Judges 3

fullscreen12 ଏହାପରେ ଇଶ୍ରାୟେଲର ଲୋକମାନେ ସହେିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମାୟୋବର ରାଜା ଶକ୍ତିଶାଳୀ ଇଶ୍ରାୟେଲର ଲୋକମାନଙ୍କୁ ହରାଇବାକକ୍ସ୍ଟ ତିଆରି କଲେ।

fullscreen13 ରାଜା ସେ ଅମ୍ମୋନ୍ ଓ ଅମାଲକେ ସହିତ ସଂୟକ୍ସ୍ଟକ୍ତ ତିଆରି କଲେ। ସମାନେେ ଇଶ୍ରାୟେଲକକ୍ସ୍ଟ ଆକ୍ରମଣ କଲେ। ସମାନେେ ଇଶ୍ରାୟେଲୀମାନଙ୍କୁ ପରାସ୍ତ କଲେ ଏବଂ ଖଜର୍କ୍ସ୍ଟର (ଯିରିହାେ) ରକ୍ସ୍ଟ ତଡି ଦେଲେ। ଏବଂ ଇଶ୍ରାୟେଲମାନଙ୍କୁ ଖଜର୍କ୍ସ୍ଟରପକ୍ସ୍ଟରର ସହରକକ୍ସ୍ଟ ଅଧିକାର କଲେ।

fullscreen14 ମାୟୋବଙ୍କର ରାଜା ଇଲ୍ଲୋନ ଇଶ୍ରାୟେଲ ଉପରେ ଅଠର ବର୍ଷ ଶାସନ କଲେ।

fullscreen15 ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କକ୍ସ୍ଟ ପଠାଇଲେ। ସହେି ଲୋକ ଜଣଙ୍କ ଥିଲେ ଏହୂଦ୍। ଏହକ୍ସ୍ଟଦ୍ ଥିଲେ ବିନ୍ଯାମିନୀଯ ପରିବାରବର୍ଗର ଗରୋର ପକ୍ସ୍ଟତ୍ର। ତାଙ୍କର ବାମହାତ ରେ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହାଇେଥିଲେ। ଇଶ୍ରାୟେଲ ଲୋକମାନେ ତାଙ୍କଦ୍ବାରା ମାୟୋବୀଯର ରାଜା ଇଲ୍ଲୋନଙ୍କ ନିକଟକକ୍ସ୍ଟ ଭଟେି ପଠାଇଲେ।

fullscreen16 ଏହକ୍ସ୍ଟଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ର୍ଦୈଘ୍ଯ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ବିଧାର ବିଶିଷ୍ଟ ଥିଲା। ଏହାକକ୍ସ୍ଟ ତାଙ୍କର ଦକ୍ଷିଣ ଜଂଘ ରେ ବସ୍ତ୍ର ଭିତ ରେ ବାନ୍ଧି କଖିଲେ।

fullscreen17 ତେଣୁ ସେ ମାୟୋବୀଯ ରାଜା ଇଗ୍ଲୋନ୍ ନିକଟକକ୍ସ୍ଟ ସହେି ଉପହାର ନେଲେ। ଇଗ୍ଲୋନ୍ ବଡ ମାଟେ ଲୋକ ଥିଲେ।

fullscreen18 ସେ ଭଟେୀ ନଇେସାରିବା ପରେ ସହେି ଉପହାର ବହନ କରିଥିବା ଲୋକମାନଙ୍କୁ ସଠାେରକ୍ସ୍ଟ ପଠାଇ ଦେଲେ। ସମାନେେ ରାଜା ପ୍ରାସାଦଠାରକ୍ସ୍ଟ ଗଲେ।

fullscreen19 ଏହୂଦ୍ ଜାଣିଲେ ଏବଂ ପକ୍ସ୍ଟର୍ତ୍ତୀ ନିକଟ ଗିଲଗଲସ୍ଥକକ୍ସ୍ଟ ଗଲେ, ତା'ପରେ ସେ ଫରେି ଆସି ରାଜାଙ୍କକ୍ସ୍ଟ ଭଟେି ଏହୂଦ୍ କହିଲେ, ମୁ ଆପଣାଙ୍କ ପାଇଁ ଏକ ଗକ୍ସ୍ଟଲ୍ଗ ଖବର ଆଣିଛି।

