Judges 14

1 ଶାମ୍ଶୋନ୍ ତିମ୍ନାକକ୍ସ୍ଟ ୟାଇ ସେ ସ୍ଥାନ ରେ ପଲେଷ୍ଟୀୟମାନଙ୍କ କନ୍ଯାଗଣ ମଧିଅରେ ଗୋଟିଏ ସ୍ତ୍ରୀକକ୍ସ୍ଟ ଦେଖିଲେ।

2 ସେ ଗୃହକକ୍ସ୍ଟ ଫରେି ତାଙ୍କର ପିତାମାତାଙ୍କୁ ଏକଥା କହିଲେ, ମୁ ପଲେଷ୍ଟୀୟ କନ୍ଯା ତିମ୍ନାନ ରେ ଦେଖିଅଛି। ମୁ ତାଙ୍କୁ ବିବାହ କରିବାକୁ ଗ୍ଭ ହେଁ।

3 ତାଙ୍କର ପିତା ମାତା ତାଙ୍କୁ କହିଲେ, ଆମର ସଐର୍କୀଯ ମଧିଅରେ ଇଶ୍ରାୟେଲ ରେ ତୁମ୍ଭର ସ୍ତ୍ରୀ ହବୋକକ୍ସ୍ଟ କନ୍ଯା ନାହିନ୍ତି ଯେ, ତୁମ୍ଭେ ଅସକ୍ସ୍ଟନ୍ନତ ପଲେଷ୍ଟୀୟମାନଙ୍କ ମଧ୍ଯରକ୍ସ୍ଟ ଜଣକକ୍ସ୍ଟ ସ୍ତ୍ରୀ କରିବ?

4 ଶାମ୍ଶାେନ୍ଙ୍କର ପିତାମାତା ଜାଣିପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ସକ୍ସ୍ଟୟୋଗ ଖାଜେକ୍ସ୍ଟଥିଲେ ଏବଂ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ପଦକ୍ଷପେ ନବୋ ପାଇଁ ଏକ କାରଣ ଖାଜେକ୍ସ୍ଟଥିଲେ। ସହେି ସମୟରେ ପଲେଷ୍ଟୀୟମାନେ ଇଶ୍ରାୟେଲ ଉପରେ ରାଜତ୍ବ କରୁଥିଲେ।

5 ଶାମ୍ଶାେନ୍ ତାଙ୍କର ପିତା ମାତାଙ୍କ ସହିତ ତିମ୍ନାକକ୍ସ୍ଟ ଗଲେ। ସମାନେେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ ରେ ଏକ ୟକ୍ସ୍ଟବା ସିଂହ ଗର୍ଜ୍ଜନ କରି ଶାମ୍ଶାେନ୍ ଉପରକକ୍ସ୍ଟ କକ୍ସ୍ଟଦା ମାରିଲା।

6 ଶାମ୍ଶାେନ୍ ନିକଟକକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ। ଏହାପରେ ସେ ଖାଲି ହାତ ରେ ଛଳେି ଛକ୍ସ୍ଟଆକକ୍ସ୍ଟ ଚିରିଲା ପରି ସହେି ସିଂହକକ୍ସ୍ଟ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ'ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ କିଛି ସେ ବିଷଯ ରେ କହିଲେ ନାହିଁ।

7 ଏହିପରି ଭାବରେ ଶାମ୍ଶାେନ୍ ନଗରକକ୍ସ୍ଟ ୟାଇ ପଲେଷ୍ଟୀୟ ସ୍ତ୍ରୀ ଲୋକଟି ସହିତ କଥା ହେଲେ। ସହେି ସ୍ତ୍ରୀ ଲୋକଟି ଶାମ୍ଶାେନ୍ଙ୍କକ୍ସ୍ଟ ପସନ୍ଦ କଲା।

