Joshua 20:2
ମୁ ମାଶାଙ୍କେ ଦ୍ବାରା ତୁମ୍ଭକୁ ନିର୍ଦ୍ଦେଶ ଦଇେଥିଲି। ମାଶାେ ତୁମ୍ଭକୁ କହିଥିଲେ, ତୁମ୍ଭମାନେେ ନିଜ ନିଜ ପାଇଁ ନିରାପତ୍ତା ସହର ବାଛିବା ପାଇଁ।
Joshua 20:2 in Other Translations
King James Version (KJV)
Speak to the children of Israel, saying, Appoint out for you cities of refuge, whereof I spake unto you by the hand of Moses:
American Standard Version (ASV)
Speak to the children of Israel, saying, Assign you the cities of refuge, whereof I spake unto you by Moses,
Bible in Basic English (BBE)
Say to the children of Israel, Let certain towns be marked out as safe places, as I said to you by the mouth of Moses,
Darby English Bible (DBY)
Speak to the children of Israel, saying, Appoint for yourselves the cities of refuge, whereof I spoke unto you through Moses,
Webster's Bible (WBT)
Speak to the children of Israel, saying, Appoint for you cities of refuge, of which I spoke to you by the hand of Moses:
World English Bible (WEB)
Speak to the children of Israel, saying, Assign you the cities of refuge, of which I spoke to you by Moses,
Young's Literal Translation (YLT)
`Speak unto the sons of Israel, saying, Give for you cities of refuge, as I have spoken unto you by the hand of Moses,
| Speak | דַּבֵּ֛ר | dabbēr | da-BARE |
| to | אֶל | ʾel | el |
| the children | בְּנֵ֥י | bĕnê | beh-NAY |
| of Israel, | יִשְׂרָאֵ֖ל | yiśrāʾēl | yees-ra-ALE |
| saying, | לֵאמֹ֑ר | lēʾmōr | lay-MORE |
| Appoint out | תְּנ֤וּ | tĕnû | teh-NOO |
| for you | לָכֶם֙ | lākem | la-HEM |
| cities | אֶת | ʾet | et |
| of refuge, | עָרֵ֣י | ʿārê | ah-RAY |
| whereof | הַמִּקְלָ֔ט | hammiqlāṭ | ha-meek-LAHT |
| I spake | אֲשֶׁר | ʾăšer | uh-SHER |
| unto | דִּבַּ֥רְתִּי | dibbartî | dee-BAHR-tee |
| hand the by you | אֲלֵיכֶ֖ם | ʾălêkem | uh-lay-HEM |
| of Moses: | בְּיַד | bĕyad | beh-YAHD |
| מֹשֶֽׁה׃ | mōše | moh-SHEH |
Cross Reference
Numbers 35:6
ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ଯେଉଁ ସବୁ ନଗର ଦବେ ତହିଁରୁ ଛଅଟି ଆଶ୍ରଯ ନଗର ହବେ। ନରହତ୍ଯାକାରୀ ସଠାେକୁ ପଳାଇବା ନିମନ୍ତେ ତୁମ୍ଭମାନେେ ତାହା ଦବେ; ତାହା ଛଡା ଆହୁରି ବଯାଳିଶ୍ଟି ନଗର ହବେ।
Deuteronomy 4:41
ଏହାପରେ ମାଶାେ ୟର୍ଦ୍ଦନ ନଦୀର ପୂର୍ବ ଦିଗ ରେ ତିନୋଟି ନଗର ସଂରକ୍ଷଣ କଲେ।
Numbers 35:11
ନିଜ ନିଜ ଆଶ୍ରଯ ନଗର ହବୋ ନିମନ୍ତେ କେତେ ଗୁଡିଏ ନଗର ନିରୂପଣ କରିବ; କହେି ଅନିଚ୍ଛା ରେ କାହାକୁ ହତ୍ଯା କରେ, ସହେିସବୁ ନଗରକୁ ୟାଇପାରିବ।
Deuteronomy 19:2
ତୁମ୍ଭମାନେେ ସହେି ଦେଶକକ୍ସ୍ଟ ତିନି ଭାଗ ରେ ବିଭକ୍ତ କରିବା ଉଚିତ୍। ଏବଂ ପ୍ରେତ୍ୟକକ ଅଂଶ ରେ ଏକ ନଗର ନିର୍ମାଣ କର ଯାହାକି ସହେି ଅଞ୍ଚଳ ମଧ୍ଯବର୍ତ୍ତୀ ହବେ। ଏବଂ ଏହାପରେ ସହେି ନଗରକକ୍ସ୍ଟ ସବୁଆଡକ୍ସ୍ଟ ରାସ୍ତା ନିର୍ମାଣ କର।
Exodus 21:13
ଯଦି ସେ ତାକୁ ହତ୍ଯା କରିବାକୁ ଚାହୁଁ ନଥିଲା କିନ୍ତୁ ପରମେଶ୍ବର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସମାନେେ ତାକୁ ଉପୟୁକ୍ତ ଜାଗା ଦବେେ।
Romans 8:1
ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛନ୍ତି, ସମାନେେ ଦଷେୀ ବୋଲି ବିଚାରିତ ହୁଅନ୍ତି ନାହିଁ।
Romans 8:33
ପରମେଶ୍ବର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିୟୁକ୍ତ କରି ପାରିବ? କହେି ନୁହେଁ! ପରମେଶ୍ବର ହିଁ ସହେି ଲୋକମାନଙ୍କୁ ଧାର୍ମିକ କରନ୍ତି।
Hebrews 6:18
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।