Job 22
1 ତୈମନୀଯ ଇଲୀଫସ ଉତ୍ତର ଦଇେ କହିଲା,
2 ପରମେଶ୍ବର କ'ଣ ଆମ୍ଭର ସାହାୟ୍ଯ ଆବଶ୍ଯକ କରନ୍ତି ? ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ଯ ପରମେଶ୍ବରଙ୍କ ପ୍ରତି ଦରକାରୀ ନୁହେଁ।
3 ତୁମ୍ଭେ ଯେ ଜଣେ ଧାର୍ମିକ ଅଟ ଏହା କ'ଣ ପରମେଶ୍ବରଙ୍କ ସୁଖର କାରଣ ଅଟେ ? ନାଁ, ତାଦ୍ବାରା ସର୍ବଶକ୍ତିମାନ ପରମେଶ୍ବର କ'ଣ କିଛି ଲାଭ ପାଆନ୍ତି ଯଦି ତୁମ୍ଭେ ତାଙ୍କୁ ଅନୁସରଣ କର। ନାଁ !
4 ଏହା କ'ଣ ତାଙ୍କ ପ୍ରତି ଭୟ କାରଣରୁ ପରମେଶ୍ବର ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କଲେ କି ? ଏହା କ'ଣ ସେ କାରଣ ଯେ ତୁମ୍ଭେ ତାଙ୍କୁ ଉପାସନା କର ?
5 ନା, ଏହାର କାରଣ ତୁମ୍ଭେ ଅତ୍ଯଧିକ ପାପ କରିଛ। ତୁମ୍ଭେ କବେେ ନିବୃତ୍ତ ରହି ନାହଁ।
6 ହାଇପୋ ରେ ତୁମ୍ଭେ ତୁମ୍ଭର ଭାଇକୁ କିଛି ଟଙ୍କା କରଜ ଦଇେଥିଲ ଏବଂ ତାକୁ ବାଧ୍ଯ କରିଥିଲ ତୁମ୍ଭକୁ କିଛି ବନ୍ଧକ ଦବୋକୁ ପ୍ରମାଣ ସ୍ବରୂପ ଯାହା ଫଳ ରେ ସେ ତୁମ୍ଭକୁ ଫରେସ୍ତ କରିବ। ହାଇପୋ ରେ ତୁମ୍ଭ ଗରୀବ ଲୋକଟିର କପଡ଼ା ମଧ୍ଯ ନଇେଛ ବନ୍ଧକ ସ୍ବରୂପ କରଜ ଦଇେ। ହାଇପୋ ରେ ତୁମ୍ଭେ ଏହା ବିନାକାରଣ ରେ କରିଅଛ।
7 ହାଇପୋ ରେ ତୁମ୍ଭେ ଜଳ ଓ ଖାଦ୍ୟ ତୃଷାର୍ତ୍ତ ଓ ଭୋକିଲା ଲୋକକୁ ଦଇନୋହଁ।
8 ଆୟୁବ, ତୁମ୍ଭର ବହୁତ ଚାଷ ଜମି ଥିଲା ଏବଂ ଲୋକମାନେ ତୁମ୍ଭକୁ ସମ୍ବୋଧନ କରୁଥିଲେ।
9 ଏହାବି ହାଇପୋ ରେ ତୁମ୍ଭେ ବିଧବାମାନଙ୍କୁ କିଛି ନ ଦଇେ ପଠାଇ ଦଇେଛ। ଆୟୁବ, ତୁମ୍ଭେ ଅନାଥମାନଙ୍କୁ ଠକିଛ।
10 ବୋଧହୁଏ ସେଥିପାଇଁ ତୁମ୍ଭ ଚାରି କଡ଼ ରେ ଫାନ୍ଦ ବସାୟାଇଛି ଓ ହଠାତ୍ ବିପଦ ପଡ଼ିବାରୁ ତୁମ୍ଭେ ଭୟଭୀତ ହାଇେ ପଡ଼ିଛ।
11 ଏହି କାରଣ ପାଇଁ ଏତେ ଅନ୍ଧକାର ଘୋଟିଛି ଯେ, ତୁମ୍ଭେ କିଛି ଦେଖି ପାରୁନାହଁ, କାହିଁକି ? ତୁମ୍ଭେ ପ୍ରବଳ ବନ୍ଯାଜଳ ରେ ଢ଼ାଙ୍କି ହାଇେଛ।
12 ପରମେଶ୍ବରଙ୍କ ନିବାସସ୍ଥାନ ସ୍ବର୍ଗର ସବୁଠୁ ଉର୍ଦ୍ଧ ରେ ନୁହଁ କି ? ଦେଖ ନକ୍ଷତ୍ରଗଣ ମଧ୍ଯ କେତେ ଉଚ୍ଚ ରେ ଅଛନ୍ତି।
13 ଆୟୁବ ତୁମ୍ଭେ ହୁଏତ କହିପାର, 'ପରମେଶ୍ବର କ'ଣ ଜାଣନ୍ତି ? ପରମେଶ୍ବର କ'ଣ ସହେି ଘନ ଅନ୍ଧକାର ବାଦଲ ମଧ୍ଯରୁ ଆମ୍ଭକୁ ଦେଖି ବିଚାର କରନ୍ତି ?
