Joshua 21

fullscreen1 ଏହାପରେ ଲବେୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିଯାସର ଯାଜକ ଓ ନୂନର ପକ୍ସ୍ଟତ୍ର ଯିହାଶୂେୟ ଓ ଇଶ୍ରାୟେଲ ସନ୍ତାନମାନଙ୍କ ବଂଶ ସମକ୍ସ୍ଟହର ପିତୃ ଗୃହର ପ୍ରଧାନମାନଙ୍କ ନିକଟକକ୍ସ୍ଟ ଆସିଲେ।

fullscreen2 ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗର ରେ ଲବେୀୟର ଶାସକଗଣ ତାହାଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଦେଶ ଦଇେଛନ୍ତି। ସେ ଏହିପରି ଆଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ଯ ନିର୍ଦ୍ଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ଭୂମି ଦବେ, ଯେଉଁଠା ରେ ଆମ୍ଭର ପଶକ୍ସ୍ଟମାନେ ଚରାବକ୍ସ୍ଟଲା କରିପାରିବେ।

fullscreen3 ତେଣୁ ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କର ଏହି ବାକ୍ଯକକ୍ସ୍ଟ ସମ୍ମାନ ଦେଲେ ଓ ମାନି ନେଲେ। ସମାନେେ ଲବେୀୟମାନଙ୍କୁ ଏହି ସହର ଓ ଭୂମି ଦେଲେ ତାଙ୍କର ପଶକ୍ସ୍ଟ ଚରିବା ପାଇଁ ନିଜର ଅଧିକାର ମଧ୍ଯରକ୍ସ୍ଟ।

fullscreen4 କାହାତୀଯ ପରିବାର ନିମନ୍ତେ ବାଣ୍ଟ ଉଠିଲା ଲବେୀୟମାନଙ୍କ ମଧ୍ଯରକ୍ସ୍ଟ ହାରୋଣ ଯାଜକର ସନ୍ତାନଗଣ ୟିହକ୍ସ୍ଟଦା ବଂଶରକ୍ସ୍ଟ, ଶିମିୟୋନ ବଂଶରକ୍ସ୍ଟ ଓ ବିନ୍ଯାମୀନ ବଂଶରକ୍ସ୍ଟ ତରଟେି ନଗର ପାଇଲେ।

fullscreen5 କହାତର ଅବଶିଷ୍ଟ ବଂଶଧରମାନେ ଇଫ୍ରଯିମ ବଂଶର ସମସ୍ତ ବଂଶରକ୍ସ୍ଟ ଓ ଦାନବଂଶ ଏବଂ ମନଃଶିର ଅର୍ଦ୍ଧବଂଶରକ୍ସ୍ଟ ଦଶ ନଗର ପାଇଲେ।

fullscreen6 ଗେର୍ଶୋନର ସନ୍ତାନଗଣ ଇଷାଖର ବଂଶର ସମସ୍ତ ବଂଶରକ୍ସ୍ଟ ଏବଂ ଅଶରେ ବଂଶ, ନଲ୍ଗାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତରଟେି ନଗର ପାଇଲେ।

fullscreen7 ମରାରି ସନ୍ତାନଗଣ ନିଜ ନିଜ ବଂଶାନକ୍ସ୍ଟସା ରେ ରକ୍ସ୍ଟବନେ ବଂଶ, ଗାଦ ବଂଶ ସବୂଲୂନ ବଂଶରକ୍ସ୍ଟ ଏହିପରି ବାରଟି ନଗର ପାଇଲେ।

fullscreen8 ଏହିପରି ଇଶ୍ରାୟେଲ ସନ୍ତାନଗଣ ମାଶାେଦ୍ବାରା ସଦାପ୍ରଭୁ ଯେପରି ଆଜ୍ଞା ଦଇେଥିଲେ, ସହେିପରି ଭାବରେ ଗକ୍ସ୍ଟଳାବାଣ୍ଟ କରି ଲବେୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ।

fullscreen9 ଏବଂ ସମାନେେ ୟିହକ୍ସ୍ଟଦା ସନ୍ତାନଗଣ ବଂଶରକ୍ସ୍ଟ ଓଶିମିଯୋନ ସନ୍ତାନଗଣର ବଂଶରକ୍ସ୍ଟ ଏହିସବୁ ନଗର ଦେଲେ। ସେ ଯେଉଁ ସହରଗକ୍ସ୍ଟଡିକ ଦାନ କଲେ ତାହାର ନାମ ଲିଖିତ ଅଛି।

fullscreen10 ପ୍ରଥମ ପସନ୍ଦ ସହର ଭିତ ରେ ଲବେୀୟମାନଙ୍କୁ ଦିଆଗଲା କହାତର ବଂଶୀଯମାନଙ୍କର ହେଲା।

fullscreen11 ପକ୍ସ୍ଟଣି ସମାନେେ ସମାନଙ୍କେୁ ୟିହକ୍ସ୍ଟଦାର ପର୍ବତମଯ ଦେଶ ରେ କିରିଯଥ୍ ଅର୍ବ ଓ ତହିଁ ଚତର୍କ୍ସ୍ଟଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମ ରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନକ୍ସ୍ଟସା ରେ ଏହା ସ୍ଥାନର ନାମ ଅର୍ବ ରଖାୟାଇ ଥିଲା।

