Bible

John 12 - WEB (Oriya)

1 Then six days before the Passover, Jesus came to Bethany, where Lazarus was, who had been dead, whom he raised from the dead.ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନିଆକୁ ଗଲେ। ଲାଜାର ବେଥନିଆ ରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ))।

2 So they made him a supper there. Martha served, but Lazarus was one of those who sat at the table with him.ସଠାେରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହାଇେଥିଲା। ମାର୍ଥା ଖାଦ୍ୟ ପରିବଷେଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧିଅରେ ଲାଜାର ମଧ୍ଯ ଖାଉଥିଲେ।

3 Mary, therefore, took a pound{a Roman pound of 12 ounces, or about 340 grams} of ointment of pure nard, very precious, and anointed the feet of Jesus, and wiped his feet with her hair. The house was filled with the fragrance of the ointment.ମରିୟମ ଅଧ ଲିଟର ଅତି ମୂଲ୍ଯବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦ ରେ ଢାଳି ଦେଲେ। ତା'ପରେ ସେ ତାହାଙ୍କ ପାଦ ନିଜ କେଶ ରେ ପୋଛି ଦେଲେ। ଘରଟି ଅତର ସୁବାସ ରେ ମହକି ଉଠିଲା।

4 Then Judas Iscariot, Simon's son, one of his disciples, who would betray him, said,ଈଷ୍କାରିଯୋଥ ୟିହୂଦା ସଠାେରେ ଥିଲା। ୟିହୂଦା ଯୀଶୁଙ୍କର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ ଥିଲେ। ( ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ୟିହୂଦା ମରିୟମଙ୍କ ଏହି କାର୍ୟ୍ଯ ପସନ୍ଦ କଲେ ନାହିଁ। ସେ କହିଲେ,

5 "Why wasn't this ointment sold for three hundred denarii,{300 denarii was about a year's wages for an agricultural laborer.} and given to the poor?" ସହେି ଅତରର ମୂଲ୍ଯ ତିନିଶହ ରୂପା ଟଙ୍କା। ଏହାକୁ ବୀକ୍ରି କରି ସହେି ଟଙ୍କା ଗରିବ ଲୋକମାନଙ୍କୁ ଦବୋ ଉଚିତ୍ ଥିଲା,

6 Now he said this, not because he cared for the poor, but because he was a thief, and having the money box, used to steal what was put into it.କିନ୍ତୁ ୟିହୂଦା ଗରୀବ ଲୋକମାନଙ୍କ ପ୍ରତି ପ୍ରକୃତ ରେ ଚିନ୍ତିତ ନଥିଲା। ସେ ନିଜେ ଚୋର ଥିବାରୁ ଏକଥା କହିଲା। ସେ ଶିଷ୍ଯମାନଙ୍କ ପାଇଁ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ଏବଂ ସେ ପ୍ରାୟ ସହେି ବାକ୍ସରୁ ଟଙ୍କା ଚୋରି କରୁଥିଲା।

7 But Jesus said, "Leave her alone. She has kept this for the day of my burial.ଯୀଶୁ ଉତ୍ତର ଦେଲେ, ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମାରେ ସମାଧି କ୍ରିଯାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି।

8 For you always have the poor with you, but you don't always have me."ତୁମ୍ଭ ପାଖ ରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।

9 A large crowd therefore of the Jews learned that he was there, and they came, not for Jesus' sake only, but that they might see Lazarus also, whom he had raised from the dead.ଯୀଶୁ ବେଥନିଆ ରେ ଥିବା କଥା ଅନକେ ଯିହୂଦୀମାନେ ଶୁଣିଲେ। ତେଣୁ ସମାନେେ ତାହାଙ୍କୁ ଦେଖିବା ପାଇଁ ସଠାେକୁ ଗଲେ। ସମାନେେ ଲାଜାରଙ୍କୁ ମଧ୍ଯ ଦେଖିବାକୁ ଗଲେ। ଲାଜାରଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ,

10 But the chief priests conspired to put Lazarus to death also,ତେଣୁ ମୁଖ୍ଯ ଯାଜକମାନେ ଲାଜାରଙ୍କୁ ହତ୍ଯା କରିବା ପାଇଁ ମଧ୍ଯ ଯୋଜନା କଲେ।

11 because on account of him many of the Jews went away and believed in Jesus.ଅନକେ ଯିହୂଦୀ ଲାଜାରଙ୍କ ହତେୁ ସମାନଙ୍କେର ନେତାମାନଙ୍କୁ ଛାଡି ଯୀଶୁଙ୍କ ବିଶ୍ବାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ଯ ମାରିବା ପାଇଁ ଚେଷ୍ଟା କଲେ।

