Leviticus 20 - WEB (Oriya)
1 Yahweh spoke to Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
2 "Moreover, you shall tell the children of Israel, 'Anyone of the children of Israel, or of the strangers who live as foreigners in Israel, who gives any of his seed to Molech; he shall surely be put to death. The people of the land shall stone him with stones.ଆଉ ମଧ୍ଯ ତୁମ୍ଭ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବ ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ କହେି ହେଉ କିମ୍ବା ସମାନଙ୍କେ ସହିତ ସହବାସୀ ପ୍ରବାସୀ ବିଦେଶୀମାନଙ୍କ ମଧ୍ଯରୁ କହେି ଲୋକ ଯଦି ଆପଣା ବଂଶର କାହାକୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ପ୍ରଦାନ କରେ, ତବେେ ତାହାର ନିଶ୍ଚଯ ପ୍ରାଣଦଣ୍ଡ ହବେ ଓ ଦେଶୀଯ ଲୋକମାନେ ତାକୁ ପଥର ମାରି ହତ୍ଯା କରିବେ।
3 I also will set my face against that person, and will cut him off from among his people because he has given of his seed to Molech, to defile my sanctuary, and to profane my holy name.ମୁଁ ମଧ୍ଯ ତା' ବିରୁଦ୍ଧ ରେ ଛିଡା ହବେି। ତା'ର ଦେଶର ଲୋକମାନଙ୍କଠାରୁ ପୃଥକ୍ ରଖିବି। କାରଣ ସେ ମାରେ ପବିତ୍ର ସ୍ଥାନକୁ ଅପବିତ୍ର କରିଛି ଓ ମାରେ ପବିତ୍ର ନାମକୁ ଅପବିତ୍ର କରିବାକୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ନିଜର ସନ୍ତାନମାନଙ୍କୁ ଦଇେଅଛି।
4 If the people of the land all hide their eyes from that person, when he gives of his seed to Molech, and don't put him to death;ଯେଉଁ ଲୋକ ନିଜର ସନ୍ତାନମାନଙ୍କୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ଉତ୍ସର୍ଗ କରେ, ସଙ୍ଗେ ସଙ୍ଗେ ବଧ କରାୟିବା ଉଚିତ୍। ଦେଶର ଲୋକମାନେ ଯଦି ତାହା ପ୍ରତି ଚକ୍ଷୁ ମୁଦ୍ରିତ କରନ୍ତି ଓ ତାହାକୁ ବଧ ନ କରନ୍ତି,
5 then I will set my face against that man, and against his family, and will cut him off, and all who play the prostitute after him, to play the prostitute with Molech, from among their people.ତବେେ ମୁଁ ସହେି ଲୋକ ବିରୁଦ୍ଧ ରେ ଓ ତା'ର ବଂଶ ବିରୁଦ୍ଧ ରେ ୟିବି, ସମେନଙ୍କର ମାେଲକ୍ ଦବେତା ସହିତ ଜଡିତ ହବୋ କାରଣରୁ, ତା'ର ଦେଶବାସୀଠରୁ ତାକୁ ଓ ତା'ର ଅସୁସରଣକାରୀମାନଙ୍କୁ ଦୁ ରଇେ ରଖିବି।
6 "'The person that turns to those who are mediums, and to the wizards, to play the prostitute after them, I will even set my face against that person, and will cut him off from among his people. ଯେଉଁ ଲୋକ ଭୁତୁଡିଆ ଓ ଗୁଣିଆଁମାନଙ୍କୁ ବ୍ଯଭିଚାର କରିବାକୁ ଅନୁସରଣ କରେ, ସହେି ପ୍ରଣୀ ବିରୁଦ୍ଧ ରେ ଆମ୍ଭେ ୟିବା। ଯେ ହତେୁ ସେ ଆମ୍ଭ ପ୍ରତି ଅବିଶ୍ବସ୍ତ, ଆମ୍ଭେ ତାକୁ ତାହାର ଲୋକମାନଙ୍କ ମଧ୍ଯରୁ ପୃଥକ୍ ରଖିବା।
