Job 13
1 ଆୟୁବ ଉତ୍ତର ଦଲୋ, ଦେଖ ଏସବୁ କଥା ମୁଁ ଆଗରୁ ଦେଖିଛି। ମୁଁ ତୁମ୍ଭର ପ୍ରେତ୍ୟକକ କଥା ଶୁଣିଅଛି। ମୁଁ ସେସବୁ କଥା ଶୁଣିଛି ଓ ବୁଝିଛି ମଧ୍ଯ।
2 ଯାହା ତୁମ୍ଭମାନେେ ଜାଣିଛ ତାହା ମୁଁ ବି ଜାଣିଛି। ମୁଁ ତୁମ୍ଭଠାରୁ କୌଣସି ଗୁଣ ରେ ନ୍ଯୁନ ନୁହେଁ।
3 ମୁଁ ତୁମ୍ଭ ସହିତ ତର୍କ କରିବାକୁ ଚାହୁଁ ନାହିଁ। ମୁଁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ କହିବାକୁ ଚା ହେଁ। ମୁଁ ପରମେଶ୍ବରଙ୍କ ସହିତ ମାେ ବିପଦ ସମ୍ପର୍କ ରେ ୟୁକ୍ତି କରିବାକୁ ଇଚ୍ଛା କରେ।
4 କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।
5 ମୁଁ ଚା ହେଁ ତୁମ୍ଭେ ଅନ୍ତତଃ ନିରବ ରୁହ ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।
6 ଏବେ ମାରେ ୟୁକ୍ତି ଶୁଣ। ମୁଁ ଯାହା କହିବାକୁ ଇଚ୍ଛାକରେ ତାକୁ ମଧ୍ଯ ଶୁଣ।
7 ତୁମ୍ଭେ କ'ଣ ପରମେଶ୍ବରଙ୍କ ପକ୍ଷ ରେ ମିଥ୍ଯା କଥା କହିବ। ତୁମ୍ଭେ କ'ଣ ବିଶ୍ବାସ କରୁଛ ଯେ ତୁମ୍ଭର ମିଥ୍ଯା କଥା ପରମେଶ୍ବରଙ୍କ ଦ୍ବାରା ସମର୍ଥିତ ହବେ।
8 ତୁମ୍ଭେ କ'ଣ ପରମେଶ୍ବରଙ୍କ ପକ୍ଷ ସମର୍ଥନ କରୁଛ, କବଳେ ସେ ପରମେଶ୍ବର ବୋଲି ? ତୁମ୍ଭେ ପରମେଶ୍ବରଙ୍କ ପକ୍ଷ ସମର୍ଥନ କରୁଛ କି ?
9 ଯଦି ପରମେଶ୍ବର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ, ଏହା କ'ଣ ଭଲ ହବେ ଯେ ତୁମ୍ଭକୁ ପରମେଶ୍ବର ଠିକ୍ ବୋଲି କହିବେ ? ତୁମ୍ଭେ କ'ଣ ସତ ରେ ଭାବୁଛ ତୁମ୍ଭେ ପରମେଶ୍ବରଙ୍କୁ ପ୍ରତାରିତ କରିବ, ଯମେିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର।
10 ତୁମ୍ଭେ ଜାଣ ଯଦି ତୁମ୍ଭେ ନ୍ଯାଯାଳଯ ରେ ଜଣକ ପକ୍ଷ ସମର୍ଥନ କର କାରଣ ସେ ଜଣେ ପ୍ରତିଷ୍ଠିତ ବ୍ଯକ୍ତି ତାହାହେଲେ ପରମେଶ୍ବର ତୁମ୍ଭକୁ ସମାଲୋଚନା କରିବେ।
