Jeremiah 52:13 ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ୟିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନି ରେ ଦଗ୍ଧ କଲା।
Jeremiah 52:13 in Other Translations
King James Version (KJV) And burned the house of the LORD, and the king's house; and all the houses of Jerusalem, and all the houses of the great men, burned he with fire:
American Standard Version (ASV) and he burned the house of Jehovah, and the king's house; and all the houses of Jerusalem, even every great house, burned he with fire.
Bible in Basic English (BBE) And he had the house of the Lord and the king's house and all the houses of Jerusalem, even every great house, burned with fire:
Darby English Bible (DBY) and he burned the house of Jehovah, and the king's house, and all the houses of Jerusalem; and every great [man's] house he burned with fire.
World English Bible (WEB) and he burned the house of Yahweh, and the king's house; and all the houses of Jerusalem, even every great house, burned he with fire.
Young's Literal Translation (YLT) and he burneth the house of Jehovah, and the house of the king, and all the houses of Jerusalem, even every great house he hath burned with fire,
Read Full Chapter :
Jeremiah 52
Cross Reference
ଦିତୀୟ ବଂଶାବଳୀ 36:19
ନବୂଖଦ୍ନିତ୍ସର ଓ ତାଙ୍କର ସୈନ୍ଯଦଳ ମନ୍ଦିରକୁ ଜ୍ବଳାଇ ଦେଲେ। ସମାନେେ ୟିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ବଳାଇ ଦେଲେ। ସମାନେେ ୟିରୁଶାଲମ ରେ ଥିବା ପ୍ରେତ୍ୟକକ ବହୁମୂଲ୍ଯ ଦ୍ରବ୍ଯକୁ ନଇଗେଲେ ନଚେତ୍ ଧ୍ବଂସ କରି ଦେଲେ।
ଗୀତସଂହିତା 79:1
ହେ ପରମେଶ୍ବର, ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି। ସମାନେେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି। ସମାନେେ ୟିରୁଶାଲମକୁ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି।
ମୀଖା 3:12
ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।
ଦିତୀୟ ରାଜାବଳୀ 25:9
ନବୂସରଦ୍ନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ୟିରୁଶାଲମ୍ର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡିକୁ ଅଗ୍ନି ରେ ଦଗ୍ଧ କଲା।
ଯିରିମିୟଙ୍କ ବିଳାପ 2:7
ସଦାପ୍ରଭୁ ଆପଣା ୟଜ୍ଞବଦେୀ ଓ ପବିତ୍ର ଉପାସନା ସ୍ଥାନକୁ ଦୂର କରିଛନ୍ତି। ସେ ତା'ର ମନ୍ଦିରର ପ୍ରାଚୀରକୁ ନିଜର ଶତ୍ରୁମାନଙ୍କୁ ଦଇେଛନ୍ତି। ଶତ୍ରୁଗଣ ଉତ୍ସବ ଦିନ ଅତି ଆନନ୍ଦ ରେ ସଦାପ୍ରଭୁଙ୍କ ମନ୍ଦିର ରେ ଧ୍ବନି କରୁଛନ୍ତି।
ଗୀତସଂହିତା 74:6
ହେ ପରମେଶ୍ବର, ସମାନେେ କୁରାଢ଼ି ଓ ଟାଙ୍ଗିଆ ଦ୍ବାରା ତୁମ୍ଭ ମନ୍ଦିରର ଖାଦେିତ କାଠ ପଟାଗୁଡ଼ିକ ନଷ୍ଟ କଲେ।
ଯିଶାଇୟ 64:10
ତୁମ୍ଭର ପବିତ୍ର ନଗରଗୁଡ଼ିକ ପ୍ରାନ୍ତର ପାଲଟିଛି। ସିଯୋନ ପ୍ରାନ୍ତର ହାଇେଅଛି ଓ ୟିରୁଶାଲମ ଧ୍ବଂସ ହାଇେଅଛି।
ଯିହିଜିକଲ 24:1
ଅନନ୍ତର ନବମ ବର୍ଷର ଦଶମ ମାସର ଦଶମ ଦିନ ରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
ଯିହିଜିକଲ 24:21
ଇଶ୍ରାୟେଲର ଲୋକମାନଙ୍କୁ କହିବା ପାଇଁ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ମୁଁ ମାରେ ଅଗଣାକୁ ଅପବିତ୍ର କରିବା ପାଇଁ ଯାଉଅଛି। ଯାହା ପାଇଁ ତୁମ୍ଭେ ବହୁତ ଗର୍ବ କରୁଛ, ଯାହା ତୁମ୍ଭେ ଦେଖିବା ପାଇଁ ଚାହଁ ଏବଂ ଯାହା ତୁମ୍ଭର ଅତି ପ୍ରିଯ। ଏବଂ ତୁମ୍ଭମାନଙ୍କର ଯେଉଁ ପୁତ୍ର କନ୍ଯାଗଣଙ୍କୁ ପଛ ରେ ଛାଡ଼ି ୟାଇଅଛ, ସମାନେେ ଖଡ୍ଗ ରେ ପତିତ ହବେେ।