7 "'Sanctify yourselves therefore, and be holy; for I am Yahweh your God.ଏଣୁ ତୁମ୍ଭମାନେେ ନିଜକୁ ପବିତ୍ର କର ଓ ପବିତ୍ର ହୁଅ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
8 You shall keep my statutes, and do them. I am Yahweh who sanctifies you.ମନରେଖ, ତୁମ୍ଭମାନେେ ମାରେ ବ୍ଯବସ୍ଥା ପାଳନ କରିବା ଉଚିତ୍। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କୁ ପବିତ୍ର କଲି।
9 "'For everyone who curses his father or his mother shall surely be put to death: he has cursed his father or his mother; his blood shall be upon him. ଯେ ନିଜର ପିତାମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚିତ ହତ ହବେ। ଯେ ହତେୁ ସେ ପିତାମାତାଙ୍କୁ ଅଭିଶାପ ଦଇେଥିଲା, ସେଥିପାଇଁ ମୃତ୍ଯୁଦଣ୍ଡ ରେ ଅପରାଧୀ।
10 "'The man who commits adultery with another man's wife, even he who commits adultery with his neighbor's wife, the adulterer and the adulteress shall surely be put to death.ଯଦି କୌଣସି ପୁରୁଷ ତା'ର ପ୍ରତିବେଶୀର ଭାର୍ୟ୍ଯା ସହିତ ୟୌନ ସଂପର୍କ ରେଖ, ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ବ୍ଯଭିଚାର ପାଇଁ ଅପରାଧୀ ଓ ଉଭୟେ ମୃତ୍ଯୁବରଣ କରିବା ଉଚିତ୍।
11 The man who lies with his father's wife has uncovered his father's nakedness: both of them shall surely be put to death; their blood shall be upon them.ଯଦି କୌଣସି ବ୍ଯକ୍ତି ତା'ର ପିତୃ ଭାର୍ୟ୍ଯା ସହିତ ଦୈହୀକ ସଂପର୍କ ରେଖ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ଯୁଦଣ୍ଡ ପାଇବେ। ସମାନେେ ନିଜର ଅପରାଧ ପାଇଁ ଦାଯୀ ରହିବେ। ସହେି ସ୍ତ୍ରୀ ତା'ର ପିତାର ଅଟେ।
12 "'If a man lies with his daughter-in-law, both of them shall surely be put to death: they have committed a perversion; their blood shall be upon them.ଯଦି କୌଣସି ଲୋକ ତା'ର ପୁତ୍ରବଧୂ ସହିତ ୟୌନ ସଂପର୍କ ରେଖ, ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ହତ୍ଯା କରାୟିବା ଉଚିତ୍। ସମାନେେ ଅତି ଜଘନ୍ଯ ଅପରାଧ କରିଛନ୍ତି ଓ ସମାନେେ ମୃତ୍ଯୁଦଣ୍ଡ ପାଇବେ।
13 If a man lies with a male, as with a woman, both of them have committed an abomination: they shall surely be put to death; their blood shall be upon them.ଯଦି କୌଣସି ପୁରୁଷ ଅନ୍ୟ ଏକ ପୁରୁଷ ସହିତ ସ୍ତ୍ରୀ ଲୋକ ପରି ୟୌନ ସଂପର୍କ ରେଖ, ତବେେ ସମାନେେ ଉଭୟେ ଅତି ଭୟଙ୍କର ପାପ କରିଛନ୍ତି। ସମାନେେ ମୃତ୍ଯୁଦଣ୍ଡ ପାଇବା ଉଚିତ୍। ସମାନେେ ସମାନଙ୍କେର ଅପରାଧ ବହନ କରିବେ।
14 "'If a man takes a wife and her mother, it is wickedness: they shall be burned with fire, both he and they; that there may be no wickedness among you.ଯଦି କହେି କୌଣସି ସ୍ତ୍ରୀ ସହିତ ଓ ତା'ର ମାତା ସହିତ ୟୌନକ୍ରିଯା କରେ, ତବେେ ସେ ପୁରୁଷ ସହିତ ସେ ଦୁଇ ସ୍ତ୍ରୀଙ୍କୁ ଅଗ୍ନି ରେ ଦଗ୍ଧ କରାୟିବ। ଏପରି ଜଘନ୍ଯ ପାପ ଯେପରି ଆଉ ତୁମ୍ଭମାନଙ୍କ ମଧିଅରେ ନହୁଏ।
15 "'If a man lies with an animal, he shall surely be put to death; and you shall kill the animal.ଯଦି କହେି କୌଣସି ପଶୁକୁ ସଙ୍ଗମ କରେ, ତବେେ ସେ ନିଶ୍ଚଯ ହତ ହବେ ଓ ତୁମ୍ଭମାନେେ ମଧ୍ଯ ସହେି ପଶୁକୁ ବଧ କରିବ।
16 "'If a woman approaches any animal, and lies down with it, you shall kill the woman, and the animal: they shall surely be put to death; their blood shall be upon them.ଯବେେ କୌଣସି ସ୍ତ୍ରୀ କୌଣସି ପଶୁ ସହିତ ସଙ୍ଗମ କରେ, ତବେେ ସହେି ସ୍ତ୍ରୀ ଓ ସହେି ପଶୁ ଉଭୟଙ୍କୁ ବଧ କହାୟିବ। ସମାନେେ ନିଶ୍ଚିତ ହତ ହବେେ। ସମାନଙ୍କେର ମୃତ୍ଯୁଜନିତ ଅପରାଧ ପାଇଁ ସମାନେେ ଦାଯୀ ହବେେ।
17 "'If a man takes his sister, his father's daughter, or his mother's daughter, and sees her nakedness, and she sees his nakedness; it is a shameful thing; and they shall be cut off in the sight of the children of their people: he has uncovered his sister's nakedness; he shall bear his iniquity.ଯଦି କହେି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ଯା କି ମାତୃକନ୍ଯାକୁ ବିବାହ କରେ ଓ ଉଭୟଙ୍କ ମଧିଅରେ ୟୌନ ସଂପର୍କ ହୁଏ, ତବେେ ତାହା ଲଜ୍ଜାଜନକ। ସମାନେେ ସର୍ବସାଧାରଣ ରେ ଦଣ୍ଡିତ ହବୋ ଉଚିତ୍ ଓ ନିଜ ଲୋକମାନଙ୍କ ଠାରୁ ପୃଥକ୍ ରହିବେ। ଯେଉଁ ଲୋକ ତା'ର ନିଜର ଭଉଣୀ ସହିତ ଶାରୀରିକ ସଂପର୍କ ଥିଲା ଏବଂ ସେ ନିଜେ ତା'ର ପରିଣାମ ଭୋଗ କରିବ।
18 "'If a man lies with a woman having her monthly period, and uncovers her nakedness; he has made naked her fountain, and she has uncovered the fountain of her blood: and both of them shall be cut off from among their people.ଯଦି କହେି ରଜସ୍ବଳା ନାରୀ ସହିତ ୟୌନ ସଂପର୍କ ରେଖ, ତବେେ ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବା ଉଚିତ୍। ସମାନେେ ଅପରାଧୀ କାରଣ ସମାନେେ ତା'ର ମାସିକ କ୍ଷରଣ ଅନାବୃତ କରିଛନ୍ତି।
19 "'You shall not uncover the nakedness of your mother's sister, nor of your father's sister; for he has made naked his close relative: they shall bear their iniquity.ତୁମ୍ଭେ ତୁମ୍ଭର ମାଉସୀ କିମ୍ବା ପିଉସୀ ସହିତ ୟୌନ ସଂପର୍କ ରଖିବ ନାହିଁ। ତାହା ନିଜର ନିକଟବର୍ତ୍ତୀ ସଂପର୍କୀଯ ସହିତ ଅପରାଧ ହବେ ଓ ସେଥିପାଇଁ ସମାନେେ ନିଜ ନିଜ ଅପରାଧ ବହନ କରିବେ।
20 If a man lies with his uncle's wife, he has uncovered his uncle's nakedness: they shall bear their sin; they shall die childless.ଜଣେ ବ୍ଯକ୍ତି ନିଜ କକାର ସ୍ତ୍ରୀ ସହିତ ଯୌନ କଂପର୍କ ରଖିବ, ଏହା କରିବା ଦ୍ବାରା ସେ ତାଙ୍କର କକାକୁ ଅସମ୍ମାନ ଦଖାଇବେ। ସହେି ସ୍ତ୍ରୀର ଶାରୀରିକ ସଂପର୍କ, ସେ ଲୋକର କକା ପାଇଁ ଆରକ୍ଷିତା। ଉଭୟେ ପୁତୁରା ଓ ଖୁଡୀ ଅପରାଧ ପାଇଁ ଦଣ୍ଡିତ ହବେ ଓ ସମାନେେ ନିଃସନ୍ତାନ ହାଇେ ମରିବେ।
