilty.କିମ୍ବା ଯଦି କୌଣସି ବ୍ଯକ୍ତି କିଛି ଅଶୁଚି ଦ୍ରବ୍ଯ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମଷୋଦି ଶବ କି ଅଶୁଚି ଉ ରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତ ରେ କରିଥାଏ ତଥାପି ସେ ଅପରାଧୀ ହବେ।
3 "'Or if he touches the uncleanness of man, whatever his uncleanness is with which he is unclean, and it is hidden from him; when he knows of it, then he shall be guilty.ଆହୁରି ଅନକେ ଜିନିଷ ଅଛି ଯାହା କି ମନୁଷ୍ଯକୁ ଅଶୁଚି କରେ। ଯଦି କହେି ଜାଣିଥାଏ ଯାହାକୁ ସ୍ପର୍ଶ କଲେ ଅଶୁଚି ହୁଏ ଏବଂ ସେ ତାହା ଅଜ୍ଞାତ ରେ କରିଥାଏ, ତବେେ ସେ ଯେତବେେଳେ ଜାଣେ ସେ ଦୋଷୀ ହବେ।
4 "'Or if anyone swears rashly with his lips to do evil, or to do good, whatever it is that a man might utter rashly with an oath, and it is hidden from him; when he knows of it, then he shall be guilty of one of these.କିମ୍ବା କହେି ଯଦି ମନ୍ଦ କରିବାକୁ କି ଭଲ କରିବାକୁ ବାଚାଳତା ପୂର୍ବକ ଶପଥ କରେ ଏବଂ ସେ ଶପଥ ବିଷଯ ରେ ଭୂଲିୟାଏ, ସେ ଦୋଷୀ ବୋଲି ବିବଚେିତ ହବେ, ଯେତବେେଳେ ସେ ମନେ ପକାଇବ କାରଣ ସେ ତା'ର ଶପଥ ରକ୍ଷା କରିପାରିଲା ନାହିଁ।
5 It shall be, when he is guilty of one of these, he shall confess that in which he has sinned:ତେଣୁ ଯଦି କହେି ଏହି ବିଷଯଗୁଡିକ ମଧ୍ଯରୁ କୌଣସି ଗୋଟିକରେ ଦୋଷୀ ହୁଏ, ତବେେ ସେ ନିଜର ସେ ପାପକର୍ମ ସ୍ବୀକାର କରିବ।
6 and he shall bring his trespass offering to Yahweh for his sin which he has sinned, a female from the flock, a lamb or a goat, for a sin offering; and the priest shall make atonement for him concerning his sin.ତହୁଁ ସେ ତା'ର କୃତ ପାପର ପ୍ରାଯଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛଳେିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା'ପରେ ଯାଜକ ତା'ର କୃତ ପାପର ପ୍ରାଯଶ୍ଚିତ କରାଇବ।
7 "'If he can't afford a lamb, then he shall bring his trespass offering for that in which he has sinned, two turtledoves, or two young pigeons, to Yahweh; one for a sin offering, and the other for a burnt offering.ଯଦି ସେ ମଷେ ଶାବକ ଦବୋକୁ ଅକ୍ଷମ ଦବେେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହାମବେଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।
8 He shall bring them to the priest, who shall first offer the one which is for the sin offering, and wring off its head from its neck, but shall not sever it completely.ପୁଣି ସେ ସଗେୁଡିକୁ ଯାଜକ ନିକଟକୁ ଆଣିବ। ଯାଜକ ପ୍ରଥମେ ପାପାର୍ଥକ ନବୈେଦ୍ଯ ଉତ୍ସର୍ଗ କରି, ତା'ର ବକରେୁ ମୁଣ୍ଡ ମାେଡିବ ମାତ୍ର ତାକୁ ଦୁଇଭାଗ କରିବ ନାହିଁ।
9 He shall sprinkle some of the blood of the sin offering on the side of the altar; and the rest of the blood shall be drained out at the base of the altar. It is a sin offering.ତା'ପରେ ସେ ଏହି ରକ୍ତରୁ କିଛି ନଇେ ୟଜ୍ଞବଦେୀ ପାଖ ରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନଇେ ୟଜ୍ଞବଦେୀ ମୂଳ ରେ ଢାଳିବ। ଏହା ପାପରୁ ମୁକ୍ତ ହବୋ ପାଇଁ ଏକ ନବୈେଦ୍ଯ ବୋଲି ବିବଚେନା କରାୟିବ।
10 He shall offer the second for a burnt offering, according to the ordinance; and the priest shall make atonement for him concerning his sin which he has sinned, and he shall be forgiven.ତା'ପରେ ଯାଜକ ବିଧି ଅନୁସାରେ ଦ୍ବିତୀୟ ପକ୍ଷୀକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ତା'ର କୃତ ପାପ ନିମନ୍ତେ ଯାଜକ ଦ୍ବାରା ପ୍ରାଯଶ୍ଚିତ ପ୍ରପ୍ତ ହବେ ଏବଂ ପରମେଶ୍ବର ତାକୁ କ୍ଷମା କରିବେ।
