Jeremiah 48
1 ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ମାୟୋବ ବିଷଯ ରେ ଏହା କହନ୍ତି, ନବୋ ଧ୍ବଂସ ହବେ, କିରିଯାଥଯିମ ଲଜ୍ଜିତ ହବେ। ତାହା କବଳିତ ହବେ ଏବଂ ପର୍ବତଗଡ଼ ଲଜ୍ଜିତ ଓ ଭଗ୍ନ ହବେ।
2 ମାୟୋବ ପୁନର୍ବାର ପ୍ରଶଂସିତ ହବେ ନାହିଁ। ହିଶବୋନ ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ। 'ଆସ, ଆମ୍ଭମାନେେ ଏହାକୁ ଧ୍ବଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦବୋ।' ହେ ମଦମନୋ ! ତୁମ୍ଭେ ମଧ୍ଯ ନୀରବ ହବେ, କାରଣ ଖଡ୍ଗ ତୁମ୍ଭର ପଶ୍ଚାତଗାମୀ ହବେ।
3 ହୋରୋନଯିମଠାରୁ କ୍ରନ୍ଦନର ଓ ମହାବିନାଶର ଶବ୍ଦ ଶୁଣ।
4 ମାୟୋବ ଧ୍ବଂସ ପାଇବ ଓ ତାହାର େଛାଟ ପିଲାମାନେ ସାହାୟ୍ଯ ପାଇଁ କ୍ରନ୍ଦନ କରିବେ।
5 କାରଣ ଲୁହୀତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରି ଉପରକୁ ଉଠିବେ। ଯେ ହତେୁ ହୋରୋନଯିମର ଗଡ଼ାଣି ପଥରେ ସମାନେେ ବିନାଶ ହତେୁ ସଙ୍କଟସୂଚକ କ୍ରନ୍ଦନ ଶୁଣିଅଛନ୍ତି।
6 ପଳାଯନ କର। ପଳାଇ ୟାଇ ଆପଣା ଆପଣା ପ୍ରାଣ ରକ୍ଷା କର। ଆଉ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ଯ ଉଡ଼ିୟାଅ।
7 ତୁମ୍ଭମାନେେ ନିଜ କର୍ମ ରେ ଓ ଧନ ସତ୍ତି ରେ ନିର୍ଭର କରିଅଛ। ଏଣୁ ତୁମ୍ଭମାନେେ ଧରାୟିବ। ଆଉ କମାେଶ ତା'ର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହାଇୟିବେ।
8 ପ୍ରେତ୍ୟକକ ନଗର ଉପ ରେ ବିନାଶକ ଆସିବ। କୌଣସି ଗୋଟିଏ ନଗର ରକ୍ଷା ପାଇବ ନାହିଁ। ତଳଭୂମି ବିନଷ୍ଟ ହବେ ଓ ଉଚ୍ଚଭୂମି ଧ୍ବଂସ ପାଇବ। ସଦାପ୍ରଭୁ କହନ୍ତି ଏହା ଘଟିବ।
9 ମାୟୋବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ, ତାହାର ସମସ୍ତ ନଗର ଧ୍ବଂସ ପାଇବ ଓ ତା' ମଧିଅରେ କହେି ବାସ କରିବେ ନାହିଁ।
10 ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କଲେ ଓ ଯଦି ସେ ସହେି ଲୋକମାନଙ୍କୁ ରକ୍ତପାତ କରିବାକୁ ଖଡ୍ଗ ବ୍ଯବହାର ନ କରେ ତବେେ ସେ ଶାପଗ୍ରସ୍ତ ହେଉ।
