Job 12

1 ତା'ପରେ ଆୟୁବ ସମାନଙ୍କେୁ ଉତ୍ତର ଦଇେ କହିଲା,

2 ତୁମ୍ଭେ ଭାବୁଛ ତୁମ୍ଭେ କବଳେ ଜ୍ଞାନୀ ଲୋକ। ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ ତୁମ୍ଭ ସହିତ ଜ୍ଞାନ ମଧ୍ଯ ମରିୟିବ।

3 କିନ୍ତୁ ମାରେ ମନ ତୁମ୍ଭର ମନ ଭଳି ଭଲ। ମୁଁ ତୁମ୍ଭ ଠାରୁ ନ୍ଯୁନ ନୁହେଁ। ଯେ କୌଣସି ଲୋକ ଏହା ସତ୍ଯ ବୋଲି ଦେଖିପାରିବ।

4 ମୁଁ ମାରେ ବନ୍ଧୁମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି। ସମାନେେ କୁହନ୍ତି : ସେ 'ପରମେଶ୍ବରଙ୍କୁ ଡ଼ାକିଲା ଓ ପରମେଶ୍ବର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।' ମୁଁ ଜଣେ ଧାର୍ମିକ ବ୍ଯକ୍ତି, ମୁଁ ସରଳ ତଥାପି ସମାନେେ ମାେତେ ଦେଖି ହସନ୍ତି।

5 ମଶାଲ ତା' ପାଇଁ ଆବଶ୍ଯକ ନାହିଁ ୟିଏ ନିଜକୁ ସୁରକ୍ଷିତ ବୋଲି ଭାବେ। ଏହା ସହେିମାନଙ୍କ ପାଇଁ ଉପ ଯୋଗୀ, ଯେଉଁମାନଙ୍କର ପାଦ ଖସି ଯାଉଛି।

6 ଡ଼କାଯତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ। ଯେଉଁମାନେ ପରମେଶ୍ବରଙ୍କୁ ବିରକ୍ତ କରାନ୍ତି, ସମାନେେ ଶାନ୍ତି ରେ ରହନ୍ତି ଏବଂ ସମାନଙ୍କେର ବଳ ହେଉଛି ସମାନଙ୍କେର ପରମେଶ୍ବର।

7 ତୁମ୍ଭେ ଜନ୍ତୁମାନଙ୍କୁ ପଚାର ସମାନେେ ତୁମ୍ଭକୁ ଶିକ୍ଷା ଦବେେ, ତୁମ୍ଭେ ଆକାଶର ପକ୍ଷୀମାନଙ୍କୁ ପଚାର ସମାନେେ ତୁମ୍ଭକୁ କହିବେ।

8 ତୁମ୍ଭେ ପୃଥିବୀକୁ ପଚାର ସେ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ସମୁଦ୍ରର ମାଛକୁ ପଚାର ସେ ତୁମ୍ଭକୁ ଜ୍ଞାନ କଥା କହିବ।

9 ଏକଥା ସମସ୍ତେ ଜାଣନ୍ତି ସଦାପ୍ରଭୁ ଏସବୁ ସୃଷ୍ଟି କରିଛନ୍ତି।

10 ପ୍ରେତ୍ୟକକ ଜୀବନ୍ତ ପ୍ରାଣୀ ଓ ନିଶ୍ବାସ ନଇେ ବଞ୍ଚୁଥିବା ମଣିଷସବୁ ପରମେଶ୍ବରଙ୍କ ଶକ୍ତିର ଅଧୀନ ରେ।

11 କିନ୍ତୁ ଜିହ୍ବା ଯେପରି ଖାଦ୍ୟର ସ୍ବାଦ ବାରିପା ରେ। କାନ ସପରେି ଶୁଣୁଥିବା ଶବ୍ଦକୁ ବାରିପା ରେ।

12 ତେଣୁ ଆମ୍ଭେ କହୁଛୁ, 'ଜ୍ଞାନ ବୃଦ୍ଧ ଲୋକମାନଙ୍କଠା ରେ ଅଛି। ବୁଝାମଣା ଦୀର୍ଘଜୀବନ ବଢ଼ାଏ।'

13 କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ବରଙ୍କଠା ରେ ଅଛି। ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି।

14 ଯଦି ପରମେଶ୍ବର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରିପାରନ୍ତି ନାହିଁ। ଯଦି ପରମେଶ୍ବର ଜଣକୁ ବନ୍ଦୀଗୃହ ରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟାକରି ମଧ୍ଯ ତାକୁ ମୁକୁଳାଇ ପାରନ୍ତି ନାହିଁ।

