Job 32

1 ଏହାପରେ ଆୟୁବର ତିନି ବନ୍ଧୁ ଉତ୍ତର ଦବୋକୁ କ୍ଷାନ୍ତ ହେଲେ। କାରଣ ସମାନେେ ଦେଖିଲେ, ଆୟୁବ ନିଜ ଆଖି ରେ ଧାର୍ମିକ ଅଟେ।

2 କିନ୍ତୁ ସଠାେରେ ଜଣେ ୟୁବକ ଇଲୀହୁ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀଯ ନାମକ ଜଣେ ବ୍ଯକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାହିଁକି ? କାରଣ ଆୟୁବ ନିଜେ ଠିକ୍ ବୋଲି ଘାଷେଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ବର ଭୁଲ୍।

3 ଇଲୀହୁ ମଧ୍ଯ ଆୟୁବର ତିନି ବନ୍ଧୁ ଉପରେ ରାଗି ଥିଲା। କାହିଁକି ? କାରଣ ଆୟୁବର ତିନିବନ୍ଧୁ ଆୟୁବର ୟୁକ୍ତିର ଉତ୍ତର ଦଇପୋରିଲେ ନାହିଁ। କିନ୍ତୁ ତଥାପି ସମାନେେ ଆୟୁବକୁ ଦୋଷ ଦେଲେ।

4 ଇଲୀହୁ ସଠାେରେ ସବୁଠାରୁ ସାନ ଥିଲା। ସେ ମଧ୍ଯ ସବୁ କଥା ଶୁଣିସାରିବା ପର୍ୟ୍ଯନ୍ତ ଅପେକ୍ଷା କରିଥିଲା। ତା'ପରେ ସେ ଭାବିଲା ସେ ବର୍ତ୍ତମାନ ଆୟୁବ ସହିତ କଥା କହିପାରିବ।

5 କିନ୍ତୁ ତା'ପରେ ଇଲୀହୁ ଦେଖିଲା ଆୟୁବର ତିନୋଟି ସାଙ୍ଗଙ୍କର ଅଧିକ କିଛି କହିବାର ନାହିଁ। ତେଣୁ ସେ ରାଗିଗଲା।

6 ତା'ପରେ ଇଲୀହୁ କହିବାକୁ ଆରମ୍ଭ କଲା। ସେ କହିଲା,

7 ମୁଁ ନିଜେ ଚିନ୍ତା କରୁଥିଲି, 'ବଯସ୍କ ଲୋକମାନେ ପ୍ରଥମେ କହିବା ଉଚିତ। ସମାନେେ ଅନକେ ଦିନ ହେଲା ବଞ୍ଚିଛନ୍ତି। ସମାନେେ ଅନକେ କଥା ଶିଖିଛନ୍ତି।'

8 କିନ୍ତୁ ମଣିଷ ଭିତ ରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ବାସ ଯାହା ସମାନଙ୍କେୁ ସମସ୍ତ ବୁଝାମଣା ଦଇେଥାଏ।

9 ବଯସ୍କ ଲୋକମାନେ କବଳେ ଜ୍ଞାନୀ ନୁହଁନ୍ତି, ଏହା ନୁହେଁ ଯେ କବଳେ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି।

10 ତେଣୁ ଦୟାକରି ମାେ କଥା ଶୁଣନ୍ତୁ। ଏବଂ ମୁଁ କ'ଣ ଭାବୁଛି ତାହା କହିବି।

11 ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ର୍ଧୈୟ୍ଯର ସହ ଶୁଣିଲି। ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି।

12 ଆପଣ ଯେଉଁ ଜିନିଷ କହିଲେ ତାହା ସାବଧାନ ହାଇେ ଶୁଣିଲି। ଆପଣମାନଙ୍କ ମଧ୍ଯରୁ ଜଣେ କହେି ଆୟୁବଙ୍କୁ ଭୁଲ୍ ବୋଲି ପ୍ରମାଣ କରିପାରିଲା ନାହିଁ, କିମ୍ବା ତାଙ୍କର ୟୁକ୍ତିର ଉତ୍ତର ଦଇପୋରିଲ ନାହିଁ।

13 ଆପଣ ତିନିଜଣ କହିପାରିବେ ନାହିଁ ଯେ ଆପଣମାନେ ଜ୍ଞାନ ଲାଭ କରି ଅଛନ୍ତି। ଆୟୁବର ୟୁକ୍ତିର ଉତ୍ତର ପରମେଶ୍ବର ନିଶ୍ଚଯ ଦବୋ ଉଚିତ୍, ଲୋକମାନେ ନୁହଁନ୍ତି।

14 ଆୟୁବ ତାଙ୍କ ୟୁକ୍ତି ମାେ ଆଗ ରେ ଉପସ୍ଥାପିତ କରି ନାହାନ୍ତି। ଆପଣ ତିନିଜଣ ବ୍ଯବହାର କରିଥିବା ୟୁକ୍ତିକୁ ମୁଁ ବ୍ଯବହାର କରିବି ନାହିଁ।

15 ଆୟୁବ, ଏହି ଲୋକମାନେ ୟୁକ୍ତି ରେ ହାରିଗଲେ। ସମାନଙ୍କେର ଅଧିକ କିଛି କହିବାର ନାହିଁ। ସମାନଙ୍କେର କୌଣସି ଅତିରିକ୍ତ ଉତ୍ତର ମଧ୍ଯ ନାହିଁ।

16 ଆୟୁବ ଏହି ଲୋକମାନଙ୍କର ଉତ୍ତରକୁ ମୁଁ ଅପେକ୍ଷା କଲି କିନ୍ତୁ ବର୍ତ୍ତମାନ ସମାନେେ ନୀରବ। ସମାନେେ ତୁମ୍ଭସହ ୟୁକ୍ତି କରିବା ବନ୍ଦ କରି ଦଇେଛନ୍ତି।

17 ସେଥିପାଇଁ ମୁଁ ବର୍ତ୍ତମାନ ମାରେଉତ୍ତର ଦବେି। ହଁ, ମୁଁ ଯାହା ଚିନ୍ତା କରୁଛି ମୁଁ କହିବି।

18 ମାରେ ବହୁତ କିଛି କହିବାର ଅଛି ଯେ ମୁଁ ପ୍ରାଯତଃ ବିସ୍ଫୋରଣ କରିୟିବି।

19 ମୁଁ ନୂଆ ଭରା ପାଇଥିବା ଗୋଟିଏ ମଦ ବୋତଲ, ଯାହା ଏପର୍ୟ୍ଯନ୍ତ ଖାେଲା ୟାଇ ନାହିଁ। ମୁଁ ଏକ ନୂଆ ମଦ୍ଯ ଭାଣ୍ଡ ପରି ଯାହା ଫାଟିୟିବା ପାଇଁ ପ୍ରସ୍ତୁତ।

20 ତେଣୁ ମୁଁ ନିଶ୍ଚଯ କହିବି। ତା'ପରେ ମୁଁ ବିଶ୍ବାସ ଅନୁଭବ କରିବି। ଆଯବର ୟୁକ୍ତିର ମୁଁ ଉତ୍ତର ଦବେି ଓ ନିଶ୍ଚଯ କହିବି।

21 ଅନ୍ୟ ବ୍ଯକ୍ତିମାନଙ୍କୁ ମୁଁ ଯଭେଳି ବ୍ଯବହାର କରେ, ଆୟୁବ ସହିତ ମୁଁ ସଭେଳି ବ୍ଯବହାର କରିବି। ତା'ର ମନଲାଖି କଥା କହିବା ପାଇଁ ମୁଁ ଚେଷ୍ଟା କରିବି ନାହିଁ। ଯାହା ଉଚିତ ତାହା ମୁଁ କହିବି।

22 ଗୋଟିଏ ବ୍ଯକ୍ତିଠାରୁ ଆଉ ଗୋଟିଏ ବ୍ଯକ୍ତିକୁ ଅଧିକ ଭଲ ବ୍ଯବହାର କରିପାରିବି ନାହିଁ। ଯଦି ମୁଁ କରେ ପରମେଶ୍ବର ମାେତେ ଦଣ୍ଡ ଦବେେ।

1 So these three men ceased to answer Job, because he was righteous in his own eyes.

2 Then was kindled the wrath of Elihu the son of Barachel the Buzite, of the kindred of Ram: against Job was his wrath kindled, because he justified himself rather than God.