fullscreen12 ସହେି ନଗରର ଖୋଲା କ୍ଷେତ୍ର ଓ ତାହାର ଗ୍ରାମମାନ ସମାନେେ ୟିଫକ୍ସ୍ଟନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ଅଧିକାର କରିବାକୁ ଦେଲେ।

fullscreen13 ତେଣୁ ସମାନେେ ହାରୋଣଙ୍କର ଭବିଷ୍ଯଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସମାନେେ ମଧ୍ଯ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲିବ୍ନା ସହର ଦେଲେ।

fullscreen14 ୟତ୍ତୀର ଓ ତହିଁ ତଳଭୂମି, ଇଷ୍ଟମାେଯ ଓ ତା'ର ତଳଭୂମି।

fullscreen15 ହୋଲୋନ୍, ତା'ର ତଳଭୂମି, ଦବୀର ଓ ତା'ର ତଳଭୂମି।

fullscreen16 ଐନ୍ ଓ ତହିଁର ତଳଭୂମି ୟକ୍ସ୍ଟଟା ଓ ତହିଁର ତଳଭୂମି ବୈଥଶମେଶ୍ ଓ ତା'ର ତଳଭୂମି ସହେି ଦକ୍ସ୍ଟଇ ବଂଶରକ୍ସ୍ଟ ଏହିପରି ନଅଟି ନଗର ଦେଲେ।

fullscreen17 ପକ୍ସ୍ଟଣି ବିଦ୍ଯାମୀନ ବଂଶରକ୍ସ୍ଟ ଗିବିଯୋନ ଓ ତା'ର ତଳଭୂମି, ଗବୋ ଓ ତା'ର ତଳଭୂମି,

fullscreen18 ଅନାେଥାତ୍ ଓ ତା'ର ତଳଭୂମି, ଅଲ୍ମୋନ୍ ଓ ତା'ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ।

fullscreen19 ହାରୋଣର ସନ୍ତାନ ଯାଜକମାନଙ୍କର ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ହେଲା।

fullscreen20 କହାତର ଅବଶିଷ୍ଟ ସନ୍ତାନଗଣ ଯେଉଁମାନେ କି କହାତ ସନ୍ତାନ ଲବେୀୟମାନଙ୍କ ବଂଶ ସମୂହ ଇଫ୍ରଯିମ ବଂଶରକ୍ସ୍ଟ ସମାନଙ୍କେର ନିଜର ନଗର ବାଣ୍ଟି ନେଲେ।

fullscreen21 ଇଫ୍ରଯିମ ପର୍ବତମଯ ଦେଶରକ୍ସ୍ଟ ଶିଖିମି, ଗଷେର ସହର ସମାନଙ୍କେୁ ଦିଆଗଲା। ଶିଖିମ ଏକ ନିରାପଦ ସହର ଥିଲା।

fullscreen22 କିବସଯିମ୍ ଓ ତା'ର ତଳଭୂମି ବୈଥହାରଣେ ଓ ତା'ର ତଳଭୂମି ଏହିପରି ସମାନଙ୍କେ ଗ୍ଭରିଟି ନଗର ଦେଲେ।

fullscreen23 ଦାନ ପରିବାରବର୍ଗ ଇଲତକୀ ଓ ଗିଦ୍ଦଥୋନ୍ ସମାନଙ୍କେୁ ଦେଲେ।

fullscreen24 ଆଯାଲୋନ ଓ ତା'ର ତଳଭୂମି, ଗାଥରିେମ୍ମାନ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରି ନଗର ଦେଲେ।

fullscreen25 ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତାନକ୍ ଓ ତା'ର ତଳଭୂମି, ଗାଥରିମ୍ମାେନ୍ ଓ ତା'ର ତଳଭୂମି ଏହିପରି ଦକ୍ସ୍ଟଇଟି ନଗର ଦେଲେ।

fullscreen26 କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସକ୍ସ୍ଟଧା ତଳଭୂମି ସମତେ ଦଶଟି ନଗର ହେଲା।

fullscreen27 ଗେର୍ଶୋନ୍ ପରିବାର ମଧ୍ଯ ଲବେୀୟ ପରିବାରବର୍ଗରକ୍ସ୍ଟ ଥିଲେ।

fullscreen28 ଇଷାଖର ପରିବାରବର୍ଗରକ୍ସ୍ଟ କିଣିଯୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା'ର ତଳଭୂମି,

fullscreen29 ୟମୂର୍ତ୍ ଓ ତା'ର ତଳଭୂମି ଐନ-ଗନ୍ନିମ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।

fullscreen30 ଏବଂ ଆଶରେ ବଂଶରକ୍ସ୍ଟ ମିଶାଲ୍ ଓ ତା'ର ତଳଭୂମି, ଅବଦୋନ୍ ଓ ତା'ର ତଳଭୂମି।

fullscreen31 ହିଲକତ୍ ଓ ତା'ର ତଳଭୂମି, ରହୋବ୍ ଓ ତା'ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ।