15 ଯେତବେେଳେ ପରମେଶ୍ବର ବର୍ଷାକୁ ରଦ୍ଦ କରନ୍ତି, ତା' ହେଲେ ପୃଥିବୀ ଶୁଷ୍କ ହାଇୟୋଏ ଏବଂ ସେ ଯେତବେେଳେ ବର୍ଷା ଛାଡ଼ି ଦିଅନ୍ତି, ତା' ହେଲେ ପୃଥିବୀ ରେ ବନ୍ଯା ହାଇୟୋଏ।

16 ପରମେଶ୍ବର ଅତ୍ଯନ୍ତ ବଳଶାଳୀ, ସବୁଠା ରେ ତାଙ୍କର ବିଜଯ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ବରଙ୍କ ଉପରେ ନିର୍ଭର କରେ।

17 ପରମେଶ୍ବର ପରାମର୍ଶଦାତାମାନଙ୍କର ଜ୍ଞାନକୁ ହରଣ କରି ନିଅନ୍ତି ଓ ନେତା ବା ବିଚାରକମାନଙ୍କୁ ନିର୍ବୋଧ ରେ ପରିଣତ କରନ୍ତି।

18 ରାଜା ଲୋକମାନଙ୍କୁ ବନ୍ଦୀ ଗୃହ ରେ ନିକ୍ଷପେ କରନ୍ତି। କିନ୍ତୁ ପରମେଶ୍ବର ସହେି ଲୋକମାନଙ୍କୁ ମୁକ୍ତି ଦଇେ ଆହୁରି ଅଧିକ ଶକ୍ତିଶାଳୀ କରି ଦିଅନ୍ତି।

19 ପରମେଶ୍ବର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନକରେନ୍ତି।

20 ପରମେଶ୍ବର ବିଶ୍ବସ୍ତ ପରାମର୍ଶଦାତାମାନଙ୍କୁ ମଧ୍ଯ ଚୁପ କରାଇ ଦିଅନ୍ତି ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।

21 ପରମେଶ୍ବର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ଯ ଛଡ଼ାଇ ନିଅନ୍ତି।

22 ପରମେଶ୍ବର ଅନ୍ଧକାରର ଗୂଢ଼ ରହସ୍ଯକୁ ଜାଣନ୍ତି। ସେ ମୃତ୍ଯୁଭଳି ଘନ ଅନ୍ଧକାର ଆଚ୍ଛାଦିତ ସ୍ଥାନକୁ ଆଲୋକିତ କରିଦଇେ ପାରନ୍ତି।

23 ପରମେଶ୍ବର ରାଜ୍ଯକୁ ଦୃଢ଼ ଓ ଶକ୍ତିଶାଳୀ କରନ୍ତି ଓ ଶଷେ ରେ ତାକୁ ବିଛାଡ଼ି ପକାନ୍ତି। ସେ ରାଜ୍ଯକୁ ବୃଦ୍ଧି କରନ୍ତି ଏବଂ ତା'ର ଲୋକମାନଙ୍କୁ ବିନାଶ କରନ୍ତି।

24 ପରମେଶ୍ବର ନେତାମାନଙ୍କୁ ବୋକା ବନାଇ ମରୁଭୂମିରେ ଉଦ୍ଦେଶ୍ଯହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି।

25 ସହେି ନେତାମାନେ ଆଲୋକ ବିନା ଅନ୍ଧାର ରେ ଦରାଣ୍ଡି ହୁଅନ୍ତି। ପରମେଶ୍ବର ସମାନଙ୍କେୁ ମାତାଲ ଭଳି ଟଳମଳ ଓ ଇତସ୍ତତଃ କରାନ୍ତି।

1 And Job answered and said,

2 No doubt but ye are the people, and wisdom shall die with you.

3 But I have understanding as well as you; I am not inferior to you: yea, who knoweth not such things as these?

4 I am as one mocked of his neighbour, who calleth upon God, and he answereth him: the just upright man is laughed to scorn.

5 He that is ready to slip with his feet is as a lamp despised in the thought of him that is at ease.

6 The tabernacles of robbers prosper, and they that provoke God are secure; into whose hand God bringeth abundantly.

7 But ask now the beasts, and they shall teach thee; and the fowls of the air, and they shall tell thee:

8 Or speak to the earth, and it shall teach thee: and the fishes of the sea shall declare unto thee.

9 Who knoweth not in all these that the hand of the Lord hath wrought this?

10 In whose hand is the soul of every living thing, and the breath of all mankind.

11 Doth not the ear try words? and the mouth taste his meat?

12 With the ancient is wisdom; and in length of days understanding.

13 With him is wisdom and strength, he hath counsel and understanding.

14 Behold, he breaketh down, and it cannot be built again: he shutteth up a man, and there can be no opening.

15 Behold, he withholdeth the waters, and they dry up: also he sendeth them out, and they overturn the earth.

16 With him is strength and wisdom: the deceived and the deceiver are his.

17 He leadeth counsellers away spoiled, and maketh the judges fools.

18 He looseth the bond of kings, and girdeth their loins with a girdle.

19 He leadeth princes away spoiled, and overthroweth the mighty.

20 He removeth away the speech of the trusty, and taketh away the understanding of the aged.

21 He poureth contempt upon princes, and weakeneth the strength of the mighty.

22 He discovereth deep things out of darkness, and bringeth out to light the shadow of death.

23 He increaseth the nations, and destroyeth them: he enlargeth the nations, and straiteneth them again.

24 He taketh away the heart of the chief of the people of the earth, and causeth them to wander in a wilderness where there is no way.

