John 14

1 ଯୀଶୁ କହିଲେ, ତୁମ୍ଭମାନଙ୍କେର ହୃଦୟ ଦୁଃଖିତ ନ ହେଉ। ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଥାଅ। ମାଠାେ ରେ ମଧ୍ଯ ବିଶ୍ବାସ ରଖ,

2 ମାରେ ପରମପିତାଙ୍କ ଘ ରେ ଅନକଗେୁଡିଏ ବଖରା ଅଛି। ତାହା ନ ହାଇେଥିଲେ ମୁଁ ତୁମ୍ଭକୁ ଏହା କହି ନଥାନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ଯ ରେ ସଠାେକୁ ଯାଉଛି।

3 ମୁଁ ଯାଇ ତୁମ୍ଭ ପାଇଁ ସ୍ଥାନ ପ୍ରସ୍ତୁତ କଲା ପରେ ଫରେି ଆସିବି। ତା'ପରେ ତୁମ୍ଭକୁ ମାେ ସହିତ ନଇୟିବେି। ମୁଁ ଯେଉଁଠା ରେ ରହିବି ତୁମେମାନେ ମଧ୍ଯ ସଠାେରେ ମାେ ସହିତ ରହିପାରିବ।

4 ମୁଁ ଯେଉଁଠାକୁ ଯାଉଛି, ତୁମ୍ଭମାନେେ ସଠାେକୁ ୟିବାର ପଥ ଜାଣ।

5 ଥୋମା କହିଲେ, ପ୍ରଭୁ, ଆପଣ କେଉଁଆଡେ ଯାଉଛନ୍ତି, ଆମ୍ଭେ ଜାଣି ନାହୁଁ। ତେଣୁ ସଠାେକୁ ୟିବାର ପଥ ଆମ୍ଭେ ଜାଣିବୁ କିପରି?

6 ଯୀଶୁ ଉତ୍ତର ଦେଲେ, ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।

7 ତୁମ୍ଭେ ଯଦି ମାେତେ ପ୍ରକୃତ ରେ ଜାଣିଥାନ୍ତ, ତବେେ ପରମପିତାଙ୍କୁ ମଧ୍ଯ ଜାଣିଥାଆନ୍ତ। ବର୍ତ୍ତମାନ ତୁମ୍ଭେ ତାହାଙ୍କୁ ଜାଣିଛ ଓ ତାହାଙ୍କୁ ଦେଖିଛ।

8 ଫିଲିପ୍ପ ଯୀଶୁଙ୍କୁ କହିଲେ, ପ୍ରଭୁ, ଆମ୍ଭକୁ ପରମପିତାଙ୍କୁ ଦଖାେନ୍ତୁ। ଆମ୍ଭର ସତେିକି ଦରକାର।

9 ଯୀଶୁ ଉତ୍ତର ଦେଲେ, ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମାେତେ ଜାଣିବା ଉଚିତ। ମାେତେ ୟିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ଯ ଦେଖିଛି। ତେଣୁ ତୁମ୍ଭେ ମାେତେ କାହିଁକି କହୁଛ, 'ଆମ୍ଭକୁ ପରମପିତାଙ୍କୁ ଦଖାେଅ?'

10 ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କର ଯେ, ମୁଁ ପରମପିତାଙ୍କଠା ରେ ଓ ପରମପିତା ମାଠାେ ରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମାଠାରୁେ ଆସି ନାହିଁ। ପରମପିତେ ମାେ ଭିତ ରେ ଅଛନ୍ତି ଓ ସେ ତାହାଙ୍କ କାର୍ୟ୍ଯ କରୁଛନ୍ତି।

11 ମୁଁ ପରମପିତାଙ୍କଠା ରେ ଓ ପରମପିତା ମାେ'ଠା ରେ ଅଛନ୍ତି। ତୁମ୍ଭେ ମାରେ ଏହି କଥା ବିଶ୍ବାସ କର। କିମ୍ବା ମୁଁ ଯେଉଁ ସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ କରିଛି ସେଥିପାଇଁ ବିଶ୍ବାସ କର।

12 ମୁଁ ତୁମ୍ଭକୁ ସତ୍ଯ କହୁଛି। ମାଠାେ ରେ ବିଶ୍ବାସ କରୁଥିବା ବ୍ଯକ୍ତି, ମୁଁ ଯାହା କରିଛି, ତାହା କରିବ। ହଁ, ସେ ମୁଁ କରିଥିବା କାମଠାରୁ ମଧ୍ଯ ଅଧିକ ବଡ କାମ କରିବ, କାରଣ ମୁଁ ପରମପିତାଙ୍କ ନିକଟକୁ ଯାଉଛି।