8 କିଛି ଦିନ ପରେ, ସେ ସହେି ସ୍ତ୍ରୀ ଲୋକଟିକକ୍ସ୍ଟ ବିବାହ କରିବାକୁ ଆସିଲେ। ସହେି ରାସ୍ତା ରେ ସେ ସହେି ମୃତ ସିଂହର ଶରୀରକକ୍ସ୍ଟ ଦେଖିଲେ। ସେ ଦେଖିଲେ ଯେ, କିଛି ମହକ୍ସ୍ଟମାଛି ସେଥି ରେ ମହକ୍ସ୍ଟ ଫଣୋ ତିଆରି କରିଛନ୍ତି।

9 ଶାମ୍ଶାେନ୍ ହାତ ରେ କିଛି ମହକ୍ସ୍ଟ ସେଥିରକ୍ସ୍ଟ ଆଣିଲେ। ମହକ୍ସ୍ଟ ଖାଇଖାଇ ୟିବା ବାଟରେ ସେ ତାଙ୍କ ପିତାମାତାଙ୍କ ନିକଟରେ ପହଁଞ୍ଚିବା ପରେ, ତାଙ୍କୁ କିଛି ମହକ୍ସ୍ଟ ଖାଇବାକକ୍ସ୍ଟ ଦେଲେ। ସେ ଏଥିରକ୍ସ୍ଟ ବହକ୍ସ୍ଟତ ଖାଇଲେ। କିନ୍ତୁ ଶାମ୍ଶାେନ୍ ଏହି ମହକ୍ସ୍ଟ ଏକ ମୃତ ସିଂହର ଶରୀରରକ୍ସ୍ଟ ଅଣା ୟାଇଛି ବୋଲି କିଛି କହିଲେ ନାହିଁ।

10 ଶାମ୍ଶୋନଙ୍କର ପିତା ସହେି ପଲେଷ୍ଟୀୟ ସ୍ତ୍ରୀ ଲୋକଟିକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସମାନେେ ସଠାେରେ ଏକ ଭୋଜି ଦେଲେ।

11 ସମାନେେ ଶାମ୍ଶାେନ୍କକ୍ସ୍ଟ ଦେଖିବା ପରେ ତାହା ସଙ୍ଗେ ସଙ୍ଗେ ରହିବା ପାଇଁ ତିରିଶ ଜଣ ମିତ୍ର ଆଣିଲେ।

12 ଏହାପରେ ଶାମ୍ଶାେନ୍ ସହେି ତିରିଶ ଜଣ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଏକ ରହସ୍ଯାବୃତ ପ୍ରଶ୍ନ କହିବାକକ୍ସ୍ଟ ଗ୍ଭ ହେଁ। ତୁମ୍ଭମାନେେ ଯବେେ ଏହି ଭୋଜିର ସାତଦିନ ମଧିଅରେ ତହିଁର ଅର୍ଥ ବାହାର କରି ମାେତେ ଜଣାଇବ। ତବେେ ତୁମ୍ଭମାନଙ୍କୁ ମୁ ତିରିଶ ରେଶମବସ୍ତ୍ର ଓ ତିରିଶ ୟୋଡା ପୋଷାକ ଦବେି।

13 ଯଦି ତୁମ୍ଭେ କହେି ଉତ୍ତର ବାହାର କରି ନ ପାର, ତବେେ ତୁମ୍ଭମାନେେ ମାେତେ ତିରିଶଟି ମସିନା ବସ୍ତ୍ର ଓ ତିରିଶଟି ସାଜ ପୋଷାକ ଦବେ। ତେଣୁ ସହେି ତିରିଶ ଜଣ ଲୋକ ପଚାରିଲେ, ତୁମ୍ଭେ ତୁମ୍ଭର ପ୍ର ହଳେିକା କକ୍ସ୍ଟହ, ଆମ୍ଭେ ତାକକ୍ସ୍ଟ ଶୁଣିବାକୁ ଗ୍ଭହକ୍ସ୍ଟଁଅଛକ୍ସ୍ଟ।