fullscreen32 ନଲ୍ଗାଲି ବଂଶରକ୍ସ୍ଟ ଗାଲିଲି ଅନ୍ତର୍ଗତ ନରହତ୍ଯାକାରୀର ଆଶ୍ରଯ ନଗର କଦେଶ ଓ ତା'ର ତଳଭୂମି, ହମାେତ୍-ଦୋର ଓ ତା'ର ତଳଭୂମି, କର୍ତ୍ତନ ଓ ତା'ର ତଳଭୂମି, ଏହିପରି ଭାବରେ ସହେି ତିନୋଟି ନଗର ଦେଲେ।

fullscreen33 ନିଜ ନିଜ ବଂଶାନକ୍ସ୍ଟସା ରେ ଗେର୍ଶୋନୀଯ ଲୋକମାନେ ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ପାଇଲେ।

fullscreen34 ଏହାପରେ ସମାନେେ ମରାରି ସନ୍ତାନଗଣର ପରିବାରବର୍ଗନକ୍ସ୍ଟସା ରେ ଅବଶିଷ୍ଟ ଲବେୀୟ ଗୋଷ୍ଠୀଙ୍କକ୍ସ୍ଟ

fullscreen35 ଦିମ୍ନା ନହଲୋଲ୍ ଓ ସବୂଲୂନର ସମସ୍ତ ପରିବାରବର୍ଗ ସମାନଙ୍କେୁ ଗ୍ଭ ରୋଟି ସହର ଓ କ୍ଷେତ୍ର ଦେଲେ।

fullscreen36 ରକ୍ସ୍ଟବନେ ବଂଶରକ୍ସ୍ଟ ବେତ୍ସର ତଳଭୂମି ୟହସ ଓ ତା'ର ତଳଭୂମି।

fullscreen37 କଦମୋେତ୍ ଓ ତା'ର ତଳଭୂମି, ମଫୋତ୍ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।

fullscreen38 ଗାଦ ପରିବାରବର୍ଗ ସମାନଙ୍କେୁ ଗିଲିଯଦ ଅନ୍ତର୍ଗତ ରାମାେତ୍, ନିରାପଦ ନଗରୀ ଓ ତା' ପାଶର୍‌ବବର୍ତ୍ତୀ କ୍ଷେତ୍ର ଏବଂ ମହନୀଯ ଓ ତା'ର ପାଶର୍‌ବବର୍ତ୍ତୀ କ୍ଷେତ୍ର ଦେଲେ।

fullscreen39 ହିଷବୋନ୍, ୟା ସରେ ଓ ତା'ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।

fullscreen40 ଏହିପରି ଭାବରେ ଲବେୀୟମାନଙ୍କ ଅବଶିଷ୍ଟ ବଂଶ, ମରାରି ସନ୍ତାନଗଣର ନିଜ ନିଜ ବଂଶ ଅନକ୍ସ୍ଟସା ରେ ସମାନେେ ବାରଟି ନଗର ପାଇଲେ।

fullscreen41 ଏହିପରି ଭାବରେ ଲବେୀୟମାନେ ଅଠଗ୍ଭଳିଷଟି ସହର ଓ ତଳଭୂମି ପାଇଲେ। ଏହି ସମସ୍ତ ଅଞ୍ଚଳ ଅନ୍ୟ ବଂଶଧରଙ୍କର ଅଧିକାର ରେ ଥିଲା।

fullscreen42 ଏହି ପ୍ରେତ୍ୟକକ ସହର ସହିତ ତା'ର ଚତକ୍ସ୍ଟଃପାଶର୍‌ବ ରେ ତଳଭୂମି ଥିଲା। ଏହା ସମସ୍ତ ପଶକ୍ସ୍ଟମାନଙ୍କ ପାଇଁ କ୍ଷତେ ଥିଲା।

fullscreen43 ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇଶ୍ରାୟେଲୀୟବାସୀଙ୍କ ସମ୍ମକ୍ସ୍ଟଖ ରେ ତାକକ୍ସ୍ଟ ପକ୍ସ୍ଟରଣ କଲେ। ସେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସମାନଙ୍କେୁ ଦେଲେ। ଲୋକମାନେ ସେ ଜମିକକ୍ସ୍ଟ ନିଜ ଅଧିକାରକକ୍ସ୍ଟ ନେଲେ ଓ ସଠାେରେ ବାସ କଲେ।

fullscreen44 ସଦାପ୍ରଭୁ ସମାନଙ୍କେ ପୂର୍ବପୁରୁଷଗଣଙ୍କ ନକଟ ରେ କରିଥିବା ତାଙ୍କର ସମସ୍ତ ଶପଥ ଅନକ୍ସ୍ଟସା ରେ ଗ୍ଭରିଆଡେ ସମାନଙ୍କେୁ ବିଶ୍ରାମ ଦେଲେ। ପକ୍ସ୍ଟଣି ସମାନଙ୍କେ ଶତୃମାନଙ୍କ ମଧ୍ଯରକ୍ସ୍ଟ କହେି ସମାନଙ୍କେର ଆଗ ରେ ଠିଆ ହାଇେ ପାରିଲେ ନାହିଁ। ସଦାପ୍ରଭୁ ସମାନଙ୍କେର ସମସ୍ତ ଶତୃଙ୍କକ୍ସ୍ଟ ସମାନଙ୍କେ ହସ୍ତ ରେ ସମର୍ପଣ କଲେ।

1 Then came near the heads of the fathers of the Levites unto Eleazar the priest, and unto Joshua the son of Nun, and unto the heads of the fathers of the tribes of the children of Israel;

2 And they spake unto them at Shiloh in the land of Canaan, saying, The Lord commanded by the hand of Moses to give us cities to dwell in, with the suburbs thereof for our cattle.