11 ମାଯାେବ ଜନ୍ମରୁ ଦୁଃଖ କଷ୍ଟ ଜାଣି ନାହିଁ। ମାଯାେବ ଏକ ପାତ୍ରସ୍ଥ ମଦ ତୁଲ୍ଯ ସୁସ୍ଥିର ଅଛି। ସେ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢ଼ଳା ୟାଇ ନାହିଁ। କିଅବା ସେ ବନ୍ଦୀ ହାଇେ ୟାଇ ନାହିଁ, ଏଣୁ ତା'ର ସ୍ବାଦ ତା' ମଧିଅରେ ଅଛି। ତାହାର ସୁବାସ ବିକୃତ ହାଇେ ନାହିଁ।
12 ଆଉ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଲୋକ ପଠାଇ ତାକୁ ଢ଼ାଳି ପକାଇବା। ସମାନେେ ସହେି ପାତ୍ରକୁ ଢ଼ାଳି ଦବେେ ଓ ପାତ୍ରଗୁଡ଼ିକୁ ଶୂନ୍ଯ କରି କୁାସବୁ ଭାଙ୍ଗି ପକାଇବେ। ଏପରି ସମୟ ଆସୁଅଛି।
13 ଯେପରି ଇଶ୍ରାୟେଲ ବଂଶ ଆପଣା ବିଶ୍ବାସ ଭୂମି ବୈଥଲେ ବିଷଯ ରେ ଲଜ୍ଜିତ ହାଇେଥିଲେ, ସହେିପରି ମାଯାେବ କମାେଶ ବିଷଯ ରେ ଲଜ୍ଜିତ ହବେ।
14 ତୁମ୍ଭମାନେେ କହିପାରିବ ନାହିଁ 'ଆମ୍ଭମାନେେ ବୀର ଓ ୟୁଦ୍ଧ ରେ ସାହସୀ।'
15 ଶତ୍ରୁସୈନ୍ଯ ମାୟୋବକୁ ଆକ୍ରମଣ କରି ତାହାକୁ ଧ୍ବଂସ କରିବେ। ତାହା ବଳବାନ୍ ସୈନ୍ଯମାନଙ୍କୁ ବାଧ୍ଯ ସ୍ଥାନ ରେ ବଧ କରିବ। ଏହା ସୈନ୍ଯାଧିପତି ସଦାପ୍ରଭୁ ଏବଂ ରାଜା, ଏହି କଥା କହନ୍ତି।
16 ମାଯାେବର ଶଷେ ଅବସ୍ଥା ଉପସ୍ଥିତ। ଆଉ ସେ ଖୁବ୍ ଶୀଘ୍ର ଧ୍ବଂସ ଲାଭ କରିବ।
17 ମାୟୋବର ଚତୁର୍ଦ୍ଦିଗସ୍ଥ ଲୋକମାନେ ଓ ଯେଉଁମାନେ ତାହା ପ୍ରସିଦ୍ଧ ଦେଶ ବୋଲି ଜାଣିଥିଲେ, ତାହା ପାଇଁ ବିଳାପ କର। ଆଉ କୁହ, ଏହି ଦୃଢ଼ ଦଣ୍ଡ ଓ ସୁନ୍ଦର ସୃଷ୍ଟି କିପରି ଭଗ୍ନ ହାଇେଅଛି।'
18 ହେ ଦୀବୋନ ନିବାସୀଗଣ, ତୁମ୍ଭମାନେେ ନିଶ୍ଚିତ ରେ ତୁମ୍ଭମାନଙ୍କ ଶାେଭାରୁ ଓହ୍ଲାଇ ଅସି ଧୂଳି ରେ ବସ। କାରଣ ମାଯାେବର ବିନାଶକ ତୁମ୍ଭ ବିରୁଦ୍ଧ ରେ ଉଠିଅଛି। ସେ ତୁମ୍ଭର ଦୃଢ଼ ନଗରଗୁଡ଼ିକୁ ବିନଷ୍ଟ କରିଅଛି।
19 ହେ ଆରୋୟର ନିବାସୀଗଣ ; ତୁମ୍ଭମାନେେ ପଥପାଶର୍ବ ରେ ଦଣ୍ଡାଯମାନ ହାଇେ ନିରୀକ୍ଷଣ କର। ପଳାତକ ପୁରୁଷ ଓ ସ୍ତ୍ରୀମାନଙ୍କୁ ପଚାର କ'ଣ ଘଟିଅଛି ?
