John 19:14 in Oriya

Oriya Oriya Bible John John 19 John 19:14

John 19:14
ସଦେିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ଯାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭର ରାଜାଙ୍କୁ ଦେଖ।

John 19:13John 19John 19:15

John 19:14 in Other Translations

King James Version (KJV)
And it was the preparation of the passover, and about the sixth hour: and he saith unto the Jews, Behold your King!

American Standard Version (ASV)
Now it was the Preparation of the passover: it was about the sixth hour. And he saith unto the Jews, Behold, your King!

Bible in Basic English (BBE)
(It was the day when they made ready for the Passover; and it was about the sixth hour.) And he said to the Jews, There is your King!

Darby English Bible (DBY)
(now it was [the] preparation of the passover; it was about the sixth hour;) and he says to the Jews, Behold your king!

World English Bible (WEB)
Now it was the Preparation Day of the Passover, at about the sixth hour.{noon} He said to the Jews, "Behold, your King!"

Young's Literal Translation (YLT)
and it was the preparation of the passover, and as it were the sixth hour, and he saith to the Jews, `Lo, your king!'

And
ἦνēnane
it
was
δὲdethay
the
preparation
παρασκευὴparaskeuēpa-ra-skave-A
the
of
τοῦtoutoo
passover,
πάσχαpaschaPA-ska
and
ὥραhōraOH-ra
about
δὲdethay
sixth
the
ὡσεὶhōseioh-SEE
hour:
ἕκτηhektēAKE-tay
and
καὶkaikay
he
saith
λέγειlegeiLAY-gee
the
unto
τοῖςtoistoos
Jews,
Ἰουδαίοιςioudaioisee-oo-THAY-oos
Behold
ἼδεideEE-thay
your
hooh

βασιλεὺςbasileusva-see-LAYFS
King!
ὑμῶνhymōnyoo-MONE

Cross Reference

Matthew 27:62
ସହେି ଦିନଟି ପ୍ରସ୍ତୁତି ଦିବସ ଥିଲା, ସହେି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭଟେିଲେ।

Mark 15:25
ଯୀଶୁଙ୍କୁ କୃଶବିଦ୍ଧ କଲା ବଳକେୁ ସକାଳ ନଅଟା ବାଜିଥିଲା।

John 19:42
ବିଶ୍ରାମବାର ଆରମ୍ଭ ହବୋ ପୂର୍ବରୁ ତାହାର ପ୍ରସ୍ତୁତି କାର୍ୟ୍ଯ ଶଷେ କରିବା ପାଇଁ ସମାନେେ ଯୀଶୁଙ୍କୁ ସଠାେରେ ସମାଧିସ୍ଥ କଲେ, କାରଣ ସହେି ସମାଧିଟି ପାଖ ରେ ଥିଲା।

John 19:5
ତାପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, ଦେଖ, ସହେି ଲୋକ।

John 19:31
ସଦେିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶଷେ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଚାହୁଁ ନଥିଲେ ଯେ, ମୃତ ଶରୀରଗୁଡିକ କୃଶ ଉପରେ ବିଶ୍ରାମବାର ଦିନ ପର୍ୟ୍ଯନ୍ତ ଝୁଲି ରହୁ। ତେଣୁ ସମାନେେ ପୀଲାତଙ୍କୁ ଅନୁ ରୋଧ କଲେ ଯେ, ସମାନଙ୍କେର ଗୋଡ ଭାଙ୍ଗିଦବୋ ପାଇଁ ଆଦେଶ ଦିଅନ୍ତୁ। ଯେପରି ସମାନେେ ଶ୍ରୀଘ୍ର ମରିଯିବେ ଓ ସମାନଙ୍କେର ଦହେ କୃଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ।

John 19:19
ପୀଲାତ ଗୋଟିଏ ସଙ୍କତେ ଲେଖି ଯୀଶୁଙ୍କ କୃଶ ରେ ଟଙ୍ଗଇେଲେ। ସେଥି ରେ ଲଖାେଥିଲା, ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।

John 19:3
ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, ହେ! ଯିହୂଦୀମାନଙ୍କ ରାଜା। ସମାନେେ ଯୀଶୁଙ୍କୁ ଚାପୁଡା ମାରିଲେ।

Luke 23:54
ଏହା ପ୍ରସ୍ତୁତି ଦିବସର ଶଷେ ସମୟ ଥିଲା। ବିଶ୍ରାମଦିବସ ପାଖଇେ ଆସୁଥିଲା।

Mark 15:42
ସନ୍ଧ୍ଯା ହାଇଯୋଇଥିଲା। ଏହି ଦିନଟି ଆଯୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା।

Mark 15:33
ଦ୍ବିପ୍ରହର ବାଳକୁ ସମଗ୍ର ଦେଶ ଉପରେ ଅନ୍ଧକାର ମାଡି ଆସିଲା। ଏହି ଅନ୍ଧକାର ଅପରାହ୍ନ ତିନିଟା ବଳେ ପର୍ୟ୍ଯନ୍ତ ରହିଲା।