14 ଘନ ବାଦଲ ପରମେଶ୍ବରଙ୍କୁ ଆମ୍ଭଠାରୁ ଲୁଚାଇ ରେଖ, ତେଣୁ ସେ ଆମ୍ଭକୁ ଦେଖିପାରନ୍ତି ନାହିଁ। ସେ ଆକାଶ ସୀମାର ଉପରେ ଚାଲି ପାରନ୍ତି ?
15 ଆୟୁବ ତୁମ୍ଭେ ସହେି ପୁରୁଣା ବାଟରେ ଚାଲୁଛ, ଯେଉଁ ପଥରେ ଦୁଷ୍ଟ ଲୋକେ ପୂର୍ବ କାଳ ରେ ଯାଉଥିଲେ।
16 ସହେି ଦୁଷ୍ଟମାନେ ଧ୍ବଂସ ପାଇ ସାରିଛନ୍ତି। ସମାନଙ୍କେର ମୃତ୍ଯୁ ସମୟ ଆସିବା ପୂର୍ବରୁ। ସମାନେେ ବନ୍ଯା ରେ ଭାସି ୟାଇଛନ୍ତି।
17 ସହେି ଲୋକମାନେ ପରମେଶ୍ବରଙ୍କୁ କହିଥିଲେ, 'ଆମ୍ଭକୁ ଏକା ଛାଡ଼ି ଦିଅ ! ପରମେଶ୍ବର ସର୍ବଶକ୍ତିମାନ ଆମ୍ଭକୁ କିଛି କରିପାରନ୍ତି ନାହିଁ।'
18 ୟଦ୍ଯପି ପରମେଶ୍ବର ସମାନଙ୍କେ ଗୃହ ରେ ଉତ୍ତମ ଦ୍ରବ୍ଯ ପୂର୍ଣ୍ଣ କରିଥିଲେ। ମୁଁ ସହେି ଦୁଷ୍ଟ ଲୋକଙ୍କ ଉପଦେଶ ମାନିବି ନାହିଁ।
19 ଧାର୍ମିକ ଲୋକେ ସମାନଙ୍କେ ଧ୍ବଂସ ଦେଖିବାକୁ ଚାହାଁନ୍ତି। ଏବେ ସହେି ଧାର୍ମିକ ଲୋକମାନେ ଆନନ୍ଦିତ ହବେେ। ନିରୀହ ଲାକ ଦୁଷ୍ଟ ଲୋକଙ୍କ ବିଷଯ ରେ ହାସ୍ଯ କରିବେ।
20 'ସତ ରେ ଆମ୍ଭ ଶତ୍ରୁମାନେ ଧ୍ବଂସ ହାଇେଛନ୍ତି। ଅଗ୍ନି ସମାନଙ୍କେ ସମ୍ପତ୍ତିକୁ ଜାଳି ଦଇେଛି।'
21 ବର୍ତ୍ତମାନ ଆୟୁବ, ତୁମ୍ଭେ ପରମେଶ୍ବରଙ୍କ ନିକଟରେ ନିଜକୁ ସମର୍ପି ଦିଅ ତାଙ୍କ ସହିତ ଶାନ୍ତି ରେ ବାସ କର। ଏହା କଲେ ତୁମ୍ଭେ ଅନକେ ଭଲ ବସ୍ତୁ ପାଇବ।
22 ତାହାଙ୍କ ଶିକ୍ଷା ଗ୍ରହଣ କର। ସେ ଯାହା କହୁଛନ୍ତି ତା' ପ୍ରତି ଧ୍ଯାନ ଦିଅ।