3 And the children of Israel gave unto the Levites out of their inheritance, at the commandment of the Lord, these cities and their suburbs.

4 And the lot came out for the families of the Kohathites: and the children of Aaron the priest, which were of the Levites, had by lot out of the tribe of Judah, and out of the tribe of Simeon, and out of the tribe of Benjamin, thirteen cities.

5 And the rest of the children of Kohath had by lot out of the families of the tribe of Ephraim, and out of the tribe of Dan, and out of the half tribe of Manasseh, ten cities.

6 And the children of Gershon had by lot out of the families of the tribe of Issachar, and out of the tribe of Asher, and out of the tribe of Naphtali, and out of the half tribe of Manasseh in Bashan, thirteen cities.

7 The children of Merari by their families had out of the tribe of Reuben, and out of the tribe of Gad, and out of the tribe of Zebulun, twelve cities.

8 And the children of Israel gave by lot unto the Levites these cities with their suburbs, as the Lord commanded by the hand of Moses.

9 And they gave out of the tribe of the children of Judah, and out of the tribe of the children of Simeon, these cities which are here mentioned by name,

10 Which the children of Aaron, being of the families of the Kohathites, who were of the children of Levi, had: for theirs was the first lot.

11 And they gave them the city of Arba the father of Anak, which city is Hebron, in the hill country of Judah, with the suburbs thereof round about it.

12 But the fields of the city, and the villages thereof, gave they to Caleb the son of Jephunneh for his possession.

13 Thus they gave to the children of Aaron the priest Hebron with her suburbs, to be a city of refuge for the slayer; and Libnah with her suburbs,

14 And Jattir with her suburbs, and Eshtemoa with her suburbs,

15 And Holon with her suburbs, and Debir with her suburbs,

16 And Ain with her suburbs, and Juttah with her suburbs, and Beth-shemesh with her suburbs; nine cities out of those two tribes.

17 And out of the tribe of Benjamin, Gibeon with her suburbs, Geba with her suburbs,

18 Anathoth with her suburbs, and Almon with her suburbs; four cities.

19 All the cities of the children of Aaron, the priests, were thirteen cities with their suburbs.

20 And the families of the children of Kohath, the Levites which remained of the children of Kohath, even they had the cities of their lot out of the tribe of Ephraim.

21 For they gave them Shechem with her suburbs in mount Ephraim, to be a city of refuge for the slayer; and Gezer with her suburbs,

22 And Kibzaim with her suburbs, and Beth-horon with her suburbs; four cities.

23 And out of the tribe of Dan, Eltekeh with her suburbs, Gibbethon with her suburbs,

24 Aijalon with her suburbs, Gath-rimmon with her suburbs; four cities.

25 And out of the half tribe of Manasseh, Tanach with her suburbs, and Gath-rimmon with her suburbs; two cities.

26 All the cities were ten with their suburbs for the families of the children of Kohath that remained.

27 And unto the children of Gershon, of the families of the Levites, out of the other half tribe of Manasseh they gave Golan in Bashan with her suburbs, to be a city of refuge for the slayer; and Beesh-terah with her suburbs; two cities.

28 And out of the tribe of Issachar, Kishon with her suburbs, Dabareh with her suburbs,

29 Jarmuth with her suburbs, En-gannim with her suburbs; four cities.

30 And out of the tribe of Asher, Mishal with her suburbs, Abdon with her suburbs,

31 Helkath with her suburbs, and Rehob with her suburbs; four cities.

32 And out of the tribe of Naphtali, Kedesh in Galilee with her suburbs, to be a city of refuge for the slayer; and Hammoth-dor with her suburbs, and Kartan with her suburbs; three cities.

33 All the cities of the Gershonites according to their families were thirteen cities with their suburbs.

34 And unto the families of the children of Merari, the rest of the Levites, out of the tribe of Zebulun, Jokneam with her suburbs, and Kartah with her suburbs,

35 Dimnah with her suburbs, Nahalal with her suburbs; four cities.

36 And out of the tribe of Reuben, Bezer with her suburbs, and Jahazah with her suburbs,

37 Kedemoth with her suburbs, and Mephaath with her suburbs; four cities.

38 And out of the tribe of Gad, Ramoth in Gilead with her suburbs, to be a city of refuge for the slayer; and Mahanaim with her suburbs,

39 Heshbon with her suburbs, Jazer with her suburbs; four cities in all.

40 So all the cities for the children of Merari by their families, which were remaining of the families of the Levites, were by their lot twelve cities.

41 All the cities of the Levites within the possession of the children of Israel were forty and eight cities with their suburbs.