21 "'If a man takes his brother's wife, it is an impurity: he has uncovered his brother's nakedness; they shall be childless.ଯଦି କହେି ଭାତୃବଧୂକୁ ବିବାହ କରେ, ଏହା ଗୋଟିଏ ଅଶୁଦ୍ଧ କାର୍ୟ୍ଯ ଅଟେ, ସେ ତାଙ୍କର ଭାଇଙ୍କୁ ଅସମ୍ମାନ କରିଥାଏ। ସହେି ସ୍ତ୍ରୀ ତା'ର ଭାଇର ଅଟେ। ସମାନଙ୍କେର ସନ୍ତାନ ଜନ୍ମ ହବେ ନାହିଁ।
22 "'You shall therefore keep all my statutes, and all my ordinances, and do them; that the land, where I am bringing you to dwell, may not vomit you out.ଏଣୁ ତୁମ୍ଭମାନେେ ଆମ୍ଭର ସମସ୍ତ ବ୍ଯବସ୍ଥା ଓ ବିଧି ମାନ୍ଯ କରି ପାଳନ କରିବ। ଆମ୍ଭେ ଯେଉଁ ଦେଶ ରେ ବାସ କରିବାକୁ ତୁମ୍ଭମାନଙ୍କୁ ନଇେ ଯାଉଅଛୁ, ସହେି ଦେଶ ତୁମ୍ଭମାନଙ୍କୁ ଉଦ୍ଗାର କରିବ ନାହିଁ।
23 You shall not walk in the customs of the nation, which I am casting out before you: for they did all these things, and therefore I abhorred them.ପୁଣି ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀଯମାନଙ୍କୁ ତଡି ଦେଉଛୁ, ସମାନଙ୍କେ ଆଚରଣ ତୁମ୍ଭମାନେେ କରିବ ନାହିଁ। କାରଣ ସମାନେେ ସହେିସବୁ ଦୁଷ୍କର୍ମ କରିବାରୁ ଆମ୍ଭେ ସମାନଙ୍କେୁ ଘୃଣା କଲୁ।
24 But I have said to you, "You shall inherit their land, and I will give it to you to possess it, a land flowing with milk and honey." I am Yahweh your God, who has separated you from the peoples.ମୁଁ ତୁମ୍ଭଙ୍କୁ କହିଲି, ସମାନଙ୍କେର ଭୂମି ତୁମ୍ଭେ ଅକ୍ତିଆର କରିବ, ମୁଁ କହିବି ଏହା ତୁମ୍ଭେ ଅକ୍ତିଆର କର। ଏହା ଗୋଟିଏ ଭୂମି ଯେଉଁଠା ରେ ଦୁଧ ଓ ମଧୁ ବହି ଯାଉଥାଏ।
25 "'You shall therefore make a distinction between the clean animal and the unclean, and between the unclean fowl and the clean: and you shall not make yourselves abominable by animal, or by bird, or by anything with which the ground teems, which I have separated from you as unclean for you.ତେଣୁ ତୁମ୍ଭମାନେେ ଶୁଚି-ଅଶୁଚି ପଶୁ ଓ ଶୁଚି ଅଶୁଚି ପକ୍ଷୀ ମଧିଅରେ ପ୍ରଭଦେ ଜାଣିବ। କୌଣସି ଅଶୁଚି ପଶୁ କିମ୍ବା ପକ୍ଷୀ ଭୋଜନ କରିବ ନାହିଁ ଓ ଉ ରୋଗମୀ ପ୍ରାଣୀ ମଧ୍ଯ ଖାଇବ ନାହିଁ। ଆମ୍ଭେ ସଗେୁଡିକୁ ଘୃଣା ଯୋଗ୍ଯ କରିଅଛୁ।
26 You shall be holy to me: for I, Yahweh, am holy, and have set you apart from the peoples, that you should be mine.ପୁଣି ତୁମ୍ଭମାନେେ ଆମ୍ଭ ଉଦ୍ଦେଶ୍ଯ ରେ ପବିତ୍ର ହବେ। କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ତେଣୁ ତୁମ୍ଭମାନେେ ଯେପରି ଆମ୍ଭର ହବେ ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମ୍ଭଙ୍କୁ ପୃଥକ୍ କରିଅଛୁ।
27 "'A man or a woman that is a medium, or is a wizard, shall surely be put to death: they shall stone them with stones; their blood shall be upon them.'" ଯେଉଁ ପୁରୁଷ ବା ସ୍ତ୍ରୀ ଭୁତୁଡିଆ ବା ଗୁଣିଆ ହବେ ସମାନେେ ନିଶ୍ଚଯ ହତ ହବେେ। ଲୋକମାନେ ସମାନଙ୍କେୁ ପଥର ଫିଙ୍ଗି ବଧ କରିବେ। ସମାନେେ ନିଶ୍ଚିତ ନିହତ ହବେେ।
Oriya Bible