Lamentations 1:16 ଏହିସବୁ ବିଷଯ ପାଇଁ ମୁଁ କ୍ରନ୍ଦନ କରୁଛି ଓ ମାରେ ଚକ୍ଷୁୟୁଗଳ ଲୋତକପୂର୍ଣ୍ଣ ହାଇେଅଛି। କାରଣ ମାରେ ସାନ୍ତ୍ବନାକାରୀ ମାରେ ପ୍ରାଣକୁ ଆଶ୍ବାସନା ଦବୋ କଥା, କିନ୍ତୁ ସେ ମାଠାରୁେ ଦୂ ରଇେ ଅଛନ୍ତି। ମାରେ ସନ୍ତାନଗଣ ଅନାଥ ହାଇେଛନ୍ତି, କାରଣ ମାରେଶତ୍ରୁଗଣ ସମାନଙ୍କେ ଉପ ରେ ବିଜଯଲାଭ କରିଛନ୍ତି।
Lamentations 1:16 in Other Translations
King James Version (KJV) For these things I weep; mine eye, mine eye runneth down with water, because the comforter that should relieve my soul is far from me: my children are desolate, because the enemy prevailed.
American Standard Version (ASV) For these things I weep; mine eye, mine eye runneth down with water; Because the comforter that should refresh my soul is far from me: My children are desolate, because the enemy hath prevailed.
Bible in Basic English (BBE) For these things I am weeping; my eye is streaming with water; because the comforter who might give me new life is far from me: my children are made waste, because the hater is strong.
Darby English Bible (DBY) For these things I weep; mine eye, mine eye runneth down with water: for the comforter that should revive my soul is far from me; my children are desolate, for the enemy hath prevailed.
World English Bible (WEB) For these things I weep; my eye, my eye runs down with water; Because the comforter who should refresh my soul is far from me: My children are desolate, because the enemy has prevailed.
Young's Literal Translation (YLT) For these I am weeping, My eye, my eye, is running down with waters, For, far from me hath been a comforter, Refreshing my soul, My sons have been desolate, For mighty hath been an enemy.
Read Full Chapter :
Lamentations 1
Cross Reference
Lamentations 1:2
ସେ ରାତ୍ରି ରେ ଅତିଶଯ ରୋଦନ କରୁଛି, ତାହାର ଲୋତକ ଗଣ୍ଡଦେଶ ରେ ପଡ଼ୁଅଛି; ତାକୁ ସାନ୍ତ୍ବନା ଦବୋକୁ କହେି ନାହିଁ ; ତା'ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି; ସମାନେେ ତାହାର ଶତ୍ରୁ ହାଇେଛନ୍ତି।
Jeremiah 13:17