fullscreen20 ଏହୂଦ୍ ରାଜାଙ୍କ ନିକଟକକ୍ସ୍ଟ ଗଲେ। ସହେି ସମୟରେ, ଇଲ୍ଲୋନ ଉଚ୍ଚ ସିଂହାସନ ମଂଚ ଉପରେ ବସିଥିଲେ, ଏହା କବଳେ ତାଙ୍କର ଥିଲା।

fullscreen21 ଯଟେେ ବେଳେ ରାଜା ଉଠି ପଡିଲେ, ଏହୂଦ୍ ତାଙ୍କର ବାମ ହାତ ରେ ବ୍ଯବହୃତ ଖଣ୍ତା ବାହାର କଲେ ଦକ୍ଷିଣ ଜଂଘରକ୍ସ୍ଟ ଏବଂ ରାଜାଙ୍କର ପଟେ ରେ ଭୂଷି ଦେଲେ।

fullscreen22 ଏହୂଦ୍ ତାଙ୍କ ପଟେ ରେ ଖଡ୍ଗ ପକ୍ସ୍ଟରାଇଲା ବେଳେ, ତାଙ୍କର ଖଡ୍ଗ ସହିତ ମକ୍ସ୍ଟଠା ମଧ୍ଯ ପଶିଗଲା। ଚର୍ବି ସଐକ୍ସ୍ଟର୍ଣ୍ଣ ଖଣ୍ତା ରେ ଲାଗି ରହିଥିଲା। ଏହୂଦ୍ ଖଡ୍ଗ ବାହାର କଲେ ନାହିଁ। ଇଲ୍ଲୋନ ଖଡ୍ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବକ୍ସ୍ଟଜକ୍ସ୍ଟଳା ଉପରକ୍ସ୍ଟ ହରାଇଥିଲା ଏବଂ ମଳ ପଦାକକ୍ସ୍ଟ ବାହାରି ଆସିଥିଲା।

fullscreen23 ଏହାପରେ ଏହୂଦ ଘରର ବାହାର ଓ ଭିତର କବାଟ ବନ୍ଦ କଲେ ଏବଂ ସମାନଙ୍କେୁ ତାଲା ପକାଇ ଦେଲେ। ତା'ପରେ ସେ ରାଜାଙ୍କର ସିଂହାସନ ଘର ଆଡକକ୍ସ୍ଟ ଅଗ୍ରସର ହେଲେ ଏବଂ ନିମ୍ନ ରେ ଥିବା ନିଜ ପାଇଖାନା ରେ ପ୍ରବେଶ କଲେ।

fullscreen24 ତାହାପରେ ଏହୂଦ୍ ମୂଖ ଛାଡିଲେ ଏବଂ ଏଲ୍ଲୋନର ଦାସମାନେ ଆସିଲେ। ଯେତବେେଳେ ସେ ଦେଖିଲେ ରାଜାଙ୍କ ସିଂହାସନ ଘରର ଫାଟକ ବନ୍ଦ ହାଇେଥିଲା, ଦାସମାନେ କହିଲେ, ରାଜା ତାଙ୍କର ନିଜର କୋଠରି ମଧିଅରେ ଆରାମ ନେଉଛନ୍ତି।

fullscreen25 ତେଣୁ ସମାନେେ ସଠାେରେ ବହକ୍ସ୍ଟତ ସମୟ ଅପେକ୍ଷା କଲେ କିନ୍ତୁ କବାଟଗକ୍ସ୍ଟଡିକ ଆଦୌ ଖାଲିେଲା ନାହିଁ। ସର୍ବଶଷେ ରେ ଦାସମାନେ ସମାନଙ୍କେର ର୍ଧୈୟ୍ଯ ହରାଇଲେ। ସମାନେେ ସେ ଗ୍ଭବି ପାଇଲେ କବାଟ ଖାଲିେଲେ ଓ ଭିତ ରେ ପ୍ରବେଶ କଲେ। ସଠାେରେ ସମାନେେ ଚଟାଣ ଉପରେ ରାଜା ମରି ପଡିଥିବାର ସମାନେେ ପାଇଲେ।

fullscreen26 ଦାସମାନେ ରାଜାଙ୍କ ପାଇଁ ସଠାେରେ କିଛି ସମୟ ଅପେକ୍ଷା କଲେ। ଏହି ସମୟରେ ଏହୂଦ୍ ସେ ସ୍ଥାନ ଛାଡି ପଳାଇଗଲେ। ଏହୂଦ୍ ମୂର୍ତ୍ତି ବାଟଦଇେ ସିଯୀରାକକ୍ସ୍ଟ ପଳାଇଗଲେ।