ଆମୋଷ 2:5
ତେଣୁ ଆମ୍ଭେ ଯିହୁଦା ରେ ଅଗ୍ନି ସଂୟୋଗ କରିବା ଏବଂ ସହେି ଅଗ୍ନି ୟିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ବଂସ କରିଦବେ।
ଆମୋଷ 3:10
ଲୋକମାନେ ସଠାେ ରେ କିପରି ସାଧୁତ୍ବଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସମାନଙ୍କେର ଗୋଦାମ ଘର ୟୁଦ୍ଧରୁ ଲୁଟିଥିବା ସମ୍ପତ୍ତି ରେ ପୁରିୟାଇଛି।
ଯିରିମିୟ 7:14
ତେଣୁ ଆମ୍ଭ ନାମ ରେ ଖ୍ଯାତ ୟିରୁଶାଲମର ମନ୍ଦିରକୁ ଧ୍ବଂସ କରିବା, ଯେପରି ଶୀଲୋପ୍ରତି ଆମ୍ଭେ କରିଥିଲୁ। ଆଉ ତୁମ୍ଭମାନେେ ଯେଉଁ ଗୃହପ୍ରତି ବିଶ୍ବାସ ରଖିଛ, ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଦତ୍ତ ସହେି ଗୃହକୁ ଆମ୍ଭେ ଉଚ୍ଛନ୍ନ କରିବା।
ଯିଖରିୟ 11:1
ହେ ଲିବାନୋନ୍, ତୁମ୍ଭେ ତୁମ୍ଭର ସମସ୍ତ ଦ୍ବାର ଖାଲିଦେିଅ ଯେପରି ଅଗ୍ନି ତୁମ୍ଭର ସମସ୍ତ ଦବଦୋରୁ ବୃକ୍ଷଗୁଡିକୁ ପୋଡି଼ ପକାଇବେ।
ମାଥିଉଲିଖିତ ସୁସମାଚାର 24:2
ଯୀଶୁ ସମାନଙ୍କେୁ ପଚାରିଲେ, ଏହି ଭବନଗୁଡ଼ିକୁ ତୁମ୍ଭମାନେେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ସବୁତକ ଭବନ ଧ୍ବଂସ ହାଇଯେିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼ଇେ ହାଇେ ପଡ଼ିବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6:13
ସମାନେେ କେତେ ଜଣ ମିଥ୍ଯା ସାକ୍ଷୀଙ୍କୁ ଆଣିଲେ। ସମାନେେ କହିଲେ, ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମାଶାଙ୍କେ ବ୍ଯବସ୍ଥା ବିରୁଦ୍ଧ ରେ କୁ ହେ।
ଆମୋଷ 6:11
ସଦାପ୍ରଭୁ ପରମେଶ୍ବର ଆଦେଶ ଦବେେ, ଦେଖ ବଡ ଗୃହଗୁଡିକ ଖଣ୍ତ ବିଖଣ୍ତିତ ହବେ ଏବଂ କ୍ଷୁଦ୍ର ଗୃହଗୁଡିକ େଛାଟ େଛାଟ ଖଣ୍ତ ରେ ପରିଣତ ହବେ।
ଯିରିମିୟ 22:14
ଯିହାୟୋକୀମ୍ କହନ୍ତି, ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କଠାେରୀମାନ ନିର୍ମାଣ କରିବି। ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ ଓ ଏରସ କାଠ ରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗ ରେ କାଠ ରଙ୍ଗ କଲେ। ମାତ୍ର ସେ ସନ୍ତାପର ପାତ୍ର ହେଲେ।
ଯିରିମିୟ 34:22
ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ପୁଣି ସମାନଙ୍କେୁ ଆମ୍ଭର ଆଜ୍ଞା ରେ' ଏହି 'ନଗରକୁ ଅଣାଇବା। ତହିଁରେ ସମାନେେ ନଗର ବିରୁଦ୍ଧ ରେ ୟୁଦ୍ଧ କରି ତାହାକୁ ଅଧିକାର କରିବେ ଓ ତାହାକୁ ଅଗ୍ନି ରେ ଦଗ୍ଧ କରିବେ। ପୁଣି ଆମ୍ଭେ ଯିହୁଦାର ସମସ୍ତ ନଗରକୁ ଜନଶୂନ୍ଯ କରି ଧ୍ବଂସ ସ୍ତୁପ ରେ ପରିରତ କରିବା।
ଯିରିମିୟ 37:8
ପୁଣି କଲଦୀଯମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧ ରେ ୟୁଦ୍ଧ କରିବେ ଓ ସମାନେେ ତାହାକୁ ଅଧିକାର କରି ଅଗ୍ନି ରେ ଦଗ୍ଧ କରିବେ।'
ଯିରିମିୟ 38:23
ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କଲଦୀଯମାନଙ୍କୁ ଦବେେ। ଆଉ ତୁମ୍ଭେ ମଧ୍ଯ ସମାନଙ୍କେ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତ ରେ ଧରାୟିବ। ଆଉ ସମାନେେ ଏହି ନଗରକୁ ଅଗ୍ନି ରେ ଦଗ୍ଧ କରିବେ।
ଯିରିମିୟ 39:8
କଲଦୀଯମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନି ରେ ଦଗ୍ଧ କଲେ। ଆଉ ୟିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।
ଯିହିଜିକଲ 7:20
ସହେି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାର ରେ ଘୃଣ୍ଯ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସମାନେେ ଗର୍ବ କରୁଥିଲେ ଏବଂ ସମାନେେ ସହେି ମୂର୍ତ୍ତିଗୁଡ଼ିକ ପରମେଶ୍ବରଙ୍କ ମନ୍ଦିର ରେ ରଖିଲେ। ତେଣୁ ଆମ୍ଭେ ସଗେୁଡ଼ିକ ସମାନଙ୍କେ ପାଇଁ କଳୁଷିତ ସାମଗ୍ରୀ ରେ ପରିଣତ କରିଦବୋ।