Judges 5:2 ଇଶ୍ରାୟେଲର ପୁରୁଷମାନେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଲେ। ସମାନେେ ସୂତସ୍ପୃତ ଭାବରେ ନିଜକକ୍ସ୍ଟ ୟକ୍ସ୍ଟଦ୍ଧ ପାଇଁ ଉତ୍ସର୍ଗ କଲେ। ଏଥିପାଇଁ ତକ୍ସ୍ଟମେ ସଦାପ୍ରଭୁଙ୍କର ଧନ୍ଯବାଦ କର।
Judges 5:2 in Other Translations
King James Version (KJV) Praise ye the LORD for the avenging of Israel, when the people willingly offered themselves.
American Standard Version (ASV) For that the leaders took the lead in Israel, For that the people offered themselves willingly, Bless ye Jehovah.
Bible in Basic English (BBE) Because of the flowing hair of the fighters in Israel, because the people gave themselves freely, give praise to the Lord.
Darby English Bible (DBY) "That the leaders took the lead in Israel, that the people offered themselves willingly, bless the LORD!
Webster's Bible (WBT) Praise ye the LORD for the avenging of Israel, when the people willingly offered themselves.
World English Bible (WEB) For that the leaders took the lead in Israel, For that the people offered themselves willingly, Bless you Yahweh.
Young's Literal Translation (YLT) `For freeing freemen in Israel, For a people willingly offering themselves Bless ye Jehovah.
Read Full Chapter :
Judges 5
Cross Reference
ବିଚାରକର୍ତାମାନଙ୍କ ବିବରଣ 5:9
ମାରେ ହୃଦଯ ଇଶ୍ରାୟେଲର ଆଦେଶକର୍ତ୍ତାଙ୍କଠା ରେ ଅଛି, ୟିଏ ୟକ୍ସ୍ଟଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ, ସଦାପ୍ରଭୁଙ୍କର ଧନ୍ଯବାଦ କର!
ଦିତୀୟ ବଂଶାବଳୀ 17:16
ଅମସିଯ 2,00,000 ସୈନ୍ଯଙ୍କର ସନୋଧ୍ଯକ୍ଷ ଥିଲେ। ୟିଖ୍ରିଙ୍କର ପୁତ୍ର ଅମସିଯ ସଦାପ୍ରଭୁଙ୍କ ସବୋ କରିବା ନିମନ୍ତେ ଶପଥ କରିଥିଲେ।
ଗୀତସଂହିତା 110:3
ତୁମ୍ଭ ପରାକ୍ରମର ଦିନରେ, ଯେତବେେଳେ ତୁମ୍ଭର ସୈନ୍ଯବାହିନୀ ଏକତ୍ର ହବେେ, ତୁମ୍ଭ ଲୋକମାନେ ସ୍ବଇଚ୍ଛାରେ ମିଶିବେ। ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସମାନେେ ମିଳିତ ହବେେ। ସହେି ସମସ୍ତ ୟୁବକ ତୁମ୍ଭ ଚାରିପଟେ ପଡ଼ିଆରେ କାକର ଟୋପା ପରି ବେଢ଼ି ରହିବେ।
ଗୀତସଂହିତା 18:47
ପରମେଶ୍ବର ମାେ ପାଇଁ ମାରେ ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି। ସେ ଲୋକମାନଙ୍କୁ ମାରେ ନିଯନ୍ତ୍ରଣରେ ରଖନ୍ତି।
ଗୀତସଂହିତା 48:11
ହେ ପରମେଶ୍ବର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ। ଯିହୁଦାର ସହର ସବୁ ଉଲ୍ଲସିତ। କବଳେ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହାଇେଛି।
ଗୀତସଂହିତା 94:1
ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।
ଗୀତସଂହିତା 97:8
ସିଯୋନ୍ ଶୁଣିଛି ଓ ଆନନ୍ଦିତ ହାଇେଛି। ଯିହୁଦା ନଗରୀ, ଖୁସୀ ହାଇେ ଆସୁଛନ୍ତି, କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି।
ଗୀତସଂହିତା 136:15
