John 2 - DBY (Oriya)
1 And on the third day a marriage took place in Cana of Galilee, and the mother of Jesus was there.ଦୁଇ ଦିନ ପରେ ଗାଲିଲୀର କାନ୍ନା ସହର ରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମାଆ ସଠାେରେ ଥିଲେ।
2 And Jesus also, and his disciples, were invited to the marriage.ହି ବିବାହ ଉତ୍ସବକୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ମଧ୍ଯ ନିମନ୍ତ୍ରିତ ହାଇେଥିଲେ।
3 And wine being deficient, the mother of Jesus says to him, They have no wine.ହି ବିବାହ ଉତ୍ସବ ରେ ୟଥେଷ୍ଟ ପରିମାଣ ରେ ଦ୍ରାକ୍ଷାରସ ନଥିଲା। ଦ୍ରାକ୍ଷାରସ ସରିୟିବା ପରେ ଯୀଶୁଙ୍କର ମାଆ ଆସି ତାହାଙ୍କୁ କହିଲେ, ସମାନଙ୍କେର ଆଉ ଦ୍ରାକ୍ଷାରସ ନାହିଁ।
4 Jesus says to her, What have I to do with thee, woman? mine hour has not yet come.ଯୀଶୁ ଉତ୍ତର ଦେଲେ, ପ୍ରିୟ ନାରୀ, କ'ଣ କରିବାକୁ ହବେ, ଏହା ତୁମ୍ଭେ ମାେତେ କହିବା ଉଚିତ ନୁହେଁ। ମାରେ ସମୟ ଏପର୍ୟ୍ଯନ୍ତ ଆସି ନାହିଁ।
5 His mother says to the servants, Whatever he may say to you, do.ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।
6 Now there were standing there six stone water-vessels, according to the purification of the Jews, holding two or three measures each.ସହେି ସ୍ଥାନ ରେ ଛଅଟି ପଥରର ବଡ ଜଳକୁଣ୍ଡ ଥିଲା। ଯିହୂଦୀମାନେ ତାହାଙ୍କ ଶୁଚିକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ଯବହାର କରୁଥିଲେ। ପ୍ରେତ୍ୟକକ ଜଳକୁଣ୍ଡ ରେ ପ୍ରାୟ ଶ ହରେୁ ଶ ହେ ପଚାଶ ଲିଟର ପାଣି ଧରୁଥିଲା।
7 Jesus says to them, Fill the water-vessels with water. And they filled them up to the brim.ଯୀଶୁ ସବେକମାନଙ୍କୁ କହିଲେ, ସହେି ଜଳ କୁଣ୍ଡ ରେ ପାଣି ଭର୍ତ୍ତି କର। ତେଣୁ ସବେକମାନେ କୁଣ୍ଡ ରେ ପାଣି ଭର୍ତ୍ତି କରି ଦେଲେ।
8 And he says to them, Draw out now, and carry [it] to the feast-master. And they carried [it].ତା'ପରେ ଯୀଶୁ ସବେକମାନଙ୍କୁ କହିଲେ, ବର୍ତ୍ତମାନ ସେଥିରୁ କିଛି ପାଣି କାଢି ନିଅ। ଏହି ପାଣି ନଇେ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।
9 But when the feast-master had tasted the water which had been made wine (and knew not whence it was, but the servants knew who drew the water), the feast-master calls the bridegroom,ତା'ପରେ ଭୋଜି ଦାଯିତ୍ବ ରେ ଥିବା ମୁଖ୍ଯ ଲୋକ ତାହାକୁ ଚାଖିଲେ। ସହେି ପାଣି ଏବେ ଦ୍ରାକ୍ଷାରସ ରେ ପରିଣତ ହାଇଯୋଇଥିଲା। ସେ ଜାଣି ନଥିଲେ ଯେ ଏପରି ଦ୍ରାକ୍ଷାରସ କେଉଁଠାରୁ ଆସିଲା? କିନ୍ତୁ ସହେି ପାଣି କାଢିଥିବା ସବେକମାନେ ଜାଣିଥିଲେ। ତା'ପରେ ଭୋଜିକର୍ତ୍ତା ବରକୁ ଡାକିଲେ।
10 and says to him, Every man sets on first the good wine, and when [men] have well drunk, then the inferior; thou hast kept the good wine till now.ସେ ବରକୁ କହିଲେ, ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ୟଥେଷ୍ଟ ପିଇ ତୃପ୍ତ ହବୋପରେ ସମାନେେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ୟ୍ଯନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ।
11 This beginning of signs did Jesus in Cana of Galilee, and manifested his glory; and his disciples believed on him.ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ୟ୍ଯ କାର୍ୟ୍ଯ ଥିଲା। ସେ ଏହି ଆଶ୍ଚର୍ୟ୍ଯକାମ ଗାଲୀଲୀର କାନ୍ନା ସହର ରେ କରିଥିଲେ। ଏହିପରି ସେ ତାହାଙ୍କ ମହିମା ଦଖାଇେଲେ। ଏବଂ ତାହାଙ୍କର ଶିଷ୍ଯମାନେ ତାହାଙ୍କ ଉପରେ ବିଶ୍ବାସ କଲେ।
12 After this he descended to Capernaum, he and his mother and his brethren and his disciples; and there they abode not many days.ତା'ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମାଆ, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ଯମାନେ ଗଲେ। ସମାନେେ ସମସ୍ତେ କଫର୍ନାହୂମ ରେ କିଛି ଦିନ ରହିଲେ।
