John 17

1 ଯୀଶୁ ଏସମସ୍ତ କଥା କହିସାରିବା ପରେ ସ୍ବର୍ଗ ଆଡେ ଚାହିଁଲେ। ସେ ପ୍ରାର୍ଥାନା କଲେ, ହେ ପରମପିତା, ବର୍ତ୍ତମାନ ସମୟ ଉପସ୍ଥିତ ହାଇେଛି। ତୁମ୍ଭେ ଆପଣା ପୁତ୍ରଙ୍କୁ ଗୌରବାନ୍ବିତ କରିଦିଅ, ଯେପରି ପୁତ୍ର ତୁମ୍ଭକୁ ଗୌରବନ୍ବିତ ଦଇେ ପାରିବେ।

2 ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ହଇେଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦଇେଛ, ସେସମସ୍ତଙ୍କୁ ସହେି ପୁତ୍ର ଅନନ୍ତ ଜୀବନ ଦିଅନ୍ତି।

3 ମ୍ଭେ ଯେ ଏକମାତ୍ର ସତ୍ଯ ପରମେଶ୍ବର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସହେି ଯୀଶୁଖ୍ରୀଷ୍ଟଙ୍କୁ ଜାଣିବାହିଁ ଅନନ୍ତଜୀବନ ଅଟେ।

4 ମ୍ଭେ ମାେତେ ଯେଉଁ କାମ ଦଇେଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାର ରେ ଗୌରବାନ୍ବିତ କରିଛି।

5 ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତି ରେ ମାେତେ ଗୌରବାନ୍ବିତ କର। ଜଗତ ଆରମ୍ଭ ହବୋ ପୂର୍ବରୁ, ମାରେ ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମାେତେ ତୁମ୍ଭ ସହିତ ଗୌରବାନ୍ବିତ କର।

6 ତୁମ୍ଭେ ପୃଥିବୀର କେତକେ ଲୋକଙ୍କୁ ମାେତେ ଦଲେ।

7 ମୁଁ ସମାନଙ୍କେଠା ରେ ତୁମ୍ଭକୁ ପ୍ରକାଶ କରିଛି। ସମାନେେ ତୁମ୍ଭର ଥିଲେ ଓ ତୁମ୍ଭେ ସମାନଙ୍କେୁ ମାେତେ ଦଲେ। ସମାନେେ ଜାଣନ୍ତି, ତୁମ୍ଭେ ମାେତେ ଯାହା ସବୁ ଦଇେଛ, ସେ ସବୁ ତୁମ୍ଭ ପାଖରୁ ଆ ସେ।

8 ମାେତେ ତୁମ୍ଭେ ଯେଉଁ ଉପଦେଶ ଦଇେଥିଲ, ମୁଁ ସହେି ଉପଦେଶ ଏହି ଲୋକଙ୍କୁ ଦଇେଛି। ସମାନେେ ତାହା ଗ୍ରହଣ କରିଛନ୍ତି। ସମାନେେ ଜାଣି ପାରିଲେ ଯେ, ମୁଁ ପ୍ରକୃତ ରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମାେତେ ପଠାଇଛ ବୋଲି ସମାନେେ ବିଶ୍ବାସ କରିଛନ୍ତି।

9 ମୁଁ ସମାନଙ୍କେ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁ ନାହିଁ। ମୁଁ ସହେିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଯେଉଁମାନଙ୍କୁ ତୁମ୍ଭେ ମାେତେ ଦଇେଥିଲ। କାରଣ ସମାନେେ ତୁମ୍ଭର ଅଟନ୍ତି।

10 ମାରଯାେହା ସବୁ ଅଛି, ସବୁ ତୁମ୍ଭର ଏବଂ ତୁମ୍ଭର ଯାହା ଅଛି, ସବୁ ମାରେ। ଏହି ଲୋକମାନେ ମାେତେ ଗୌରବାନ୍ବିତ କରନ୍ତି।

11 ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତ ରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତ ରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସମାନଙ୍କେୁ ନିରାପଦ ରେ ରଖ। ତୁମ୍ଭ ନାମର ଶକ୍ତି ଦ୍ବାରା ସମାନଙ୍କେୁ ନିରାପଦ ରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସମାନେେ ସହେିପରି ଏକ ହାଇେ ପାରିବେ।

