John 11

fullscreen17 ଯୀଶୁ ବେଥନିଆ ରେ ପହନ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ଯୁ ହାଇେ କବରସ୍ଥ ହବୋର ଚାରି ଦିନ ହାଇଗେଲାଣି।

fullscreen18 ବେଥନିଆ ୟିରୂଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର।

fullscreen19 ଅନକେ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସମାନେେ ମାର୍ଥା ଓ ମରିୟମଙ୍କୁ ସମାନଙ୍କେର ଭାଇ ଲାଜାର ସକାେଶ ସାନ୍ତ୍ବନା ଦବୋ ପାଇଁ ଆସିଥିଲେ।

fullscreen20 ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘ ରେ ରହିଲେ।

fullscreen21 ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠା ରେ ଥାଆନ୍ତେ, ତବେେ ମାରେ ଭାଇ ମରି ନଥାନ୍ତା।

fullscreen22 କିନ୍ତୁ ଏବେ ମଧ୍ଯ ମୁଁ ଜାଣେ ଯେ ଆପଣ ଯାହା କିଛି ମାଗିବେ, ପରମେଶ୍ବର ତାହା ଦବେେ।

fullscreen23 ଯୀଶୁ କହିଲେ, ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।

fullscreen24 ମାର୍ଥା ଉତ୍ତର ଦେଲେ, ମୁଁ ଜାଣେ, ପୁନରୁତ୍ଥାନ ଦିନ ରେ ଯେତବେେଳେ ସମସ୍ତେ ମୃତ୍ଯୁରୁ ବଞ୍ଚି ଉଠିବେ, ସେତବେେଳେ ସେ ମଧ୍ଯ ମୃତ୍ଯୁରୁ ବଞ୍ଚି ଉଠିବ।

fullscreen25 ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।

fullscreen26 ମାେ'ଠା ରେ ରହୁଥିବା ଓ ବିଶ୍ବାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ'ଣ ଏହା ବିଶ୍ବାସ କର?

fullscreen27 ମାର୍ଥା ଉତ୍ତର ଦେଲେ, ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ବାସ କକରେ। ଆପଣ ପରମେଶ୍ବରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସହେି ବ୍ଯକ୍ତି ଅଟନ୍ତି।

17 Then when Jesus came, he found that he had lain in the grave four days already.

18 Now Bethany was nigh unto Jerusalem, about fifteen furlongs off:

19 And many of the Jews came to Martha and Mary, to comfort them concerning their brother.

20 Then Martha, as soon as she heard that Jesus was coming, went and met him: but Mary sat still in the house.

21 Then said Martha unto Jesus, Lord, if thou hadst been here, my brother had not died.

22 But I know, that even now, whatsoever thou wilt ask of God, God will give it thee.

23 Jesus saith unto her, Thy brother shall rise again.

24 Martha saith unto him, I know that he shall rise again in the resurrection at the last day.

25 Jesus said unto her, I am the resurrection, and the life: he that believeth in me, though he were dead, yet shall he live:

26 And whosoever liveth and believeth in me shall never die. Believest thou this?

27 She saith unto him, Yea, Lord: I believe that thou art the Christ, the Son of God, which should come into the world.

John 11 in Tamil and English

17 ଯୀଶୁ ବେଥନିଆ ରେ ପହନ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ଯୁ ହାଇେ କବରସ୍ଥ ହବୋର ଚାରି ଦିନ ହାଇଗେଲାଣି।
Then when Jesus came, he found that he had lain in the grave four days already.

18 ବେଥନିଆ ୟିରୂଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର।
Now Bethany was nigh unto Jerusalem, about fifteen furlongs off:

19 ଅନକେ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସମାନେେ ମାର୍ଥା ଓ ମରିୟମଙ୍କୁ ସମାନଙ୍କେର ଭାଇ ଲାଜାର ସକାେଶ ସାନ୍ତ୍ବନା ଦବୋ ପାଇଁ ଆସିଥିଲେ।
And many of the Jews came to Martha and Mary, to comfort them concerning their brother.

20 ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘ ରେ ରହିଲେ।
Then Martha, as soon as she heard that Jesus was coming, went and met him: but Mary sat still in the house.

21 ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠା ରେ ଥାଆନ୍ତେ, ତବେେ ମାରେ ଭାଇ ମରି ନଥାନ୍ତା।
Then said Martha unto Jesus, Lord, if thou hadst been here, my brother had not died.

22 କିନ୍ତୁ ଏବେ ମଧ୍ଯ ମୁଁ ଜାଣେ ଯେ ଆପଣ ଯାହା କିଛି ମାଗିବେ, ପରମେଶ୍ବର ତାହା ଦବେେ।
But I know, that even now, whatsoever thou wilt ask of God, God will give it thee.

23 ଯୀଶୁ କହିଲେ, ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।
Jesus saith unto her, Thy brother shall rise again.

24 ମାର୍ଥା ଉତ୍ତର ଦେଲେ, ମୁଁ ଜାଣେ, ପୁନରୁତ୍ଥାନ ଦିନ ରେ ଯେତବେେଳେ ସମସ୍ତେ ମୃତ୍ଯୁରୁ ବଞ୍ଚି ଉଠିବେ, ସେତବେେଳେ ସେ ମଧ୍ଯ ମୃତ୍ଯୁରୁ ବଞ୍ଚି ଉଠିବ।
Martha saith unto him, I know that he shall rise again in the resurrection at the last day.

25 ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।
Jesus said unto her, I am the resurrection, and the life: he that believeth in me, though he were dead, yet shall he live:

26 ମାେ'ଠା ରେ ରହୁଥିବା ଓ ବିଶ୍ବାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ'ଣ ଏହା ବିଶ୍ବାସ କର?
And whosoever liveth and believeth in me shall never die. Believest thou this?

27 ମାର୍ଥା ଉତ୍ତର ଦେଲେ, ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ବାସ କକରେ। ଆପଣ ପରମେଶ୍ବରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସହେି ବ୍ଯକ୍ତି ଅଟନ୍ତି।
She saith unto him, Yea, Lord: I believe that thou art the Christ, the Son of God, which should come into the world.