14 ଶାମ୍ଶାେନ୍ ସମାନଙ୍କେୁ ସହେି ପ୍ର ହଳେିକା ଶକ୍ସ୍ଟଣାଇଲେ। ଖାଦକଠାରକ୍ସ୍ଟ ଖାଦ୍ୟ ଓ ବଳବାନ୍ଠାରକ୍ସ୍ଟ ମିଷ୍ଟତା ନିର୍ଗତ ହେଲା।

15 କିନ୍ତୁ ସମାନେେ ସହେି ଗ୍ଭତକ୍ସ୍ଟର୍ୟ୍ଯ ପ୍ରଶ୍ନ ଦିନ ଦିନ ରେ ବାହାର କରି ପାରିଲେ ନାହିଁ। ଚତକ୍ସ୍ଟର୍ଥ ଦିନ ରେ ସମାନେେ ଶାମ୍ଶୋନଙ୍କର ସ୍ତ୍ରୀଙ୍କକ୍ସ୍ଟ କହିଲେ, ଗ୍ଭତକ୍ସ୍ଟର୍ୟ୍ଯ ପ୍ରଶ୍ନର ଉତ୍ତର ଜଣିବା ପାଇଁ ତୁମ୍ଭେ ସ୍ବାମୀଙ୍କକ୍ସ୍ଟ କକ୍ସ୍ଟହ, ନ ହେଲେ ଆମ୍ଭମାନେେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକକ୍ସ୍ଟ ଅଗ୍ନି ରେ ଦଗ୍ଧ କରିବକ୍ସ୍ଟ। ତୁମ୍ଭେ ଆମ୍ଭମାନଙ୍କୁ ଗରୀବ କରିବା ପାଇଁ ନିଯନ୍ତ୍ରଣ କଲ କି?

16 ଶାମ୍ଶାେନ୍ର ସ୍ତ୍ରୀ ତା'ର ସ୍ବାମୀଙ୍କ ନିକଟକକ୍ସ୍ଟ ଗଲା ଏବଂ ସଠାେରେ ଅତିଶଯ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, ତୁମ୍ଭେ ମାେତେ ଘୃଣା କର! ତୁମ୍ଭେ ମାେତେ ଭଲ ପାଅ ନାହିଁ! ତୁମ୍ଭେ ମାରେ ଲୋକମାନଙ୍କୁ ଏକ ପ୍ର ହଳେିକା ଶକ୍ସ୍ଟଣାଇଲ, ଯାହାକି ମାେତେ ତୁମ୍ଭେ ବକ୍ସ୍ଟଝାଇ ନାହଁ। ଶାମ୍ଶାେନ୍ ତାଙ୍କୁ ଉତ୍ତର ଦେଲେ, ମୁ ମାରେ ପିତା ମାତାଙ୍କୁ କହିନାହିଁ, ତକ୍ସ୍ଟମ୍ଭଙ୍କକ୍ସ୍ଟ କାହିଁକି ମୁ କହିବି?

17 ଶାମ୍ଶାେନ୍ର ସ୍ତ୍ରୀ ଅବଶିଷ୍ଟ ସାତଦିନ ୟାକ କାନ୍ଦିଲା। ତେଣୁ ଶଷେ ରେ ଭୋଜୀର ସଲ୍ଗମ ଦିନ ରେ ଶାମ୍ଶାେନ୍ ପ୍ର ହଳେିକାର ଉତ୍ତର ତାଙ୍କୁ କହିଲେ। ସେ ଉତ୍ତରଟି ତାଙ୍କୁ କହିଲେ, କାରଣ ସେ ତାଙ୍କୁ ହଇରାଣ କରିବାକୁ ଲାଗିଲା। ତା'ପରେ ସେ ୟାଇ ତା'ର ଲୋକମାନଙ୍କୁ ସହେି ଉତ୍ତର କହି ଦଲୋ।

