John 3:5 ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହାଇେ ନଥାଏ, ତବେେ ସେ କଦାପି ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରି ପାରିବ ନାହିଁ।
John 3:5 in Other Translations
King James Version (KJV) Jesus answered, Verily, verily, I say unto thee, Except a man be born of water and of the Spirit, he cannot enter into the kingdom of God.
American Standard Version (ASV) Jesus answered, Verily, verily, I say unto thee, Except one be born of water and the Spirit, he cannot enter into the kingdom of God!
Bible in Basic English (BBE) Jesus said in answer, Truly, I say to you, If a man's birth is not from water and from the Spirit, it is not possible for him to go into the kingdom of God.
Darby English Bible (DBY) Jesus answered, Verily, verily, I say unto thee, Except any one be born of water and of Spirit, he cannot enter into the kingdom of God.
World English Bible (WEB) Jesus answered, "Most assuredly I tell you, unless one is born of water and spirit, he can't enter into the Kingdom of God!
Young's Literal Translation (YLT) Jesus answered, `Verily, verily, I say to thee, If any one may not be born of water, and the Spirit, he is not able to enter into the reign of God;
answered,
ἀπεκρίθη
apokrinomai
ah-poh-KREE-noh-may
ὁ
ho
oh
Jesus
Ἰησοῦς
iēsous
ee-ay-SOOS
Verily,
Ἀμὴν
amēn
ah-MANE
verily,
ἀμὴν
amēn
ah-MANE
I say
λέγω
legō
LAY-goh
unto thee,
σοι
soi
soo
ἐὰν
ean
ay-AN
Except
μή
mē
may
a man
τις
tis
tees
be born
γεννηθῇ
gennaō
gane-NA-oh
of
ἐξ
ek
ake
water
ὕδατος
hydōr
YOO-thore
and
καὶ
kai
kay
the Spirit,
πνεύματος
pneuma
PNAVE-ma
οὐ
ou
oo
he cannot
δύναται
dynamai
THYOO-na-may
enter
εἰσελθεῖν
eiserchomai
ees-ARE-hoh-may
into
εἰς
eis
ees
the
τὴν
ho
oh
kingdom
βασιλείαν
basileia
va-see-LEE-ah
τοῦ
ho
oh
of God.
θεοῦ
theos
thay-OSE
Read Full Chapter :
John 3
Cross Reference
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:26
ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ଯୁ ବରଣ କରିଥିଲେ। ଯେପରି ସୁସାମାଚାରର ବାକ୍ଯ ଓ ଜଳ ଦ୍ବାରା ଧେ ୗତ କରି ସଫା କରିବା ପରେ ସେ ପରମେଶ୍ବରଙ୍କ କାର୍ୟ୍ଯ ମାଧ୍ଯମ ରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରିପାରନ୍ତି।
ଯିହିଜିକଲ 36:25
ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:38
ପିତର ସମାନଙ୍କେୁ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକଙ୍କୁ ନିଜ ପାପ କ୍ଷମା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ବାପ୍ତିସ୍ମ ନବୋକୁ ପଡ଼ିବ। ତବେେ ତୁମ୍ଭମାନେେ ପବିତ୍ରଆତ୍ମାର ଦାନ ପାଇବ।
ମାଥିଉଲିଖିତ ସୁସମାଚାର 3:11