13 ତୁମ୍ଭେ ମାେ ନାମ ରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ବାରା ପୁତ୍ରଙ୍କ ମାଧ୍ଯମ ରେ ପରମପିତାଙ୍କ ଗୌରବ ପ୍ରକାଶିତ ହବେ।

14 ମାେ' ନାମ ରେ ତୁମ୍ଭେ ଯାହା ମାଗିବ, ମୁଁ ତାହା କରିବି।

15 ମାେତେ ଯଦି ତୁମ୍ଭେ ପ୍ ରମେ କର, ତବେେ ମାରେ ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ।

16 ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାୟ୍ଯକାରୀଙ୍କୁ ଦବେେ। ସେ ସହେି ସାହାୟ୍ଯକାରୀଙ୍କୁ ତୁମ୍ଭ ପାଖ ରେ ସର୍ବଦା ରହିବା ପାଇଁ ଦବେେ।

17 ସହେି ସାହାୟ୍ଯକାରୀ ଜଣକ ସତ୍ଯମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେ ହତେୁ ଜଗତ ତାହାଙ୍କୁ ଦେଖୁନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟ ରେ ବାସ କରିବେ।

18 ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡିୟିବି ନାହିଁ। ମୁଁ ତୁମ୍ଭ ପାଖକୁ ଫରେିଆସିବି।

19 ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମାେତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମାେତେ ଦେଖି ପାରିବ। ତୁମ୍ଭମାନେେ ଜୀବିତ ରହିବ, କାରଣ ମୁଁ ଜୀବିତ।

20 ତୁମ୍ଭେ ସଦେିନ ଜାଣିବ ଯେ, ମୁଁ ପରମପିତାଙ୍କଠା ରେ ରହିଛି। ତୁମ୍ବେ ଜାଣିବ ଯେ, ତୁମ୍ଭେ ମାେ'ଠା ରେ ଓ ମୁଁ ତୁମ୍ଭଠା ରେ ଅଛି।

21 ଯେଉଁ ଲୋକ ମାରେ ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତ ରେ ମାେତେ ପ୍ ରମେ କରେ। ମାେତେ ପ୍ ରମେ କରୁଥିବା ଲୋକକୁ ମାେ ପରମପିତା ମଧ୍ଯ ପ୍ ରମେ କରିବେ। ମୁଁ ମଧ୍ଯ ତାକୁ ପ୍ ରମେ କରିବି ଓ ନିଜକୁ ତା' ନିକଟରେ ପ୍ରକାଶ କରିବି।

22 ତା'ପରେ ୟିହୂଦା (ଈଷ୍କରିଯୋଥ ନୁହଁନ୍ତି) ତାହାଙ୍କୁ ପଚାରିଲେ, କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠା ରେ ନିଜକୁ ଦଖାଇବୋ ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦଖାେଉ ନାହାଁନ୍ତି।

23 ଯୀଶୁ ଉତ୍ତର ଦେଲେ, ଯଦି କହେି ମାେତେ ପ୍ ରମେ କରେ ତବେେ ସେ ମାହେର ଉପଦେଶ ପାଳନ କରିବ। ମାରେ ପରମପିତା ତାକୁ ପ୍ ରମେ କରିବେ। ମାରେ ପରମପିତା ଓ ମୁଁ ସହେି ଲୋକ ପାଖକୁ ଆସିବୁ ଓ ତା' ସହିତ ରହିବୁ।

24 କିନ୍ତୁ ଯେଉଁ ଲୋକ ମାେତେ ପ୍ ରମେ କରେ ନାହିଁ, ସେ ମାରେ ଉପଦେଶ ମାନେ ନାହିଁ। ମାଠାରୁେ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତ ରେ ମାରେ ନୁହେଁ। ଏହା ମାେତେ ପଠାଇ ଥିବା ପରମପିତାଙ୍କର।