18 ତେଣୁ ସଲ୍ଗମ ଦିନର ସୂର୍ୟ୍ଯାସ୍ତ ଠିକ୍ ପୂର୍ବରକ୍ସ୍ଟ ଭୋଜିର ଶଷେ ଦିନ ପଲେଷ୍ଟୀୟ ଲୋକମାନେ ସହେି ଉତ୍ତର କହି ଦେଲେ,

19 ଶାମ୍ଶାେନ୍ ଏଥି ରେ ବହକ୍ସ୍ଟତ ରାଗିଗଲେ। ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କ ଆତ୍ମା ବହକ୍ସ୍ଟତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକକ୍ସ୍ଟ ୟାଇ ସଠାେରେ ତିରିଶ ଜଣଙ୍କକ୍ସ୍ଟ ହତ୍ଯା କଲେ। ସେ ସମାନଙ୍କେର ବସ୍ତ୍ର ନଇେ ପ୍ର ହଳେିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ୟୋଡା ବସ୍ତ୍ର ଦେଲେ। କିନ୍ତୁ ତା'ର କୋରଧ ପ୍ରଜ୍ଜୋଳିତ ହବୋରକ୍ସ୍ଟ, ସେ ଆପଣାର ପିତୃଗୃହକକ୍ସ୍ଟ ଗ୍ଭଲିଗଲେ।

20 ଶାମ୍ଶାେନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକକ୍ସ୍ଟ ନେଲେ ନାହିଁ। ବିବାହ ରେ ତାଙ୍କର ସାଙ୍ଗମାନଙ୍କ ମଧ୍ଯରକ୍ସ୍ଟ ଜଣେ ଉତ୍ତମ ବନ୍ଧକ୍ସ୍ଟର ସେ ସ୍ତ୍ରୀ ହେଲେ।

1 And Samson went down to Timnath, and saw a woman in Timnath of the daughters of the Philistines.

2 And he came up, and told his father and his mother, and said, I have seen a woman in Timnath of the daughters of the Philistines: now therefore get her for me to wife.

3 Then his father and his mother said unto him, Is there never a woman among the daughters of thy brethren, or among all my people, that thou goest to take a wife of the uncircumcised Philistines? And Samson said unto his father, Get her for me; for she pleaseth me well.

4 But his father and his mother knew not that it was of the Lord, that he sought an occasion against the Philistines: for at that time the Philistines had dominion over Israel.

5 Then went Samson down, and his father and his mother, to Timnath, and came to the vineyards of Timnath: and, behold, a young lion roared against him.

6 And the Spirit of the Lord came mightily upon him, and he rent him as he would have rent a kid, and he had nothing in his hand: but he told not his father or his mother what he had done.

7 And he went down, and talked with the woman; and she pleased Samson well.

8 And after a time he returned to take her, and he turned aside to see the carcase of the lion: and, behold, there was a swarm of bees and honey in the carcase of the lion.

9 And he took thereof in his hands, and went on eating, and came to his father and mother, and he gave them, and they did eat: but he told not them that he had taken the honey out of the carcase of the lion.

10 So his father went down unto the woman: and Samson made there a feast; for so used the young men to do.

11 And it came to pass, when they saw him, that they brought thirty companions to be with him.

12 And Samson said unto them, I will now put forth a riddle unto you: if ye can certainly declare it me within the seven days of the feast, and find it out, then I will give you thirty sheets and thirty change of garments:

13 But if ye cannot declare it me, then shall ye give me thirty sheets and thirty change of garments. And they said unto him, Put forth thy riddle, that we may hear it.

14 And he said unto them, Out of the eater came forth meat, and out of the strong came forth sweetness. And they could not in three days expound the riddle.

15 And it came to pass on the seventh day, that they said unto Samson’s wife, Entice thy husband, that he may declare unto us the riddle, lest we burn thee and thy father’s house with fire: have ye called us to take that we have? is it not so?

16 And Samson’s wife wept before him, and said, Thou dost but hate me, and lovest me not: thou hast put forth a riddle unto the children of my people, and hast not told it me. And he said unto her, Behold, I have not told it my father nor my mother, and shall I tell it thee?

