John 7:43 in Oriya

Oriya Oriya Bible John John 7 John 7:43

John 7:43
ତେଣୁ ଲକମାନେେ ଯୀଶୁଙ୍କ ବିଷୟ ରେ ଭିନ୍ନ ଭିନ୍ନ ମତ ଦେଲେ।

John 7:42John 7John 7:44

John 7:43 in Other Translations

King James Version (KJV)
So there was a division among the people because of him.

American Standard Version (ASV)
So there arose a division in the multitude because of him.

Bible in Basic English (BBE)
So there was a division among the people because of him.

Darby English Bible (DBY)
There was a division therefore in the crowd on account of him.

World English Bible (WEB)
So there arose a division in the multitude because of him.

Young's Literal Translation (YLT)
A division, therefore, arose among the multitude because of him.

So
σχίσμαschismaSKEE-sma
there
was
οὖνounoon
a
division
ἐνenane
among
τῷtoh
the
ὄχλῳochlōOH-hloh
people
ἐγένετοegenetoay-GAY-nay-toh
because
δι'dithee
of
him.
αὐτόν·autonaf-TONE

Cross Reference

John 9:16
କେତକେ ଫାରୂଶୀମାନେ କହିଲେ, ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।

John 10:19
ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୂଦୀମାନଙ୍କ ମଧିଅରେ ପୂନର୍ବାର ଭିନ୍ନ ମତ ପ୍ରକାଶ ପାଇଲା।

John 7:12
ସଠାେରେ ବହୁତ ଲୋକ ଥିଲେ। ସମାନଙ୍କେ ମଧ୍ଯରୁ ଅନକେେ ଗୋପନ ରେ ନିଜ ନିଜ ଭିତ ରେ ଯୀଶୁଙ୍କ ବିଷୟ ରେ କଥାବାର୍ତ୍ତା ହେଉଥିଲେ। କେତକେ ଲୋକ କହିଲେ, ସେ ଜଣେ ଉତ୍ତମ ଲୋକ। କିନ୍ତୁ ଅନ୍ୟମାନେ କହୁଥିଲେ, ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।

Matthew 10:35
ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି: ‘ପୁଅ ତା’ ବାପା ବିରୁଦ୍ଧରେ, ଝିଅ ତା’ ମା ବିରୁଦ୍ଧରେ ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ।

Luke 12:51
ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଶାନ୍ତି ଦବୋ ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦବୋକୁ ଆସିଛି।

Acts 14:4
ନଗରର ଲୋକମାନେ ଦୁଇ ଦଳ ରେ ଭାଗ ହାଇଗେଲେ। କେତକେ ଯିହୂଦୀୟମାନଙ୍କ ପକ୍ଷ ରେ ଓ ଅନ୍ୟ ଦଳ ପ୍ ରରେିତମାନଙ୍କ ପକ୍ଷ ରେ ଥିଲେ।

Acts 23:7
ପାଉଲ ଏପରି କହିବା ମାତ୍ ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧିଅରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳ ରେ ଭାଗ ହାଇଗେଲା।