Bible

Jonah 3 - WEB (Oriya)

1 The word of Yahweh came to Jonah the second time, saying,ତା'ପ ରେ ସଦାପ୍ରଭୁ ୟୂନସଙ୍କୁ ପୁନର୍ବାର କହିଲେ।

2 "Arise, go to Nineveh, that great city, and preach to it the message that I give you."ପ୍ରଭୁ କହିଲେ, ବୃହତ୍ ନଗର ନୀନିବୀକୁ ୟାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧିଅରେ ପ୍ରଗ୍ଭର କର।

3 So Jonah arose, and went to Nineveh, according to the word of Yahweh. Now Nineveh was an exceedingly great city, three days' journey across.ୟୂନସ ସଦାପ୍ରଭୁଙ୍କ ବାକ୍ଯକୁ ପାଳନ କରି ନୀନିବୀକୁ ଗଲା। ଏହା ଏକ ବିରାଟ ନଗର ଥିଲା। ଜଣେ ଲୋକକୁ ସମଗ୍ର ସହର ରେ ବୁଲି ଆସିବାକୁ ତିନିଦିନ ସମୟ ଲାଗୁଥିଲା।

4 Jonah began to enter into the city a day's journey, and he cried out, and said, "Yet forty days, and Nineveh shall be overthrown!"ୟୂନସ ନଗରର କନ୍େଦ୍ରସ୍ଥଳୀକୁ ୟାଇ ତା'ର ପ୍ରଗ୍ଭର ଲୋକମାନଙ୍କ ମଧିଅରେ ଆରମ୍ଭ କଲା। ୟୂନସ କହିଲା, ଗ୍ଭଳିଶ ଦିନ ନୀନିବୀ ଧ୍ବଂସ ହବେ।

5 The people of Nineveh believed God; and they proclaimed a fast, and put on sackcloth, from the greatest of them even to the least of them.ନୀନିବୀର ଲୋକମାନେ ପରମେଶ୍ବରଙ୍କର ଏହି ବାର୍ତ୍ତାକୁ ବିଶ୍ବାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସମାନେେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ ସମସ୍ତ ଲୋକେ ଏହି କାର୍ୟ୍ଯ କଲେ।

6 The news reached the king of Nineveh, and he arose from his throne, and took off his royal robe, covered himself with sackcloth, and sat in ashes.ନୀନିବୀର ରାଜା ଏ ବିଷଯ ରେ ଶୁଣିଲେ ଏବଂ ସେ ମଧ୍ଯ ମନ୍ଦ କାର୍ୟ୍ଯ କରିଥିବା ଯୋଗୁଁ ଅନୁତାପ କଲେ। ରାଜା ସିଂହାସନ ଛାଡି ଦେଲେ। ସେ ତାଙ୍କର ଦୁଃଖ ପ୍ରକାଶ କରିବାକୁ ୟାଇ ରାଜକୀଯ ପୋଷାକ ପରିତ୍ଯାଗ କଲେ ଏବଂ ସାଧାରଣ ପୋଷାକ ପରିଧାନ କଲେ। ଅନୁତପ୍ତ ରାଜା ଧୂଳି ଉପ ରେ ବସି ପଡିଲେ।

7 He made a proclamation and published through Nineveh by the decree of the king and his nobles, saying, "Let neither man nor animal, herd nor flock, taste anything; let them not feed, nor drink water;ରାଜା ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇଲେ।

8 but let them be covered with sackcloth, both man and animal, and let them cry mightily to God. Yes, let them turn everyone from his evil way, and from the violence that is in his hands.କିନ୍ତୁ ସମସ୍ତ ମନୁଷ୍ଯ ଓ ପ୍ରାଣୀ ମାଟେ ବସ୍ତ୍ର ପରିଧାନ କରିବେ ଏବଂ ସମାନେେ ଦୁଃଖ ପ୍ରକାଶ କରିବେ। ସମାନେେ ଉଚ୍ଚ ସ୍ବର ରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବେ। ପ୍ରେତ୍ୟକକ ବ୍ଯକ୍ତି ସମାନଙ୍କେର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ୟ୍ଯ କରିବା ବନ୍ଦ କରିବେ।

9 Who knows whether God will not turn and repent, and turn away from his fierce anger, so that we might not perish?"ତାହା ହେଲେ ପରମେଶ୍ବର ହୁଏତ ତାଙ୍କର ମନ ପରିବର୍ତ୍ତନ କରିବେ ଓ ଯୋଜନା କରିଥିବା କାର୍ୟ୍ଯ କରିବେ ନାହିଁ। ସେ ହୁଏତ ବଦଳି ଯିବେ ଓ କୋରଧ ହବେ ନାହିଁ। ତା'ପ ରେ ସେ ହୁଏତ ଦଣ୍ତ ଦବେେ ନାହିଁ।

10 God saw their works, that they turned from their evil way. God repented of the evil which he said he would do to them, and he didn't do it.ଲୋକମାନେ ଯାହା କଲେ ପରମେଶ୍ବର ସବୁ ଦେଖିଲେ। ସମାନେେ ମନ୍ଦ କାର୍ୟ୍ଯ ବନ୍ଦ କରିବା ପରମେଶ୍ବର ଦେଖିଲେ। ତେଣୁ ସେ ତାଙ୍କର ମନ ବଦଳାଇଲେ ଏବଂ ଯାହା ଯୋଜନା କରିଥିଲେ ତାହା କଲେ ନାହିଁ। ସେ ଲୋକମାନଙ୍କୁ ଆଉ ଦଣ୍ତ ଦେଲେ ନାହିଁ।

Oriya Bible