Jeremiah 5:10 in Oriya

Oriya Oriya Bible Jeremiah Jeremiah 5 Jeremiah 5:10

Jeremiah 5:10
ତୁମ୍ଭମାନେେ ପ୍ରାଚୀର ଉପରକୁ ୟାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସଗେୁଡ଼ିକୁ ସମ୍ପୂୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।

Jeremiah 5:9Jeremiah 5Jeremiah 5:11

Jeremiah 5:10 in Other Translations

King James Version (KJV)
Go ye up upon her walls, and destroy; but make not a full end: take away her battlements; for they are not the LORD's.

American Standard Version (ASV)
Go ye up upon her walls, and destroy; but make not a full end: take away her branches; for they are not Jehovah's.

Bible in Basic English (BBE)
Go up against her vines and make waste; let the destruction be complete: take away her branches, for they are not the Lord's.

Darby English Bible (DBY)
Go up upon her walls, and destroy; but make not a full end; take away her battlements, for they are not Jehovah's.

World English Bible (WEB)
Go up on her walls, and destroy; but don't make a full end: take away her branches; for they are not Yahweh's.

Young's Literal Translation (YLT)
Go ye up on her walls, and destroy, And a completion make not, Turn aside her branches, for they `are' not Jehovah's,

Go
ye
up
עֲל֤וּʿălûuh-LOO
upon
her
walls,
בְשָׁרוֹתֶ֙יהָ֙bĕšārôtêhāveh-sha-roh-TAY-HA
destroy;
and
וְשַׁחֵ֔תוּwĕšaḥētûveh-sha-HAY-too
but
make
וְכָלָ֖הwĕkālâveh-ha-LA
not
אַֽלʾalal
end:
full
a
תַּעֲשׂ֑וּtaʿăśûta-uh-SOO
take
away
הָסִ֙ירוּ֙hāsîrûha-SEE-ROO
her
battlements;
נְטִ֣ישׁוֹתֶ֔יהָnĕṭîšôtêhāneh-TEE-shoh-TAY-ha
for
כִּ֛יkee
they
ל֥וֹאlôʾloh
are
not
לַיהוָ֖הlayhwâlai-VA
the
Lord's.
הֵֽמָּה׃hēmmâHAY-ma

Cross Reference

Jeremiah 4:27
ସଦାପ୍ରଭୁ ଏହି କଥା କହନ୍ତି, ସମଗ୍ର ଦେଶ ବନ୍ଧ୍ଯା ହବେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶଷେ କରିବି ନାହିଁ।

Jeremiah 39:8
କଲଦୀଯମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନି ରେ ଦଗ୍ଧ କଲେ। ଆଉ ୟିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।

Psalm 78:61
ସେ ତାଙ୍କର ଶକ୍ତିର ପ୍ରତୀକକୁ କରାଯତ୍ତ କରିବା ପାଇଁ ଦେଲେ। ସେ ତାଙ୍କର ଗୌରବର ପ୍ରତୀକକୁ ଶତ୍ରୁମାନଙ୍କ ଦ୍ବାରା ନଇଗେଲେ।

Ezekiel 9:5
ଏବଂ ସେ ଅନ୍ୟମାନଙ୍କୁ ମାରେ କର୍ଣ୍ଣ ଗୋଚର ରେ କହିଲେ, ତା'ର ପେଛ ନଗର ମଧ୍ଯକୁ ୟାଅ ଏବଂ କପାଳ ରେ ଚିହ୍ନ ନ ଥିବା ବ୍ଯକ୍ତିଙ୍କୁ ହତ୍ଯା କର। ଦୟା ଦଖାେଅ ନାହିଁ। ସମାନଙ୍କେୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ଯକ୍ତି, ୟୁବାବ୍ଯକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ର ରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳ ରେ ଚିହ୍ନ ଥିବା ଲୋକ ନିକଟକୁ ୟାଅ ନାହିଁ।

Ezekiel 12:16
କିନ୍ତୁ ମୁଁ ସମାନଙ୍କେ ମଧ୍ଯରୁ ଅଳ୍ପ କେତକଙ୍କେୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବ। ତହିଁରେ ସମାନେେ ଯେଉଁ ରାଷ୍ଟ୍ରମାନଙ୍କ ମଧିଅରେ ନିର୍ବାସିର ରୂପେ ବାସ କରିବେ, ସମାନଙ୍କେ ନିକଟରେ ନିଜର ଘୃଣ୍ଯ କର୍ମସବୁ ପ୍ରକାଶ କରିବେ। ଏବଂ ତା'ପ ରେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।

Ezekiel 14:17
ପରମେଶ୍ବର କହିଲେ, ଯଦି ମୁଁ ସହେି ଦେଶ ବିରୁଦ୍ଧ ରେ ଖଡ୍ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧିଅରେ ୟିବା ପାଇଁ ଓ ମନୁଷ୍ଯ ଏବଂ ପଶୁକୁ ହତ୍ଯା କରିବା ପାଇଁ,

Hosea 1:9
ତା'ପ ରେ ସଦାପ୍ରଭୁ କହିଲେ, ତା'ର ନାମ ଲୋ-ଆମୀ ଦିଅ। କାରଣ, ତୁମ୍ଭମାନେେ ଆମ୍ଭର ଲୋକ ନୁହଁ କି ଆମ୍ଭେ ତୁମ୍ଭର ପରମେଶ୍ବର ନୁହଁ।