11 ପରମେଶ୍ବରଙ୍କ ମହତ୍ତ୍ବ କ'ଣ ତୁମ୍ଭକୁ ଡରାଇବ ନାହିଁ ? ତୁମ୍ଭେ ତାଙ୍କ ଦ୍ବାରା ଭୟଭୀତ ହେଉନାହଁ।
12 ତୁମ୍ଭର ୟୁକ୍ତି ସବୁ ଅସାର। ତୁମ୍ଭର ଉତ୍ତର ସବୁ ମୂଲ୍ଯହୀନ।
13 ତୁମ୍ଭେ ଚୁପ ରୁହ ଏବଂ ମାେତେ କହିବାକୁ ଦିଅ। ଯାହା ମାେ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।
14 ମୁଁ ନିଜକୁ ବିପଦ ରେ ପକାଇବି ଏବଂ ମାେ ଜୀବନ ନିଜ ହାତ ରେ ଦବେି।
15 ସେ ମାେତେ ମାରି ଦଇେ ପାରନ୍ତି, ମୁଁ ଭରସା ବିହିନ। ତଥାପି ତାଙ୍କ ସମ୍ମୁଖ ରେ ମାରେ ପକ୍ଷ ପ୍ରସ୍ତୁତ କରିବି।
16 ଯଦି ପରମେଶ୍ବର ମାେତେ ମୁକ୍ତି ପ୍ରଦାନ କରନ୍ତି, ଏହା କବଳେ ମାରେ ସାହସିକ ବକ୍ତବ୍ଯ ପାଇଁ। କୌଣସି ଦୁଷ୍ଟ ବ୍ଯକ୍ତି କବେେ ପରମେଶ୍ବରଙ୍କ ସମ୍ମୁଖକୁ ଆସିବାକୁ ସାହାସ କରିବେ ନାହିଁ।
17 ମୁଁ ଯାହା କରୁଛି, ମାେ କଥା ମନଯାଗେ ଦଇେ ଶୁଣ। ମାେତେ ବୁଝାଇ କହିବାକୁ ଦିଅ।
18 ମୁଁ ବର୍ତ୍ତମାନ ମାେ ପକ୍ଷ ସମର୍ଥନ କରିବାକୁ ପ୍ରସ୍ତୁତ ଅଟେ। ମୁଁ ସତର୍କତାର ସହିତ ମାରେ ତର୍କ ଉପସ୍ଥାପନ କରିବି। ମୁଁ ଜାଣେ ମୁଁ ଶଷେ ରେ ନିଜକୁ ସରଳ ବୋଲି ପ୍ରମାଣିତ କରିପାରିବି।
19 ଯଦି କୌଣସି ବ୍ଯକ୍ତି ପ୍ରମାଣ କରିପା ରେ ଯେ ମୁଁ ଭୁଲ ତା' ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ ହାଇଯେିବି।
20 ହେ ପରମେଶ୍ବର ମାେତେ କବଳେ ଦୁଇଟି ବସ୍ତୁ ଦିଅ ଓ ମୁଁ ତୁମ୍ଭଠାରୁ ଲୁଚିବି ନାହିଁ।
21 ମାେତେ ଦଣ୍ଡ ଦବୋ ବନ୍ଦକର, ଏବଂ ମାେତେ ତୁମ୍ଭ ଭୟାବହତା ରେ ଭୟଭୀତ କର ନାହିଁ।
22 ତା'ପରେ ମାେତେ ଡ଼ାକ ମୁଁ ଉତ୍ତର ଦବେି କିମ୍ବା ମୁଁ କହିବି ତୁମ୍ଭେ ଉତ୍ତର ଦିଅ।
23 ମୁଁ କେତେ ପାପ କରିଛି ? ମୁଁ କ'ଣ ଅଧର୍ମ କରିଛି ? ମାେତେ ମାରେ ପାପ ଓ ଭୁଲ୍ ସବୁ ଜଣାଇ ଦିଅ।
24 ହେ ପରମେଶ୍ବର, ଆପଣ କାହିଁକି ମାଠାରୁେ ଦୂ ରଇେ ଯାଉଛନ୍ତି, ଏବଂ ଶତ୍ରୁଭଳି ବ୍ଯବହାର କରୁଛନ୍ତି ?
