Joel 1

1 ପଥୂଯଲଙ୍କେ ପୁତ୍ର ଯାୟେଲ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ଲାଭ କଲେ।

2 ହେ ପ୍ରାଚୀନଗଣ, ତୁମ୍ଭମାନେେ ମାରେ ଏହି ବାର୍ତ୍ତା ଶୁଣ। ହେ ସମସ୍ତ ଦେଶବାସୀ, ମାରେ କଥା ପ୍ରତି କର୍ଣ୍ଣପାତ କର। ତୁମ୍ଭ ସମୟରେ କି ତୁମ୍ଭ ପିତୃପୁରୁଷଙ୍କ ସମୟରେ ଏପରି କିଛି ଘଟିଅଛି? ନା, ଏହା ଘଟି ନାହିଁ କି ଘଟି ନଥିଲା।

3 ଏହି ସମ୍ବାଦ ତୁମ୍ଭେ ତୁମ୍ଭ ପିଲାମାନଙ୍କୁ ଜଣାଅ। ତୁମ୍ଭର ପିଲାମାନେ ସମାନଙ୍କେର ସନ୍ତାନମାନଙ୍କୁ ଜଣାନ୍ତୁ ଓ ତୁମ୍ଭର ନାତିମାନେ ସମାନଙ୍କେର ପରବର୍ତ୍ତୀ ବଂଶଧରଙ୍କୁ ଜଣାନ୍ତୁ।

4 ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶଷେ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି।

5 ହେ ମଦ୍ଯପଗଣ, ଉଠ ଓ ରୋଦନ କର। ତୁମ୍ଭେ ସମସ୍ତେ ଯେଉଁମାନେ ମଦ୍ଯପାନ କରିଛ, କ୍ରନ୍ଦନ କର। କାରଣ ତୁମ୍ଭର ସହେି ମଧୁର ଦ୍ରାକ୍ଷାରସ ଶଷେ ହାଇେଛି। ତୁମ୍ଭମାନେେ ଆଉ ତା'ର ସ୍ବାଦ ପାଇବ ନାହିଁ।

6 ଆମ୍ଭ ଦେଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା। ସମାନଙ୍କେର ସଂଖ୍ଯା ଅଗଣିତ ଥିଲା। ସମାନଙ୍କେର ଦାନ୍ତଗୁଡିକ ସିଂହର ଦନ୍ତଠାରୁ ତୀକ୍ଷ୍ଣ ଥିଲା ଏବଂ ସମାନଙ୍କେର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ଯ।

7 ସମାନେେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି, ଏହାର ସୁନ୍ଦର ଦ୍ରାକ୍ଷାଗୁଡିକ ଶୁଖି ନଷ୍ଟ ହାଇୟୋଇଛି। ସମାନେେ ମାରେ ଡିମିରି ବୃକ୍ଷର ବକ୍କଳ ଛଡାଇ ଫିଙ୍ଗି ଦଇେଛନ୍ତି।

8 ଗୋଟିଏ କୁଆଁରୀକନ୍ଯା ପରି କାନ୍ଦ ଏବଂ ଦୁଃଖ କର ଯେପରି ତା'ର ବର ମରିଛି। ସେ ତା'ର ବିବାହ ପୋଷାକ ଖାଲିେ ଦେଉ ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ।

9 ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଆଉ ରହିବ ନାହିଁ।

10 ଶସ୍ଯ କ୍ଷେତ୍ର ଧ୍ବଂସ ହାଇେଛି, ଏପରିକି ଭୂମି ମଧ୍ଯ କାନ୍ଦୁଛି। କାରଣ ଶସ୍ଯସବୁ ନଷ୍ଟ ହାଇେଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ୟାଇଛି। ଅଲିଭ ତଲେ ଶଷେ ହାଇୟୋଇଛି।

11 ହେ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ବର ରେ କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭମାନେେ ମଧ୍ଯ ରୋଦନ କର। କାରଣ ତୁମ୍ଭର କ୍ଷତେ ରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ବଂସ ହାଇେଛି।

12 ଦ୍ରାକ୍ଷାଲତାଗୁଡିକ ଶୁଷ୍କ ହାଇେଛନ୍ତି ଓ ଡିମିରି ବୃକ୍ଷ ମରି ୟାଇଛି। ସମସ୍ତ ଡାଳିମ୍ବ, ତାଳ ଓ ସେଓ ବୃକ୍ଷଗୁଡିକ ଶୁଖି ୟାଇଛି। ଲୋକମାନଙ୍କର ସମସ୍ତ ସୁଖ ମରିୟାଇଛି।