12 ମୁଁ ଯେତବେେଳେ ସମାନଙ୍କେ ସହିତ ଥିଲି, ମୁଁ ସମାନଙ୍କେୁ ନିରାପଦ ରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳ ରେ ସମାନଙ୍କେୁ ନିରାପଦ ରେ ରଖିଥିଲି। ସହେି ନାମ ତୁମ୍ଭେ ମାେତେ ଦଇେଥିଲ। ମୁଁ ସମାନଙ୍କେୁ ସୁରକ୍ଷିତ କଲି। ସମାନଙ୍କେ ଭିତରୁ କବଳେ ଜଣେ ବିନାଶ ପାଇଁ ଉଦ୍ଦିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।

13 ମୁଁ ତୁମ୍ଭ ପାଖକୁ ଏବେ ଆସୁଛି। କିନ୍ତୁ ମୁଁ ଜଗତ ରେ ଥାଉ ଥାଉ ଏହିସବୁ ପାଇଁ ପ୍ରାର୍ଥନା କରୁଛି। ମୁଁ ଏହିସବୁ କ ହେ, ଯେପରି ଏହି ଲୋକମାନେ ମାଠାେ ରେ ଥିବା ଆନନ୍ଦ ପାଇ ପାରିବେ। ମୁଁ ଚା ହେଁ, ସମାନେେ ସମାନଙ୍କେ ଭିତ ରେ ମାରେ ପୂର୍ଣ୍ଣ ଆନନ୍ଦ ପାଆନ୍ତୁ।

14 ମୁଁ ସମାନଙ୍କେୁ ତୁମ୍ଭର ଉପଦେଶ ଦଇେଅଛି। ଆଉ ଏହି ଜଗତର ଲୋକମାନେ ସମାନଙ୍କେୁ ଘୃଣା କରନ୍ତି। କାରଣ ସମାନେେ ଜଗତର ନୁହଁନ୍ତି ଓ ଯେପରି ମୁଁ ମଧ୍ଯ ଏହି ଜଗତରୁ ଉତ୍ପନ୍ନ ନୁହେଁ।

15 ମୁଁ ତୁମ୍ଭକୁ ସମାନଙ୍କେୁ ଜଗତରୁ ନଇୟିବୋ ପାଇଁ କହୁନାହିଁ। ମୁଁ ତୁମକୁ ସମାନଙ୍କେୁ ପାପାତ୍ମା ଶୟତାନଠାରୁ ନିରାପଦ ରେ ରଖିବା ପାଇଁ କହୁଛି।

16 ମୁଁ ଯେପରି ଜଗତର ନୁହେଁ, ସମାନେେ ସହେିପରି ଏହି ଜଗତର ନୁହଁନ୍ତି।

17 ତେଣୁ ତୁମ୍ଭେ ତୁମ୍ଭର ସତ୍ଯ ଦ୍ବାରା ସମାନଙ୍କେୁ ତୁମ୍ଭର ମବୋ ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ଯ।

18 ମୁଁ ସମାନଙ୍କେୁ ଜଗତ ମଧ୍ଯକୁ ପଠାଇ ଦଇେଛି ଯେପରି ତୁମ୍ଭେ ମାେତେ ଏହି ଜଗତକୁ ପଠାଇଲ।

19 ମୁଁ ନିଜକୁ ସବୋ ପାଇଁ ପ୍ରସ୍ତୁତ କରୁଛି। ମୁଁ ସମାନଙ୍କେ ପାଇଁ ଏହା କରୁଛି ଯେ ହତେୁ ସମାନେେ ତୁମ୍ଭର ସବୋ ପାଇଁ ପ୍ରକୃତ ରେ ପ୍ରସ୍ତୁତ ହାଇପୋରିବେ।

20 ମୁଁ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ ଓ ଏହି ଲୋକମାନଙ୍କର ଶିକ୍ଷା ହତେୁ ମାଠାେ ରେ ବିଶ୍ବାସ କରିବାକୁ ଯାଉଥିବା ସମସ୍ତ ଲୋକମାନଙ୍କ ପାଇଁ ମଧ୍ଯ ପ୍ରାର୍ଥନା କରୁଛି।

21 ହେ ପରମପିତା, ମୁଁ ତୁମ୍ଭଠା ରେ ପ୍ରାର୍ଥନା କରେ ଯେପରି ମାେ ଉପରେ ବିଶ୍ବାସ ରଖୁଥିବା ଲୋକମାନେ ଏକ ହାଇପୋରିବେ। ତୁମ୍ଭେ ମାଠାେ ରେ ରହିଛ ଓ ମୁଁ ତୁମ୍ଭଠା ରେ ଅଛି। ମୁଁ ପ୍ରାର୍ଥନା କରେ, ଏହି ଲୋକମାନେ ଆମ୍ଭଠା ରେ ଯେପରି ଏକ ହାଇେ ପାରିବେ। ତଦ୍ଦ୍ବାରା ଜଗତ ବିଶ୍ବାସ କରିବ, ଯେ ତୁମ୍ଭେ ମାେତେ ପଠାଇଅଛ।

