Leviticus 11:15 in Oriya

Oriya Oriya Bible Leviticus Leviticus 11 Leviticus 11:15

Leviticus 11:15
ପୁଣି ସମସ୍ତ ପ୍ରକାର ଡାମରା କାଉ।

Leviticus 11:14Leviticus 11Leviticus 11:16

Leviticus 11:15 in Other Translations

King James Version (KJV)
Every raven after his kind;

American Standard Version (ASV)
every raven after its kind,

Bible in Basic English (BBE)
Every raven, and birds of that sort;

Darby English Bible (DBY)
every raven after its kind;

Webster's Bible (WBT)
Every raven after his kind;

World English Bible (WEB)
any kind of raven,

Young's Literal Translation (YLT)
every raven after its kind,


אֵ֥תʾētate
Every
כָּלkālkahl
raven
עֹרֵ֖בʿōrēboh-RAVE
after
his
kind;
לְמִינֽוֹ׃lĕmînôleh-mee-NOH

Cross Reference

Genesis 8:7
ତା'ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସହେି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ୟ୍ଯନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା।

1 Kings 17:4
ସହେି ନଦୀରୁ ତୁମ୍ଭେ ଜଳପାନ କରିବ। ତୁମ୍ଭକୁ ଖାଦ୍ୟ ଯୋଗଇବା ପାଇଁ ଆମ୍ଭେ କାଉମାନଙ୍କୁ ଆଜ୍ଞା ଦେଉଛୁ।

1 Kings 17:6
ପୁଣି କାଉମାନେ ପ୍ରାତଃକାଳ ରେ ରୋଟୀ ଓ ମାଂସ ଓ ସନ୍ଧ୍ଯା ବେଳେ ରୋଟୀ ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ଜଳପାନ କଲେ।

Proverbs 30:17
ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।

Luke 12:24
ପକ୍ଷୀଗୁଡିକୁ ଦେଖ। ସମାନେେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖ ରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ବର ସମାନଙ୍କେୁ ଖାଇବାକୁ ଦଇେଥାନ୍ତି। ତୁମ୍ଭମାନେେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ଯବାନ।