John 9:10 in Oriya

Oriya Oriya Bible John John 9 John 9:10

John 9:10
ଲୋକମାନେ ତାକୁ ପଚାରିଲେ, କ'ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?

John 9:9John 9John 9:11

John 9:10 in Other Translations

King James Version (KJV)
Therefore said they unto him, How were thine eyes opened?

American Standard Version (ASV)
They said therefore unto him, How then were thine eyes opened?

Bible in Basic English (BBE)
So they said to him, How then were your eyes made open?

Darby English Bible (DBY)
They said therefore to him, How have thine eyes been opened?

World English Bible (WEB)
They therefore were asking him, "How were your eyes opened?"

Young's Literal Translation (YLT)
They said, therefore, to him, `How were thine eyes opened?'

Therefore
ἔλεγονelegonA-lay-gone
said
they
οὖνounoon
unto
him,
αὐτῷautōaf-TOH
How
Πῶςpōspose
eyes
thine
were
ἀνεῴχθησάνaneōchthēsanah-nay-OKE-thay-SAHN

σουsousoo

οἱhoioo
opened?
ὀφθαλμοίophthalmoioh-fthahl-MOO

Cross Reference

Ecclesiastes 11:5
ତୁମ୍ଭେ ବାଯୁର ଗତି ଜାଣିପାରିବ ନାହିଁ। ଏବଂ ତୁମ୍ଭେ ଜାଣିପାରିବ ନାହିଁ ମା ପଟେ ରେ ଶିଶୁଟି କିପରି ବଢ଼େ। ଠିକ୍ ସହେିପରି ପରମେଶ୍ବର କ'ଣ କରନ୍ତି ତୁମ୍ଭେ ଜାଣିପାରିବ ନାହିଁ। ସେ ପ୍ରେତ୍ୟକକ କଥା ଘଟାନ୍ତି।

Mark 4:27
ବୀଜରୁ ଅଙ୍କୁର ବାହାରି ଦିନରାତି ବଢିବାକୁ ଲାଗେ। ସହେି ଲୋକ ଦିନ ରେ ଚଇେଁଥାଉ କି ରାତି ରେ ଶାଇେଥାଉ, ସେଥି ରେ କିଛି ଯାଏ ଆ ସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢି ଚାଲୁଥାଏ। ସହେ ଲୋକ ଜାଣିପା ରେ ନାହିଁ ଯେ ଅଙ୍କୁରଟି କିପରି ବଢୁଛି।

John 3:9
ନୀକଦୀମ ପଚାରିଲେ, ଏସବୁ କିପରି ସମ୍ଭବ ହାଇେ ପାରିବ?

John 9:15
ତେଣୁ ଫାରୂଶୀମାନେ ମଧ୍ଯ ସେ ଲୋକକୁ ପଚାରିଲେ. ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?

John 9:21
କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତାର ଦୃଷ୍ଟିଶକ୍ତି ଦଲୋ। ତାହା ଆମ୍ଭେ ଜାଣିନାହୁଁ। ତାକୁ ପଚାର। ନିଜ କଥା ନିଜେ କହିବା ପାଇଁ ତାର ବୟସ ହେଲାଣି।

John 9:26
ଯିହୂଦୀ ନେତାମାନେ ପଚାରିଲେ, ସେ ତୁମକୁ କ'ଣ କଲା? ସେ ତୁମ ଆଖିକୁ କିପରି ଭଲ କରି ଦଲୋ?

1 Corinthians 15:35
କିନ୍ତୁ ଜଣେ ପଚାରି ପା ରେ : ମୃତଗୁଡ଼ିକ କିପରି ଉଥିତ ହୁଅନ୍ତି ?