22 ମାେତେ ତୁମ୍ଭେ ଯେଉଁ ଗୌରବ ଦଇେଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦଇେଛି। ଏହି ଗୌରବ ଦବୋର କାରଣ ହେଉଛି ଯେ, ଯେପରି 'ତୁମ୍ଭେ ଓ ମୁଁ ଏକ, ସପରେି ସମାନେେ ମଧ୍ଯ ଏକ ହାଇପୋରିବେ।'

23 ମୁଁ ସମାନଙ୍କେଠା ରେ ରହିବି ଓ ତୁମ୍ଭେ ମାଠାେ ରେ ରହିବ। ତେଣୁ ସମାନେେ ସଂମ୍ପୂର୍ଣ୍ଣ ଭାବେ ଏକ ହାଇପୋରିବେ। ତାହା ହେଲେ ଏହି ଜଗତ ଜାଣିପାରିବ ଯେ, ତୁମ୍ଭେ ମାେତେ ପଠାଇଛ। ଏ ଜଗତ ଜାଣିବ ଯେ, ତୁମ୍ଭେ ମାେତେ ଯେପରି ପ୍ ରମେ କରୁଥିଲ ଠିକ୍ ସହେିପରି ଏହି ଲୋକମାନଙ୍କୁ ମଧ୍ଯ ପ୍ ରମେ କରୁଛ।

24 ହେ ପରମପିତା, ତୁମ୍ଭେ ମାେତେ ଯେଉଁ ଲୋକମାନଙ୍କୁ ଦଇେଛ, ମୁଁ ଗ୍ଭ ହେ, ମୁଁ ଥିବା ପ୍ରେତ୍ୟକକ ସ୍ଥାନ ରେ ସମାନେେ ମାେ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସମାନେେ ମାରେ ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମାେତେ ଦଇେଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହବୋ ପୂର୍ବରୁ ମାେତେ ପ୍ ରମେ କଲ।

25 ହେ ପରମପିତା ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ, ତୁମ୍ଭେ ମାେତେ ପଠାଇଛ।

26 ତୁମ୍ଭେ କିପରି ତାହା ମୁଁ ସମାନଙ୍କେଠା ରେ ପ୍ରକାଶ କରିଛି। ଏବଂ ପୁନର୍ବାର ସମାନଙ୍କେଠା ରେ ପ୍ରକାଶ କରିବି। ତାପରେ ମାେ ପ୍ରତି ତୁମ୍ଭର ଯେପରି ପ୍ ରମେ ରହିଛି, ସହେିପରି ପ୍ ରମେ ତାହାଙ୍କଠା ରେ ରହିବ ଓ ମୁଁ ସମାନଙ୍କେଠା ରେ ବାସ କରିବି।

1 These words spake Jesus, and lifted up his eyes to heaven, and said, Father, the hour is come; glorify thy Son, that thy Son also may glorify thee:

2 As thou hast given him power over all flesh, that he should give eternal life to as many as thou hast given him.

3 And this is life eternal, that they might know thee the only true God, and Jesus Christ, whom thou hast sent.

4 I have glorified thee on the earth: I have finished the work which thou gavest me to do.

5 And now, O Father, glorify thou me with thine own self with the glory which I had with thee before the world was.

6 I have manifested thy name unto the men which thou gavest me out of the world: thine they were, and thou gavest them me; and they have kept thy word.

7 Now they have known that all things whatsoever thou hast given me are of thee.

8 For I have given unto them the words which thou gavest me; and they have received them, and have known surely that I came out from thee, and they have believed that thou didst send me.

9 I pray for them: I pray not for the world, but for them which thou hast given me; for they are thine.

10 And all mine are thine, and thine are mine; and I am glorified in them.

11 And now I am no more in the world, but these are in the world, and I come to thee. Holy Father, keep through thine own name those whom thou hast given me, that they may be one, as we are.

12 While I was with them in the world, I kept them in thy name: those that thou gavest me I have kept, and none of them is lost, but the son of perdition; that the scripture might be fulfilled.

13 And now come I to thee; and these things I speak in the world, that they might have my joy fulfilled in themselves.

14 I have given them thy word; and the world hath hated them, because they are not of the world, even as I am not of the world.

