Job 21:3
ମୁଁ କହିଲା ବେଳେ ର୍ଧୈୟ୍ଯ ଧରି ଶୁଣ। ମୁଁ କହିସାରିଲା ପରେ ତୁମ୍ଭେ ମାେ କଥାକୁ ବ୍ଯଙ୍ଗ କରିପାର।
Suffer | שָׂ֭אוּנִי | śāʾûnî | SA-oo-nee |
me that I | וְאָנֹכִ֣י | wĕʾānōkî | veh-ah-noh-HEE |
may speak; | אֲדַבֵּ֑ר | ʾădabbēr | uh-da-BARE |
that after and | וְאַחַ֖ר | wĕʾaḥar | veh-ah-HAHR |
I have spoken, | דַּבְּרִ֣י | dabbĕrî | da-beh-REE |
mock on. | תַלְעִֽיג׃ | talʿîg | tahl-EEɡ |
Cross Reference
Job 16:10
ଲୋକମାନେ ମାେ ଚାରିକଡ଼ ରେ ଏକତ୍ରିତ ହାଇେଛନ୍ତି ଏବଂ ସମାନେେ ମାେତେ ଉପହାସ କରନ୍ତି, ଏବଂ ମାେ ଗାଲ ରେ ଚାପୁଡ଼ା ମାରନ୍ତି।
Job 17:2
ଲୋକମାନେ ମାେ ଚାରିପାଖ ରେ ଛିଡ଼ା ହାଇେ ହସୁଛନ୍ତି। ମୁଁ ସମାନଙ୍କେୁ ଦେଖୁଛି ସମାନେେ ଯେତବେେଳେ ମାେତେ ପରିହାସ ଏବଂ ଅପମାନ କରୁଛନ୍ତି।
Job 16:20
ମାେ ମିତ୍ରଗଣ ମାେ ପାଇଁ କୁହ, କିପରି ମାରଚେକ୍ଷୁ ପରମେଶ୍ବରଙ୍କ ପାଇଁ ଲୁହ ଢ଼ାଳି ଦେଉଛି।
Job 12:4
ମୁଁ ମାରେ ବନ୍ଧୁମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି। ସମାନେେ କୁହନ୍ତି : ସେ 'ପରମେଶ୍ବରଙ୍କୁ ଡ଼ାକିଲା ଓ ପରମେଶ୍ବର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।' ମୁଁ ଜଣେ ଧାର୍ମିକ ବ୍ଯକ୍ତି, ମୁଁ ସରଳ ତଥାପି ସମାନେେ ମାେତେ ଦେଖି ହସନ୍ତି।
Job 13:9
ଯଦି ପରମେଶ୍ବର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ, ଏହା କ'ଣ ଭଲ ହବେ ଯେ ତୁମ୍ଭକୁ ପରମେଶ୍ବର ଠିକ୍ ବୋଲି କହିବେ ? ତୁମ୍ଭେ କ'ଣ ସତ ରେ ଭାବୁଛ ତୁମ୍ଭେ ପରମେଶ୍ବରଙ୍କୁ ପ୍ରତାରିତ କରିବ, ଯମେିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର।
Job 13:13
ତୁମ୍ଭେ ଚୁପ ରୁହ ଏବଂ ମାେତେ କହିବାକୁ ଦିଅ। ଯାହା ମାେ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।
Job 33:31
ଆୟୁବ, ମାେ କଥାକୁ ଧ୍ଯାନ ଦିଅ। ମାେ କଥା ଶୁଣ। ନିରବ ରୁହ ଏବଂ ମାେତେ କହିବାକୁ ଦିଅ।