Bible

Job 32 - WEB (Oriya)

1 So these three men ceased to answer Job, because he was righteous in his own eyes.ଏହାପରେ ଆୟୁବର ତିନି ବନ୍ଧୁ ଉତ୍ତର ଦବୋକୁ କ୍ଷାନ୍ତ ହେଲେ। କାରଣ ସମାନେେ ଦେଖିଲେ, ଆୟୁବ ନିଜ ଆଖି ରେ ଧାର୍ମିକ ଅଟେ।

2 Then the wrath of Elihu the son of Barachel, the Buzite, of the family of Ram, was kindled against Job. His wrath was kindled because he justified himself rather than God.କିନ୍ତୁ ସଠାେରେ ଜଣେ ୟୁବକ ଇଲୀହୁ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀଯ ନାମକ ଜଣେ ବ୍ଯକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାହିଁକି ? କାରଣ ଆୟୁବ ନିଜେ ଠିକ୍ ବୋଲି ଘାଷେଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ବର ଭୁଲ୍।

3 Also his wrath was kindled against his three friends, because they had found no answer, and yet had condemned Job.ଇଲୀହୁ ମଧ୍ଯ ଆୟୁବର ତିନି ବନ୍ଧୁ ଉପରେ ରାଗି ଥିଲା। କାହିଁକି ? କାରଣ ଆୟୁବର ତିନିବନ୍ଧୁ ଆୟୁବର ୟୁକ୍ତିର ଉତ୍ତର ଦଇପୋରିଲେ ନାହିଁ। କିନ୍ତୁ ତଥାପି ସମାନେେ ଆୟୁବକୁ ଦୋଷ ଦେଲେ।

4 Now Elihu had waited to speak to Job, because they were elder than he.ଇଲୀହୁ ସଠାେରେ ସବୁଠାରୁ ସାନ ଥିଲା। ସେ ମଧ୍ଯ ସବୁ କଥା ଶୁଣିସାରିବା ପର୍ୟ୍ଯନ୍ତ ଅପେକ୍ଷା କରିଥିଲା। ତା'ପରେ ସେ ଭାବିଲା ସେ ବର୍ତ୍ତମାନ ଆୟୁବ ସହିତ କଥା କହିପାରିବ।

5 When Elihu saw that there was no answer in the mouth of these three men, his wrath was kindled.କିନ୍ତୁ ତା'ପରେ ଇଲୀହୁ ଦେଖିଲା ଆୟୁବର ତିନୋଟି ସାଙ୍ଗଙ୍କର ଅଧିକ କିଛି କହିବାର ନାହିଁ। ତେଣୁ ସେ ରାଗିଗଲା।

6 Elihu the son of Barachel the Buzite answered, "I am young, and you are very old; Therefore I held back, and didn't dare show you my opinion.ତା'ପରେ ଇଲୀହୁ କହିବାକୁ ଆରମ୍ଭ କଲା। ସେ କହିଲା,

7 I said, 'Days should speak, And multitude of years should teach wisdom.'ମୁଁ ନିଜେ ଚିନ୍ତା କରୁଥିଲି, 'ବଯସ୍କ ଲୋକମାନେ ପ୍ରଥମେ କହିବା ଉଚିତ। ସମାନେେ ଅନକେ ଦିନ ହେଲା ବଞ୍ଚିଛନ୍ତି। ସମାନେେ ଅନକେ କଥା ଶିଖିଛନ୍ତି।'

8 But there is a spirit in man, And the breath of the Almighty gives them understanding.କିନ୍ତୁ ମଣିଷ ଭିତ ରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ବାସ ଯାହା ସମାନଙ୍କେୁ ସମସ୍ତ ବୁଝାମଣା ଦଇେଥାଏ।

9 It is not the great who are wise, Nor the aged who understand justice.ବଯସ୍କ ଲୋକମାନେ କବଳେ ଜ୍ଞାନୀ ନୁହଁନ୍ତି, ଏହା ନୁହେଁ ଯେ କବଳେ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି।

10 Therefore I said, 'Listen to me; I also will show my opinion.'ତେଣୁ ଦୟାକରି ମାେ କଥା ଶୁଣନ୍ତୁ। ଏବଂ ମୁଁ କ'ଣ ଭାବୁଛି ତାହା କହିବି।

11 "Behold, I waited for your words, And I listened for your reasoning, While you searched out what to say.ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ର୍ଧୈୟ୍ଯର ସହ ଶୁଣିଲି। ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି।

12 Yes, I gave you my full attention, But there was no one who convinced Job, Or who answered his words, among you.ଆପଣ ଯେଉଁ ଜିନିଷ କହିଲେ ତାହା ସାବଧାନ ହାଇେ ଶୁଣିଲି। ଆପଣମାନଙ୍କ ମଧ୍ଯରୁ ଜଣେ କହେି ଆୟୁବଙ୍କୁ ଭୁଲ୍ ବୋଲି ପ୍ରମାଣ କରିପାରିଲା ନାହିଁ, କିମ୍ବା ତାଙ୍କର ୟୁକ୍ତିର ଉତ୍ତର ଦଇପୋରିଲ ନାହିଁ।