17 And she wept before him the seven days, while their feast lasted: and it came to pass on the seventh day, that he told her, because she lay sore upon him: and she told the riddle to the children of her people.

18 And the men of the city said unto him on the seventh day before the sun went down, What is sweeter than honey? and what is stronger than a lion? And he said unto them, If ye had not plowed with my heifer, ye had not found out my riddle.

19 And the Spirit of the Lord came upon him, and he went down to Ashkelon, and slew thirty men of them, and took their spoil, and gave change of garments unto them which expounded the riddle. And his anger was kindled, and he went up to his father’s house.

20 But Samson’s wife was given to his companion, whom he had used as his friend.

Tamil Indian Revised Version
உன் சகோதரனை உன் உள்ளத்தில் பகைக்காதே; பிறன்மேல் பாவம் சுமராதபடி அவனை எப்படியும் கடிந்து கொள்ளவேண்டும்.

Tamil Easy Reading Version
“உன் மனதில் உன் சகோதரனை நீ வெறுக்கக் கூடாது. உனது அயலான் உனக்குக் கெடுதல் செய்தால் அதைப்பற்றி அவனிடம் பேசு, பின் அவனை மன்னித்துவிடு.

Thiru Viviliam
உன் சகோதரரை உன் உள்ளத்தில் பகைக்காதே! உனக்கடுத்தவர் பாவம் செய்யாதபடி அவரைக் கடிந்து கொள்.

Leviticus 19:16Leviticus 19Leviticus 19:18

King James Version (KJV)
Thou shalt not hate thy brother in thine heart: thou shalt in any wise rebuke thy neighbor, and not suffer sin upon him.

American Standard Version (ASV)
Thou shalt not hate thy brother in thy heart: thou shalt surely rebuke thy neighbor, and not bear sin because of him.

Bible in Basic English (BBE)
Let there be no hate in your heart for your brother; but you may make a protest to your neighbour, so that he may be stopped from doing evil.

Darby English Bible (DBY)
Thou shalt not hate thy brother in thy heart; thou shalt earnestly rebuke thy neighbour, lest thou bear sin on account of him.

Webster’s Bible (WBT)
Thou shalt not hate thy brother in thy heart: thou shalt in any wise rebuke thy neighbor, and not suffer sin upon him.

World English Bible (WEB)
“‘You shall not hate your brother in your heart. You shall surely rebuke your neighbor, and not bear sin because of him.

Young’s Literal Translation (YLT)
`Thou dost not hate thy brother in thy heart; thou dost certainly reprove thy fellow, and not suffer sin on him.

லேவியராகமம் Leviticus 19:17
உன் சகோதரனை உன் உள்ளத்தில் பகையாயாக; பிறன்மேல் பாவம் சுமராதபடிக்கு அவனை எப்படியும் கடிந்து கொள்ளவேண்டும்.
Thou shalt not hate thy brother in thine heart: thou shalt in any wise rebuke thy neighbor, and not suffer sin upon him.

Thou
shalt
not
לֹֽאlōʾloh
hate
תִשְׂנָ֥אtiśnāʾtees-NA

אֶתʾetet
brother
thy
אָחִ֖יךָʾāḥîkāah-HEE-ha
in
thine
heart:
בִּלְבָבֶ֑ךָbilbābekābeel-va-VEH-ha
wise
any
in
shalt
thou
הוֹכֵ֤חַhôkēaḥhoh-HAY-ak
rebuke
תּוֹכִ֙יחַ֙tôkîḥatoh-HEE-HA

אֶתʾetet
thy
neighbour,
עֲמִיתֶ֔ךָʿămîtekāuh-mee-TEH-ha
not
and
וְלֹֽאwĕlōʾveh-LOH
suffer
תִשָּׂ֥אtiśśāʾtee-SA
sin
עָלָ֖יוʿālāywah-LAV
upon
חֵֽטְא׃ḥēṭĕʾHAY-teh