ତୁମ୍ଭମାନେେ ମନପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳ ରେ ବାପ୍ତିସ୍ମ ଦେଉଛି, କିନ୍ତୁ ମାେ ପରେ ଯେ ଆସୁଛନ୍ତି, ସେ ମାେ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତାବୋହି ନବୋକୁ ମଧ୍ଯ ୟୋଗ୍ଯ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନି ରେ ବାପ୍ତିସ୍ମ ଦବେେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:4
କିନ୍ତୁ ଯେତବେେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କ ଦୟା ଓ ପ୍ ରମେ ପ୍ରକାଶିତ ହେଲା, େସତବେଳେ ସେ ନିଜ କୃପା ଦ୍ବାରା ଆମ୍ଭକୁ ରକ୍ଷା କଲେ।
ଯୋହନଲିଖିତ ସୁସମାଚାର 3:3
ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ବ୍ଯକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହବୋ ଆବଶ୍ଯକ। ଯଦି କୌଣସି ଲକେ ପୁନର୍ବାର ଜନ୍ମ ନହୁଏ, ତବେେ ସେ ଲୋକ ପରମେଶ୍ବରଙ୍କର ରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
ଯୋହନଙ୍କ ପ୍ରଥମ ପତ୍ର 5:6
ୟିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଯୀଶୁଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ345 ସହିତ ଆସିଥିଲେ। କବଳେ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସହେି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ଯ ସାକ୍ଷ୍ଯ ଦେଲେ। ଆତ୍ମା ହିଁ ସତ୍ଯ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:11
ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।
ମାର୍କଲିଖିତ ସୁସମାଚାର 16:16
ଯେଉଁ ଲୋକ ବିଶ୍ବାସ କରିବ ଓ ବାପ୍ତିଜିତ ହବେ, ସେ ଉଦ୍ଧାର ପାଇବ। କିନ୍ତୁ ଯେଉଁ ଲୋକ ଅବିଶ୍ବାସ କରିବ, ସେ ଦୋଷୀ ସାବ୍ଯସ୍ତ ହବେ।
ପିତରଙ୍କ ପ୍ରଥମ ପତ୍ 3:21
ସହେି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତସ୍ମ ନୁହେଁ। ମାତ୍ର ବାପ୍ତସ୍ମ ହେଉଛି, ପରମେଶ୍ବରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ଯୁରୁ ଜୀବିତ ହାଇେଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:13
ଭାଇ ଓ ଭଉଣୀମାନେ ! ପ୍ରଭୁ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଦବୋ ଉଚିତ। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ଯ ରେ ତୁମ୍ଭମାନଙ୍କର ବିଶ୍ବାସ ଥିବା ଯୋଗୁଁ ତୁମ୍ଭମାନେେ ଉଦ୍ଧାର ପାଇଛ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:17
ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କ ଠା ରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହାଇେ ଅଛି। ପୁରୁଣା ବିଷୟ ସମସ୍ତ ଚାଲି ଯାଇଅଛି, ଓ ପ୍ରେତ୍ୟକକ ବିଷୟ ନୂଆ ହାଇେ ଯାଇଛି।
ଯିଶାଇୟ 44:3
'ଆମ୍ଲଭ ତୃଷିତ ଭୂମି ଉପସର ଜଳ ଓ ଶୁଷ୍କ ଭୂମି ଉପସର ଜଳଲଷାର୍ତ ଢ଼ାଳିବା। ଆମ୍ଲଭ ତୁମ୍ଭ ବଂଶ ଉପସର ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପସର ଆପଣା ଆଶୀର୍ବାଦ ବର୍ଷାଇବା।
ମାଥିଉଲିଖିତ ସୁସମାଚାର 28:19
ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମାରେ ଶିଷ୍ଯ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମ ରେ ତୁମ୍ଭମାନେେ ସମାନଙ୍କେୁ ବାପ୍ତିସ୍ମ ଦିଅ।
ଯୋହନଲିଖିତ ସୁସମାଚାର 1:13
ସହେି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସମାନେେ ପିତା-ମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମ ଗ୍ରହଣ ନକରି ପରମେଶ୍ବରଙ୍କ ଠାରୁ ଜନ୍ମ ହାଇେଥିଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:2
