Joel 2:17 Image in Oriya
ସଦାପ୍ରଭୁଙ୍କର ସବେକଗଣ, ଯାଜକମାନେ ମଣ୍ତପ ଓ ୟଜ୍ଞବଦେୀ ରେ ନିଶ୍ଚିତ କାନ୍ଦିବେ ଓ ଆକୁଳ ରେ ସଦାପ୍ରଭୁଙ୍କୁ ନିବଦନେ କରିବେ, ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର, ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ବାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ବାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅନାହିଁ ଏବଂ ସମାନଙ୍କେୁ କହିବାକୁ ସୁଯୋଗ ଦିଅ ନାହିଁ ଯେ, 'ତୁମ୍ଭର ସଦାପ୍ରଭୁ କାହାନ୍ତି।'
ସଦାପ୍ରଭୁଙ୍କରସବେକଗଣ,ଯାଜକମାନେମଣ୍ତପଓୟଜ୍ଞବଦେୀରେନିଶ୍ଚିତକାନ୍ଦିବେଓଆକୁଳରେସଦାପ୍ରଭୁଙ୍କୁନିବଦନେକରିବେ,ହେସଦାପ୍ରଭୁ,ଆପଣଙ୍କରଲୋକମାନଙ୍କୁଦୟାକର,ଏବଂଆପଣଙ୍କରଲୋକମାନଙ୍କୁଲଜ୍ଜିତକରାଅନାହିଁ।ଅନ୍ୟମାନଙ୍କଦ୍ବାରାନିଜରଲୋକଙ୍କୁପରିହାସକରିବାକୁଦିଅନାହିଁଏବଂଅନ୍ୟଦେଶରଲୋକମାନଙ୍କଦ୍ବାରାଆପଣାରଲୋକଙ୍କୁଶାସନକରିବାକୁଦିଅନାହିଁଏବଂସମାନଙ୍କେୁକହିବାକୁସୁଯୋଗଦିଅନାହିଁଯେ,'ତୁମ୍ଭରସଦାପ୍ରଭୁକାହାନ୍ତି।'
Joel 2:17 Picture in Oriya