15 I pray not that thou shouldest take them out of the world, but that thou shouldest keep them from the evil.

16 They are not of the world, even as I am not of the world.

17 Sanctify them through thy truth: thy word is truth.

18 As thou hast sent me into the world, even so have I also sent them into the world.

19 And for their sakes I sanctify myself, that they also might be sanctified through the truth.

20 Neither pray I for these alone, but for them also which shall believe on me through their word;

21 That they all may be one; as thou, Father, art in me, and I in thee, that they also may be one in us: that the world may believe that thou hast sent me.

22 And the glory which thou gavest me I have given them; that they may be one, even as we are one:

23 I in them, and thou in me, that they may be made perfect in one; and that the world may know that thou hast sent me, and hast loved them, as thou hast loved me.

24 Father, I will that they also, whom thou hast given me, be with me where I am; that they may behold my glory, which thou hast given me: for thou lovedst me before the foundation of the world.

25 O righteous Father, the world hath not known thee: but I have known thee, and these have known that thou hast sent me.

26 And I have declared unto them thy name, and will declare it: that the love wherewith thou hast loved me may be in them, and I in them.

Tamil Indian Revised Version
பின்பு, பார்வோன் யோசேப்பை நோக்கி: தேவன் இவையெல்லாவற்றையும் உனக்கு வெளிப்படுத்தியிருக்கிறதினால், உன்னைப்போல விவேகமும் ஞானமுமுள்ளவன் வேறொருவனும் இல்லை.

Tamil Easy Reading Version
எனவே, பார்வோன் யோசேப்பிடம், “தேவன் இவற்றை உனக்குத் தெரியச் செய்தார். உன்னைப்போல் அறிவுக் கூர்மையும், ஞானமும் உள்ளவர்கள் வேறு யாருமில்லை.

Thiru Viviliam
பின்பு, பார்வோன் யோசேப்பை நோக்கி, “இவற்றையெல்லாம் கடவுள் உம் ஒருவருக்கே அறிவித்துள்ளார். உம்மைவிட மதி நுட்பமும் ஞானமும் செறிந்தவர் யாருமிலர்.

Genesis 41:38Genesis 41Genesis 41:40

King James Version (KJV)
And Pharaoh said unto Joseph, Forasmuch as God hath showed thee all this, there is none so discreet and wise as thou art:

American Standard Version (ASV)
And Pharaoh said unto Joseph, Forasmuch as God hath showed thee all of this, there is none so discreet and wise as thou:

Bible in Basic English (BBE)
And Pharaoh said to Joseph, Seeing that God has made all this clear to you, there is no other man of such wisdom and good sense as you:

Darby English Bible (DBY)
And Pharaoh said to Joseph, Since God has made all this known to thee, there is none [so] discreet and wise as thou.

Webster’s Bible (WBT)
And Pharaoh said to Joseph, Forasmuch as God hath shown thee all this, there is none so discreet and wise as thou art:

World English Bible (WEB)
Pharaoh said to Joseph, “Because God has shown you all of this, there is none so discreet and wise as you.

Young’s Literal Translation (YLT)
and Pharaoh saith unto Joseph, `After God’s causing thee to know all this, there is none intelligent and wise as thou;

ஆதியாகமம் Genesis 41:39
பின்பு, பார்வோன் யோசேப்பை நோக்கி: தேவன் இவையெல்லாவற்றையும் உனக்கு வெளிப்படுத்தியிருக்கிறபடியால், உன்னைப்போல விவேகமும் ஞானமுமுள்ளவன் வேறொருவனும் இல்லை.
And Pharaoh said unto Joseph, Forasmuch as God hath showed thee all this, there is none so discreet and wise as thou art:

And
Pharaoh
וַיֹּ֤אמֶרwayyōʾmerva-YOH-mer
said
פַּרְעֹה֙parʿōhpahr-OH
unto
אֶלʾelel
Joseph,
יוֹסֵ֔ףyôsēpyoh-SAFE
Forasmuch
אַֽחֲרֵ֨יʾaḥărêah-huh-RAY
God
as
הוֹדִ֧יעַhôdîaʿhoh-DEE-ah
hath
shewed
אֱלֹהִ֛יםʾĕlōhîmay-loh-HEEM
thee

אֽוֹתְךָ֖ʾôtĕkāoh-teh-HA
all
אֶתʾetet
this,
כָּלkālkahl
there
is
none
זֹ֑אתzōtzote
discreet
so
אֵיןʾênane
and
wise
נָב֥וֹןnābônna-VONE
as
thou
וְחָכָ֖םwĕḥākāmveh-ha-HAHM
art:
כָּמֽוֹךָ׃kāmôkāka-MOH-ha