11 "'But if he can't afford two turtledoves, or two young pigeons, then he shall bring his offering for that in which he has sinned, the tenth part of an ephah of fine flour for a sin offering. He shall put no oil on it, neither shall he put any frankincense on it, for it is a sin offering.ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତବେେ ସେ ପାପାର୍ଥକ ନବୈେଦ୍ଯ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥି ରେ ତୈଳ ଦବୋ ଉଚିତ୍ ନୁହେଁ କି ସୁଗନ୍ଧି ହବୋ ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନବୈେଦ୍ଯ ।
12 He shall bring it to the priest, and the priest shall take his handful of it as the memorial portion, and burn it on the altar, on the offerings of Yahweh made by fire. It is a sin offering.ସେ ଯାଜକ ନିକଟକୁ ତାହା ଆଣିବ ଓ ଯାଜକ ସେଥିରୁ ସ୍ମରଣାର୍ଥକ ନବୈେଦ୍ଯ ରୂପେ ମୁଠାଏ ନଇେ ୟଜ୍ଞବଦେୀ ରେ ସଦାପ୍ରଭୁଙ୍କ ଅଗ୍ନିକୃତ ନବୈେଦ୍ଯ ଉପରେ ଦଗ୍ଧ କରିବ। ପାପରୁ ମୁକ୍ତ ହବୋ ପାଇଁ ଏହା ପାପାର୍ଥକ ବଳି।
13 The priest shall make atonement for him concerning his sin that he has sinned in any of these things, and he will be forgiven; and the rest shall be the priest's, as the meal offering.'"ଏହିରୂପେ ଯାଜକ ନିଜକୁ ପ୍ରାଯଶ୍ଚିତ କରିବ, ଏହି ପାପଗୁଡିକର କୌଣସି ବିଷଯ ପାଇଁ ସେ କରିଛି ଏବଂ ସଦାପ୍ରଭୁ ତାଙ୍କୁ କ୍ଷମା ଦବେେ। ଅବଶିଷ୍ଟ ନବୈେଦ୍ଯ ଶସ୍ଯ ନବୈେଦ୍ଯ ପରି ଯାଜକର ହବେ।
14 Yahweh spoke to Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
15 "If anyone commits a trespass, and sins unwittingly, in the holy things of Yahweh; then he shall bring his trespass offering to Yahweh, a ram without blemish from the flock, according to your estimation in silver by shekels, after the shekel of the sanctuary, for a trespass offering.କହେି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷଯ ରେ ଅଜାଣତ ରେ ପାପ କରେ, ସେ ତା'ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନଥିବା ଏକ ମଷେଛୁଆ ଆଣି ସଦାପ୍ରଭୁଙ୍କୁ ତା'ର ପାଇଁ କ୍ଷତି ପୂରଣ ଦବୋ ଉଚିତ୍। ସହେି ମଷେ ଛୂଆର ମୁଲ୍ଯ କାର୍ୟ୍ଯାଳଯ ମାପ ଅନୁୟାଯୀ ନିରୂପିତ ହବୋ ଉଚିତ୍।
16 He shall make restitution for that which he has done wrong in the holy thing, and shall add a fifth part to it, and give it to the priest; and the priest shall make atonement for him with the ram of the trespass offering, and he will be forgiven.ପୁଣି ପବିତ୍ର ବସ୍ତୁ ବିଷଯ ରେ ସେ ଯେଉଁ ପାପ କରିଅଛି ତାହା ପରିଶାଧେ କରିବ। ଏହା ବ୍ଯତୀତ ଏକ ପଞ୍ଚମାଂଶ ଯାଜକକୁ ଦବେ, ତହୁଁ ଯାଜକ ଦୋଷାର୍ଥକ ନବୈେଦ୍ଯ ଦ୍ବାରା ତା'ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହବେ।
17 "If anyone sins, and does any of the things which Yahweh has commanded not to be done; though he didn't know it, yet he is guilty, and shall bear his iniquity.ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥାନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ଯରୁ କୌଣସି କର୍ମ କରି ପାପ କରେ। ୟଦ୍ଯପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା'ର ଅପରାଧ ବହନ କରିବ।
18 He shall bring a ram without blemish from of the flock, according to your estimation, for a trespass offering, to the priest; and the priest shall make atonement for him concerning the thing in which he sinned and didn't know it, and he will be forgiven.ସହେି ବ୍ଯକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମଷେ ଦୋଷାର୍ଥକ ନବୈେଦ୍ଯ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତ ରେ କରିଛି ସେଥିପାଇଁ ଯାଜକ ପ୍ରାଯଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହବେ।
19 It is a trespass offering. He is certainly guilty before Yahweh."ଏପରିକି ଯେଉଁ ପ୍ରାଣୀ ପାପ କରିଛି ଓ ସେ ଜାଣି ନାହିଁ ତଥାପି ସେ ଦୋଷୀ, ତେଣୁ ସେ ସଦାପ୍ରଭୁଙ୍କ ଛାମୁ ରେ ଦୋଷାର୍ଥକ ନବୈେଦ୍ଯ ଉତ୍ସର୍ଗ କରିବ।
Oriya Bible