13 ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ବର ରେ ବିଳାପ କର। ହେ ୟଜ୍ଞବଦେୀର ପରିଗ୍ଭଳକ ଗଣ, ତୁମ୍ଭମାନେେ ଚଟ ବସ୍ତ୍ର ପରିଧାନ କରି ରାତ୍ରିୟାପନ କର। କାରଣ ପରମେଶ୍ବରଙ୍କ ମନ୍ଦିର ରେ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ମିଳିବ ନାହିଁ।

14 ଲୋକମାନଙ୍କୁ କୁହ ଯେ ଉପବାସ ପାଇଁ ଗୋଟିଏ ସ୍ବତନ୍ତ୍ର ସମୟ ହବେ। ସମସ୍ତ ଲୋକଙ୍କୁ ଏକ ସ୍ବତନ୍ତ୍ର ସଭାକୁ ଆହ୍ବାନ କର। ପ୍ରାଚୀନ ଲୋକମାନଙ୍କୁ ଓ ନାଗରିକମାନଙ୍କୁ ଏକତ୍ରୀତ କର। ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରକୁ ଆଣି ସାରିଲା ପ ରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବାକୁ ସମାନଙ୍କେୁ କୁହ।

15 ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସହେି ସମୟରେ ସର୍ବଶକ୍ତିମାନ ପରମେଶ୍ବରଙ୍କ ନିକଟରୁ ଦଣ୍ତ ପ୍ରଳଯ ତୁଲ୍ଯ ଆସିବ।

16 ଆମ୍ଭମାନଙ୍କର ଖାଦ୍ୟ ଓ ଆନନ୍ଦ ଉଲ୍ଲାସ ପରମେଶ୍ବରଙ୍କ ମନ୍ଦିରରୁ ଗ୍ଭଲି ୟାଇଛି।

17 ଆମ୍ଭମାନେେ ଯେଉଁ ମଞ୍ଜି ଭୁମି ରେ ରୋପଣ କରିଥିଲୁ ସଗେୁଡିକ ମାଟି ରେ ଶୁଖି ମରିୟାଇଛି। ଆମ୍ଭମାନଙ୍କର ରୋପିତ ବୃକ୍ଷ ଶୁଷ୍କ ଓ ମୃତ। ଆମ୍ଭର ଶସ୍ଯ ଅମାର ଶୂନ୍ଯ ଓ ଭଗ୍ନ ପ୍ରାଯ।

18 ପଶୁଗଣ କ୍ଷୁଧା ରେ ବିଳାପ କରୁଛନ୍ତି। ଗୋରୁପଲ ଏଣତେଣେେ ବିଚରଣ କରୁଛନ୍ତି, ଘାସ ନପାଇ ବ୍ଯାକୁଳ ହେଉଛନ୍ତି। ମଷେପଲ ମଧ୍ଯ ୟନ୍ତ୍ରଣା ଭୋଗ କରୁଛନ୍ତି।

19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଗତ କରି ଦଇେଛି। ସହେି ଅଗ୍ନି ଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ ପୋଡି଼ ଜାଳି ଦଇେଛି।

20 ବନ୍ଯ ପ୍ରାଣୀମାନେ ମଧ୍ଯ ତୁମ୍ଭର ସାହାୟ୍ଯ ଭିକ୍ଷା କରୁଛନ୍ତି। ଝରଣାଗୁଡିକ ଜଳଶୂନ୍ଯ ଓ ଶୁଷ୍କ। ଅଗ୍ନି ଆମ୍ଭର ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରିଛି।

1 The word of the Lord that came to Joel the son of Pethuel.

2 Hear this, ye old men, and give ear, all ye inhabitants of the land. Hath this been in your days, or even in the days of your fathers?

3 Tell ye your children of it, and let your children tell their children, and their children another generation.

4 That which the palmerworm hath left hath the locust eaten; and that which the locust hath left hath the cankerworm eaten; and that which the cankerworm hath left hath the caterpiller eaten.

5 Awake, ye drunkards, and weep; and howl, all ye drinkers of wine, because of the new wine; for it is cut off from your mouth.

6 For a nation is come up upon my land, strong, and without number, whose teeth are the teeth of a lion, and he hath the cheek teeth of a great lion.

7 He hath laid my vine waste, and barked my fig tree: he hath made it clean bare, and cast it away; the branches thereof are made white.

8 Lament like a virgin girded with sackcloth for the husband of her youth.

9 The meat offering and the drink offering is cut off from the house of the Lord; the priests, the Lord’s ministers, mourn.

10 The field is wasted, the land mourneth; for the corn is wasted: the new wine is dried up, the oil languisheth.

11 Be ye ashamed, O ye husbandmen; howl, O ye vinedressers, for the wheat and for the barley; because the harvest of the field is perished.

12 The vine is dried up, and the fig tree languisheth; the pomegranate tree, the palm tree also, and the apple tree, even all the trees of the field, are withered: because joy is withered away from the sons of men.

