Joel 1:4
ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶଷେ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି।
Joel 1:4 in Other Translations
King James Version (KJV)
That which the palmerworm hath left hath the locust eaten; and that which the locust hath left hath the cankerworm eaten; and that which the cankerworm hath left hath the caterpiller eaten.
American Standard Version (ASV)
That which the palmer-worm hath left hath the locust eaten; and that which the locust hath left hath the canker-worm eaten; and that which the canker-worm hath left hath the caterpillar eaten.
Bible in Basic English (BBE)
What the worm did not make a meal of, has been taken by the locust; and what the locust did not take, has been food for the plant-worm; and what the plant-worm did not take, has been food for the field-fly.
Darby English Bible (DBY)
that which the palmer-worm hath left hath the locust eaten; and that which the locust hath left hath the cankerworm eaten; and that which the cankerworm hath left hath the caterpillar eaten.
World English Bible (WEB)
What the swarming locust has left, the great locust has eaten. What the great locust has left, the grasshopper has eaten. What the grasshopper has left, the caterpillar has eaten.
Young's Literal Translation (YLT)
What is left of the palmer-worm, eaten hath the locust, And what is left of the locust, Eaten hath the cankerworm, And what is left of the cankerworm, Eaten hath the caterpillar.
| That which the palmerworm | יֶ֤תֶר | yeter | YEH-ter |
| hath left | הַגָּזָם֙ | haggāzām | ha-ɡa-ZAHM |
| locust the hath | אָכַ֣ל | ʾākal | ah-HAHL |
| eaten; | הָֽאַרְבֶּ֔ה | hāʾarbe | ha-ar-BEH |
| and that which the locust | וְיֶ֥תֶר | wĕyeter | veh-YEH-ter |
| left hath | הָאַרְבֶּ֖ה | hāʾarbe | ha-ar-BEH |
| hath the cankerworm | אָכַ֣ל | ʾākal | ah-HAHL |
| eaten; | הַיָּ֑לֶק | hayyāleq | ha-YA-lek |
| cankerworm the which that and | וְיֶ֣תֶר | wĕyeter | veh-YEH-ter |
| hath left | הַיֶּ֔לֶק | hayyeleq | ha-YEH-lek |
| hath the caterpiller | אָכַ֖ל | ʾākal | ah-HAHL |
| eaten. | הֶחָסִֽיל׃ | heḥāsîl | heh-ha-SEEL |
Cross Reference
Joel 2:25
ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ଯକୁ ଆପଣା ଯେଉଁ ମହା ସୈନ୍ଯଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁଘୁର୍ରିଯା ଓ ପରିପକ୍ବ ତୁମ୍ଭମାନଙ୍କ ବିରୁଦ୍ଧ ରେ ପଠାଇଲୁ। ସମାନେେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫରୋଇ ଦବୋ, ଯାହା ବର୍ଷଧରି ଖାଇୟାଇଛନ୍ତି।
Amos 4:9
ଉତ୍ତାପ ଓ ରୋଗଦ୍ବାରା ତୁମ୍ଭର ଶସ୍ଯସବୁ ନଷ୍ଟ କଲୁ। ଆମ୍ଭେ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷା କ୍ଷତକେୁ ଧ୍ବଂସ କଲୁ। ଫଙ୍ଗପାଳ ତୁମ୍ଭର ଡିମିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ବଂସ କଲେ। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।