25 ତୁମ୍ଭେ କ'ଣ ମାେତେ ଡ଼ରାଇବାକୁ ଚେଷ୍ଟା କରୁଛ ? ମୁଁ ଏକ ପାତ୍ର ଯାହାକି ପବନ ରେ ଉଡ଼ିୟାଏ। ତୁମ୍ଭେ କ'ଣ କୁଟାଖିଆ ପଛ ରେ ଗୋଡ଼ାଇବ ?
26 ହେ ପରମେଶ୍ବର, ତୁମ୍ଭେ ମାେ ବିରୁଦ୍ଧ ରେ ତିକ୍ତ କଥା କହୁଛ ଏବଂ ହୁଏତ ମାେ ୟୌବନର ପାପ ପାଇଁ ମାେତେ ଶାସ୍ତି ପ୍ରଦାନ କରୁଛ।
27 ତୁମ୍ଭେ ମାେ ପାଦ ରେ ବଡ଼େି ବାନ୍ଧିଛ ଏବଂ ମାରେ ପ୍ରେତ୍ୟକକ ଆଗଇବୋ ପାଦକୁ ଲକ୍ଷ୍ଯ ରଖିଛ ଓ ମାରେ ପ୍ରେତ୍ୟକକ ଗତିବିଧିକୁ ଲକ୍ଷ୍ଯ କରୁଛ।
28 ତେଣୁ ମୁଁ ଧୀ ରେ ଧୀ ରେ ଦୁର୍ବଳ ହାଇେ ପଡ଼ୁଅଛି ଖଣ୍ଡେ ପଚା କାଠପରି ଚଥା ଖଣ୍ଡେ ପୋକଖିଆ କପଡ଼ା ପରି।
1 Lo, mine eye hath seen all this, mine ear hath heard and understood it.
2 What ye know, the same do I know also: I am not inferior unto you.
3 Surely I would speak to the Almighty, and I desire to reason with God.
4 But ye are forgers of lies, ye are all physicians of no value.
5 O that ye would altogether hold your peace! and it should be your wisdom.
6 Hear now my reasoning, and hearken to the pleadings of my lips.
7 Will ye speak wickedly for God? and talk deceitfully for him?
8 Will ye accept his person? will ye contend for God?
9 Is it good that he should search you out? or as one man mocketh another, do ye so mock him?
10 He will surely reprove you, if ye do secretly accept persons.
11 Shall not his excellency make you afraid? and his dread fall upon you?
12 Your remembrances are like unto ashes, your bodies to bodies of clay.
13 Hold your peace, let me alone, that I may speak, and let come on me what will.
14 Wherefore do I take my flesh in my teeth, and put my life in mine hand?
15 Though he slay me, yet will I trust in him: but I will maintain mine own ways before him.
16 He also shall be my salvation: for an hypocrite shall not come before him.
17 Hear diligently my speech, and my declaration with your ears.
18 Behold now, I have ordered my cause; I know that I shall be justified.
19 Who is he that will plead with me? for now, if I hold my tongue, I shall give up the ghost.
20 Only do not two things unto me: then will I not hide myself from thee.
21 Withdraw thine hand far from me: and let not thy dread make me afraid.
22 Then call thou, and I will answer: or let me speak, and answer thou me.
23 How many are mine iniquities and sins? make me to know my transgression and my sin.
24 Wherefore hidest thou thy face, and holdest me for thine enemy?
25 Wilt thou break a leaf driven to and fro? and wilt thou pursue the dry stubble?
26 For thou writest bitter things against me, and makest me to possess the iniquities of my youth.
27 Thou puttest my feet also in the stocks, and lookest narrowly unto all my paths; thou settest a print upon the heels of my feet.