23 ତୁମ୍ଭେ ପରମେଶ୍ବରଙ୍କ ନିକଟକୁ ଫରେିଆସ। ସର୍ବଶକ୍ତିମାନ ପରମେଶ୍ବର ତୁମ୍ଭକୁ ପୁନଃସ୍ଥାପନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଘରୁ ଦୁଷ୍ଟତା ଦୂର କର।
24 ତୁମ୍ଭେ ତୁମ୍ଭର ସୁବର୍ଣ୍ଣକୁ ଧୂଳି ମାଟି ଛଡ଼ା କିଛି ନୁହେଁ ବୋଲି ଭାବ। ତୁମ୍ଭର ମୂଲ୍ଯବାନ ସୁନାକୁ ନଦୀର ପଥର ଖଣ୍ଡ ସଦୃଶ ବିଚାର କର।
25 ତୁମ୍ଭର ସୁବର୍ଣ୍ଣ ସହେି ସର୍ବଶକ୍ତିମାନ ପରମେଶ୍ବର ଅଟନ୍ତି। ସେ ତୁମ୍ଭର ମୂଲ୍ଯବାନ ରୂପା ସଦୃଶ ଅଟନ୍ତି।
26 ତା'ପରେ ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ଉପ ଭୋଗ କର। ସମାନେେ ତା'ପରେ ପରମେଶ୍ବରଙ୍କୁ ଅନାଇବେ।
27 ତା'ପରେ ତୁମ୍ଭେ ତାଙ୍କୁ ପ୍ରାର୍ଥନା କରିବ ଏବଂ ସେ ତୁମ୍ଭର ଡ଼ାକ ଶୁଣିବେ। ଯାହାସବୁ ପ୍ରତିଜ୍ଞା ତାଙ୍କଠା ରେ କରିଛ, ତାହା ତୁମ୍ଭେ ରଖିବାକୁ ସକ୍ଷମ ହବେ।
28 ଯଦି ତୁମ୍ଭେ କିଛି କରିବାକୁ ସ୍ଥିର କରିଛ, ନିଶ୍ଚଯ ତାହା ସଫଳ ହବେ। ତା' ହେଲେ ପ୍ରକୃତ ରେ ତୁମ୍ଭର ଭବିଷ୍ଯତ ଉଜ୍ଜଳ ହବେ।
29 ପରମେଶ୍ବର ଗର୍ବୀ ଲୋକକୁ ଲଜ୍ଜିତ କରାନ୍ତି। କିନ୍ତୁ ନମ୍ର ଲୋକକୁ ସାହାୟ୍ଯ କରନ୍ତି।
30 ୟିଏ ନିରୀହ ନୁହେଁ ତାକୁ ମଧ୍ଯ ସେ ଉଦ୍ଧାର କରନ୍ତି। ଏହିପରି ଜଣେ ଲୋକ ଉଦ୍ଧାର ହବେ କାରଣ ତୁମ୍ଭର ହସ୍ତ ରୁଦ୍ଧ ଅଟେ।