12 On the next day a great multitude had come to the feast. When they heard that Jesus was coming to Jerusalem,ତହିଁ ଆରଦିନ ଲୋକମାନେ ୟିରୂଶାଲମ ରେ ଶୁଣିଲେ ଯେ, ଯୀଶୁ ସଠାେକୁ ଆସୁଛନ୍ତି। ଏହି ଲୋକମାନେ ଅନକେ ସଂଖ୍ଯା ରେ ନିସ୍ତାରପର୍ବ ପାଇଁ ଆସିଥିଲେ।

13 they took the branches of the palm trees, and went out to meet him, and cried out, "Hosanna! Blessed is he who comes in the name of the Lord, the King of Israel!"ସମାନେେ ଖଜୁରୀ ବାହୂଙ୍ଗା ଧରି ୟିଶୁଙ୍କୁ ଦଖାେ କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜାରେ ରେ କହିଲେ,

14 Jesus, having found a young donkey, sat on it. As it is written,ଯୀଶୁ ଗୋଟିଏ ଗଧ ପାଇଲେ ଓ ତା' ଉପରେ ଚଢି଼ଲେ। ଏହା ଶାସ୍ତ୍ରର ବାଣୀ ପରି ସଫଳ ହେଲା। ଏଥି ରେ ଲଖାେଥିଲା,

15 "Don't be afraid, daughter of Zion. Behold, your King comes, sitting on a donkey's colt." ହେ ସିୟୋନ ନଗର, ଭୟ କର ନାହିଁ। ଦେଖ, ତୁମ୍ଭର ରାଜା ଆସୁଛନ୍ତି। ସେ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି।ୟିଖରିୟ 9:9

16 His disciples didn't understand these things at first, but when Jesus was glorified, then they remembered that these things were written about him, and that they had done these things to him.ଯୀଶୁଙ୍କର ଶିଷ୍ଯମାନେ ସେତବେେଳେ ଏହି ଘଟଣାର ଅର୍ଥ ବୁଝିପାରି ନଥିଲେ। କିନ୍ତୁ ଯୀଶୁ ଯେତବେେଳେ ମହିମାନ୍ବିତ ହେଲେ ସେତବେେଳେ ସମାନେେ ବୁଝି ପାରିଲେ ଯେ, ଏହା ତାହାଙ୍କ ବିଷୟ ରେ ଲଖାଯାେଇଥିଲା। ତା'ପରେ ଶିଷ୍ଯମାନେ ମନେ ପକାଇଲେ ଯେ ସମାନେେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି।

17 The multitude therefore that was with him when he called Lazarus out of the tomb, and raised him from the dead, was testifying about it.ଯୀଶୁ ଯେତବେେଳେ ଲାଜାରଙ୍କୁ ମରଣ ପରେ ଉେଠଇଲେ ଓ ତାହାଙ୍କୁ କବର ଭିତରୁ ବାହାରକୁ ଆସିବାକୁ କହିଲେ, ସେତବେେଳେ ତାହାଙ୍କ ସହିତ ବହୁତ ଲୋକ ଥିଲେ। ସହେି ଲୋକମାନେ ଯୀଶୁଙ୍କ କାର୍ୟ୍ଯ ବିଷୟ ରେ ଅନ୍ୟ ଲୋକମାନଙ୍କୁ କହୁଥିଲେ।

18 For this cause also the multitude went and met him, because they heard that he had done this sign.ଯେତବେେଳେ ସମାନେେ ଶୁଣିଲେ ଯେ ଏହି ଆଶ୍ଚର୍ୟ୍ଯ କାର୍ୟ୍ଯ ଯୀଶୁଙ୍କ ଦ୍ବାରା ହାଇେଛି, ଅନକେ ଲୋକ ତାହାଙ୍କୁ ଭଟେିବା ପାଇଁ ଗଲେ।

19 The Pharisees therefore said among themselves, "See how you accomplish nothing. Behold, the world has gone after him."ତେଣୁ ଫାରୂଶୀମାନେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଦେଖ, ଆମ୍ଭର ଯୋଜନା କାମ କରୁନାହିଁ। ସାରା ଜଗତ ତାହାଙ୍କର ଅନୁଗରଣ କରିଲଣେି।

20 Now there were certain Greeks among those that went up to worship at the feast.ନିସ୍ତାର ପର୍ବ ରେ ଉପାସନା କରିବା ପାଇଁ ୟିରୂଶାଲମ ଯାଇଥିବା ଲୋକମାନଙ୍କ ମଧ୍ଯରୁ କେତକେ ଗ୍ରୀକ୍ ଲୋକଥିଲେ।

21 These, therefore, came to Philip, who was from Bethsaida of Galilee, and asked him, saying, "Sir, we want to see Jesus."ସହେି ଗ୍ରୀକ୍ ଲୋକମାନେ ଫିଲିପ୍ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଚାହୁଁ।

22 Philip came and told Andrew, and in turn, Andrew came with Philip, and they told Jesus.ଫିଲିପ୍ପ ଆନ୍ଦ୍ରିୟଙ୍କୁ ଯାଇ ଏକଥା ଜଣାଇଲେ। ତା'ପରେ ଆନ୍ଦ୍ରିୟ ଓ ଫିଲିପ୍ପ ଯୀଶୁଙ୍କୁ ଯାଇ କହିଲେ।

23 Jesus answered them, "The time has come for the Son of Man to be glorified.ଯୀଶୁ ସମାନଙ୍କେୁ କହିଲେ, ବର୍ତ୍ତମାନ ମନୁଷ୍ଯ ପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି।

24 Most assuredly I tell you, unless a grain of wheat falls into the earth and dies, it remains by itself alone. But if it dies, it bears much fruit.ମୁଁ ତୁମ୍ଭକୁ ସତ୍ଯ କହୁଛି। ଗୋଟିଏ ଗହମ ଦାନା ଭୂମିରେ ପଡି ନିଶ୍ଚୟ ମରିବା ଆବଶ୍ଯକ। ତା ପରେ ଏହା ବଢି ବହୁତ ଶସ୍ଯ ଦିଏ। କିନ୍ତୁ ଯଦି ଏହା କଦାପି ମ ରେ ନାହିଁ, ତବେେ ଏହା ସର୍ବଦା ଗୋଟିଏ ମଞ୍ଜି ହାଇେ ରହିଥାଏ।

25 He who loves his life will lose it. He who hates his life in this world will keep it to eternal life.ନିଜ ଜୀବନକୁ ଭଲ ପାଉଥିବା ବ୍ଯକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ।

26 If anyone serves me, let him follow me. Where I am, there will my servant also be. If anyone serves me, the Father will honor him.ମାରେ ସବୋ କୁରଥିବା ଲୋକେ ନିଶ୍ଚୟ ମାରେ ଅନୁସରଣ କରନ୍ତୁ। ତବେେ ମାରେ ସବେକମାନେ ମୁଁ ଯେଉଁଠା ରେ ଥିବି, ସଠାେରେ ମାେ ସହିତ ରହିବେ। ଯେଉଁ ଲୋକମାନେ ମାରେ ସବୋ କରିଥିବେ, ମାରେ ପରମପିତା ସମାନଙ୍କେୁ ସମ୍ମାନ ଦବେେ।

27 "Now my soul is troubled. What shall I say? 'Father, save me from this time?' But for this cause I came to this time.ବର୍ତ୍ତମାନ ମୁଁ ବହୁତ ଉଦ୍ବିଗ୍ନ ଅଛି। ମୁଁ କ'ଣ କହିବି? ' ହେ ପରମପିତା, ମାେତେ ଏ ୟନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର', ଏଭଳି କହି କ'ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ ୟନ୍ତ୍ରଣା ଭୋଗିବି ବୋଲି ଆସିଛି।

28 Father, glorify your name!" Then there came a voice out of the sky, saying, "I have both glorified it, and will glorify it again."ହେ ପରମପିତା, ଆପଣା ନାମକୁ ଗୌରବାନ୍ବିତ କର।

29 The multitude therefore, who stood by and heard it, said that it had thundered. Others said, "An angel has spoken to him."ସଠାେରେ ଠିଆ ହାଇେଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସମାନେେ ତାହା ମେଘ ଗର୍ଜ୍ଜନ ବୋଲି କହିଲେ।

30 Jesus answered, "This voice hasn't come for my sake, but for your sakes.ଯୀଶୁ ଲୋକମାନଙ୍କୁ କହିଲେ, ସହେି ବାଣୀ ତୁମ୍ଭ ପାଇଁ ଥିଲା, ମାେ ପାଇଁ ନୁହେଁ।

31 Now is the judgment of this world. Now the prince of this world will be cast out.ବର୍ତ୍ତମାନ ଜଗତର ବିଚାରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡିତ ହବୋର ଏହା ହେଉଛି ସମୟ।

32 And I, if I am lifted up from the earth, will draw all people to myself."ମୁଁ ଜଗତରୁ ଉର୍ଦ୍ଧ୍ବକୁ ଉତ୍ଥିତ ହବେି। ଯେତବେେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମାେ ନିକଟକୁ ନଇେ ୟିବି।

33 But he said this, signifying by what kind of death he should die.ଯୀଶୁ କେଉଁ ପ୍ରକାରର ମୃତ୍ଯୁବରଣ କରିବେ, ତାହା ଦଖାଇବୋ ପାଇଁ ସେ ଏହା କହିଲେ।

34 The multitude answered him, "We have heard out of the law that the Christ remains forever. How do you say, 'The Son of Man must be lifted up?' Who is this Son of Man?"ଲୋକମାନେ କହିଲେ, ଆମ୍ଭ ବ୍ଯବସ୍ଥା କୁ ହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତବେେ ତୁମ୍ଭେ କାହିଁକି କହୁଛ ଯେ 'ମନୁଷ୍ଯ ପୁତ୍ର ନିଶ୍ଚୟ ଉର୍ଦ୍ଧ୍ବକୁ ଯିବେ?' ଏହି ମନୁଷ୍ଯପୁତ୍ର କିଏ?

35 Jesus therefore said to them, "Yet a little while the light is with you. Walk while you have the light, that darkness doesn't overtake you. He who walks in the darkness doesn't know where he is going.ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।

36 While you have the light, believe in the light, that you may become children of light." Jesus said these things, and he departed and hid himself from them.ତେଣୁ ତୁମ୍ଭ ପାଖ ରେ ଆଲୋକ ଥିବା ପର୍ୟ୍ଯନ୍ତ ତା'ଠା ରେ ତୁମ୍ଭେ ବିଶ୍ବାସ ରଖ। ତବେେ ତୁମ୍ଭମାନେେ ଆଲୋକର ସନ୍ତାନ ହବେ। ଯୀଶୁ ଏକଥା କରିବା ପରେ ସମାନଙ୍କେର ପାଖରୁ ଚାଲି ଗଲେ। ସେ ଏପରି ସ୍ଥାନ ରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।

37 But though he had done so many signs before them, yet they didn't believe in him,ଯୀଶୁ ବହୁତ ଗୁଡିଏ ଆଶ୍ଚର୍ୟ୍ଯ କାର୍ୟ୍ଯ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ବେ ତାହାଙ୍କୁ ବିଶ୍ବାସ କଲେ ନାହିଁ।

38 that the word of Isaiah the prophet might be fulfilled, which he spoke, "Lord, who has believed our report? To whom has the arm of the Lord been revealed?"ଅତଏବ ଭବିଷ୍ଯଦ୍ବକ୍ତା ୟିଶାଇୟ ଯାହା କହିଥିଲେ ତାହା ସତ୍ଯ ହେଲା, ସେ କହିଥିଲେ,

39 For this cause they couldn't believe, for Isaiah said again,ସମାନେେ ବିଶ୍ବାସ କରି ପାରି ନଥିଲେ, କାରଣ ୟିଶାଇୟ ଆହୁରି ମଧ୍ଯ କହିଥିଲେ:

40 "He has blinded their eyes and he hardened their heart, Lest they should see with their eyes, And perceive with their heart, And would turn, And I would heal them."ପରମେଶ୍ବର ଲୋକମାନଙ୍କୁ ଅନ୍ଧ କରିଛନ୍ତି। ସେ ସମାନଙ୍କେର ହୃଦୟ କଠିନ କରି ଦଇେଛନ୍ତି। ସମାନେେ ଯେପରି ଆଖି ରେ ଦେଖିପାରିବେ ନାହିଁ ଓ ବୁଦ୍ଧି ରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ବର ଏହା କରିଅଛନ୍ତି। ତା'ପରେ ମୁଁ ସମାନଙ୍କେୁ ସୁସ୍ଥ କରିବି। ୟିଶାଇୟ 6:10

41 Isaiah said these things when he saw his glory, and spoke of him.ୟିଶାଇୟ ଏକଥା କହିଥଲେେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟ ରେ ଏହା କହିଲେ।