42 These cities were every one with their suburbs round about them: thus were all these cities.

43 And the Lord gave unto Israel all the land which he sware to give unto their fathers; and they possessed it, and dwelt therein.

44 And the Lord gave them rest round about, according to all that he sware unto their fathers: and there stood not a man of all their enemies before them; the Lord delivered all their enemies into their hand.

Joshua 21 in Tamil and English

1 ଏହାପରେ ଲବେୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିଯାସର ଯାଜକ ଓ ନୂନର ପକ୍ସ୍ଟତ୍ର ଯିହାଶୂେୟ ଓ ଇଶ୍ରାୟେଲ ସନ୍ତାନମାନଙ୍କ ବଂଶ ସମକ୍ସ୍ଟହର ପିତୃ ଗୃହର ପ୍ରଧାନମାନଙ୍କ ନିକଟକକ୍ସ୍ଟ ଆସିଲେ।
Then came near the heads of the fathers of the Levites unto Eleazar the priest, and unto Joshua the son of Nun, and unto the heads of the fathers of the tribes of the children of Israel;

2 ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗର ରେ ଲବେୀୟର ଶାସକଗଣ ତାହାଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଦେଶ ଦଇେଛନ୍ତି। ସେ ଏହିପରି ଆଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ଯ ନିର୍ଦ୍ଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ଭୂମି ଦବେ, ଯେଉଁଠା ରେ ଆମ୍ଭର ପଶକ୍ସ୍ଟମାନେ ଚରାବକ୍ସ୍ଟଲା କରିପାରିବେ।
And they spake unto them at Shiloh in the land of Canaan, saying, The Lord commanded by the hand of Moses to give us cities to dwell in, with the suburbs thereof for our cattle.

3 ତେଣୁ ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କର ଏହି ବାକ୍ଯକକ୍ସ୍ଟ ସମ୍ମାନ ଦେଲେ ଓ ମାନି ନେଲେ। ସମାନେେ ଲବେୀୟମାନଙ୍କୁ ଏହି ସହର ଓ ଭୂମି ଦେଲେ ତାଙ୍କର ପଶକ୍ସ୍ଟ ଚରିବା ପାଇଁ ନିଜର ଅଧିକାର ମଧ୍ଯରକ୍ସ୍ଟ।
And the children of Israel gave unto the Levites out of their inheritance, at the commandment of the Lord, these cities and their suburbs.

4 କାହାତୀଯ ପରିବାର ନିମନ୍ତେ ବାଣ୍ଟ ଉଠିଲା ଲବେୀୟମାନଙ୍କ ମଧ୍ଯରକ୍ସ୍ଟ ହାରୋଣ ଯାଜକର ସନ୍ତାନଗଣ ୟିହକ୍ସ୍ଟଦା ବଂଶରକ୍ସ୍ଟ, ଶିମିୟୋନ ବଂଶରକ୍ସ୍ଟ ଓ ବିନ୍ଯାମୀନ ବଂଶରକ୍ସ୍ଟ ତରଟେି ନଗର ପାଇଲେ।
And the lot came out for the families of the Kohathites: and the children of Aaron the priest, which were of the Levites, had by lot out of the tribe of Judah, and out of the tribe of Simeon, and out of the tribe of Benjamin, thirteen cities.

5 କହାତର ଅବଶିଷ୍ଟ ବଂଶଧରମାନେ ଇଫ୍ରଯିମ ବଂଶର ସମସ୍ତ ବଂଶରକ୍ସ୍ଟ ଓ ଦାନବଂଶ ଏବଂ ମନଃଶିର ଅର୍ଦ୍ଧବଂଶରକ୍ସ୍ଟ ଦଶ ନଗର ପାଇଲେ।
And the rest of the children of Kohath had by lot out of the families of the tribe of Ephraim, and out of the tribe of Dan, and out of the half tribe of Manasseh, ten cities.

6 ଗେର୍ଶୋନର ସନ୍ତାନଗଣ ଇଷାଖର ବଂଶର ସମସ୍ତ ବଂଶରକ୍ସ୍ଟ ଏବଂ ଅଶରେ ବଂଶ, ନଲ୍ଗାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତରଟେି ନଗର ପାଇଲେ।
And the children of Gershon had by lot out of the families of the tribe of Issachar, and out of the tribe of Asher, and out of the tribe of Naphtali, and out of the half tribe of Manasseh in Bashan, thirteen cities.

7 ମରାରି ସନ୍ତାନଗଣ ନିଜ ନିଜ ବଂଶାନକ୍ସ୍ଟସା ରେ ରକ୍ସ୍ଟବନେ ବଂଶ, ଗାଦ ବଂଶ ସବୂଲୂନ ବଂଶରକ୍ସ୍ଟ ଏହିପରି ବାରଟି ନଗର ପାଇଲେ।
The children of Merari by their families had out of the tribe of Reuben, and out of the tribe of Gad, and out of the tribe of Zebulun, twelve cities.