28 And he, as a rotten thing, consumeth, as a garment that is moth eaten.
Job 29 in Tamil and English
1 ଆୟୁବ ତା'ର କାହାଣୀ ଚାଲୁ ରଖିଲା,
Moreover Job continued his parable, and said,
2 ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମାରଜେୀବନ ଯେପରି ଥିଲା ସହେିପରି ରହନ୍ତା। ପରମେଶ୍ବର ମାେ ଉପରେ ଦୃଷ୍ଟି ରଖିଲେ, ମାରେଯତ୍ନ ନେଉଥିଲେ।
Oh that I were as in months past, as in the days when God preserved me;
3 ଯେତବେେଳେ ପରମେଶ୍ବର ମାେ ମୁଣ୍ଡ ଉପରେ ଉଜ୍ଜ୍ବଳ ଆଲୋକ ପକାଉଥିଲେ, ତାଙ୍କ ଆଲୋକ ବଳ ରେ ମୁଁ ଅନ୍ଧକାର ରେ ଚାଲିବାକୁ ସକ୍ଷମ ହାଇେଥିଲି।
When his candle shined upon my head, and when by his light I walked through darkness;
4 ମୁଁ ସହେି ଦିନଗୁଡ଼ିକ ନିମନ୍ତେ ଇଚ୍ଛାକରେ ଯେତବେେଳେ ମାରେ ସାଫଲ୍ଯ ଥିଲା ଏବଂ ଯେତବେେଳେ ପରମେଶ୍ବରଙ୍କର ବନ୍ଧୁତା ମାରେ ଗୃହକୁ ଆଶୀର୍ବାଦ କଲେ।
As I was in the days of my youth, when the secret of God was upon my tabernacle;
5 ଆହା, ଯେଉଁ ସମୟରେ ସର୍ବଶକ୍ତିମାନ ପରମେଶ୍ବର ମାେ ସହିତ ଥିଲେ ମାରେପିଲାମାନେ ମାେ ଚାରି ପାଖ ରେ ଥିଲେ ସହେି ସମୟକୁ ମୁଁ ଚା ହେଁ।
When the Almighty was yet with me, when my children were about me;
6 ଜୀବନ ଅତି ସୁଖକର ଥିଲା। ମୁଁ ମାରେ ପାଦକୁ ଦୁଗ୍ଧ ଲହୁଣୀ ରେ ଧୌତ କରୁଥିଲି। ମାେ ନିକଟରେ ଅନକେ ତୈଳ ନଦୀ ପ୍ରବାହିତ ହେଉଥିଲା।
When I washed my steps with butter, and the rock poured me out rivers of oil;
7 ସହେିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି। ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନ ରେ ଲୋକମାନେ ବସି ସଭା କରୁଥିଲେ।
When I went out to the gate through the city, when I prepared my seat in the street!
8 ସବୁ ଲୋକମାନେ ମାେତେ ସମ୍ମାନ କରୁଥିଲେ, ସାନ ସାନ ପିଲାମାନେ ମାେ ଆସିବା ଦେଖି ସେ ମାେ ବାଟରୁ ଆଡ଼ଇେ ହାଇେ ଯାଉଥିଲେ। ବଡ଼ଲୋକ ସମ୍ମାନ ସ୍ବରୂପ ଛିଡ଼ା ହାଇେ ପଡ଼ୁଥିଲେ।
The young men saw me, and hid themselves: and the aged arose, and stood up.
9 ମାେତେ ଦେଖି ନେତାମାନେ ଚୂପ ହାଇେ ଯାଉଥିଲେ ଏବଂ ତାଙ୍କ ମୁଖ ରେ ହାତ ଦେଉଥିଲେ।
The princes refrained talking, and laid their hand on their mouth.
10 ଏପରିକି ଗଣ୍ଯମାନ୍ଯ ବ୍ଯକ୍ତି ମଧ୍ଯ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ, ଏହା ଦଖାଯାେଉଥିଲା ଯେପରି ତାଙ୍କର ଜିଭ ପାଟି ରେ ଅଟକି ଯାଉଥିଲା।
The nobles held their peace, and their tongue cleaved to the roof of their mouth.