Amos 9:8
ସଦାପ୍ରଭୁ, ମାରେ ପ୍ରଭୁ ପାପପୂର୍ଣ୍ଣ ରାଜ୍ଯ ଇଶ୍ରାୟେଲ ଉପ ରେ ଦୃଷ୍ଟି ରଖିଛନ୍ତି। ସଦାପ୍ରଭୁ କହିଲେ, ଆମ୍ଭେ ପୃଥିବୀରୁ ଇଶ୍ରାୟେଲକୁ ମୂଳପୋଛ କରିଦବୋ। କିନ୍ତୁ କବେେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା ନାହିଁ।

Matthew 22:7
ରାଜା ଖୁବ୍ ରାଗିଗଲେ। ତାହାଙ୍କ ଚ଼ାକରମାନଙ୍କୁ ଯେଉଁମାନେ ମାରି ଦେଲେ, ସମାନଙ୍କେୁ ମାରିଦବୋପାଇଁ ରାଜା ସୈନ୍ଯ ପଠାଇଲେ। ସୈନ୍ଯମାନେ ସହେି ହତ୍ଯାକାରୀମାନଙ୍କୁ ମାରି ଦେଲେ ଓ ତାହାଙ୍କ ନଗରକୁ ପୋଡ଼ି ଦେଲେ।

Jeremiah 51:20
ସଦାପ୍ରଭୁ ପୁଣି କହନ୍ତି, ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ୟୁଦ୍ଧର ଅସ୍ତ୍ର ସ୍ବରୂପ। ଆମ୍ଭେ ତୁମ୍ଭ ଦ୍ବାରା ନାନା ଗୋଷ୍ଠୀକୁ ଧ୍ବଂସ କଲୁ ଓ ନାନା ରାଜ୍ଯକୁ ସମ୍ପୂର୍ଣ୍ଣ ସଂହାର କଲୁ।

Jeremiah 46:28
ସଦାପ୍ରଭୁ କହନ୍ତି, ହେ ମାରେ ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ। କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ, ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦଇେଅଛୁ, ଆମ୍ଭେ ସମାନଙ୍କେୁ ସଂହାର କରିବା। ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ। ଆମ୍ଭେ ତୁମ୍ଭକୁ ବିବଚେନା ପୂର୍ବକ ଶାସ୍ତି ଦବୋ। ମାତ୍ର ତୁମ୍ଭକୁ ଦଣ୍ଡ ନ ଦଇେ ଛାଡ଼ିବା ନାହିଁ।

2 Chronicles 36:17
ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।

Isaiah 10:5
ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।

Isaiah 13:1
ପରମେଶ୍ବର ଆମାେସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀଯ ବାର୍ତ୍ତା ଦଖାଇେଲେ।

Jeremiah 5:18
ମାତ୍ର ସଦାପ୍ରଭୁ କହନ୍ତି, ହେ ଯିହୁଦା ଏପରିକି ଯେତବେେଳେ ସହେି ଭୟଙ୍କର ସମୟ ଆସିବ, ଆମ୍ଭେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିବା ନାହିଁ।

Jeremiah 6:4
ତୁମ୍ଭମାନେେ ୟିରୁଶାଲମ ବିରୁଦ୍ଧ ରେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଉଠ, ଆମ୍ଭମାନେେ ମଧ୍ଯାହ୍ନ ରେ ଆକ୍ରମଣ କରିବା। ହାୟ, କାରଣ ଦିନର ଅବସାନ ହେଉଅଛି। ସନ୍ଧ୍ଯାକାଳର ଛାଯା ଦୀର୍ଘ ହେଉଅଛି।

Jeremiah 7:4
ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କ ନାମ ରେ ମିଥ୍ଯା କହୁଥିବା ଲୋକମାନଙ୍କୁ ବିଶ୍ବାସ କର ନାହିଁ।

Jeremiah 25:9
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

Jeremiah 30:11
ପୁଣି ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧିଅରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସହେି ସମସ୍ତଙ୍କୁ ସୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବଚେନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।

2 Kings 24:2
ତେଣୁ ସଦାପ୍ରଭୁ ଯିହାୟୋଦାରକୀମ୍ଙ୍କ ବିରୁଦ୍ଧ ରେ କଲ୍ଦୀଯ ସୈନ୍ଯଦଳ, ଅରାମୀଯ ସୈନ୍ଯଦଳ, ମାୟୋବୀଯ ସୈନ୍ଯଦଳ ଓ ଅମ୍ମାନେ-ସନ୍ତାନ ମାନଙ୍କ ସୈନ୍ଯଦଳ ପ୍ ରରଣେ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ଯଦ୍ବକ୍ତାମାନଙ୍କ ଦ୍ବାରା ଯାହା କହିଥିଲେ, ସହେି ବାକ୍ଯାନୁସା ରେ ଯିହୁଦାକୁ ବିନାଶ କରିବା ପାଇଁ ତା' ବିରୁଦ୍ଧ ରେ ସମାନଙ୍କେୁ ପ୍ ରରଣେ କଲେ।