Joshua 7:4 in Oriya

Oriya Oriya Bible Joshua Joshua 7 Joshua 7:4

Joshua 7:4
ତେଣୁ ମାତ୍ର 3,000 ସୈନ୍ଯ ଅଯକକ୍ସ୍ଟ ଗଲେ। କିନ୍ତୁ ଅଯର ଲୋକମାନେ ଛତିଷ୍ ଜଣ ଇଶ୍ରାୟେଲୀୟଙ୍କୁ ହତ୍ଯା କଲେ। ତେଣୁ ଇଶ୍ରାୟେଲୀୟ ସୈନ୍ଯମାନେ ସହେି ସ୍ଥାନରକ୍ସ୍ଟ ଦୌଡି ପଳାଇଲେ।

Joshua 7:3Joshua 7Joshua 7:5

Joshua 7:4 in Other Translations

King James Version (KJV)
So there went up thither of the people about three thousand men: and they fled before the men of Ai.

American Standard Version (ASV)
So there went up thither of the people about three thousand men: and they fled before the men of Ai.

Bible in Basic English (BBE)
So about three thousand of the people went up, and were sent in flight by the men of Ai.

Darby English Bible (DBY)
And there went up thither of the people about three thousand men, but they fled before the men of Ai.

Webster's Bible (WBT)
So there went up thither of the people about three thousand men: and they fled before the men of Ai.

World English Bible (WEB)
So there went up there of the people about three thousand men: and they fled before the men of Ai.

Young's Literal Translation (YLT)
And there go up of the people thither about three thousand men, and they flee before the men of Ai,

So
there
went
up
וַיַּֽעֲל֤וּwayyaʿălûva-ya-uh-LOO
thither
מִןminmeen
of
הָעָם֙hāʿāmha-AM
the
people
שָׁ֔מָּהšāmmâSHA-ma
about
three
כִּשְׁלֹ֥שֶׁתkišlōšetkeesh-LOH-shet
thousand
אֲלָפִ֖יםʾălāpîmuh-la-FEEM
men:
אִ֑ישׁʾîšeesh
and
they
fled
וַיָּנֻ֕סוּwayyānusûva-ya-NOO-soo
before
לִפְנֵ֖יlipnêleef-NAY
the
men
אַנְשֵׁ֥יʾanšêan-SHAY
of
Ai.
הָעָֽי׃hāʿāyha-AI

Cross Reference

Leviticus 26:17
ମୁଁ ତୁମ୍ଭ ବିରୁଦ୍ଧ ରେ ୟିବି, ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ପରାଜିତ ହବେ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସମାନେେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କହେି ତୁମ୍ଭମାନଙ୍କ ପଛ ରେ ନ ଗୋଡ଼ାଇଲେ ହେଁ ତୁମ୍ଭମାନେେ ଦୌଡି ପଳାଇୟିବ।

Deuteronomy 28:25
ସଦାପ୍ରଭୁ ତୁମ୍ଭମାନଙ୍କୁ ତକ୍ସ୍ଟମ୍ଭ ଶତୃମାନଙ୍କ ହାତ ରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ୟକ୍ସ୍ଟଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତଟି ବାଟରେ ପଳାଯନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥି ରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ।

Deuteronomy 32:30
ଜଣେ ଲୋକ କ'ଣ ହଜାରେ ଲୋକଙ୍କକ୍ସ୍ଟ ଗୋଡ଼ାଇ ପାରିବ? ଦକ୍ସ୍ଟଇଜଣ ଲୋକ କ'ଣ ଦଶହଜାର ଲୋକଙ୍କକ୍ସ୍ଟ ଘଉଡାଇ ଦଇପୋରିବେ? ତାହା ଘଟିବ କବଳେ ଯଦି ସଦାପ୍ରଭୁ ସମାନଙ୍କେୁ ତାଙ୍କର ଶତୃମାନଙ୍କ ହସ୍ତ ରେ ସମର୍ପଣ କରନ୍ତି।

Isaiah 30:17
ଜଣେ ବ୍ଯକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାଯନ କରିବେ। ପାଞ୍ଚଜଣଙ୍କ ଧମକରେ ତୁମ୍ଭମାନେେ ସମସ୍ତେ ପଳାଯନ କରିବ। କବଳେ ତୁମ୍ଭମାନେେ ପର୍ବତର ଶୃଙ୍ଗ ରେ ଏକ ଚିହ୍ନ ସ୍ବରୂପ ଓ ଉପପର୍ବତ ରେ ପତାକାର ଦଣ୍ଡସ୍ବରୂପ ହାଇେ ଅବଶିଷ୍ଟ ରହିବ।

Isaiah 59:2
ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ବରଙ୍କ ମଧିଅରେ ବିଚ୍ଛଦେ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଣୁ ସେ ଶୁଣିବେ ନାହିଁ।