8 ଏହିପରି ଇଶ୍ରାୟେଲ ସନ୍ତାନଗଣ ମାଶାେଦ୍ବାରା ସଦାପ୍ରଭୁ ଯେପରି ଆଜ୍ଞା ଦଇେଥିଲେ, ସହେିପରି ଭାବରେ ଗକ୍ସ୍ଟଳାବାଣ୍ଟ କରି ଲବେୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ।
And the children of Israel gave by lot unto the Levites these cities with their suburbs, as the Lord commanded by the hand of Moses.

9 ଏବଂ ସମାନେେ ୟିହକ୍ସ୍ଟଦା ସନ୍ତାନଗଣ ବଂଶରକ୍ସ୍ଟ ଓଶିମିଯୋନ ସନ୍ତାନଗଣର ବଂଶରକ୍ସ୍ଟ ଏହିସବୁ ନଗର ଦେଲେ। ସେ ଯେଉଁ ସହରଗକ୍ସ୍ଟଡିକ ଦାନ କଲେ ତାହାର ନାମ ଲିଖିତ ଅଛି।
And they gave out of the tribe of the children of Judah, and out of the tribe of the children of Simeon, these cities which are here mentioned by name,

10 ପ୍ରଥମ ପସନ୍ଦ ସହର ଭିତ ରେ ଲବେୀୟମାନଙ୍କୁ ଦିଆଗଲା କହାତର ବଂଶୀଯମାନଙ୍କର ହେଲା।
Which the children of Aaron, being of the families of the Kohathites, who were of the children of Levi, had: for theirs was the first lot.

11 ପକ୍ସ୍ଟଣି ସମାନେେ ସମାନଙ୍କେୁ ୟିହକ୍ସ୍ଟଦାର ପର୍ବତମଯ ଦେଶ ରେ କିରିଯଥ୍ ଅର୍ବ ଓ ତହିଁ ଚତର୍କ୍ସ୍ଟଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମ ରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନକ୍ସ୍ଟସା ରେ ଏହା ସ୍ଥାନର ନାମ ଅର୍ବ ରଖାୟାଇ ଥିଲା।
And they gave them the city of Arba the father of Anak, which city is Hebron, in the hill country of Judah, with the suburbs thereof round about it.

12 ସହେି ନଗରର ଖୋଲା କ୍ଷେତ୍ର ଓ ତାହାର ଗ୍ରାମମାନ ସମାନେେ ୟିଫକ୍ସ୍ଟନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ଅଧିକାର କରିବାକୁ ଦେଲେ।
But the fields of the city, and the villages thereof, gave they to Caleb the son of Jephunneh for his possession.

13 ତେଣୁ ସମାନେେ ହାରୋଣଙ୍କର ଭବିଷ୍ଯଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସମାନେେ ମଧ୍ଯ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲିବ୍ନା ସହର ଦେଲେ।
Thus they gave to the children of Aaron the priest Hebron with her suburbs, to be a city of refuge for the slayer; and Libnah with her suburbs,

14 ୟତ୍ତୀର ଓ ତହିଁ ତଳଭୂମି, ଇଷ୍ଟମାେଯ ଓ ତା'ର ତଳଭୂମି।
And Jattir with her suburbs, and Eshtemoa with her suburbs,

15 ହୋଲୋନ୍, ତା'ର ତଳଭୂମି, ଦବୀର ଓ ତା'ର ତଳଭୂମି।
And Holon with her suburbs, and Debir with her suburbs,

16 ଐନ୍ ଓ ତହିଁର ତଳଭୂମି ୟକ୍ସ୍ଟଟା ଓ ତହିଁର ତଳଭୂମି ବୈଥଶମେଶ୍ ଓ ତା'ର ତଳଭୂମି ସହେି ଦକ୍ସ୍ଟଇ ବଂଶରକ୍ସ୍ଟ ଏହିପରି ନଅଟି ନଗର ଦେଲେ।
And Ain with her suburbs, and Juttah with her suburbs, and Beth-shemesh with her suburbs; nine cities out of those two tribes.

17 ପକ୍ସ୍ଟଣି ବିଦ୍ଯାମୀନ ବଂଶରକ୍ସ୍ଟ ଗିବିଯୋନ ଓ ତା'ର ତଳଭୂମି, ଗବୋ ଓ ତା'ର ତଳଭୂମି,
And out of the tribe of Benjamin, Gibeon with her suburbs, Geba with her suburbs,

18 ଅନାେଥାତ୍ ଓ ତା'ର ତଳଭୂମି, ଅଲ୍ମୋନ୍ ଓ ତା'ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ।
Anathoth with her suburbs, and Almon with her suburbs; four cities.

19 ହାରୋଣର ସନ୍ତାନ ଯାଜକମାନଙ୍କର ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ହେଲା।
All the cities of the children of Aaron, the priests, were thirteen cities with their suburbs.

20 କହାତର ଅବଶିଷ୍ଟ ସନ୍ତାନଗଣ ଯେଉଁମାନେ କି କହାତ ସନ୍ତାନ ଲବେୀୟମାନଙ୍କ ବଂଶ ସମୂହ ଇଫ୍ରଯିମ ବଂଶରକ୍ସ୍ଟ ସମାନଙ୍କେର ନିଜର ନଗର ବାଣ୍ଟି ନେଲେ।
And the families of the children of Kohath, the Levites which remained of the children of Kohath, even they had the cities of their lot out of the tribe of Ephraim.