20 ମାଯାେବ ଧ୍ବଂସପ୍ରାପ୍ତ ହାଇେ ଲଜ୍ଜିତ ହାଇେଅଛି। ତେଣୁ ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ମାୟୋବ ଧ୍ବଂସ ହାଇେଅଛି ବୋଲି ଅର୍ନୋନ ରେ ପ୍ରଚାର କର।
21 ମାୟୋବ ସମସ୍ତ ଉଚ୍ଚ ଭୂମିମାନଙ୍କ ରେ ଓ ନିକଟବର୍ତ୍ତୀ ନଗର ଯଥା : ହଲୋନ, ୟହସ ଓ ମଫୋତ ରେ ପ୍ରଚାର କର।
22 ଦୀବୋନ, ନବୋ ଓ ବୈଥ-ଦିବ୍ଲାଥୟିମ,
23 କିରିଯାଥିମ, ବୈଥଗାମୁର, ଓ ବୈଥମିଯୋନ୍
24 କିରିଯୋଥ୍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପ ରେ ବିଚାର ଦଣ୍ଡ ଉପସ୍ଥିତ ହାଇେଅଛି।
25 ସଦାପ୍ରଭୁ କହନ୍ତି ମାୟୋବର ଶୃଙ୍ଗ କଟା ୟାଇଅଛି ଓ ତାହାର ବାହୁ ଭଗ୍ନ ହାଇେଅଛି।
26 ମାଯାେବକୁ ତୁମ୍ଭମାନେେ ମତ୍ତ କରାଅ, କାରଣ ସେ ନିଜକୁ ସଦାପ୍ରଭୁଙ୍କଠାରୁ ବଡ଼ ବନେ କରିଅଛି। ତେଣୁ ସେ ନିଜ ବାନ୍ତି ରେ ଗଡ଼ିବ ଓ ସବୁ ଲୋକଙ୍କ ଦ୍ବାରା ହାସ୍ଯାସ୍ପଦ ହବେ।
27 ହେ ମାୟୋବ, ଇଶ୍ରାୟେଲ ତୁମ୍ଭ ଦୃଷ୍ଟି ରେ ପରିହାସର ପାତ୍ର ହାଇେଥିଲା। ସତେ ଯମେିତି ସେ ଚୋରମାନଙ୍କ ମଧିଅରେ ଧରାୟାଇଥିଲା, ତୁମ୍ଭେ ସପରେି ବ୍ଯବହାର କଲ। ତୁମ୍ଭେ ହତାଶ ରେ ମୁଣ୍ଡ ହଲାଇଲ ଯେଉଁ କ୍ଷଣେ ତୁମ୍ଭେ ତା' ବିଷଯ ରେ କୁହ।
28 ହେ ମାୟୋବ ନିବାସୀଗଣ, ତୁମ୍ଭମାନେେ ତୁମ୍ଭମାନଙ୍କ ନଗରସବୁ ତ୍ଯାଗ କରି ଶୈଳମାନଙ୍କ ରେ ବାସ କର। ଏବଂ ଏକ କପୋତ ପରି ହୁଅ ୟିଏକି ତା'ର ବସା ଗିରିପଥର ମୁହଁ ପାଶର୍ବ ରେ ତିଆରି କରେ।
29 ମାଯାେବ ବଡ଼ ଅହଙ୍କାରୀ, ଆମ୍ଭମାନେେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଗର୍ବ, ତାହାର ଦର୍ପ ଓ ତାହାର ଚିତ୍ତର ଅହମିକା କଥା ଶୁଣିଅଛୁ।
30 ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର କୋରଧ ଜାଣୁ, ମାତ୍ର ତାହା କିଛି ନୁହେଁ ଓ ସମାନଙ୍କେର ଗର୍ବସବୁର କିଛି ମାନେ ନାହିଁ। ଏହା ଭିତ୍ତିହୀନ ବୋଲି ପ୍ରମାଣ ହବେ।
31 ତେଣୁ ଆମ୍ଭେ ମାୟୋବ ପାଇଁ ଓ ତା'ର ସମସ୍ତ ନିବାସୀ ପାଇଁ ହାହାକାର କରିବା। ