Bible

Leviticus 3 - BBE (Oriya)

1 And if his offering is given for a peace-offering; if he gives of the herd, male or female, let him give it without any mark on it, before the Lord. ଯବେେ କୌଣସି ବ୍ଯକ୍ତି ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରୁଥାଏ, ତବେେ ସେ ତା'ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍।

2 And he is to put his hand on the head of his offering and put it to death at the door of the Tent of meeting; and Aaron's sons, the priests, are to put some of the blood on and round the altar.ପୁଣି ସେ ସମାଗମ-ତମ୍ବୁର ଦ୍ବାର ଦେଶ ରେ ଆପଣା ବଳିର ମସ୍ତକ ଉପରେ ହାତ ରଖି ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚନ କରିବେ।

3 And he is to give of the peace-offering, as an offering made by fire to the Lord; the fat covering the inside parts and all the fat on the inside parts,ସେ ମଙ୍ଗଳାର୍ଥକ ନବୈେଦ୍ଯର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ ଆଚ୍ଛାଦକ ମଦେ ଓ ଅନ୍ତ୍ର-ଉପରିସ୍ଥ ମଦେ ଉତ୍ସର୍ଗ କରିବ।

4 And the two kidneys, and the fat on them, which is by the top part of the legs, and the fat joining the liver and the kidneys, he is to take away;ସେ ଦୁଇ ଗୁରୁଦା, ତହିଁ ଉପରିସ୍ଥ ପାଶର୍‌ବବର୍ତ୍ତୀ ମଦେ ଓ ୟକୃତର ଉପରିସ୍ଥ ଅନ୍ତ୍ରପ୍ଲାବକ ନବେ।

5 That it may be burned by Aaron's sons on the altar, on the burned offering which is on the wood on the fire: it is an offering made by fire of a sweet smell to the Lord.ତହୁଁ ହାରୋଣର ପୁତ୍ରଗଣ ୟଜ୍ଞବଦେୀ ରେ ଏହିସବୁ ସହିତ ଅଗ୍ନିକାଠ ରେ ଥିବା ହାମବେଳିକୁ ଦଗ୍ଧ କରିବେ। ତାହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନବୈେଦ୍ଯ ଅଟେ।

6 And if what he gives for a peace-offering to the Lord is of the flock, let him give a male or female, without any mark on it. ଯବେେ କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ ମଷେ କିମ୍ବା ଛଳେି ମଧ୍ଯରୁ ମଙ୍ଗଳାର୍ଥକ ନବୈେଦ୍ଯ କରେ ତବେେ ସେ ନିଖୁଣ ଅଣ୍ଡିରା କିମ୍ବା ମାଈ ମଷେ ବା ଛଳେି ଉତ୍ସର୍ଗ କରିବ।

7 If his offering is a lamb, then let it be placed before the Lord:ଯଦି ସେ ନବୈେଦ୍ଯ ରୂପେ ମଷେ ଉତ୍ସର୍ଗ କରେ ତବେେ ସେ ନିଶ୍ଚିତ ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମୁଖକୁ ତାକୁ ଆଣିବ।

8 And he is to put his hand on the head of his offering and put it to death before the Tent of meeting; and Aaron's sons are to put some of its blood on and round the altar.ପୁଣି ସେ ନିଜ ବନ୍ଦୀର ମସ୍ତକରେ ହାତ ରଖି ସମାଗମ ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣମ ପୁତ୍ରମାନେ ତା'ର ରକ୍ତକୁ ନଇେ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

9 And of the peace-offering, let him give an offering made by fire to the Lord; the fat of it, all the fat tail, he is to take away near the backbone; and the fat covering the inside parts and all the fat on the inside parts,ଏହାପରେ ସହେି ମଙ୍ଗଳାର୍ଥକ ନବୈେଦ୍ଯରୁ ଏକ ଅଂଶ ନବୈେଦ୍ଯ ସଦାପ୍ରଭୁଙ୍କ ପାଇଁ ଉପହାର ରୂପେ ହବେ। ସେ ତା'ର ମଦେ, ସମସ୍ତ ମଦମେଯ ଲାଙ୍ଗୁଳ, ମରେୁଦଣ୍ଡ ନିକଟରୁ କାଟି ନବେ। ସମସ୍ତ ମଦେ ଉପରିସ୍ଥ ଅଂଶ ଏବଂ ଏହାର ଅନ୍ତ ଅଂଶଗୁଡିକ ନବୈେଦ୍ଯ ହବେ।