1 Then Eliphaz the Temanite answered and said,
2 Can a man be profitable unto God, as he that is wise may be profitable unto himself?
3 Is it any pleasure to the Almighty, that thou art righteous? or is it gain to him, that thou makest thy ways perfect?
4 Will he reprove thee for fear of thee? will he enter with thee into judgment?
5 Is not thy wickedness great? and thine iniquities infinite?
6 For thou hast taken a pledge from thy brother for nought, and stripped the naked of their clothing.
7 Thou hast not given water to the weary to drink, and thou hast withholden bread from the hungry.
8 But as for the mighty man, he had the earth; and the honourable man dwelt in it.
9 Thou hast sent widows away empty, and the arms of the fatherless have been broken.
10 Therefore snares are round about thee, and sudden fear troubleth thee;
11 Or darkness, that thou canst not see; and abundance of waters cover thee.
12 Is not God in the height of heaven? and behold the height of the stars, how high they are!
13 And thou sayest, How doth God know? can he judge through the dark cloud?
14 Thick clouds are a covering to him, that he seeth not; and he walketh in the circuit of heaven.
15 Hast thou marked the old way which wicked men have trodden?
16 Which were cut down out of time, whose foundation was overflown with a flood:
17 Which said unto God, Depart from us: and what can the Almighty do for them?
18 Yet he filled their houses with good things: but the counsel of the wicked is far from me.
19 The righteous see it, and are glad: and the innocent laugh them to scorn.
20 Whereas our substance is not cut down, but the remnant of them the fire consumeth.
21 Acquaint now thyself with him, and be at peace: thereby good shall come unto thee.
22 Receive, I pray thee, the law from his mouth, and lay up his words in thine heart.
23 If thou return to the Almighty, thou shalt be built up, thou shalt put away iniquity far from thy tabernacles.
24 Then shalt thou lay up gold as dust, and the gold of Ophir as the stones of the brooks.
25 Yea, the Almighty shall be thy defence, and thou shalt have plenty of silver.
26 For then shalt thou have thy delight in the Almighty, and shalt lift up thy face unto God.
27 Thou shalt make thy prayer unto him, and he shall hear thee, and thou shalt pay thy vows.
28 Thou shalt also decree a thing, and it shall be established unto thee: and the light shall shine upon thy ways.
29 When men are cast down, then thou shalt say, There is lifting up; and he shall save the humble person.
30 He shall deliver the island of the innocent: and it is delivered by the pureness of thine hands.
Job 29 in Tamil and English
1 ଆୟୁବ ତା'ର କାହାଣୀ ଚାଲୁ ରଖିଲା,
Moreover Job continued his parable, and said,
2 ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମାରଜେୀବନ ଯେପରି ଥିଲା ସହେିପରି ରହନ୍ତା। ପରମେଶ୍ବର ମାେ ଉପରେ ଦୃଷ୍ଟି ରଖିଲେ, ମାରେଯତ୍ନ ନେଉଥିଲେ।
Oh that I were as in months past, as in the days when God preserved me;
3 ଯେତବେେଳେ ପରମେଶ୍ବର ମାେ ମୁଣ୍ଡ ଉପରେ ଉଜ୍ଜ୍ବଳ ଆଲୋକ ପକାଉଥିଲେ, ତାଙ୍କ ଆଲୋକ ବଳ ରେ ମୁଁ ଅନ୍ଧକାର ରେ ଚାଲିବାକୁ ସକ୍ଷମ ହାଇେଥିଲି।
When his candle shined upon my head, and when by his light I walked through darkness;
4 ମୁଁ ସହେି ଦିନଗୁଡ଼ିକ ନିମନ୍ତେ ଇଚ୍ଛାକରେ ଯେତବେେଳେ ମାରେ ସାଫଲ୍ଯ ଥିଲା ଏବଂ ଯେତବେେଳେ ପରମେଶ୍ବରଙ୍କର ବନ୍ଧୁତା ମାରେ ଗୃହକୁ ଆଶୀର୍ବାଦ କଲେ।
As I was in the days of my youth, when the secret of God was upon my tabernacle;
5 ଆହା, ଯେଉଁ ସମୟରେ ସର୍ବଶକ୍ତିମାନ ପରମେଶ୍ବର ମାେ ସହିତ ଥିଲେ ମାରେପିଲାମାନେ ମାେ ଚାରି ପାଖ ରେ ଥିଲେ ସହେି ସମୟକୁ ମୁଁ ଚା ହେଁ।
When the Almighty was yet with me, when my children were about me;
6 ଜୀବନ ଅତି ସୁଖକର ଥିଲା। ମୁଁ ମାରେ ପାଦକୁ ଦୁଗ୍ଧ ଲହୁଣୀ ରେ ଧୌତ କରୁଥିଲି। ମାେ ନିକଟରେ ଅନକେ ତୈଳ ନଦୀ ପ୍ରବାହିତ ହେଉଥିଲା।
When I washed my steps with butter, and the rock poured me out rivers of oil;
7 ସହେିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି। ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନ ରେ ଲୋକମାନେ ବସି ସଭା କରୁଥିଲେ।
When I went out to the gate through the city, when I prepared my seat in the street!
8 ସବୁ ଲୋକମାନେ ମାେତେ ସମ୍ମାନ କରୁଥିଲେ, ସାନ ସାନ ପିଲାମାନେ ମାେ ଆସିବା ଦେଖି ସେ ମାେ ବାଟରୁ ଆଡ଼ଇେ ହାଇେ ଯାଉଥିଲେ। ବଡ଼ଲୋକ ସମ୍ମାନ ସ୍ବରୂପ ଛିଡ଼ା ହାଇେ ପଡ଼ୁଥିଲେ।
The young men saw me, and hid themselves: and the aged arose, and stood up.