Amos 7:1
ସଦାପ୍ରଭୁ ମାେତେ ଏହା ଦଖାଇେଲେ। ଦ୍ବିତୀୟବାର ଶସ୍ଯ ଉତ୍ପାଦନ ଆରମ୍ଭ ହବୋ ସମୟରେ ସେ ପଙ୍ଗପାଳ ସୃଷ୍ଟି କଲେ। ରାଜା ପ୍ରଥମବାର ଶସ୍ଯ ଅମଳ କଲାପ ରେ ଏହା ଦ୍ବିତୀୟବାର ଶସ୍ଯ ଥିଲା।
Isaiah 33:4
ପତଙ୍କ ଖାଦ୍ୟ ସଂଗ୍ରହ କଲାପରି ତୁମ୍ଭମାନଙ୍କର ସମ୍ପତ୍ତି ଲୁଟିତ ସଂଗୃହିତ ହବେ। ଯେପରି ପତଙ୍ଗମାନେ ଡ଼ିଆଁ ମାରନ୍ତି, ସହେିପରି ବହୁଲୋକ ତା ଉପ ରେ ଡ଼ିଆଁ ମାରିବେ।
Psalm 105:34
ପରମେଶ୍ବର ନିର୍ଦ୍ଦଶେ ଦେଲେ ଓ ଅସଂଖ୍ଯ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ, ସମାନେେ ଅସଂଖ୍ଯ ଥିଲେ।
Psalm 78:46
ପରମେଶ୍ବର ସମାନଙ୍କେ ଫସଲକୁ କୀଟ ପଠାଇଲେ। ସମାନଙ୍କେର ପରିଶ୍ରମର ଫଳ ପଙ୍ଗପାଳମାନଙ୍କୁ ଦେଲେ।
Deuteronomy 28:38
ତୁମ୍ଭେ କ୍ଷେତ୍ରକକ୍ସ୍ଟ ବହକ୍ସ୍ଟତ ବିହନ ବହିନବେ ମାତ୍ର ଅଳ୍ପ ସଂଗ୍ରହ କରିବ। କାରଣ ପଙ୍ଗପାଳ ତାହା ଖାଇ ପକାଇବେ।
Exodus 10:4
ତୁମ୍ଭମାନେେ ଯଦି ମାରେ ଲୋକମାନଙ୍କୁ ୟିବାକୁ ନଦିଅ। ତବେେ କାଲି ତୁମ୍ଭ ରାଜ୍ଯ ରେ ପଙ୍ଗପାଳ ଦଳ ଆଣିବି।
Revelation 9:3
ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସମାନଙ୍କେୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା।
Nahum 3:15
ତୁମ୍ଭେ ସହେି ସବୁ କାମ କରିପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାବେ ଧ୍ବଂସ କରିବ। ଖଣ୍ତା ତୁମ୍ଭକୁ ହତ୍ଯା କରିବ, ତୁମ୍ଭର ଜମି ରେ ଦଳେ ପଙ୍ଗପାଳ ସଦୃଶ ଦଖାେଯିବେ ୟିଏକି ଆସିବ ଏବଂ ସବୁ ଖାଇ ଦବେେ।
Jeremiah 51:27
ତୁମ୍ଭମାନେେ ଦେଶ ରେ ଧ୍ବଜା ସ୍ଥାପନ କର, ଗୋଷ୍ଠୀଯମାନଙ୍କ ମଧିଅରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧ ରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍ମିନସ୍ ରାଜ୍ଯକୁ ତାହାର ବିରୁଦ୍ଧ ରେ ଏକତ୍ର ଡ଼ାକ। ତାହାର ବିରୁଦ୍ଧ ରେ ସନୋପତିମାନଙ୍କୁ ନିୟୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ଯା ରେ ଅଶ୍ବଗଣ ପଠାଅ।
Jeremiah 51:14
ସୈନ୍ଯାଧିପତି ସଦାପ୍ରଭୁ ଆପଣା ନାମ ରେ ଏହି ଶପଥ କରିଅଛନ୍ତି, ହେ ବାବିଲ, ଆମ୍ଭେ ତୁମ୍ଭକୁ ପଙ୍ଗପାଳ ସଦୃଶ ଶତ୍ରୁ ସୈନ୍ଯ ରେ ପୂର୍ଣ୍ଣ କରିବା। ଆଉ ସମାନେେ ତୁମ୍ଭ ବିରୁଦ୍ଧ ରେ ବିଜଯର ଜଯକାର କରିବେ।
2 Chronicles 7:13
ଯେତବେେଳେ ଆମ୍ଭେ ଆକାଶ ରୁଦ୍ଧ କରୁ, ବର୍ଷା ହୁଏ ନାହିଁ, କି ଆମ୍ଭେ ପଙ୍ଗପାଳମାନଙ୍କୁ ଦେଶ ବିନାଶ କରିବାକୁ ଆଦେଶ ଦେଉ ଅବା ଆମ୍ଭେ ଆମ୍ଭର ଲୋକମାନଙ୍କ ନିକଟକୁ ରୋଗ ପ୍ ରରଣେ କରୁ,
2 Chronicles 6:28
ଦେଶ ରେ ହୁଏତ ଦୁର୍ଭିକ୍ଷ ପଡ଼ିପା ରେ, କିଅବା ଭୟଙ୍କର ରୋଗ ସବୁ ହାଇପୋ ରେ, ଅବା ଶସ୍ଯସବୁ ରୋଗଗ୍ରସ୍ତ ହାଇପୋ ରେ, ଅଥବା ଫିମ୍ପି, କିଅବା ପଙ୍ଗପାଳ, ନତୁବା ଝିଣ୍ଟିକା କିଅବା ଶତ୍ରୁମାନେ ଯଦି ଇଶ୍ରାୟେଲର ଲୋକମାନଙ୍କୁ ସମାନଙ୍କେ ନଗର ମଧିଅରେ ଆକ୍ରମଣ କରନ୍ତି, କିଅବା ଯଦି ଇଶ୍ରାୟେଲ ରେ କୌଣସି ପ୍ରକାରର ରୋଗ ଦଖାୟୋଏ,
1 Kings 8:37
ଯବେେ ଦେଶ ରେ ଦୁର୍ଭିକ୍ଷ ହୁଏ, ଯବେେ ମହାମାରୀ ହୁଏ, ଶସ୍ଯ ସବୁ ନଷ୍ଟ ହୁଏ, ପଙ୍ଗପାଳ ଓ କୀଟ ଦ୍ବାରା ନଷ୍ଟ ହୁଏ, ଶତୃମାନଙ୍କଦ୍ବାରା ନଗର ସମୂହ ଆକ୍ରମିତ ହାଇେ ଅବରୁଦ୍ଧ ହୁଏ ଓ ଯବେେ ତୁମ୍ଭର ଲୋକେ ରୋଗାକ୍ରାନ୍ତ ହୁଅନ୍ତି।
Deuteronomy 28:42
ପଙ୍ଗପାଳ ଦଳ ତୁମ୍ଭର ସମସ୍ତ ଫସଲ ଓ ବୃକ୍ଷ ସବୁ ଖାଇଯିବେ।
Exodus 10:12
ସଦାପ୍ରଭୁ ମାଶାଙ୍କେୁ କହିଲେ, ମିଶରର ଭୂମିରେ ତୁମ୍ଭ ହସ୍ତ ପ୍ରସାରଣ କର, ଏବଂ ମିଶର ଭୂମିରେ ପଙ୍ଗପାଳ ଦଳ ମିଶର ରେ ମାଡିଯିବେ। ଯାହା କୁଆପଥର ବୃଷ୍ଟିରୁ ବଞ୍ଚିଛି ତାହାସବୁ ସମାନେେ ଖାଇଯିବେ।