କିନ୍ତୁ ଯଦି ତୁମ୍ଭମାନେେ ମାେ କଥା ନ ଶୁଣ, ତୁମ୍ଭମାନେେ ଅହଙ୍କାରୀ ବୋଲି ମୁଁ ଚୁପ୍ଚାପ୍ କାନ୍ଦିବି। ମୁଁ ମଧ୍ଯ ଜାରେ ରେ କାନ୍ଦିବି ଏବଂ ମାରଚେକ୍ଷୁ ଅଶ୍ରୁ ରେ ପୂର୍ଣ୍ଣ ହବେ। କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହାଇେଛନ୍ତି।
Jeremiah 14:17
ହେ ଇଫ୍ରଯିମ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, 'ଆମ୍ଭ ଚକ୍ଷୁରୁ ଦିବାରାତ୍ର ଲୋତକ ବହିବ, ତାହା କବେେ ନିବୃତ୍ତ ହବେ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ଯା ପାଇଁ ଆମ୍ଭ ହୃଦଯ କାନ୍ଦିବ। ଯେ ହତେୁ ତାହା ମହାଭଙ୍ଗ ରେ ଓ ମହା ଦୁଃଖଦାୟକ କ୍ଷତ ରେ ଭଗ୍ନ ହାଇେଅଛି।
Lamentations 2:11
ମାରେ ଚକ୍ଷୁୟୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ଯଥିତ ହୁଏ। ମାରେ ଲୋକମାନଙ୍କର ବିନାଶ ହତେୁ ମାରେ ହୃଦଯ ଭୂମିରେ ଢ଼ଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହ ରେ ବାଳକ ବାଳିକା ଓ ଦୁଗ୍ଧପୋଷ୍ଯ ଶିଶୁମାନେ ମୂର୍ଚ୍ଛିତ ହାଇେ ପଡ଼ିଛନ୍ତି।
Lamentations 2:18
ତୁମ୍ଭମାନଙ୍କର ହୃଦଯ ସଦାପ୍ରଭୁଙ୍କ ସମ୍ମୁଖ ରେ ଚିତ୍କାର କରିବା ଉଚିତ୍। ହେ ସିୟୋନ କନ୍ଯାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସୋର୍ତ ପରି ଝରାଅ। ତୁମ୍ଭେ ଚକ୍ଷୁକୁ ବିଶ୍ରାମ ଦିଅ ନାହିଁ ଓ ତୁମ୍ଭ ଚକ୍ଷୁତାରା ସ୍ଥିର ନ ହେଉ।
Lamentations 3:48
ମାରେ ଲୋକମାନଙ୍କର ବିନାଶ ଦେଖି ମାରେ ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।
Lamentations 1:5
ତା'ର ବିପକ୍ଷମାନେ ଜଯଲାଭ କରିଛନ୍ତି ଓ ତା'ର ଶତ୍ରୁଗଣ ସୌଭାଗ୍ଯବାନ ହାଇେଛନ୍ତି। କାରଣ ତା'ର ଅପାର ପାପ ଯୋଗୁଁ ସଦାପ୍ରଭୁ ତାକୁ କ୍ଲେଶ ଦଇେଛନ୍ତି। ତା'ର ଶିଶୁ ସନ୍ତାନଗଣ ଶତ୍ରୁମାନଙ୍କ ଦ୍ବାରା ନିର୍ବାସିତ ହାଇୟୋଇଛନ୍ତି।
Lamentations 1:9
ୟିରୁଶାଲମର ଅପରିଷ୍କାର ସହଳୀ ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ୟ୍ଯ ଜଣାପଡ଼ୁଥିଲା। ସଠାେ ରେ ତାକୁ ସାନ୍ତ୍ବନା ଦବୋକୁ କହେି ନ ଥିଲେ। ସେ କହୁଛି, ହେ ସଦାପ୍ରଭୁ, ମାରେ ସମସ୍ଯା ଦେଖ, ମାରେ ଶତ୍ରୁଗଣ ନିଜକୁ କିପରି ମହାନ୍ ମନେ କରୁଛନ୍ତି।
Lamentations 2:20
ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର, ତୁମ୍ଭେ ତାହାପ୍ରତି ଏ ପ୍ରକାର ବ୍ଯବହାର କରିଅଛ ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଚାରୁଛି, କୌଣସି ମାଆ କ'ଣ ତା'ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷଣ କରିବ? ଯାଜକଗଣ ଓ ଭବିଷ୍ଯଦ୍ ବକ୍ତା କ'ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ରେ ନିହତ ହବେେ କି?