13 Gird yourselves, and lament, ye priests: howl, ye ministers of the altar: come, lie all night in sackcloth, ye ministers of my God: for the meat offering and the drink offering is withholden from the house of your God.

14 Sanctify ye a fast, call a solemn assembly, gather the elders and all the inhabitants of the land into the house of the Lord your God, and cry unto the Lord,

15 Alas for the day! for the day of the Lord is at hand, and as a destruction from the Almighty shall it come.

16 Is not the meat cut off before our eyes, yea, joy and gladness from the house of our God?

17 The seed is rotten under their clods, the garners are laid desolate, the barns are broken down; for the corn is withered.

18 How do the beasts groan! the herds of cattle are perplexed, because they have no pasture; yea, the flocks of sheep are made desolate.

19 O Lord, to thee will I cry: for the fire hath devoured the pastures of the wilderness, and the flame hath burned all the trees of the field.

20 The beasts of the field cry also unto thee: for the rivers of waters are dried up, and the fire hath devoured the pastures of the wilderness.

Tamil Indian Revised Version
மாராவிலிருந்து புறப்பட்டு, ஏலிமுக்குப் போனார்கள்; ஏலிமிலே பன்னிரண்டு நீரூற்றுகளும் எழுபது பேரீச்சமரங்களும் இருந்தது; அங்கே முகாமிட்டார்கள்.

Tamil Easy Reading Version
ஜனங்கள் மாராவை விட்டு ஏலிமிற்குச் சென்று அங்கே கூடாரமிட்டனர். அங்கே 12 நீருற்றுகளும், 70 பேரீச்சம் மரங்களும் இருந்தன.

Thiru Viviliam
பின்பு, மாராவிலிருந்து புறப்பட்டு அவர்கள் ஏலிமுக்கு வந்தனர். ஏலிமில் பன்னிரு நிரூற்றுகளும், எழுபது பேரீச்சை மரங்களும் இருந்தன. அவர்கள் அங்கே பாளையமிறங்கினர்.

Numbers 33:8Numbers 33Numbers 33:10

King James Version (KJV)
And they removed from Marah, and came unto Elim: and in Elim were twelve fountains of water, and threescore and ten palm trees; and they pitched there.

American Standard Version (ASV)
And they journeyed from Marah, and came unto Elim: and in Elim were twelve springs of water, and threescore and ten palm-trees; and they encamped there.

Bible in Basic English (BBE)
And from Marah they went on to Elim: and in Elim there were twelve water-springs and seventy palm-trees; and they put up their tents there.

Darby English Bible (DBY)
And they removed from Marah, and came to Elim; and in Elim were twelve springs of water, and seventy palm-trees, and they encamped there.

Webster’s Bible (WBT)
And they removed from Marah, and came to Elim: and in Elim were twelve fountains of water, and seventy palm-trees; and they encamped there.

World English Bible (WEB)
They traveled from Marah, and came to Elim: and in Elim were twelve springs of water, and seventy palm trees; and they encamped there.

Young’s Literal Translation (YLT)
And they journey from Marah, and come in to Elim, and in Elim `are’ twelve fountains of waters, and seventy palm trees, and they encamp there;

எண்ணாகமம் Numbers 33:9
மாராவிலிருந்து புறப்பட்டு, ஏலிமுக்குப் போனார்கள்; ஏலிமிலே பன்னிரண்டு நீரூற்றுகளும் எழுபது பேரீச்சமரங்களும் இருந்தது, அங்கே பாளயமிறங்கினார்கள்.
And they removed from Marah, and came unto Elim: and in Elim were twelve fountains of water, and threescore and ten palm trees; and they pitched there.

And
they
removed
וַיִּסְעוּ֙wayyisʿûva-yees-OO
from
Marah,
מִמָּרָ֔הmimmārâmee-ma-RA
and
came
וַיָּבֹ֖אוּwayyābōʾûva-ya-VOH-oo
Elim:
unto
אֵילִ֑מָהʾêlimâay-LEE-ma
and
in
Elim
וּ֠בְאֵילִםûbĕʾêlimOO-veh-ay-leem
were
twelve
שְׁתֵּ֣יםšĕttêmsheh-TAME

עֶשְׂרֵ֞הʿeśrēes-RAY
fountains
עֵינֹ֥תʿênōtay-NOTE
of
water,
מַ֛יִםmayimMA-yeem
ten
and
threescore
and
וְשִׁבְעִ֥יםwĕšibʿîmveh-sheev-EEM
palm
trees;
תְּמָרִ֖יםtĕmārîmteh-ma-REEM
and
they
pitched
וַיַּֽחֲנוּwayyaḥănûva-YA-huh-noo
there.
שָֽׁם׃šāmshahm