fullscreen27 ଏହୂଦଦ୍ ଯେତବେେଳେ ସିଯୀରା ରେ ପହଁଞ୍ଚିଲେ, ସେ ଇଫ୍ରଯିମ ପର୍ବତମଯ ଦେଶ ରେ ତୂରୀ ବଜାଇଲେ। ଇଶ୍ରାୟେଲ ସନ୍ତାନଗଣ ତୂରୀର ଶଦ୍ଦଶକ୍ସ୍ଟଣି ପର୍ବତରକ୍ସ୍ଟ ଓହ୍ଲାଇ ଆସିଲେ। ଏହୂଦ୍ ସମାନଙ୍କେର ନତେୃତ୍ବ ନେଲେ।

fullscreen28 ଏହୂଦ୍ ଇଶ୍ରାୟେଲ ସନ୍ତାନଗଣଙ୍କକ୍ସ୍ଟ କହିଲେ, ମାେତେ ଅନକ୍ସ୍ଟସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତୃ ମାଯାେବୀଯ ଲୋକମାନଙ୍କୁ, ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିଅଛନ୍ତି।

fullscreen29 ଇଶ୍ରାୟେଲର ଲୋକମାନେ ମାୟୋବର 10,000 ସାହାସୀ ଓ ବଳବାନ୍ ଯୋଦ୍ଧାମାନଙ୍କୁ ହତ୍ଯା କଲେ। କୌଣସି ଗୋଟିଏ ହେଲେ ମାୟୋବର ଲୋକଙ୍କକ୍ସ୍ଟ ପଳାଇ ୟିବାକକ୍ସ୍ଟ ସମାନେେ ଦେଲେ ନାହିଁ।

fullscreen30 ଏହିପରି ମାୟୋବ ସହେିଦିନ ଇଶ୍ରାୟେଲ ଅଧିନ ରେ ବଶିଭୂତ ହେଲା। ତେଣୁ ଦେଶ ଅଶି ବର୍ଷ ପର୍ୟ୍ଯନ୍ତ ଶାନ୍ତି ରେ ରହିଲା।

12 And the children of Israel did evil again in the sight of the Lord: and the Lord strengthened Eglon the king of Moab against Israel, because they had done evil in the sight of the Lord.

13 And he gathered unto him the children of Ammon and Amalek, and went and smote Israel, and possessed the city of palm trees.

14 So the children of Israel served Eglon the king of Moab eighteen years.

15 But when the children of Israel cried unto the Lord, the Lord raised them up a deliverer, Ehud the son of Gera, a Benjamite, a man lefthanded: and by him the children of Israel sent a present unto Eglon the king of Moab.

16 But Ehud made him a dagger which had two edges, of a cubit length; and he did gird it under his raiment upon his right thigh.

17 And he brought the present unto Eglon king of Moab: and Eglon was a very fat man.

18 And when he had made an end to offer the present, he sent away the people that bare the present.

19 But he himself turned again from the quarries that were by Gilgal, and said, I have a secret errand unto thee, O king: who said, Keep silence. And all that stood by him went out from him.

20 And Ehud came unto him; and he was sitting in a summer parlour, which he had for himself alone. And Ehud said, I have a message from God unto thee. And he arose out of his seat.

21 And Ehud put forth his left hand, and took the dagger from his right thigh, and thrust it into his belly:

22 And the haft also went in after the blade; and the fat closed upon the blade, so that he could not draw the dagger out of his belly; and the dirt came out.

23 Then Ehud went forth through the porch, and shut the doors of the parlour upon him, and locked them.

24 When he was gone out, his servants came; and when they saw that, behold, the doors of the parlour were locked, they said, Surely he covereth his feet in his summer chamber.

25 And they tarried till they were ashamed: and, behold, he opened not the doors of the parlour; therefore they took a key, and opened them: and, behold, their lord was fallen down dead on the earth.

26 And Ehud escaped while they tarried, and passed beyond the quarries, and escaped unto Seirath.

27 And it came to pass, when he was come, that he blew a trumpet in the mountain of Ephraim, and the children of Israel went down with him from the mount, and he before them.

28 And he said unto them, Follow after me: for the Lord hath delivered your enemies the Moabites into your hand. And they went down after him, and took the fords of Jordan toward Moab, and suffered not a man to pass over.