9 ମାେତେ ଦେଖି ନେତାମାନେ ଚୂପ ହାଇେ ଯାଉଥିଲେ ଏବଂ ତାଙ୍କ ମୁଖ ରେ ହାତ ଦେଉଥିଲେ।
The princes refrained talking, and laid their hand on their mouth.
10 ଏପରିକି ଗଣ୍ଯମାନ୍ଯ ବ୍ଯକ୍ତି ମଧ୍ଯ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ, ଏହା ଦଖାଯାେଉଥିଲା ଯେପରି ତାଙ୍କର ଜିଭ ପାଟି ରେ ଅଟକି ଯାଉଥିଲା।
The nobles held their peace, and their tongue cleaved to the roof of their mouth.
11 ମୁଁ ଯାହା କହୁଥିଲି ସମାନେେ ତାହା ମନ ଦଇେ ଶୁଣୁଥିଲେ ଏବଂ ଏହାପରେ ମାେ ବିଷଯ ରେ ଭଲ କଥା ହେଉଥିଲେ। ମୁଁ ଯାହା କରୁଥିଲି, ଲୋକେ ତାକୁ ଦେଖୁଥିଲେ ଓ ପ୍ରଶଂସା କରୁଥିଲେ।
When the ear heard me, then it blessed me; and when the eye saw me, it gave witness to me:
12 କାହିଁକି ? କାରଣ ଯେତବେେଳେ କୌଣସି ଗରିବ ଲୋକଟିଏ ସାହାୟ୍ଯ ପାଇଁ ଡ଼ାକୁଥିଲା ମୁଁ ତାକୁ ସାହାୟ୍ଯ କରୁଥିଲି। ମୁଁ ମଧ୍ଯ ସହେି ପିଲାମାନଙ୍କୁ ସାହାୟ୍ଯ କରୁଥିଲି। ଯାହାଙ୍କର ପିତାମାତା ନ ଥିଲେ ଏବଂ ସମାନଙ୍କେର ଯତ୍ନ ନବୋକୁ କହେି ନ ଥିଲେ।
Because I delivered the poor that cried, and the fatherless, and him that had none to help him.
13 ଯେଉଁ ମଣିଷ ମରି ଯାଉଥିଲା ସେ ମାେତେ ଆଶୀର୍ବାଦ କଲା। ମୁଁ ସହେି ବିଧବାମାନଙ୍କୁ କିଛି ଖାଇବା ନିମନ୍ତେ ଦଲେି।
The blessing of him that was ready to perish came upon me: and I caused the widow’s heart to sing for joy.
14 ଧାର୍ମିକତା ମାରେ ବସ୍ତ୍ର ନ୍ଯାଯ ମାରେ ଚୋଗା ଓ ମାରେ ପଗଡ଼ି ଥିଲା।
I put on righteousness, and it clothed me: my judgment was as a robe and a diadem.
15 ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସମାନେେ ଯେଉଁ ଆଡ଼କୁ ୟିବାକୁ ଇଚ୍ଛା କରୁଥିଲେ ସହେି ପଥରେ ୟିବାକୁ ମୁଁ ସାହାୟ୍ଯ କରୁଥିଲି। େଛାଟ ଲୋକର ମୁଁ ପାଦ ସଦୃଶ ଥିଲି। ମୁଁ ତାଙ୍କୁ ବୋହି ନେଉଥିଲି। ଯେଉଁ ସ୍ଥାନକୁ ସମାନେେ ୟିବାକୁ ଇଚ୍ଛା କରୁଥିଲେ।
I was eyes to the blind, and feet was I to the lame.
16 ମୁଁ ଗରିବ ଲୋକର ପିତା ସଦୃଶ ଥିଲି। ମୁଁ ନ ଜାଣିଥିବା ଲୋକକୁ ମଧ୍ଯ ସାହାୟ୍ଯ କରୁଥିଲି। ସମାନଙ୍କେୁ ଅଦାଲତ ରେ ତର୍କ ରେ ଜିତାଇ ଦେଉଥିଲି।
I was a father to the poor: and the cause which I knew not I searched out.