11 ମୁଁ ଯାହା କହୁଥିଲି ସମାନେେ ତାହା ମନ ଦଇେ ଶୁଣୁଥିଲେ ଏବଂ ଏହାପରେ ମାେ ବିଷଯ ରେ ଭଲ କଥା ହେଉଥିଲେ। ମୁଁ ଯାହା କରୁଥିଲି, ଲୋକେ ତାକୁ ଦେଖୁଥିଲେ ଓ ପ୍ରଶଂସା କରୁଥିଲେ।
When the ear heard me, then it blessed me; and when the eye saw me, it gave witness to me:
12 କାହିଁକି ? କାରଣ ଯେତବେେଳେ କୌଣସି ଗରିବ ଲୋକଟିଏ ସାହାୟ୍ଯ ପାଇଁ ଡ଼ାକୁଥିଲା ମୁଁ ତାକୁ ସାହାୟ୍ଯ କରୁଥିଲି। ମୁଁ ମଧ୍ଯ ସହେି ପିଲାମାନଙ୍କୁ ସାହାୟ୍ଯ କରୁଥିଲି। ଯାହାଙ୍କର ପିତାମାତା ନ ଥିଲେ ଏବଂ ସମାନଙ୍କେର ଯତ୍ନ ନବୋକୁ କହେି ନ ଥିଲେ।
Because I delivered the poor that cried, and the fatherless, and him that had none to help him.
13 ଯେଉଁ ମଣିଷ ମରି ଯାଉଥିଲା ସେ ମାେତେ ଆଶୀର୍ବାଦ କଲା। ମୁଁ ସହେି ବିଧବାମାନଙ୍କୁ କିଛି ଖାଇବା ନିମନ୍ତେ ଦଲେି।
The blessing of him that was ready to perish came upon me: and I caused the widow’s heart to sing for joy.
14 ଧାର୍ମିକତା ମାରେ ବସ୍ତ୍ର ନ୍ଯାଯ ମାରେ ଚୋଗା ଓ ମାରେ ପଗଡ଼ି ଥିଲା।
I put on righteousness, and it clothed me: my judgment was as a robe and a diadem.
15 ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସମାନେେ ଯେଉଁ ଆଡ଼କୁ ୟିବାକୁ ଇଚ୍ଛା କରୁଥିଲେ ସହେି ପଥରେ ୟିବାକୁ ମୁଁ ସାହାୟ୍ଯ କରୁଥିଲି। େଛାଟ ଲୋକର ମୁଁ ପାଦ ସଦୃଶ ଥିଲି। ମୁଁ ତାଙ୍କୁ ବୋହି ନେଉଥିଲି। ଯେଉଁ ସ୍ଥାନକୁ ସମାନେେ ୟିବାକୁ ଇଚ୍ଛା କରୁଥିଲେ।
I was eyes to the blind, and feet was I to the lame.
16 ମୁଁ ଗରିବ ଲୋକର ପିତା ସଦୃଶ ଥିଲି। ମୁଁ ନ ଜାଣିଥିବା ଲୋକକୁ ମଧ୍ଯ ସାହାୟ୍ଯ କରୁଥିଲି। ସମାନଙ୍କେୁ ଅଦାଲତ ରେ ତର୍କ ରେ ଜିତାଇ ଦେଉଥିଲି।
I was a father to the poor: and the cause which I knew not I searched out.
17 ଦୁଷ୍ଟ ଲୋକର କ୍ଷମତାର ଅପବ୍ଯବହାରରୁ ନିରୀହ ଲୋକଙ୍କୁ ଉଦ୍ଧାର କରୁଥିଲି।
And I brake the jaws of the wicked, and plucked the spoil out of his teeth.
18 ମୁଁ ଭାବୁଥିଲି, ମୁଁ ମାେ ଗୃହ ରେ ମୃତ୍ଯୁବରଣ କରିବି, କିନ୍ତୁ ମାରେ ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହବେ।
Then I said, I shall die in my nest, and I shall multiply my days as the sand.