21 ଇଫ୍ରଯିମ ପର୍ବତମଯ ଦେଶରକ୍ସ୍ଟ ଶିଖିମି, ଗଷେର ସହର ସମାନଙ୍କେୁ ଦିଆଗଲା। ଶିଖିମ ଏକ ନିରାପଦ ସହର ଥିଲା।
For they gave them Shechem with her suburbs in mount Ephraim, to be a city of refuge for the slayer; and Gezer with her suburbs,

22 କିବସଯିମ୍ ଓ ତା'ର ତଳଭୂମି ବୈଥହାରଣେ ଓ ତା'ର ତଳଭୂମି ଏହିପରି ସମାନଙ୍କେ ଗ୍ଭରିଟି ନଗର ଦେଲେ।
And Kibzaim with her suburbs, and Beth-horon with her suburbs; four cities.

23 ଦାନ ପରିବାରବର୍ଗ ଇଲତକୀ ଓ ଗିଦ୍ଦଥୋନ୍ ସମାନଙ୍କେୁ ଦେଲେ।
And out of the tribe of Dan, Eltekeh with her suburbs, Gibbethon with her suburbs,

24 ଆଯାଲୋନ ଓ ତା'ର ତଳଭୂମି, ଗାଥରିେମ୍ମାନ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରି ନଗର ଦେଲେ।
Aijalon with her suburbs, Gath-rimmon with her suburbs; four cities.

25 ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତାନକ୍ ଓ ତା'ର ତଳଭୂମି, ଗାଥରିମ୍ମାେନ୍ ଓ ତା'ର ତଳଭୂମି ଏହିପରି ଦକ୍ସ୍ଟଇଟି ନଗର ଦେଲେ।
And out of the half tribe of Manasseh, Tanach with her suburbs, and Gath-rimmon with her suburbs; two cities.

26 କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସକ୍ସ୍ଟଧା ତଳଭୂମି ସମତେ ଦଶଟି ନଗର ହେଲା।
All the cities were ten with their suburbs for the families of the children of Kohath that remained.

27 ଗେର୍ଶୋନ୍ ପରିବାର ମଧ୍ଯ ଲବେୀୟ ପରିବାରବର୍ଗରକ୍ସ୍ଟ ଥିଲେ।
And unto the children of Gershon, of the families of the Levites, out of the other half tribe of Manasseh they gave Golan in Bashan with her suburbs, to be a city of refuge for the slayer; and Beesh-terah with her suburbs; two cities.

28 ଇଷାଖର ପରିବାରବର୍ଗରକ୍ସ୍ଟ କିଣିଯୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା'ର ତଳଭୂମି,
And out of the tribe of Issachar, Kishon with her suburbs, Dabareh with her suburbs,

29 ୟମୂର୍ତ୍ ଓ ତା'ର ତଳଭୂମି ଐନ-ଗନ୍ନିମ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।
Jarmuth with her suburbs, En-gannim with her suburbs; four cities.

30 ଏବଂ ଆଶରେ ବଂଶରକ୍ସ୍ଟ ମିଶାଲ୍ ଓ ତା'ର ତଳଭୂମି, ଅବଦୋନ୍ ଓ ତା'ର ତଳଭୂମି।
And out of the tribe of Asher, Mishal with her suburbs, Abdon with her suburbs,

31 ହିଲକତ୍ ଓ ତା'ର ତଳଭୂମି, ରହୋବ୍ ଓ ତା'ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ।
Helkath with her suburbs, and Rehob with her suburbs; four cities.

32 ନଲ୍ଗାଲି ବଂଶରକ୍ସ୍ଟ ଗାଲିଲି ଅନ୍ତର୍ଗତ ନରହତ୍ଯାକାରୀର ଆଶ୍ରଯ ନଗର କଦେଶ ଓ ତା'ର ତଳଭୂମି, ହମାେତ୍-ଦୋର ଓ ତା'ର ତଳଭୂମି, କର୍ତ୍ତନ ଓ ତା'ର ତଳଭୂମି, ଏହିପରି ଭାବରେ ସହେି ତିନୋଟି ନଗର ଦେଲେ।
And out of the tribe of Naphtali, Kedesh in Galilee with her suburbs, to be a city of refuge for the slayer; and Hammoth-dor with her suburbs, and Kartan with her suburbs; three cities.

33 ନିଜ ନିଜ ବଂଶାନକ୍ସ୍ଟସା ରେ ଗେର୍ଶୋନୀଯ ଲୋକମାନେ ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ପାଇଲେ।
All the cities of the Gershonites according to their families were thirteen cities with their suburbs.