42 Nevertheless even of the rulers many believed in him, but because of the Pharisees they didn't confess it, so that they wouldn't be put out of the synagogue,କିନ୍ତୁ ଯୀଶୁଙ୍କୁ ଅନକେ ଲୋକ ବିଶ୍ବାସ କଲେ ଏପରିକି, ଅନକେ ଯିହୂଦୀ ନେତାମାନେ ମଧ୍ଯ ତାହାଙ୍କ ଠା ରେ ବିଶ୍ବାସ କଲେ। କିନ୍ତୁ ସମାନେେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସମାନେେ ତାହାଙ୍କ ବିଶ୍ବାସ ସମ୍ବନ୍ଧ ରେ ଖାେଲାଖାଲିେ ଭାବେ କହିଲେ ନାହିଁ। ସମାନେେ ଡରିଲେ, କାଳେ ଫାରୂଶୀମାନେ ସମାନଙ୍କେୁ ସମାଜଗୃହରୁ ବାହାର କରି ଦବେେ।

43 for they loved men's praise more than God's praise.ସେ ଲୋକମାନେ ପରମେଶ୍ବରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।

44 Jesus cried out and said, "Whoever believes in me, believes not in me, but in him who sent me.ତା'ପରେ ଯୀଶୁ ଚିତ୍କାର କରି କହିଲେ, ମାଠାେ ରେ ଯେଉଁ ଲୋକ ବିଶ୍ବାସ ରେଖ, ସେ ପ୍ରକୃତ ରେ ମାେ ଠା ରେ ନୁହେଁ ମାତ୍ର ଯେ ମାେତେ ପଠାଇଛନ୍ତି, ତାହାଙ୍କଠା ରେ ବିଶ୍ବାସ ରେଖ।

45 He who sees me sees him who sent me.ମାେତେ ଯେଉଁ ଲୋକ ଦେଖେ, ସେ ପ୍ରକୃତ ରେ ମାରେ ପ୍ ରରଣୋ କର୍ତ୍ତାଙ୍କୁ ଦେଖେ।

46 I have come as a light into the world, that whoever believes in me may not remain in the darkness.ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମାରେ ଆସିବାର କାରଣ, ମାଠାେ ରେ ବିଶ୍ବାସ ରଖିଥିବା ପ୍ରେତ୍ୟକକ ଲୋକ କବେେ ଅନ୍ଧକାର ରେ ରହିବ ନାହିଁ।

47 If anyone listens to my sayings, and doesn't believe, I don't judge him. For I came not to judge the world, but to save the world.ମୁଁ ଲୋକମାନଙ୍କର ବିଚାର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ଯ ରେ ଆସିଛି। ଯେଉଁମାନେ ମାେ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ଯ କରନ୍ତି ମୁଁ ସହେି ଲୋକମାନଙ୍କର ବିଚାର କରିବା ପାଇଁ ଆସି ନାହିଁ।

48 He who rejects me, and doesn't receive my sayings, has one who judges him. The word that I spoke, the same will judge him in the last day.ଜଣେ ବିଚାରକ ଅଛନ୍ତି. ୟିଏ ବିଚାର କରିବେ କି, କେଉଁ ଲୋକ ମାେତେ ବିଶ୍ବାସ କରୁନାହିଁ ଓ ମାେ କଥା ଗ୍ରହଣ କରୁନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦଇେଛି, ତାହା ଦ୍ବାରା ସହେି ଲୋକ ଶଷେ ଦିନ ରେ ବିଚାର ହବେ।

49 For I spoke not from myself, but the Father who sent me, he gave me a commandment, what I should say, and what I should speak.ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦଇେଛି ତାହା ମାରେ ନୁହେଁ। ମାରେ ପ୍ ରରଣକେର୍ତ୍ତା ପରମପିତା ମାେତେ କ'ଣ କହିବାକୁ ଓ କ'ଣ ଉପଦେଶ ଦବୋକୁ ପଡିବ ତାହା କହିଛନ୍ତି।

50 I know that his commandment is eternal life. The things therefore which I speak, even as the Father has said to me, so I speak."ମୁଁ, ଜାଣେ, ମାେ ପରମପିତା ଯାହା ଆଦେଶ ଦିଅନ୍ତି, ସହେିଠାରୁ ଅନନ୍ତ ଜୀବନ ଆ ସେ। ତେଣୁ ମୁଁ ଯାହା କରିଛି, ତାହା କହିବା ପାଇଁ ମାେତେ ପରମପିତା କହିଛନ୍ତି।

Oriya Bible