25 ମୁଁ ତୁମ୍ଭ ସହିତ ଥିବା ସମୟରେ ଏହି ସବୁ କଥା ତୁମ୍ଭମାନଙ୍କୁ କହିଛି।

26 କିନ୍ତୁ ତୁମ୍ଭକୁ ସାହାର୍ୟ୍ଯକାରୀ ସବୁ ଶିକ୍ଷା ଦବେେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାୟ୍ଯ ମଧ୍ଯ କରିବେ। ଏହି ସାହାୟ୍ଯକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମାେ ନାମ ରେ ପଠାଇବେ।

27 ମୁଁ ତୁମ୍ଭକୁ ଶାନ୍ତି ଦଇେ ଯାଉଛି। ଏହି ଶାନ୍ତି ମାେ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା'ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନ ରେ ଦୁଃଖ କର ନାହିଁ। ଭୟ ମଧ୍ଯ କର ନାହିଁ।

28 ତୁମ୍ଭେ ମାରେ କଥା ଶୁଣିଛ ଯେ 'ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫରେିବି।' ଯଦି ତୁମ୍ଭେ ମାେତେ ପ୍ରକୃତ ରେ ପ୍ ରମେ କରୁଥାଅ, ତବେେ ମାେ ପାଇଁ ତୁମ୍ଭେ ଖୁସି ହବେ, କାରଣ ବର୍ତ୍ତମାନ ମୁଁ ପରମପିତାଙ୍କ ନିକଟକୁ ଯାଉଛି। ପରମପିତା ମାଠାରୁେ ମହାନ୍।

29 ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡିକ ବର୍ତ୍ତମାନ ଜଣାଇଦଲେି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ବାସ କରିବ।

30 ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହବେି ନାହିଁ। ଏ ଜଗତର ଶାସକ ଆସୁଛି। ମାେ ଉପରେ ତାର କୌଣସି କ୍ଷମତା ନାହିଁ।

31 କିନ୍ତୁ ଏହି ଜଗତ ଜାଣିବା ଉଚିତ ଯେ, ମୁଁ ପରମପିତାଙ୍କୁ ପ୍ ରମେ କରେ। ତେଣୁ ପରମପିତା ମାେତେ ଯେପରି କହିଛନ୍ତି, ମୁଁ ଠିକ୍ ସପରେି କରିବି। ଚାଲ ୟିବା । ଆମ୍ଭେ ଏ ସ୍ଥାନ ତ୍ଯାଗ କରିବା।

1 Let not your heart be troubled: ye believe in God, believe also in me.

2 In my Father’s house are many mansions: if it were not so, I would have told you. I go to prepare a place for you.

3 And if I go and prepare a place for you, I will come again, and receive you unto myself; that where I am, there ye may be also.

4 And whither I go ye know, and the way ye know.

5 Thomas saith unto him, Lord, we know not whither thou goest; and how can we know the way?

6 Jesus saith unto him, I am the way, the truth, and the life: no man cometh unto the Father, but by me.

7 If ye had known me, ye should have known my Father also: and from henceforth ye know him, and have seen him.

8 Philip saith unto him, Lord, shew us the Father, and it sufficeth us.

9 Jesus saith unto him, Have I been so long time with you, and yet hast thou not known me, Philip? he that hath seen me hath seen the Father; and how sayest thou then, Shew us the Father?

10 Believest thou not that I am in the Father, and the Father in me? the words that I speak unto you I speak not of myself: but the Father that dwelleth in me, he doeth the works.

11 Believe me that I am in the Father, and the Father in me: or else believe me for the very works’ sake.

12 Verily, verily, I say unto you, He that believeth on me, the works that I do shall he do also; and greater works than these shall he do; because I go unto my Father.

13 And whatsoever ye shall ask in my name, that will I do, that the Father may be glorified in the Son.

14 If ye shall ask any thing in my name, I will do it.

15 If ye love me, keep my commandments.

16 And I will pray the Father, and he shall give you another Comforter, that he may abide with you for ever;

17 Even the Spirit of truth; whom the world cannot receive, because it seeth him not, neither knoweth him: but ye know him; for he dwelleth with you, and shall be in you.

18 I will not leave you comfortless: I will come to you.

19 Yet a little while, and the world seeth me no more; but ye see me: because I live, ye shall live also.

20 At that day ye shall know that I am in my Father, and ye in me, and I in you.

21 He that hath my commandments, and keepeth them, he it is that loveth me: and he that loveth me shall be loved of my Father, and I will love him, and will manifest myself to him.

22 Judas saith unto him, not Iscariot, Lord, how is it that thou wilt manifest thyself unto us, and not unto the world?

23 Jesus answered and said unto him, If a man love me, he will keep my words: and my Father will love him, and we will come unto him, and make our abode with him.

