Leviticus 17:6 in Oriya

Oriya Oriya Bible Leviticus Leviticus 17 Leviticus 17:6

Leviticus 17:6
ତା'ପରେ ସେ ଯାଜକ ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ୟଜ୍ଞବଦେୀ ଉପରେ ସହେି ରକ୍ତ ଛିଞ୍ଚିବେ, ଆଉ ସଦାପ୍ରଭୁଙ୍କୁ ଉପହାର ସ୍ବରୂପ ସହେି ମଦେ ଦଗ୍ଧ କରିବ।

Leviticus 17:5Leviticus 17Leviticus 17:7

Leviticus 17:6 in Other Translations

King James Version (KJV)
And the priest shall sprinkle the blood upon the altar of the LORD at the door of the tabernacle of the congregation, and burn the fat for a sweet savor unto the LORD.

American Standard Version (ASV)
And the priest shall sprinkle the blood upon the altar of Jehovah at the door of the tent of meeting, and burn the fat for a sweet savor unto Jehovah.

Bible in Basic English (BBE)
And the priest will put blood on the altar of the Lord at the door of the Tent of meeting, burning the fat for a sweet smell to the Lord.

Darby English Bible (DBY)
And the priest shall sprinkle the blood upon the altar of Jehovah, at the entrance of the tent of meeting, and burn the fat for a sweet odour to Jehovah.

Webster's Bible (WBT)
And the priest shall sprinkle the blood upon the altar of the LORD at the door of the tabernacle of the congregation, and burn the fat for a sweet savor to the LORD.

World English Bible (WEB)
The priest shall sprinkle the blood on the altar of Yahweh at the door of the Tent of Meeting, and burn the fat for a sweet savor to Yahweh.

Young's Literal Translation (YLT)
`And the priest hath sprinkled the blood upon the altar of Jehovah, at the opening of the tent of meeting, and hath made perfume with the fat for sweet fragrance to Jehovah;

And
the
priest
וְזָרַ֨קwĕzāraqveh-za-RAHK
shall
sprinkle
הַכֹּהֵ֤ןhakkōhēnha-koh-HANE

אֶתʾetet
the
blood
הַדָּם֙haddāmha-DAHM
upon
עַלʿalal
altar
the
מִזְבַּ֣חmizbaḥmeez-BAHK
of
the
Lord
יְהוָ֔הyĕhwâyeh-VA
at
the
door
פֶּ֖תַחpetaḥPEH-tahk
tabernacle
the
of
אֹ֣הֶלʾōhelOH-hel
of
the
congregation,
מוֹעֵ֑דmôʿēdmoh-ADE
and
burn
וְהִקְטִ֣ירwĕhiqṭîrveh-heek-TEER
fat
the
הַחֵ֔לֶבhaḥēlebha-HAY-lev
for
a
sweet
לְרֵ֥יחַlĕrêaḥleh-RAY-ak
savour
נִיחֹ֖חַnîḥōaḥnee-HOH-ak
unto
the
Lord.
לַֽיהוָֽה׃layhwâLAI-VA

Cross Reference

Numbers 18:17
ମାତ୍ର ତୁମ୍ଭେ ଗୋରୁ କିମ୍ବା ମଷେ କିମ୍ବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ। ସମାନେେ ପବିତ୍ର, ତୁମ୍ଭେ ୟଜ୍ଞବଦେୀ ଉପରେ ସମାନଙ୍କେର ରକ୍ତ ଛିଞ୍ଚିବେ ଏବଂ ସମାନଙ୍କେର ମଦକେୁ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନବୈେଦ୍ଯ ହବେ।

Leviticus 3:2
ପୁଣି ସେ ସମାଗମ-ତମ୍ବୁର ଦ୍ବାର ଦେଶ ରେ ଆପଣା ବଳିର ମସ୍ତକ ଉପରେ ହାତ ରଖି ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚନ କରିବେ।

Leviticus 4:31
ପୁଣି ସହଭାଗିତାର ନବୈେଦ୍ଯରୁ ନଇେଥିବା ମଦତେୁଲ୍ଯ ତାହାର ସମସ୍ତ ମଦେ ନବେ, ଆଉ ସହେି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାଯଶ୍ଚିତ କରାଇବା ଓ ସେଥି ରେ ସେ ପରମେଶ୍ବରଙ୍କ ଦ୍ବାରା କ୍ଷମା ପ୍ରାପ୍ତ ହବେ।

Leviticus 3:16
ତା'ପରେ ଯାଜକ ୟଜ୍ଞବଦେୀ ଉପରେ ଏହିସବୁ ଦଗ୍ଧ କରିବ। ଏହି ଭୋଜ୍ଯ ନବୈେଦ୍ଯ ସଦାପ୍ରଭୁଙ୍କୁ ଏକ ସୁବାସିତ ଉପହାର ଅଟେ। ମାତ୍ର ସମସ୍ତ ମଦେ ସଦାପ୍ରଭୁଙ୍ଗର।

Leviticus 3:13
ସେ ସହେି ଛାଗ ମସ୍ତକରେ ହାତ ରଖିବ ଓ ସମାଗମ ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ରର ତା'ର ରକ୍ତ ନଇେ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

Leviticus 3:11
ତତ୍ପରେ ଯାଜକ ସେସମସ୍ତ ନଇେ ବଦେୀ ଉପରେ ଦଗ୍ଧ କରିବ। ଏହି ଭୋଜ୍ଯ ନବୈେଦ୍ଯ ସଦାପ୍ରଭୁଙ୍କୁ ଏକ ଉପହାର ହବେ।

Leviticus 3:8
ପୁଣି ସେ ନିଜ ବନ୍ଦୀର ମସ୍ତକରେ ହାତ ରଖି ସମାଗମ ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣମ ପୁତ୍ରମାନେ ତା'ର ରକ୍ତକୁ ନଇେ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

Leviticus 3:5
ତହୁଁ ହାରୋଣର ପୁତ୍ରଗଣ ୟଜ୍ଞବଦେୀ ରେ ଏହିସବୁ ସହିତ ଅଗ୍ନିକାଠ ରେ ଥିବା ହାମବେଳିକୁ ଦଗ୍ଧ କରିବେ। ତାହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନବୈେଦ୍ଯ ଅଟେ।

Exodus 29:18
ଏହାପରେ ଗୋଟ ମଷେକୁ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ହାମବେଳି। ଏହା ସଦାପ୍ରଭୁଙ୍କ ପାଇଁ ସୁବାସିତ ଉପହାର।

Exodus 29:13
ତା'ପରେ ତା'ର ଭିତରର ମଦେ, କଲିଜାର ମଦେ ଅଂଶ, ୟକୃତ ଏବଂ ଚାରିପଟେ ଥିବା ମଦକେୁ ୟଜ୍ଞବଦେୀ ରେ ଦଗ୍ଧ କର।