19 ମୁଁ ସବୁଦିନ ସ୍ବାସ୍ଥ୍ଯବାନ କାର୍ୟ୍ଯକ୍ଷମ ଥିବି। ଗୋଟିଏ ସବଳ ବୃକ୍ଷଭଳି ଯାହାର ଚରେ ମାଟିତଳେ ଜଳକୁ ସ୍ପର୍ଶ କରି ଅନକେ ଡ଼ାଳ ଶାଖା ପ୍ରଶାଖା ମଲେି କାକର ରେ ଭିଜି ୟାଇଥିବ।
My root was spread out by the waters, and the dew lay all night upon my branch.
20 ମାେ ପାଇଁ ପ୍ରେତ୍ୟକକ ଦିନ ଗୋଟିଏ ନୂଆଦିନ ହାଇେଥିବ ଯାହା ମାରେ ଗୌରବ ରେ ପୂର୍ଣ୍ଣ ହବୋ ସହିତ ବହୁତ ନୂଆ ସମ୍ଭାବନାକୁ ମଧ୍ଯ ସାକାର କରୁଥିବ।
My glory was fresh in me, and my bow was renewed in my hand.
21 ଅତୀତ ରେ ଲୋକେ ମାେ କଥାକୁ ନିରବ ଚାପ ଶୁଣିଥିଲେ। ଯେତବେେଳେ ସମାନେେ ମାେ ପାଖକୁ କୌଣସି ଉପଦେଶ ପାଇଁ ଆସୁଥିଲେ।
Unto me men gave ear, and waited, and kept silence at my counsel.
22 ମୁଁ ମାରେବକ୍ତବ୍ଯ ସମାପ୍ତି କଲାପରେ ଲୋକମାନେ ସମସ୍ତ ବିଷଯ ରେ ଶୁଣି ପାରିଲେ, ପରେ ସମାନଙ୍କେର ଆଉ କିଛି କହିବାକୁ ନ ଥାଏ। ମାରେ ସମସ୍ତ କଥା ସମାନଙ୍କେ କାନକୁ ମୃଦୁ ଭାବରେ ପ୍ରବେଶ କରୁଥିଲା।
After my words they spake not again; and my speech dropped upon them.
23 ଲୋକେ ବର୍ଷାକୁ ଅପେକ୍ଷା କଲାପରି ମାେ କଥା ଶୁଣିବାକୁ ଅପେକ୍ଷା କରୁଥିଲେ। ଲୋକେ ମାରେ କଥାକୁ ବସନ୍ତଋତୁର ବର୍ଷାଭଳି ପାନ କରୁଥିଲେ।
And they waited for me as for the rain; and they opened their mouth wide as for the latter rain.
24 ମୁଁ ସହେି ଲୋକମାନଙ୍କ ସହିତ ହସିଲି ଏବଂ ସମାନେେ ତାହା ବିଶ୍ବାସ କରିପାରିଲେ ନାହିଁ। ମାରେ ହସ ଦ୍ବାରା ସମାନେେ ଅଧିକ ଖୁସି ଅନୁଭବ କଲେ।
If I laughed on them, they believed it not; and the light of my countenance they cast not down.
25 ମୁଁ ସମାନଙ୍କେର ନେତା ଥିଲେ ବି ସମାନଙ୍କେ ସଙ୍ଗ ରେ ମିଳିମିଶି ରହିବାକୁ ପସନ୍ଦ କରୁଥିଲି। ମୁଁ ସୈନ୍ଯମାନଙ୍କ ମଧିଅରେ ଜଣେ ରାଜା ଥିଲି। ଯେଉଁମାନେ ଦୁଃଖ ରେ ଥିଲେ ସମାନଙ୍କେୁ ସାନ୍ତ୍ବନା ପ୍ରଦାନ କରୁଥିଲି।
I chose out their way, and sat chief, and dwelt as a king in the army, as one that comforteth the mourners.