3 Also against his three friends was his wrath kindled, because they had found no answer, and yet had condemned Job.

4 Now Elihu had waited till Job had spoken, because they were elder than he.

5 When Elihu saw that there was no answer in the mouth of these three men, then his wrath was kindled.

6 And Elihu the son of Barachel the Buzite answered and said, I am young, and ye are very old; wherefore I was afraid, and durst not shew you mine opinion.

7 I said, Days should speak, and multitude of years should teach wisdom.

8 But there is a spirit in man: and the inspiration of the Almighty giveth them understanding.

9 Great men are not always wise: neither do the aged understand judgment.

10 Therefore I said, Hearken to me; I also will shew mine opinion.

11 Behold, I waited for your words; I gave ear to your reasons, whilst ye searched out what to say.

12 Yea, I attended unto you, and, behold, there was none of you that convinced Job, or that answered his words:

13 Lest ye should say, We have found out wisdom: God thrusteth him down, not man.

14 Now he hath not directed his words against me: neither will I answer him with your speeches.

15 They were amazed, they answered no more: they left off speaking.

16 When I had waited, (for they spake not, but stood still, and answered no more;)

17 I said, I will answer also my part, I also will shew mine opinion.

18 For I am full of matter, the spirit within me constraineth me.

19 Behold, my belly is as wine which hath no vent; it is ready to burst like new bottles.

20 I will speak, that I may be refreshed: I will open my lips and answer.

21 Let me not, I pray you, accept any man’s person, neither let me give flattering titles unto man.

22 For I know not to give flattering titles; in so doing my maker would soon take me away.

Tamil Indian Revised Version
மக்கள் எல்லோரும் தண்ணீர் வாசலுக்கு முன்பாக இருந்த திறந்த வெளியிலே ஒருமனப்பட்டுக் கூடி, கர்த்தர் இஸ்ரவேலுக்குக் கற்பித்த மோசேயின் நியாயப்பிரமாண புத்தகத்தைக் கொண்டுவரவேண்டுமென்று வேதபாரகனாகிய எஸ்றாவுக்குச் சொன்னார்கள்.

Tamil Easy Reading Version
ஆண்டின் ஏழாவது மாதத்தில் இஸ்ரவேல் ஜனங்கள் அனைவரும் ஒன்று கூடினார்கள். அவர்கள் ஒன்றாயிருந்தார்கள். அவர்கள் ஒருமனப்பட்டு தண்ணீர் வாசலுக்கு முன்னால் திறந்தவெளியில் அனைவரும் கூடினார்கள். அந்த ஜனங்கள் அனைவரும் எஸ்றா எனும் வேதபாரகனிடம் மோசேயின் சட்டப் புத்தகத்தைக் கொண்டுவர வேண்டுமென்று கேட்டார்கள். அதுதான் இஸ்ரவேல் ஜனங்களுக்குக் கர்த்தரால் கொடுக்கப்பட்ட சட்டப் புத்தகம்.

Thiru Viviliam
மக்கள் அனைவரும், ஒரே ஆளென, தண்ணீர் வாயிலுக்கு எதிரே இருந்த வளாகத்தில் ஒன்றுகூடினர். ஆண்டவர் இஸ்ரயேலுக்குக் கொடுத்த மோசேயின் திருநூலைக் கொண்டுவருமாறு திருநூல் வல்லுநர் எஸ்ராவை வேண்டினர்.