17 ଦୁଷ୍ଟ ଲୋକର କ୍ଷମତାର ଅପବ୍ଯବହାରରୁ ନିରୀହ ଲୋକଙ୍କୁ ଉଦ୍ଧାର କରୁଥିଲି।
And I brake the jaws of the wicked, and plucked the spoil out of his teeth.
18 ମୁଁ ଭାବୁଥିଲି, ମୁଁ ମାେ ଗୃହ ରେ ମୃତ୍ଯୁବରଣ କରିବି, କିନ୍ତୁ ମାରେ ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହବେ।
Then I said, I shall die in my nest, and I shall multiply my days as the sand.
19 ମୁଁ ସବୁଦିନ ସ୍ବାସ୍ଥ୍ଯବାନ କାର୍ୟ୍ଯକ୍ଷମ ଥିବି। ଗୋଟିଏ ସବଳ ବୃକ୍ଷଭଳି ଯାହାର ଚରେ ମାଟିତଳେ ଜଳକୁ ସ୍ପର୍ଶ କରି ଅନକେ ଡ଼ାଳ ଶାଖା ପ୍ରଶାଖା ମଲେି କାକର ରେ ଭିଜି ୟାଇଥିବ।
My root was spread out by the waters, and the dew lay all night upon my branch.
20 ମାେ ପାଇଁ ପ୍ରେତ୍ୟକକ ଦିନ ଗୋଟିଏ ନୂଆଦିନ ହାଇେଥିବ ଯାହା ମାରେ ଗୌରବ ରେ ପୂର୍ଣ୍ଣ ହବୋ ସହିତ ବହୁତ ନୂଆ ସମ୍ଭାବନାକୁ ମଧ୍ଯ ସାକାର କରୁଥିବ।
My glory was fresh in me, and my bow was renewed in my hand.
21 ଅତୀତ ରେ ଲୋକେ ମାେ କଥାକୁ ନିରବ ଚାପ ଶୁଣିଥିଲେ। ଯେତବେେଳେ ସମାନେେ ମାେ ପାଖକୁ କୌଣସି ଉପଦେଶ ପାଇଁ ଆସୁଥିଲେ।
Unto me men gave ear, and waited, and kept silence at my counsel.
22 ମୁଁ ମାରେବକ୍ତବ୍ଯ ସମାପ୍ତି କଲାପରେ ଲୋକମାନେ ସମସ୍ତ ବିଷଯ ରେ ଶୁଣି ପାରିଲେ, ପରେ ସମାନଙ୍କେର ଆଉ କିଛି କହିବାକୁ ନ ଥାଏ। ମାରେ ସମସ୍ତ କଥା ସମାନଙ୍କେ କାନକୁ ମୃଦୁ ଭାବରେ ପ୍ରବେଶ କରୁଥିଲା।
After my words they spake not again; and my speech dropped upon them.
23 ଲୋକେ ବର୍ଷାକୁ ଅପେକ୍ଷା କଲାପରି ମାେ କଥା ଶୁଣିବାକୁ ଅପେକ୍ଷା କରୁଥିଲେ। ଲୋକେ ମାରେ କଥାକୁ ବସନ୍ତଋତୁର ବର୍ଷାଭଳି ପାନ କରୁଥିଲେ।
And they waited for me as for the rain; and they opened their mouth wide as for the latter rain.
24 ମୁଁ ସହେି ଲୋକମାନଙ୍କ ସହିତ ହସିଲି ଏବଂ ସମାନେେ ତାହା ବିଶ୍ବାସ କରିପାରିଲେ ନାହିଁ। ମାରେ ହସ ଦ୍ବାରା ସମାନେେ ଅଧିକ ଖୁସି ଅନୁଭବ କଲେ।
If I laughed on them, they believed it not; and the light of my countenance they cast not down.
25 ମୁଁ ସମାନଙ୍କେର ନେତା ଥିଲେ ବି ସମାନଙ୍କେ ସଙ୍ଗ ରେ ମିଳିମିଶି ରହିବାକୁ ପସନ୍ଦ କରୁଥିଲି। ମୁଁ ସୈନ୍ଯମାନଙ୍କ ମଧିଅରେ ଜଣେ ରାଜା ଥିଲି। ଯେଉଁମାନେ ଦୁଃଖ ରେ ଥିଲେ ସମାନଙ୍କେୁ ସାନ୍ତ୍ବନା ପ୍ରଦାନ କରୁଥିଲି।
I chose out their way, and sat chief, and dwelt as a king in the army, as one that comforteth the mourners.