29 And they slew of Moab at that time about ten thousand men, all lusty, and all men of valour; and there escaped not a man.

30 So Moab was subdued that day under the hand of Israel. And the land had rest fourscore years.

Judges 3 in Tamil and English

12 ଏହାପରେ ଇଶ୍ରାୟେଲର ଲୋକମାନେ ସହେିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମାୟୋବର ରାଜା ଶକ୍ତିଶାଳୀ ଇଶ୍ରାୟେଲର ଲୋକମାନଙ୍କୁ ହରାଇବାକକ୍ସ୍ଟ ତିଆରି କଲେ।
And the children of Israel did evil again in the sight of the Lord: and the Lord strengthened Eglon the king of Moab against Israel, because they had done evil in the sight of the Lord.

13 ରାଜା ସେ ଅମ୍ମୋନ୍ ଓ ଅମାଲକେ ସହିତ ସଂୟକ୍ସ୍ଟକ୍ତ ତିଆରି କଲେ। ସମାନେେ ଇଶ୍ରାୟେଲକକ୍ସ୍ଟ ଆକ୍ରମଣ କଲେ। ସମାନେେ ଇଶ୍ରାୟେଲୀମାନଙ୍କୁ ପରାସ୍ତ କଲେ ଏବଂ ଖଜର୍କ୍ସ୍ଟର (ଯିରିହାେ) ରକ୍ସ୍ଟ ତଡି ଦେଲେ। ଏବଂ ଇଶ୍ରାୟେଲମାନଙ୍କୁ ଖଜର୍କ୍ସ୍ଟରପକ୍ସ୍ଟରର ସହରକକ୍ସ୍ଟ ଅଧିକାର କଲେ।
And he gathered unto him the children of Ammon and Amalek, and went and smote Israel, and possessed the city of palm trees.

14 ମାୟୋବଙ୍କର ରାଜା ଇଲ୍ଲୋନ ଇଶ୍ରାୟେଲ ଉପରେ ଅଠର ବର୍ଷ ଶାସନ କଲେ।
So the children of Israel served Eglon the king of Moab eighteen years.

15 ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କକ୍ସ୍ଟ ପଠାଇଲେ। ସହେି ଲୋକ ଜଣଙ୍କ ଥିଲେ ଏହୂଦ୍। ଏହକ୍ସ୍ଟଦ୍ ଥିଲେ ବିନ୍ଯାମିନୀଯ ପରିବାରବର୍ଗର ଗରୋର ପକ୍ସ୍ଟତ୍ର। ତାଙ୍କର ବାମହାତ ରେ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହାଇେଥିଲେ। ଇଶ୍ରାୟେଲ ଲୋକମାନେ ତାଙ୍କଦ୍ବାରା ମାୟୋବୀଯର ରାଜା ଇଲ୍ଲୋନଙ୍କ ନିକଟକକ୍ସ୍ଟ ଭଟେି ପଠାଇଲେ।
But when the children of Israel cried unto the Lord, the Lord raised them up a deliverer, Ehud the son of Gera, a Benjamite, a man lefthanded: and by him the children of Israel sent a present unto Eglon the king of Moab.

16 ଏହକ୍ସ୍ଟଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ର୍ଦୈଘ୍ଯ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ବିଧାର ବିଶିଷ୍ଟ ଥିଲା। ଏହାକକ୍ସ୍ଟ ତାଙ୍କର ଦକ୍ଷିଣ ଜଂଘ ରେ ବସ୍ତ୍ର ଭିତ ରେ ବାନ୍ଧି କଖିଲେ।
But Ehud made him a dagger which had two edges, of a cubit length; and he did gird it under his raiment upon his right thigh.

17 ତେଣୁ ସେ ମାୟୋବୀଯ ରାଜା ଇଗ୍ଲୋନ୍ ନିକଟକକ୍ସ୍ଟ ସହେି ଉପହାର ନେଲେ। ଇଗ୍ଲୋନ୍ ବଡ ମାଟେ ଲୋକ ଥିଲେ।
And he brought the present unto Eglon king of Moab: and Eglon was a very fat man.

18 ସେ ଭଟେୀ ନଇେସାରିବା ପରେ ସହେି ଉପହାର ବହନ କରିଥିବା ଲୋକମାନଙ୍କୁ ସଠାେରକ୍ସ୍ଟ ପଠାଇ ଦେଲେ। ସମାନେେ ରାଜା ପ୍ରାସାଦଠାରକ୍ସ୍ଟ ଗଲେ।
And when he had made an end to offer the present, he sent away the people that bare the present.