10 And the two kidneys, with the fat on them, which is by the top part of the legs, and the fat joining the liver and the kidneys, he is to take away;ସେ ଦୁଇଟି ଗୁରୁଦା ମଦେ ଉପରିସ୍ଥ ଓ ଗୁରୁଦାର ପାଶର୍‌ବବର୍ତ୍ତୀ, ୟକୃତର ମଦେ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନବୋ ଉଚିତ୍।

11 That it may be burned by the priest on the altar; it is the food of the offering made by fire to the Lord.ତତ୍ପରେ ଯାଜକ ସେସମସ୍ତ ନଇେ ବଦେୀ ଉପରେ ଦଗ୍ଧ କରିବ। ଏହି ଭୋଜ୍ଯ ନବୈେଦ୍ଯ ସଦାପ୍ରଭୁଙ୍କୁ ଏକ ଉପହାର ହବେ।

12 And if his offering is a goat, then let it be placed before the Lord,ଆଉ ଯଦି କହେି ଛାଗ ନବୈେଦ୍ଯ କରେ, ତବେେ ସେ ତାକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ।

13 And let him put his hand on the head of it and put it to death before the Tent of meeting; and the sons of Aaron are to put some of its blood on and round the altar.ସେ ସହେି ଛାଗ ମସ୍ତକରେ ହାତ ରଖିବ ଓ ସମାଗମ ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ରର ତା'ର ରକ୍ତ ନଇେ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

14 And of it let him make his offering, an offering made by fire to the Lord; the fat covering the inside parts and all the fat on the inside parts,ତା'ପରେ ସେ ସହଭାଗିତାର ନବୈେଦ୍ଯରୁ ଏକ ଅଂଶ ସଦାପ୍ରଭୁଙ୍କ ଉପହାର ରୂପେ ଦବେ। ସେ ଅନ୍ତ ଆଚ୍ଛାଦକ ମଦେ ଓ ଅନ୍ତ ଉପରିସ୍ଥ ମଦେ ସବୁ ଉତ୍ସର୍ଗ କରିବ।

15 And the two kidneys, with the fat on them, which is by the top part of the legs, and the fat joining the liver and the kidneys, let him take away;ସେ ଦୁଇଟି ଗୁରୁଦା, ମଦେ ଉପରିସ୍ଥ ଓ ଗୁରୁଦାର ପାଶର୍‌ବବର୍ତ୍ତୀ ଏବଂ ୟକୃତର ମଦେ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନବୋ ଉଚିତ୍।

16 That it may be burned by the priest on the altar; it is the food of the offering made by fire for a sweet smell: all the fat is the Lord's.ତା'ପରେ ଯାଜକ ୟଜ୍ଞବଦେୀ ଉପରେ ଏହିସବୁ ଦଗ୍ଧ କରିବ। ଏହି ଭୋଜ୍ଯ ନବୈେଦ୍ଯ ସଦାପ୍ରଭୁଙ୍କୁ ଏକ ସୁବାସିତ ଉପହାର ଅଟେ। ମାତ୍ର ସମସ୍ତ ମଦେ ସଦାପ୍ରଭୁଙ୍ଗର।

17 Let it be an order for ever, through all your generations, in all your houses, that you are not to take fat or blood for food.ଏହି ବିଧି ପ୍ରେତ୍ୟକକ ଗୃହ ରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ଯତ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀଯ ହବେ। ତୁମ୍ଭମାନେେ ଯେଉଁ ଠା ରେ ରୁହ ନା କାହିଁକି ମଦେ କିମ୍ବା ରକ୍ତ ଭୋଜନ କରିବ ନାହିଁ।

Oriya Bible