Title
எஸ்றா சட்டத்தை வாசிக்கிறான்

Other Title
திருச்சட்டத்தை மக்கள்முன் எஸ்ரா வாசித்தல்

Nehemiah 8Nehemiah 8:2

King James Version (KJV)
And all the people gathered themselves together as one man into the street that was before the water gate; and they spake unto Ezra the scribe to bring the book of the law of Moses, which the LORD had commanded to Israel.

American Standard Version (ASV)
And all the people gathered themselves together as one man into the broad place that was before the water gate; and they spake unto Ezra the scribe to bring the book of the law of Moses, which Jehovah had commanded to Israel.

Bible in Basic English (BBE)
And when the seventh month came, the children of Israel were in their towns. And all the people came together like one man into the wide place in front of the water-doorway; and they made a request to Ezra the scribe that he would put before them the book of the law of Moses which the Lord had given to Israel.

Darby English Bible (DBY)
all the people gathered together as one man to the open place that was before the water-gate; and they spoke to Ezra the scribe to bring the book of the law of Moses, which Jehovah had commanded Israel.

Webster’s Bible (WBT)
And all the people assembled as one man in the street that was before the water-gate; and they spoke to Ezra the scribe to bring the book of the law of Moses, which the LORD had commanded to Israel.

World English Bible (WEB)
All the people gathered themselves together as one man into the broad place that was before the water gate; and they spoke to Ezra the scribe to bring the book of the law of Moses, which Yahweh had commanded to Israel.

Young’s Literal Translation (YLT)
And all the people are gathered as one man unto the broad place that `is’ before the water-gate, and they say to Ezra the scribe to bring the book of the law of Moses, that Jehovah commanded Israel.

நெகேமியா Nehemiah 8:1
ஜனங்கள் எல்லாரும் தண்ணீர்வாசலுக்கு முன்னான வீதியிலே ஒருமனப்பட்டுக் கூடி, கர்த்தர் இஸ்ரவேலுக்குக் கற்பித்த மோசேயின் நியாயப்பிரமாண புஸ்தகத்தைக் கொண்டுவரவேண்டுமென்று வேதபாரகனாகிய எஸ்றாவுக்குச் சொன்னார்கள்.
And all the people gathered themselves together as one man into the street that was before the water gate; and they spake unto Ezra the scribe to bring the book of the law of Moses, which the LORD had commanded to Israel.

And
all
וַיֵּאָֽסְפ֤וּwayyēʾāsĕpûva-yay-ah-seh-FOO
the
people
כָלkālhahl
together
themselves
gathered
הָעָם֙hāʿāmha-AM
as
one
כְּאִ֣ישׁkĕʾîškeh-EESH
man
אֶחָ֔דʾeḥādeh-HAHD
into
אֶלʾelel
the
street
הָ֣רְח֔וֹבhārĕḥôbHA-reh-HOVE
that
אֲשֶׁ֖רʾăšeruh-SHER
was
before
לִפְנֵ֣יlipnêleef-NAY
the
water
שַֽׁעַרšaʿarSHA-ar
gate;
הַמָּ֑יִםhammāyimha-MA-yeem
spake
they
and
וַיֹּֽאמְרוּ֙wayyōʾmĕrûva-yoh-meh-ROO
unto
Ezra
לְעֶזְרָ֣אlĕʿezrāʾleh-ez-RA
the
scribe
הַסֹּפֵ֔רhassōpērha-soh-FARE
bring
to
לְהָבִ֗יאlĕhābîʾleh-ha-VEE

אֶתʾetet
the
book
סֵ֙פֶר֙sēperSAY-FER
law
the
of
תּוֹרַ֣תtôrattoh-RAHT
of
Moses,
מֹשֶׁ֔הmōšemoh-SHEH
which
אֲשֶׁרʾăšeruh-SHER
Lord
the
צִוָּ֥הṣiwwâtsee-WA
had
commanded
יְהוָ֖הyĕhwâyeh-VA
to
אֶתʾetet
Israel.
יִשְׂרָאֵֽל׃yiśrāʾēlyees-ra-ALE