13 And the passover of the Jews was near, and Jesus went up to Jerusalem.ସେତବେେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇେଆସୁଥିଲା। ତେଣୁ ଯୀଶୁ ୟିରୂଶାଲମକୁ ଗଲେ।
14 And he found in the temple the sellers of oxen and sheep and doves, and the money-changers sitting;ସହେି ମନ୍ଦିର ପରିସର ରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତକେ ଲୋକଙ୍କୁ ସେ ଟବେୁଲ ପାଖ ରେ ବସିଥିବାର ଦେଖିଲେ। ସହେି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ଯବସାୟ ମଧ୍ଯ କରୁଥିଲେ।
15 and, having made a scourge of cords, he cast [them] all out of the temple, both the sheep and the oxen; and he poured out the change of the money-changers, and overturned the tables,ଯୀଶୁ କେତେ ଖଣ୍ଡ ଦଉଡି ରେ ଗୋଟିଏ ଛାଟ ତିଆରି କଲେ। ତା'ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡିକୁ ଓ ଗୋରୁଗୁଡିକୁ ସଠାରୁେ ଜାରେ ଜବରଦସ୍ତି ତଡି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ଟଙ୍କା ତଳେ ପକଇେ ମଜଗେୁଡିକ ଓଲଟଇେ ଦେଲେ।
16 and said to the sellers of doves, Take these things hence; make not my Father's house a house of merchandise.ତା'ପରେ ଯୀଶୁ କପୋତ ବପୋରୀମାନଙ୍କୁ ଯାଇ କହିଲେ, ଏସବୁ ଜିନିଷଗୁଡିକ ଏଠାରୁ ନଇଯାେଅ। ମାରେ ପରମପିତାଙ୍କ ଘରକୁ ଗୋଟିଏ ବାଣିଜ୍ଯ ଗୃହ ରେ ପରିଣତ କର ନାହିଁ।
17 [And] his disciples remembered that it is written, The zeal of thy house devours me.ଏହି ସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ଯମାନେ ଶାସ୍ତ୍ର ରେ ଲଖାେ ହାଇେଥିବା ଏହି ବାଣୀ ମନେ ପକାଇଲେ:
18 The Jews therefore answered and said to him, What sign shewest thou to us, that thou doest these things?ଯୀହୂଦୀମାନେ ଯୀଶୁଙ୍କୁ କହିଲେ, ଆମ୍ଭକୁ ଚିହ୍ନ ସ୍ବରୂପେ ଏକ ଆଶ୍ଚର୍ୟ୍ଯ କାର୍ୟ୍ଯ କରି ଦଖାେଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।
19 Jesus answered and said to them, Destroy this temple, and in three days I will raise it up.ଯୀଶୁ ଉତ୍ତର ଦେଲେ, ଏହି ମନ୍ଦିରକୁ ନଷ୍ଟ କରି ଦିଅ ଏବଂ ମୁଁ ଏହାକୁ ତିନି ଦିନ ମଧିଅରେ ପୁନର୍ବାର ନିର୍ମାଣ କରି ଦବେି।
20 The Jews therefore said, Forty and six years was this temple building, and thou wilt raise it up in three days?ଯିହୂଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛଯାଳିଶ ବର୍ଷ ପର୍ୟ୍ଯନ୍ତ କାମ କରିଥିଲେ। ଆଉ ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧିଅରେ ନିର୍ମାଣ କରି ଦବେ?
21 But *he* spoke of the temple of his body.(କିନ୍ତୁ ଯୀଶୁ ଏହି ମନ୍ଦିର କହିବା ବେଳେ ନିଜ ଶରୀରକୁ ଲକ୍ଷ୍ଯ କରି କହିଥିଲେ।
22 When therefore he was raised from among [the] dead, his disciples remembered that he had said this, and believed the scripture and the word which Jesus had spoken.ଯୀଶୁ ମୃତ୍ଯୁରୁ ଉଠିଲା ପରେ ତାହାଙ୍କ ଶିଷ୍ଯମାନେ ତାହାଙ୍କ କହିଥିବା କଥା ମନେ ପକାଇଥିଲେ। ତେଣୁ ତାହାଙ୍କର ଶିଷ୍ଯମାନେ ତାହାଙ୍କ ବିଷୟ ରେ ଶାସ୍ତ୍ର ରେ ଯାହା ଲଖାେଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ବାସ କଲେ।)
23 And when he was in Jerusalem, at the passover, at the feast, many believed on his name, beholding his signs which he wrought.ଯୀଶୁ ନିସ୍ତାରପର୍ବ ପାଇଁ ୟିରୁଶାଲମ ରେ ଥିଲେ। ଅନକେ ଲୋକ ତାହାଙ୍କ ଉପରେ ବିଶ୍ବାସ କରିଲେ। କାରଣ ସମାନେେ ତାହାଙ୍କ ଦ୍ବାରା କରାଯାଇଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ଦେଖିଲେ।
24 But Jesus himself did not trust himself to them, because he knew all [men],କିନ୍ତୁ ଯୀଶୁ ସମାନଙ୍କେୁ ଭରସା କଲେ ନାହିଁ କାରଣ ସେ ସହେି ଲୋକମାନଙ୍କର ମନର ଭାବନା ଜାଣିଥିଲେ।
25 and that he had not need that any should testify of man, for himself knew what was in man.ମନୁଷ୍ଯର ମନ ଭିତ ରେ କ'ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟ ରେ ବୁଝଇବୋ କାହାରି ଦରକାର ନଥିଲା।
Oriya Bible