34 ଏହାପରେ ସମାନେେ ମରାରି ସନ୍ତାନଗଣର ପରିବାରବର୍ଗନକ୍ସ୍ଟସା ରେ ଅବଶିଷ୍ଟ ଲବେୀୟ ଗୋଷ୍ଠୀଙ୍କକ୍ସ୍ଟ
And unto the families of the children of Merari, the rest of the Levites, out of the tribe of Zebulun, Jokneam with her suburbs, and Kartah with her suburbs,

35 ଦିମ୍ନା ନହଲୋଲ୍ ଓ ସବୂଲୂନର ସମସ୍ତ ପରିବାରବର୍ଗ ସମାନଙ୍କେୁ ଗ୍ଭ ରୋଟି ସହର ଓ କ୍ଷେତ୍ର ଦେଲେ।
Dimnah with her suburbs, Nahalal with her suburbs; four cities.

36 ରକ୍ସ୍ଟବନେ ବଂଶରକ୍ସ୍ଟ ବେତ୍ସର ତଳଭୂମି ୟହସ ଓ ତା'ର ତଳଭୂମି।
And out of the tribe of Reuben, Bezer with her suburbs, and Jahazah with her suburbs,

37 କଦମୋେତ୍ ଓ ତା'ର ତଳଭୂମି, ମଫୋତ୍ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।
Kedemoth with her suburbs, and Mephaath with her suburbs; four cities.

38 ଗାଦ ପରିବାରବର୍ଗ ସମାନଙ୍କେୁ ଗିଲିଯଦ ଅନ୍ତର୍ଗତ ରାମାେତ୍, ନିରାପଦ ନଗରୀ ଓ ତା' ପାଶର୍‌ବବର୍ତ୍ତୀ କ୍ଷେତ୍ର ଏବଂ ମହନୀଯ ଓ ତା'ର ପାଶର୍‌ବବର୍ତ୍ତୀ କ୍ଷେତ୍ର ଦେଲେ।
And out of the tribe of Gad, Ramoth in Gilead with her suburbs, to be a city of refuge for the slayer; and Mahanaim with her suburbs,

39 ହିଷବୋନ୍, ୟା ସରେ ଓ ତା'ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।
Heshbon with her suburbs, Jazer with her suburbs; four cities in all.

40 ଏହିପରି ଭାବରେ ଲବେୀୟମାନଙ୍କ ଅବଶିଷ୍ଟ ବଂଶ, ମରାରି ସନ୍ତାନଗଣର ନିଜ ନିଜ ବଂଶ ଅନକ୍ସ୍ଟସା ରେ ସମାନେେ ବାରଟି ନଗର ପାଇଲେ।
So all the cities for the children of Merari by their families, which were remaining of the families of the Levites, were by their lot twelve cities.

41 ଏହିପରି ଭାବରେ ଲବେୀୟମାନେ ଅଠଗ୍ଭଳିଷଟି ସହର ଓ ତଳଭୂମି ପାଇଲେ। ଏହି ସମସ୍ତ ଅଞ୍ଚଳ ଅନ୍ୟ ବଂଶଧରଙ୍କର ଅଧିକାର ରେ ଥିଲା।
All the cities of the Levites within the possession of the children of Israel were forty and eight cities with their suburbs.

42 ଏହି ପ୍ରେତ୍ୟକକ ସହର ସହିତ ତା'ର ଚତକ୍ସ୍ଟଃପାଶର୍‌ବ ରେ ତଳଭୂମି ଥିଲା। ଏହା ସମସ୍ତ ପଶକ୍ସ୍ଟମାନଙ୍କ ପାଇଁ କ୍ଷତେ ଥିଲା।
These cities were every one with their suburbs round about them: thus were all these cities.

43 ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇଶ୍ରାୟେଲୀୟବାସୀଙ୍କ ସମ୍ମକ୍ସ୍ଟଖ ରେ ତାକକ୍ସ୍ଟ ପକ୍ସ୍ଟରଣ କଲେ। ସେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସମାନଙ୍କେୁ ଦେଲେ। ଲୋକମାନେ ସେ ଜମିକକ୍ସ୍ଟ ନିଜ ଅଧିକାରକକ୍ସ୍ଟ ନେଲେ ଓ ସଠାେରେ ବାସ କଲେ।
And the Lord gave unto Israel all the land which he sware to give unto their fathers; and they possessed it, and dwelt therein.

44 ସଦାପ୍ରଭୁ ସମାନଙ୍କେ ପୂର୍ବପୁରୁଷଗଣଙ୍କ ନକଟ ରେ କରିଥିବା ତାଙ୍କର ସମସ୍ତ ଶପଥ ଅନକ୍ସ୍ଟସା ରେ ଗ୍ଭରିଆଡେ ସମାନଙ୍କେୁ ବିଶ୍ରାମ ଦେଲେ। ପକ୍ସ୍ଟଣି ସମାନଙ୍କେ ଶତୃମାନଙ୍କ ମଧ୍ଯରକ୍ସ୍ଟ କହେି ସମାନଙ୍କେର ଆଗ ରେ ଠିଆ ହାଇେ ପାରିଲେ ନାହିଁ। ସଦାପ୍ରଭୁ ସମାନଙ୍କେର ସମସ୍ତ ଶତୃଙ୍କକ୍ସ୍ଟ ସମାନଙ୍କେ ହସ୍ତ ରେ ସମର୍ପଣ କଲେ।
And the Lord gave them rest round about, according to all that he sware unto their fathers: and there stood not a man of all their enemies before them; the Lord delivered all their enemies into their hand.