Job 30:8
ସମାନେେ ଦଳେ ଅ ଯୋଗ୍ଯ ନାମହୀନ ଲୋକ। ୟିଏ କି ବାଧ୍ଯ ହାଇେ ଦେଶ ଛାଡ଼ିଥିଲେ।
Job 30:8 in Other Translations
King James Version (KJV)
They were children of fools, yea, children of base men: they were viler than the earth.
American Standard Version (ASV)
`They are' children of fools, yea, children of base men; They were scourged out of the land.
Bible in Basic English (BBE)
They are sons of shame, and of men without a name, who have been forced out of the land.
Darby English Bible (DBY)
Sons of fools, and sons of nameless sires, they are driven out of the land.
Webster's Bible (WBT)
They were children of fools, yes, children of base men: they were viler than the earth.
World English Bible (WEB)
They are children of fools, yes, children of base men. They were flogged out of the land.
Young's Literal Translation (YLT)
Sons of folly -- even sons without name, They have been smitten from the land.
| They were children | בְּֽנֵי | bĕnê | BEH-nay |
| of fools, | נָ֭בָל | nābol | NA-vole |
| yea, | גַּם | gam | ɡahm |
| children | בְּנֵ֣י | bĕnê | beh-NAY |
| men: base of | בְלִי | bĕlî | veh-LEE |
| שֵׁ֑ם | šēm | shame | |
| they were viler | נִ֝כְּא֗וּ | nikkĕʾû | NEE-keh-OO |
| than | מִן | min | meen |
| the earth. | הָאָֽרֶץ׃ | hāʾāreṣ | ha-AH-rets |
Cross Reference
2 Kings 8:18
ୟିହୋରାମ ଇଶ୍ରାୟେଲ ରାଜାଗଣ ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କଲେ। ସେ ଆହାବ ବଂଶାନୁସା ରେ ଚଳିଲେ କାରଣ ସେ ଆହାବ୍ଙ୍କ କନ୍ଯାକୁ ବିବାହ କରିଥିଲେ।
Jeremiah 7:18
ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସମାନଙ୍କେର ପିତାମାନେ ଅଗ୍ନି ସଂୟୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦବେତା ଉଦ୍ଦେଶ୍ଯ ରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ପଯେ ନବୈେଦ୍ଯ ଉତ୍ସର୍ଗ କରନ୍ତି। ସମାନେେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।
Isaiah 32:6
କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦଯ ରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ୟ୍ଯ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦବେ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ।
Proverbs 16:22
ସଦବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ବରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।
Proverbs 1:22
ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ?
Proverbs 1:7
ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।
Psalm 49:10
ଦେଖ !ବୁଦ୍ଧିମାନ୍ ଲୋକମାନେ ମୃତ୍ଯୁବରଣ କରନ୍ତି, ୟମେିତିକି ମୂର୍ଖ ଓ ନିର୍ ବୋଧ ଲୋକମାନେ ମୃତ୍ଯୁବରଣ କରନ୍ତି ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ୟାଆନ୍ତି।
Psalm 15:4
ଯେଉଁ ବ୍ଯକ୍ତି ପରମେଶ୍ବରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ, କିନ୍ତୁ ସହେି ବ୍ଯକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସବୋ କରୁଥିବା ଲୋକମାନଙ୍କୁ ସମ୍ମାନ ଦଖାେଏ। ୟଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦଇେଥାଏ ତବେେ ସହେି ପ୍ରତିଶ୍ରୁତିକୁ ପାଳନ କରେ।
Job 40:4
ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।
2 Chronicles 22:3
ଅହସିଯ ମଧ୍ଯ ଆହାବଙ୍କ ପରିବାର ଭଳି ଜୀବନୟାପନ କଲେ। ସେ ସେପ୍ରକାର ଜୀବନ କାଟିଲେ, କାରଣ ତାଙ୍କର ମାତା ତାଙ୍କୁ ମନ୍ଦ କାର୍ୟ୍ଯମାନ କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ।
2 Kings 8:27
ଅହସିଯ ମଧ୍ଯ ଆହାବ୍ର ବଂଶଧର ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ସେ ଏହିପରି ବାସ କଲେ, କାରଣ ସେ ଆହାବ ବଂଶର ଜାମାତା ଥିଲେ।
Mark 6:24
ଝିଅଟି ତା ମାଆ ପାଖକୁ ଯାଇ ପଚାରିଲା, ରାଜା େ ହରୋଦଙ୍କୁ ମୁଁ କ'ଣ ମାଗିବି?