Psalm 69:20
ଲଜ୍ଜା ମାେତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦଇେଛି। କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ଯୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡ଼ାକିଲି, କହେି ସହାନୁଭୂତି ଦଖାଇେଲେ ନାହିଁ। ମୁଁ ଲୋକମାନଙ୍କୁ ଖାଜେିଲି, କିନ୍ତୁ ଯେଉଁମାନେ ମାେତେ ସାନ୍ତ୍ବନା ଦଇପୋରିବେ, କହେି ସହାନୁଭୂତି ଦଖାଇେଲେ ନାହିଁ।
Hosea 9:12
ଯଦିଓ ଇଶ୍ରାୟେଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସମାନଙ୍କେୁ ସାହାୟ୍ଯ କରିବ ନାହିଁ। ଆମ୍ଭେ ସମାନଙ୍କେଠାରୁ ସମାନଙ୍କେର ପିଲାମାନଙ୍କୁ ନଇୟିବୋ। ଆମ୍ଭେ ସମାନଙ୍କେୁ ପରିତ୍ଯାଗ କରିବା। ଫଳ ରେ ସମାନଙ୍କେର ଦୁଃଖ ବ୍ଯତୀତ ଆଉ କିଛି ରହିବ ନାହିଁ।
Luke 19:41
ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।
Romans 9:1
ମୁଁ ଖ୍ରୀଷ୍ଟଙ୍କଠା ରେ ଅଛି, ଓ ମୁଁ ସତ୍ଯ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ବାରା ମାରେ ଭାବନା ନିୟନ୍ତ୍ରିତ। ଏହି ଭାବନା ମାେତେ କୁ ହେ ଯେ ମୁଁ ମିଛ କୁ ହେ ନାହିଁ।
Lamentations 4:2
ଶୁଦ୍ଧ ସୁବର୍ଣ୍ଣ ତୁଲ୍ଯ ସିୟୋନର ସନ୍ତାନଗଣ ଥିଲେ। ମାତ୍ର ଶତ୍ରୁମାନେ ସମାନଙ୍କେୁ କୁମ୍ଭକାରର ହସ୍ତକୃତ ମାଟି କଳସ ତୁଲ୍ଯ ଗଣନା କରିଛନ୍ତି।
Psalm 119:136
ମାେ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି। କାରଣ ଲୋକମାନେ ତୁମ୍ଭର ବ୍ଯବସ୍ଥାମାନ ପାଳନ କରୁ ନାହାଁନ୍ତି।
Ecclesiastes 4:1
ପୁନରାଯ ବହୁତ ଲୋକ ଅତ୍ଯାଚାରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସମାନଙ୍କେୁ ସାନ୍ତ୍ବନା ଦବୋ ପାଇଁ କହେି ମଧ୍ଯ ନ ଥିଲେ। ମୁଁ କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନ ରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ଯ ମୁଁ ଦେଖିଲି। ସମାନଙ୍କେ ଦ୍ବାରା ଆହତ ଲୋକମାନଙ୍କୁ କହେି ସାନ୍ତ୍ବନା ଦବୋକୁ ନ ଥିଲେ।
Jeremiah 9:1
ଯବେେ ମାରେ ମସ୍ତକ କଳମଯ ଓ ମାରେ ଚକ୍ଷୁ ଲୋତକର ଝରଣାସ୍ବରୂପ ହୁଅନ୍ତା, ତବେେ ମୁଁ ମାହେର ନିହତ ଲୋକମାନଙ୍କ ପାଇଁ ଅହୋରାତ୍ର କ୍ରନ୍ଦନ କରିପାରନ୍ତି।
Jeremiah 9:10
ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କବଳେ ବିଳାପ କରିବି। ସମାନଙ୍କେ ନିମନ୍ତେ ଗୋଳ କରିବି। କାରଣ କହେି ଜୀବନ୍ତ ପ୍ରାଣୀ ସଠାେ ରେ ନ ଥିବେ। କୌଣସି ଲୋକ ୟାତାଯାତ କରିବେ ନାହିଁ। ପଶୁପଲର ରବ ଶୁଣାୟିବ ନାହିଁ। ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସଠାରୁେ ପଳାଯନ କରିବେ।
Jeremiah 9:21
'କାରଣ ମୃତ୍ଯୁ ଆମ୍ଭମାନଙ୍କର ଝରକା ଦଇେ ଆମ୍ଭମାନଙ୍କର ପ୍ରାସାଦ ରେ ପ୍ରବେଶ କରିଅଛି। ଏହା ବାହା ରେ ବାଳକମାନଙ୍କୁ ଓ ନଗରର ଛକମାନଙ୍କ ରେ ୟୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।'