19 ଏହୂଦ୍ ଜାଣିଲେ ଏବଂ ପକ୍ସ୍ଟର୍ତ୍ତୀ ନିକଟ ଗିଲଗଲସ୍ଥକକ୍ସ୍ଟ ଗଲେ, ତା'ପରେ ସେ ଫରେି ଆସି ରାଜାଙ୍କକ୍ସ୍ଟ ଭଟେି ଏହୂଦ୍ କହିଲେ, ମୁ ଆପଣାଙ୍କ ପାଇଁ ଏକ ଗକ୍ସ୍ଟଲ୍ଗ ଖବର ଆଣିଛି।
But he himself turned again from the quarries that were by Gilgal, and said, I have a secret errand unto thee, O king: who said, Keep silence. And all that stood by him went out from him.

20 ଏହୂଦ୍ ରାଜାଙ୍କ ନିକଟକକ୍ସ୍ଟ ଗଲେ। ସହେି ସମୟରେ, ଇଲ୍ଲୋନ ଉଚ୍ଚ ସିଂହାସନ ମଂଚ ଉପରେ ବସିଥିଲେ, ଏହା କବଳେ ତାଙ୍କର ଥିଲା।
And Ehud came unto him; and he was sitting in a summer parlour, which he had for himself alone. And Ehud said, I have a message from God unto thee. And he arose out of his seat.

21 ଯଟେେ ବେଳେ ରାଜା ଉଠି ପଡିଲେ, ଏହୂଦ୍ ତାଙ୍କର ବାମ ହାତ ରେ ବ୍ଯବହୃତ ଖଣ୍ତା ବାହାର କଲେ ଦକ୍ଷିଣ ଜଂଘରକ୍ସ୍ଟ ଏବଂ ରାଜାଙ୍କର ପଟେ ରେ ଭୂଷି ଦେଲେ।
And Ehud put forth his left hand, and took the dagger from his right thigh, and thrust it into his belly:

22 ଏହୂଦ୍ ତାଙ୍କ ପଟେ ରେ ଖଡ୍ଗ ପକ୍ସ୍ଟରାଇଲା ବେଳେ, ତାଙ୍କର ଖଡ୍ଗ ସହିତ ମକ୍ସ୍ଟଠା ମଧ୍ଯ ପଶିଗଲା। ଚର୍ବି ସଐକ୍ସ୍ଟର୍ଣ୍ଣ ଖଣ୍ତା ରେ ଲାଗି ରହିଥିଲା। ଏହୂଦ୍ ଖଡ୍ଗ ବାହାର କଲେ ନାହିଁ। ଇଲ୍ଲୋନ ଖଡ୍ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବକ୍ସ୍ଟଜକ୍ସ୍ଟଳା ଉପରକ୍ସ୍ଟ ହରାଇଥିଲା ଏବଂ ମଳ ପଦାକକ୍ସ୍ଟ ବାହାରି ଆସିଥିଲା।
And the haft also went in after the blade; and the fat closed upon the blade, so that he could not draw the dagger out of his belly; and the dirt came out.

23 ଏହାପରେ ଏହୂଦ ଘରର ବାହାର ଓ ଭିତର କବାଟ ବନ୍ଦ କଲେ ଏବଂ ସମାନଙ୍କେୁ ତାଲା ପକାଇ ଦେଲେ। ତା'ପରେ ସେ ରାଜାଙ୍କର ସିଂହାସନ ଘର ଆଡକକ୍ସ୍ଟ ଅଗ୍ରସର ହେଲେ ଏବଂ ନିମ୍ନ ରେ ଥିବା ନିଜ ପାଇଖାନା ରେ ପ୍ରବେଶ କଲେ।
Then Ehud went forth through the porch, and shut the doors of the parlour upon him, and locked them.

24 ତାହାପରେ ଏହୂଦ୍ ମୂଖ ଛାଡିଲେ ଏବଂ ଏଲ୍ଲୋନର ଦାସମାନେ ଆସିଲେ। ଯେତବେେଳେ ସେ ଦେଖିଲେ ରାଜାଙ୍କ ସିଂହାସନ ଘରର ଫାଟକ ବନ୍ଦ ହାଇେଥିଲା, ଦାସମାନେ କହିଲେ, ରାଜା ତାଙ୍କର ନିଜର କୋଠରି ମଧିଅରେ ଆରାମ ନେଉଛନ୍ତି।
When he was gone out, his servants came; and when they saw that, behold, the doors of the parlour were locked, they said, Surely he covereth his feet in his summer chamber.