ମୁଁ ଦୋଷୀ ବଲେି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆତ୍ମାର ବ୍ଯବସ୍ଥା ଜୀବନ ଦିଏ ଓ ତାହା ମାେତେ ମୁକ୍ତ କରିଛି। ପାପ ଓ ମୃତ୍ଯୁ ଆଣୁଥିବା ବ୍ଯବସ୍ଥାରୁ ଏହା ମାେତେ ମୁକ୍ତ କରିଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:12
ଆମ୍ଭେ ଜଗତର ଆତ୍ମା ଦ୍ବାରା ପରମଶ୍ବରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:15
ଜଣେ ମନୁଷ୍ଯ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥି ରେ କିଛି ଗୁରୁତ୍ବ ନାହିଁ। କବଳେ ପରମେଶ୍ବରଙ୍କ ଦ୍ବାରା ସୃଷ୍ଟ ନୂତନ ମନୁଷ୍ଯ ହବୋ ଗୁରୁତ୍ବପୂର୍ଣ୍ଣ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:4
କିନ୍ତୁ ପରମେଶ୍ବର ଆମ୍ଭକୁ ଅତିଶୟ ପ୍ ରମେ କଲେ କାରଣ ତାହାଙ୍କ ଦୟା ଅତି ମହାନ୍।
ମାଥିଉଲିଖିତ ସୁସମାଚାର 18:3
ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତ ରେ ଗୋଟିଏ େଛାଟ ପିଲାଭଳି ହାଇଯୋଅ। ଏକଥା ନକଲେ ତୁମ୍ଭେ ସ୍ବର୍ଗରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
ଯୋହନଙ୍କ ପ୍ରଥମ ପତ୍ର 5:1
ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ପରମେଶ୍ବରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ ରମେ କରୁଥିବା ବ୍ଯକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ଯ ପ୍ ରମେ କରେ।
ଲୂକଲିଖିତ ସୁସମାଚାର 13:3
ନା, ସମାନେେ ତାହା ନଥିଲେ। କିନ୍ତୁ ତୁମ୍ଭମାନେେ ଯଦି ତୁମ୍ଭର ହୃଦୟ ଓ ଜୀବନଯାପନ ପ୍ରଣାଳୀ ରେ ପରିବର୍ତ୍ତନ୍ ନଆଣିବ ତବେେ ତୁମ୍ଭମାନେ ମଧ୍ଯ ସହେି ଲୋକମାନଙ୍କ ଭଳି ଧ୍ବଂସ ପାଇୟିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:17
ପ୍ରଭୁଙ୍କ ରାଜ୍ଯ ରେ ଖାଇବା ପିଇବା ଅଧିକ ଗୁରୁତ୍ବ ନୁହେଁ। ସଠାେରେ ମହତ୍ତ୍ବପୂର୍ଣ କଥା ହେଲା, ପରମେଶ୍ବରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ର ଆତ୍ମା ରେ ଆନନ୍ଦ କରିବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 3:19
ଏଥିପାଇଁ ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ବରଙ୍କ ପାଖକୁ ଫରେିଆସ, ତବେେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରି ଦବେେ।
ମାଥିଉଲିଖିତ ସୁସମାଚାର 5:20
ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭମାନେେ ଧର୍ମ ଶାସ୍ତ୍ରୀ ଓ ଫାରୂଶୀ ମାନଙ୍କଠାରୁ ଆଗଇେ ଯାଅ। ତା ନ ହେଲେ ତୁମ୍ଭେ ସ୍ବର୍ଗ ରାଜ୍ଯ ରେ ପ୍ରବେଶ କରିପାପିବ ନାହିଁ।
ଲୂକଲିଖିତ ସୁସମାଚାର 13:5
ନା, ସମାନେେ ତା ନଥିଲେ। ମୁଁ କିନ୍ତୁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଯଦି ତୁମ୍ଭମାନଙ୍କର ହୃଦୟ ଓ ଜୀବନଯାପନ ପ୍ରଣାଳୀ ରେ ପରିବର୍ତ୍ତନ ନ ଆଣିବ, ତବେେ ତୁମ୍ଭମାନେେ ସବୁ ବିନଷ୍ଟ ହବେ।
ଯୋହନଙ୍କ ପ୍ରଥମ ପତ୍ର 2:29
ସେ ଧାର୍ମିକ ବୋଲି ତୁମ୍ଭେ ଜାଣିଛ। ତେଣୁ ତୁମ୍ଭେ ଏହା ମଧ୍ଯ ଜାଣିରଖ ଯେ, ଧର୍ମାଚରଣ କରୁଥିବା ସମସ୍ତ ବ୍ଯକ୍ତି ପରମେଶ୍ବରଙ୍କର ସନ୍ତାନ ଅଟନ୍ତି।
ପିତରଙ୍କ ପ୍ରଥମ ପତ୍ 1:2
ପରମେଶ୍ବର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହବୋ ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ବାରା ପବିତ୍ର ହାଇେ ତୁମ୍ଭେ ଯେପରି ପରମେଶ୍ବରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଚାହିଁଥିଲେ। ଈଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବତ୍ତୁର୍।