13 Beware lest you say, 'We have found wisdom, God may refute him, not man:'ଆପଣ ତିନିଜଣ କହିପାରିବେ ନାହିଁ ଯେ ଆପଣମାନେ ଜ୍ଞାନ ଲାଭ କରି ଅଛନ୍ତି। ଆୟୁବର ୟୁକ୍ତିର ଉତ୍ତର ପରମେଶ୍ବର ନିଶ୍ଚଯ ଦବୋ ଉଚିତ୍, ଲୋକମାନେ ନୁହଁନ୍ତି।

14 For he has not directed his words against me; Neither will I answer him with your speeches.ଆୟୁବ ତାଙ୍କ ୟୁକ୍ତି ମାେ ଆଗ ରେ ଉପସ୍ଥାପିତ କରି ନାହାନ୍ତି। ଆପଣ ତିନିଜଣ ବ୍ଯବହାର କରିଥିବା ୟୁକ୍ତିକୁ ମୁଁ ବ୍ଯବହାର କରିବି ନାହିଁ।

15 "They are amazed. They answer no more. They don't have a word to say.ଆୟୁବ, ଏହି ଲୋକମାନେ ୟୁକ୍ତି ରେ ହାରିଗଲେ। ସମାନଙ୍କେର ଅଧିକ କିଛି କହିବାର ନାହିଁ। ସମାନଙ୍କେର କୌଣସି ଅତିରିକ୍ତ ଉତ୍ତର ମଧ୍ଯ ନାହିଁ।

16 Shall I wait, because they don't speak, Because they stand still, and answer no more?ଆୟୁବ ଏହି ଲୋକମାନଙ୍କର ଉତ୍ତରକୁ ମୁଁ ଅପେକ୍ଷା କଲି କିନ୍ତୁ ବର୍ତ୍ତମାନ ସମାନେେ ନୀରବ। ସମାନେେ ତୁମ୍ଭସହ ୟୁକ୍ତି କରିବା ବନ୍ଦ କରି ଦଇେଛନ୍ତି।

17 I also will answer my part, And I also will show my opinion.ସେଥିପାଇଁ ମୁଁ ବର୍ତ୍ତମାନ ମାରେଉତ୍ତର ଦବେି। ହଁ, ମୁଁ ଯାହା ଚିନ୍ତା କରୁଛି ମୁଁ କହିବି।

18 For I am full of words. The spirit within me constrains me.ମାରେ ବହୁତ କିଛି କହିବାର ଅଛି ଯେ ମୁଁ ପ୍ରାଯତଃ ବିସ୍ଫୋରଣ କରିୟିବି।

19 Behold, my breast is as wine which has no vent; Like new wineskins it is ready to burst.ମୁଁ ନୂଆ ଭରା ପାଇଥିବା ଗୋଟିଏ ମଦ ବୋତଲ, ଯାହା ଏପର୍ୟ୍ଯନ୍ତ ଖାେଲା ୟାଇ ନାହିଁ। ମୁଁ ଏକ ନୂଆ ମଦ୍ଯ ଭାଣ୍ଡ ପରି ଯାହା ଫାଟିୟିବା ପାଇଁ ପ୍ରସ୍ତୁତ।

20 I will speak, that I may be refreshed. I will open my lips and answer.ତେଣୁ ମୁଁ ନିଶ୍ଚଯ କହିବି। ତା'ପରେ ମୁଁ ବିଶ୍ବାସ ଅନୁଭବ କରିବି। ଆଯବର ୟୁକ୍ତିର ମୁଁ ଉତ୍ତର ଦବେି ଓ ନିଶ୍ଚଯ କହିବି।

21 Please don't let me respect any man's person, Neither will I give flattering titles to any man.ଅନ୍ୟ ବ୍ଯକ୍ତିମାନଙ୍କୁ ମୁଁ ଯଭେଳି ବ୍ଯବହାର କରେ, ଆୟୁବ ସହିତ ମୁଁ ସଭେଳି ବ୍ଯବହାର କରିବି। ତା'ର ମନଲାଖି କଥା କହିବା ପାଇଁ ମୁଁ ଚେଷ୍ଟା କରିବି ନାହିଁ। ଯାହା ଉଚିତ ତାହା ମୁଁ କହିବି।

22 For I don't know how to give flattering titles; Or else my Maker would soon take me away.ଗୋଟିଏ ବ୍ଯକ୍ତିଠାରୁ ଆଉ ଗୋଟିଏ ବ୍ଯକ୍ତିକୁ ଅଧିକ ଭଲ ବ୍ଯବହାର କରିପାରିବି ନାହିଁ। ଯଦି ମୁଁ କରେ ପରମେଶ୍ବର ମାେତେ ଦଣ୍ଡ ଦବେେ।

Oriya Bible