Judges 20:6
ତେଣୁ ମୁ ମାରେ ଉପପତ୍ନୀଙ୍କକ୍ସ୍ଟ ଗୃହକକ୍ସ୍ଟ ନଇେ ଆସିଲି ଏବଂ ତାକକ୍ସ୍ଟ କାଟି ଖଣ୍ତ ଖଣ୍ତ କରିଦଲେି। ତା'ପରେ ମୁ ତା'ର ଶରୀରର ଟକ୍ସ୍ଟକକ୍ସ୍ଟଡାଗକ୍ସ୍ଟଡିକ ସାରା ଇଶ୍ରାୟେଲ ମଧ୍ଯକକ୍ସ୍ଟ ପଠାଇଦଲେି, କାରଣ ବିନ୍ଯାମୀନର ଏହିସବୁ ଲୋକମାନେ ଇଶ୍ରାୟେଲ ରେ ଏହିପରି ଜଘନ୍ଯ ଅପମାନଜନକ କାର୍ୟ୍ଯ କରିଥିଲେ।
And I took | וָֽאֹחֵ֤ז | wāʾōḥēz | va-oh-HAZE |
my concubine, | בְּפִֽילַגְשִׁי֙ | bĕpîlagšiy | beh-fee-lahɡ-SHEE |
pieces, in her cut and | וָֽאֲנַתְּחֶ֔הָ | wāʾănattĕḥehā | va-uh-na-teh-HEH-ha |
and sent | וָֽאֲשַׁלְּחֶ֔הָ | wāʾăšallĕḥehā | va-uh-sha-leh-HEH-ha |
her throughout all | בְּכָל | bĕkāl | beh-HAHL |
country the | שְׂדֵ֖ה | śĕdē | seh-DAY |
of the inheritance | נַֽחֲלַ֣ת | naḥălat | na-huh-LAHT |
of Israel: | יִשְׂרָאֵ֑ל | yiśrāʾēl | yees-ra-ALE |
for | כִּ֥י | kî | kee |
committed have they | עָשׂ֛וּ | ʿāśû | ah-SOO |
lewdness | זִמָּ֥ה | zimmâ | zee-MA |
and folly | וּנְבָלָ֖ה | ûnĕbālâ | oo-neh-va-LA |
in Israel. | בְּיִשְׂרָאֵֽל׃ | bĕyiśrāʾēl | beh-yees-ra-ALE |
Cross Reference
Judges 19:29
ଏହାପରେ ସେ ନିଜ ଗୃହ ରେ ପହଁଞ୍ଚି ଗୋଟିଏ ଛକ୍ସ୍ଟରୀ ନଇେ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜା ଅନକ୍ସ୍ଟସା ରେ ବାର ଖଣ୍ତ ରେ ବିଭକ୍ତ କରି ଇଶ୍ରାୟେଲର ସମସ୍ତ ଅଞ୍ଚଳକକ୍ସ୍ଟ ପଠାଇଲା।
Joshua 7:15
ୟିଏ ଲକ୍ସ୍ଟସ୍ଖନ ଦ୍ରବ୍ଯ ରଖିବା ରେ ଦୋଷୀ ମନିବ, ଯେଉଁ ଦ୍ରବ୍ଯଟି ନଷ୍ଟ ହବୋର ଉଚିତ୍ ଥିଲା, ତାହା ନିଆଁ ରେ ପୋଡି଼ ପାଉଁଶ କରାୟିବ। ଏବଂ ତା'ର ଅଧିନ ରେ ଥିବା ସବୁକିଛିକକ୍ସ୍ଟ ପୋଡି଼ ପାଉଁଶ କରାୟିବ, ଯେ ହତେକ୍ସ୍ଟ ସେ ସଦାପ୍ରଭୁଙ୍କର ନିଯମ ଭଂଗ କଲା। ଆଉ ମଧ୍ଯ ସେ ଇଶ୍ରାୟେଲର ଲୋକମାନଙ୍କ ବହକ୍ସ୍ଟତ ପାପପୂର୍ଣ କାର୍ୟ୍ଯ କଲା।'
Judges 19:23
ତେଣୁ ସହେି ବୃଦ୍ଧ ଗୃହ ଭିତରକ୍ସ୍ଟ ବାହାରି ଆସିଲେ ଏବଂ କହିଲେ, ମାରେ ବନ୍ଧକ୍ସ୍ଟଗଣ, ଦୟାକରି ଏମିତି ଅନିଷ୍ଟ କର ନାହିଁ। ଏପରି ଜଘନ୍ଯ ପାପ କର ନାହିଁ। ଏହି ଲୋକ ମାେ ଗୃହ ରେ ଅତିଥିରୂପେ ଅଛି।
Genesis 34:7
ଯେତବେେଳେ ସମାନେେ କ୍ଷତରେୁ ଫରେିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସମାନେେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇଶ୍ରାୟେଲ ରେ ଏପରି ଅପମାନଜନକ କାର୍ୟ୍ଯ କଲେ। ସେ ଯାକୁବର କନ୍ଯାକୁ ଧର୍ଷଣ କରିବା ଉଚିତ୍ ନଥିଲା।
Judges 20:10
ଆମ୍ଭମାନେ 100 ଜଣ ଲୋକମାନଙ୍କରକ୍ସ୍ଟ ଦଶଜଣଙ୍କକ୍ସ୍ଟ, 1000 ଜଣରକ୍ସ୍ଟ 100 ଜଣଙ୍କକ୍ସ୍ଟ, ଆମ୍ଭର ସୈନ୍ଯବାହୀନିର ଖାଦ୍ୟ ସଂଗ୍ରହ କରିବାକୁ ମନୋନୀତ କଲକ୍ସ୍ଟ। ତେଣୁ ସୈନିକମାନେ ବିନ୍ଯାମୀନର ଗିଲିଯଦକକ୍ସ୍ଟ ଆକ୍ରମଣ କରିବେ। ସମାନେେ ସହେି ଲୋକମାନଙ୍କୁ ସମାନଙ୍କେର କକ୍ସ୍ଟକର୍ମ ଯୋଗକ୍ସ୍ଟ ଇଶ୍ରାୟେଲ ରେ ଦଣ୍ତ ଦବେେ।
2 Samuel 13:12
ସେଥି ରେ ସେ ଉତ୍ତର ଦଲୋ, ନା, ନା, ଭାଇ ମାେତେ ଏହା କରିବାକୁ ବାଧ୍ଯ ନକର, କାରଣ ଇଶ୍ରାୟେଲ ମଧିଅରେ ଏପରି କର୍ମ ନିଷଧେ। ଏହିପରି ଭୟଙ୍କର କାର୍ୟ୍ଯ କରନାହିଁ।