Job 3:12
କାହିଁକି ମାରେ ମା' ତାର ଆଣ୍ଠୁ ରେ ମାେତେ ବସାଇ ରଖିଲା ? ମାରେ ମା କାହିଁକି ମାେତେ ତା'ର ଛାତିରୁ ସ୍ତନ୍ଯପାନ କରାଇଲା ?
Why | מַ֭דּוּעַ | maddûaʿ | MA-doo-ah |
did the knees | קִדְּמ֣וּנִי | qiddĕmûnî | kee-deh-MOO-nee |
prevent | בִרְכָּ֑יִם | birkāyim | veer-KA-yeem |
why or me? | וּמַה | ûma | oo-MA |
the breasts | שָּׁ֝דַ֗יִם | šādayim | SHA-DA-yeem |
that | כִּ֣י | kî | kee |
I should suck? | אִינָֽק׃ | ʾînāq | ee-NAHK |
Cross Reference
Genesis 30:3
ଏହାପରେ ରାହେଲ କହିଲେ, ମାରେ ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହାଇେ ପାରିବି।
Isaiah 66:12
ସଦାପ୍ରଭୁ ଏହା କୁହନ୍ତି, ଏହା ଶାନ୍ତି ରୂପେ ତା'ର ଜଳପୂର୍ଣ୍ଣ ଝରଣା ଆଡ଼କୁ ବହିବ। ଜାତିଗଣର ଧନ ସମ୍ପତ୍ତି ଗୋଟିଏ ପରିପୂର୍ଣ୍ଣ ଝରଣା ସଦୃଶ, ତୁମ୍ଭେ ସବେକ ହବେ ଏବଂ ଗୋଟିଏ ଅଣ୍ଟା ରେ ବହନ ହବେ।
Genesis 50:23
ଯୋଷଫେ ଇଫ୍ରାଯିର ତୃତୀୟ ପୁରୁଷ ପର୍ୟ୍ଯନ୍ତ ସନ୍ତାନ ସନ୍ତତି ଦେଖିଲେ। ଯୋଷଫେ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।
Ezekiel 16:4
ହେ ୟିରୁଶାଲମ, ତୁମ୍ଭର ଜନ୍ମ ବିବରଣୀ ହେଲା, ତୁମ୍ଭେ ଜନ୍ମ ହବୋ ଦିନ ତୁମ୍ଭର ନାଭି କଟା ହାଇେ ନ ଥିଲା। କିମ୍ବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳ ରେ ସ୍ନାନ କରାୟାଇ ନ ଥିଲା। ତୁମ୍ଭ ଶରୀର ରେ ଲବଣ ଦିଆୟାଇ ନ ଥିଲା କିମ୍ବା ତୁମ୍ଭକୁ ପଟି ରେ ଆବୃତ କରାୟାଇ ନ ଥିଲା।