ପରମେଶ୍ବର ଫାରୋ ସ ତାହାର ସୈନ୍ଯଗଣଙ୍କୁ ସୁଫ ସାଗରରେ ବୁଡ଼ାଇ ଦେଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ଗୀତସଂହିତା 136:19
ପରମେଶ୍ବର ଇ ମାରେୀଯମାନଙ୍କର ରାଜା ସୀହାନକେୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ଗୀତସଂହିତା 149:6
ସହେି ଲୋକମାନେ ପରମେଶ୍ବରଙ୍କ ପ୍ରଶଂସା ଉଚ୍ଚ ସ୍ବରରେ କରନ୍ତୁ ଏବଂ ସମାନଙ୍କେ ନିଜ ହସ୍ତରେ ନିଜର ଖଡ୍ଗମାନ ଧରନ୍ତୁ।
ଦିତୀୟ ବିବରଣ 32:43
ହେ ଜାତିଗଣ ତାଙ୍କର ଲୋକମାନଙ୍କ ପାଇଁ ଗାନ କର। କାରଣ ସେ ଆପଣା ଦାସମାନଙ୍କର ରକ୍ତପାତର ପ୍ରତିଶୋଧ ନବେେ। ସେ ଆପଣା ବିପକ୍ଷଗଣଙ୍କ ବିରକ୍ସ୍ଟଦ୍ଧ ରେ ପ୍ରତି ଶାଧେ ନବେେ। ପକ୍ସ୍ଟଣି ସେ ଆପଣା ଦେଶ ଓ ଆପଣା ଲୋକମାନଙ୍କ ନିମନ୍ତେ ପ୍ରତିଶୋଧ ନବେେ ଏବଂ ତାଙ୍କର ଦେଶ ନିମନ୍ତେ ସେ ପ୍ରାଯଶ୍ଚିତ କରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:12
ଯଦି ତୁମ୍ଭମାନଙ୍କର ଦାନ ଦବୋର ଇଚ୍ଛା ଅଛି, ତା' ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସହେି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ଯ କରାୟିବ ; ତୁମ୍ଭମାନଙ୍କ ପାଖ ରେ ଯାହା ନାହିଁ, ସେ ଅନୁସାରେ ନୁହେଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:7
ପ୍ରେତ୍ୟକକ ଲୋକ ଆପଣା ହୃଦୟ ରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନ ରେ କୌଣସି ଦୁଃଖ ରଖି ବା ବାଧ୍ଯବାଧକତା ରେ ଦାନ ନ ଦେଉ, ଆନନ୍ଦିତ ମନ ରେ ଦାନ କରିଥିବା ଲୋକକୁ ପରମେଶ୍ବର ଭଲ ପାଆନ୍ତି।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:13
ପରମେଶ୍ବର ତୁମ୍ଭ ମଧିଅରେ କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି।
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:14
କିନ୍ତୁ ତୁମ୍ଭମାନଙ୍କୁ ପ୍ରଥମେ ନ ପଚାରି ମୁଁ କିଛି କରିବା ପାଇଁ ଇଚ୍ଛା କଲି ନାହିଁ। ତୁମ୍ଭର କୌଣସି ଭଲ କାମ ନିଜ ଇଚ୍ଛା ରେ ହେଉ, ମାରେ ବାଧ୍ଯ ବାଧ୍ଯକତା ରେ ନ ହେଉ ବୋଲି ମୁଁ ଚା ହେଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:5
ତା'ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ବରଙ୍କୁ କହିବାର ଶୁଣିଲି :
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:20
ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:2
ତାହାଙ୍କର ବିଚାରଗୁଡ଼ିକ ସତ୍ଯ ଓ ଯଥାର୍ଥ। ସେ ମହା ବେଶ୍ଯାକୁ ଦଣ୍ଡ ଦଇେଛନ୍ତି। ସହେି ବେଶ୍ଯା ତା'ର ୟୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରିଦଇେଅଛି। ପରମେଶ୍ବର ତାହାଙ୍କ ସବେକମାନଙ୍କର ରକ୍ତ ହତେୁ ତାହାକୁ ଦଣ୍ଡ ଦଇେଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:17
ତା'ପରେ ମଧ୍ଯ ଯଦି ମୁଁ ସ୍ବେଚ୍ଛା ରେ ସୁସମାଚାର ପ୍ରଚାର କରୁଛି, ତବେେ ପୁରସ୍କାର ପାଇବା ପାଇଁ ମୁଁ ଯୋଗ୍ଯ। କିନ୍ତୁ ତାହା ତ ନୁହେଁ। ସୁସମାଚାର ପ୍ରଚାର ପାଇଁ ମୁଁ ବାଧ୍ଯ। ପ୍ରଭୁ ମାେତେ ଯେଉଁ ଦାଯିତ୍ବ ଦଇେଛନ୍ତି, କବଳେ ତାହା ମୁଁ ସମ୍ପାଦନ କରୁଛି।
ଦିତୀୟ ଶାମୁୟେଲ 22:47
ସଦାପ୍ରଭୁ ଜୀବିତ, ମୁ ମାରେ ଶୈଳକକ୍ସ୍ଟ ପ୍ରଶଂସା କରେ। ପରମେଶ୍ବର ମହାନ। ସେ ହିଁ ସଇେ ଶୈଳ ୟିଏ ମାେତେ ରକ୍ଷା କରନ୍ତି।
ନିହିମିୟା 11:2
ଆଉ ଯେଉଁମାନେ ୟିରୁଶାଲମ ରେ ବାସ କରିବାକୁ ସ୍ବଇଚ୍ଛା ରେ ସମର୍ପଣ କଲେ, ଲୋକମାନେ ସମାନଙ୍କେର ଧନ୍ଯବାଦ କଲେ।