24 He that loveth me not keepeth not my sayings: and the word which ye hear is not mine, but the Father’s which sent me.

25 These things have I spoken unto you, being yet present with you.

26 But the Comforter, which is the Holy Ghost, whom the Father will send in my name, he shall teach you all things, and bring all things to your remembrance, whatsoever I have said unto you.

27 Peace I leave with you, my peace I give unto you: not as the world giveth, give I unto you. Let not your heart be troubled, neither let it be afraid.

28 Ye have heard how I said unto you, I go away, and come again unto you. If ye loved me, ye would rejoice, because I said, I go unto the Father: for my Father is greater than I.

29 And now I have told you before it come to pass, that, when it is come to pass, ye might believe.

30 Hereafter I will not talk much with you: for the prince of this world cometh, and hath nothing in me.

31 But that the world may know that I love the Father; and as the Father gave me commandment, even so I do. Arise, let us go hence.

1 After these things Jesus shewed himself again to the disciples at the sea of Tiberias; and on this wise shewed he himself.

2 There were together Simon Peter, and Thomas called Didymus, and Nathanael of Cana in Galilee, and the sons of Zebedee, and two other of his disciples.

3 Simon Peter saith unto them, I go a fishing. They say unto him, We also go with thee. They went forth, and entered into a ship immediately; and that night they caught nothing.

4 But when the morning was now come, Jesus stood on the shore: but the disciples knew not that it was Jesus.

5 Then Jesus saith unto them, Children, have ye any meat? They answered him, No.

6 And he said unto them, Cast the net on the right side of the ship, and ye shall find. They cast therefore, and now they were not able to draw it for the multitude of fishes.

7 Therefore that disciple whom Jesus loved saith unto Peter, It is the Lord. Now when Simon Peter heard that it was the Lord, he girt his fisher’s coat unto him, (for he was naked,) and did cast himself into the sea.

8 And the other disciples came in a little ship; (for they were not far from land, but as it were two hundred cubits,) dragging the net with fishes.

9 As soon then as they were come to land, they saw a fire of coals there, and fish laid thereon, and bread.

10 Jesus saith unto them, Bring of the fish which ye have now caught.

11 Simon Peter went up, and drew the net to land full of great fishes, an hundred and fifty and three: and for all there were so many, yet was not the net broken.

12 Jesus saith unto them, Come and dine. And none of the disciples durst ask him, Who art thou? knowing that it was the Lord.

13 Jesus then cometh, and taketh bread, and giveth them, and fish likewise.

14 This is now the third time that Jesus shewed himself to his disciples, after that he was risen from the dead.

15 So when they had dined, Jesus saith to Simon Peter, Simon, son of Jonas, lovest thou me more than these? He saith unto him, Yea, Lord; thou knowest that I love thee. He saith unto him, Feed my lambs.

16 He saith to him again the second time, Simon, son of Jonas, lovest thou me? He saith unto him, Yea, Lord; thou knowest that I love thee. He saith unto him, Feed my sheep.

17 He saith unto him the third time, Simon, son of Jonas, lovest thou me? Peter was grieved because he said unto him the third time, Lovest thou me? And he said unto him, Lord, thou knowest all things; thou knowest that I love thee. Jesus saith unto him, Feed my sheep.

18 Verily, verily, I say unto thee, When thou wast young, thou girdedst thyself, and walkedst whither thou wouldest: but when thou shalt be old, thou shalt stretch forth thy hands, and another shall gird thee, and carry thee whither thou wouldest not.

19 This spake he, signifying by what death he should glorify God. And when he had spoken this, he saith unto him, Follow me.

20 Then Peter, turning about, seeth the disciple whom Jesus loved following; which also leaned on his breast at supper, and said, Lord, which is he that betrayeth thee?

21 Peter seeing him saith to Jesus, Lord, and what shall this man do?

22 Jesus saith unto him, If I will that he tarry till I come, what is that to thee? follow thou me.

23 Then went this saying abroad among the brethren, that that disciple should not die: yet Jesus said not unto him, He shall not die; but, If I will that he tarry till I come, what is that to thee?

24 This is the disciple which testifieth of these things, and wrote these things: and we know that his testimony is true.

25 And there are also many other things which Jesus did, the which, if they should be written every one, I suppose that even the world itself could not contain the books that should be written. Amen.