25 They grope in the dark without light, and he maketh them to stagger like a drunken man.

Tamil Indian Revised Version
அப்படியே நான் நதிக்கு மறுபுறத்திலிருக்கிற ஆளுநர்களிடத்திற்கு வந்து, ராஜாவின் கடிதங்களை அவர்களுக்குக் கொடுத்தேன்; ராஜா என்னோடு இராணுவ அதிகாரிகளையும், குதிரைவீரர்களையும் அனுப்பியிருந்தார்.

Tamil Easy Reading Version
எனவே, நான் ஐபிராத்து நதியின் மேற்குப் பகுதியின் ஆளுநர்களிடம் சென்றேன். அரசனிடமிருந்து பெற்ற கடிதங்களை ஆளுநர்களிடம் கொடுத்தேன். அரசன் என்னுடன் படை அதிகாரிகளையும் குதிரை வீரர்களையும் அனுப்பியிருந்தான்.

Thiru Viviliam
யூப்பிரத்தீசின் அக்கரைப்பகுதியின் ஆளுநர்களிடம் வந்து, மன்னரின் மடல்களை அவர்களிடம் தந்தேன். மன்னரோ என்னோடு படைத்தலைவர்களையும் குதிரை வீரர்களையும் அனுப்பி வைத்திருந்தார்.

Nehemiah 2:8Nehemiah 2Nehemiah 2:10

King James Version (KJV)
Then I came to the governors beyond the river, and gave them the king’s letters. Now the king had sent captains of the army and horsemen with me.

American Standard Version (ASV)
Then I came to the governors beyond the River, and gave them the king’s letters. Now the king had sent with me captains of the army and horsemen.

Bible in Basic English (BBE)
Then I came to the rulers of the lands across the river and gave them the king’s letters. Now the king had sent with me captains of the army and horsemen.

Darby English Bible (DBY)
And I came to the governors beyond the river, and gave them the king’s letters. Now the king had sent captains of a force and horsemen with me.

Webster’s Bible (WBT)
Then I came to the governors beyond the river, and gave them the king’s letters. Now the king had sent captains of the army and horsemen with me.

World English Bible (WEB)
Then I came to the governors beyond the River, and gave them the king’s letters. Now the king had sent with me captains of the army and horsemen.

Young’s Literal Translation (YLT)
And I come in unto the governors beyond the River, and give to them the letters of the king; and the king sendeth with me heads of a force, and horsemen;

நெகேமியா Nehemiah 2:9
அப்படியே நான் நதிக்கு அப்புறத்திலிருக்கிற தேசாதிபதிகளிடத்துக்கு வந்து, ராஜாவின் கடிதங்களை அவர்களுக்குக் கொடுத்தேன்; ராஜா என்னோடேகூட இராணுவச் சேர்வைக்காரரையும், குதிரைவீரரையும் அனுப்பியிருந்தார்.
Then I came to the governors beyond the river, and gave them the king's letters. Now the king had sent captains of the army and horsemen with me.

Then
I
came
וָֽאָב֗וֹאwāʾābôʾva-ah-VOH
to
אֶֽלʾelel
the
governors
פַּֽחֲווֹת֙paḥăwôtpa-huh-VOTE
beyond
עֵ֣בֶרʿēberA-ver
river,
the
הַנָּהָ֔רhannāhārha-na-HAHR
and
gave
וָֽאֶתְּנָ֣הwāʾettĕnâva-eh-teh-NA
them

לָהֶ֔םlāhemla-HEM
king's
the
אֵ֖תʾētate
letters.
אִגְּר֣וֹתʾiggĕrôtee-ɡeh-ROTE
Now
the
king
הַמֶּ֑לֶךְhammelekha-MEH-lek
had
sent
וַיִּשְׁלַ֤חwayyišlaḥva-yeesh-LAHK
captains
עִמִּי֙ʿimmiyee-MEE
of
the
army
הַמֶּ֔לֶךְhammelekha-MEH-lek
and
horsemen
שָׂ֥רֵיśārêSA-ray
with
חַ֖יִלḥayilHA-yeel
me.
וּפָֽרָשִֽׁים׃ûpārāšîmoo-FA-ra-SHEEM