25 ତେଣୁ ସମାନେେ ସଠାେରେ ବହକ୍ସ୍ଟତ ସମୟ ଅପେକ୍ଷା କଲେ କିନ୍ତୁ କବାଟଗକ୍ସ୍ଟଡିକ ଆଦୌ ଖାଲିେଲା ନାହିଁ। ସର୍ବଶଷେ ରେ ଦାସମାନେ ସମାନଙ୍କେର ର୍ଧୈୟ୍ଯ ହରାଇଲେ। ସମାନେେ ସେ ଗ୍ଭବି ପାଇଲେ କବାଟ ଖାଲିେଲେ ଓ ଭିତ ରେ ପ୍ରବେଶ କଲେ। ସଠାେରେ ସମାନେେ ଚଟାଣ ଉପରେ ରାଜା ମରି ପଡିଥିବାର ସମାନେେ ପାଇଲେ।
And they tarried till they were ashamed: and, behold, he opened not the doors of the parlour; therefore they took a key, and opened them: and, behold, their lord was fallen down dead on the earth.

26 ଦାସମାନେ ରାଜାଙ୍କ ପାଇଁ ସଠାେରେ କିଛି ସମୟ ଅପେକ୍ଷା କଲେ। ଏହି ସମୟରେ ଏହୂଦ୍ ସେ ସ୍ଥାନ ଛାଡି ପଳାଇଗଲେ। ଏହୂଦ୍ ମୂର୍ତ୍ତି ବାଟଦଇେ ସିଯୀରାକକ୍ସ୍ଟ ପଳାଇଗଲେ।
And Ehud escaped while they tarried, and passed beyond the quarries, and escaped unto Seirath.

27 ଏହୂଦଦ୍ ଯେତବେେଳେ ସିଯୀରା ରେ ପହଁଞ୍ଚିଲେ, ସେ ଇଫ୍ରଯିମ ପର୍ବତମଯ ଦେଶ ରେ ତୂରୀ ବଜାଇଲେ। ଇଶ୍ରାୟେଲ ସନ୍ତାନଗଣ ତୂରୀର ଶଦ୍ଦଶକ୍ସ୍ଟଣି ପର୍ବତରକ୍ସ୍ଟ ଓହ୍ଲାଇ ଆସିଲେ। ଏହୂଦ୍ ସମାନଙ୍କେର ନତେୃତ୍ବ ନେଲେ।
And it came to pass, when he was come, that he blew a trumpet in the mountain of Ephraim, and the children of Israel went down with him from the mount, and he before them.

28 ଏହୂଦ୍ ଇଶ୍ରାୟେଲ ସନ୍ତାନଗଣଙ୍କକ୍ସ୍ଟ କହିଲେ, ମାେତେ ଅନକ୍ସ୍ଟସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତୃ ମାଯାେବୀଯ ଲୋକମାନଙ୍କୁ, ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିଅଛନ୍ତି।
And he said unto them, Follow after me: for the Lord hath delivered your enemies the Moabites into your hand. And they went down after him, and took the fords of Jordan toward Moab, and suffered not a man to pass over.

29 ଇଶ୍ରାୟେଲର ଲୋକମାନେ ମାୟୋବର 10,000 ସାହାସୀ ଓ ବଳବାନ୍ ଯୋଦ୍ଧାମାନଙ୍କୁ ହତ୍ଯା କଲେ। କୌଣସି ଗୋଟିଏ ହେଲେ ମାୟୋବର ଲୋକଙ୍କକ୍ସ୍ଟ ପଳାଇ ୟିବାକକ୍ସ୍ଟ ସମାନେେ ଦେଲେ ନାହିଁ।
And they slew of Moab at that time about ten thousand men, all lusty, and all men of valour; and there escaped not a man.

30 ଏହିପରି ମାୟୋବ ସହେିଦିନ ଇଶ୍ରାୟେଲ ଅଧିନ ରେ ବଶିଭୂତ ହେଲା। ତେଣୁ ଦେଶ ଅଶି ବର୍ଷ ପର୍ୟ୍ଯନ୍ତ ଶାନ୍ତି ରେ ରହିଲା।
So Moab was subdued that day under the hand of Israel. And the land had rest fourscore years.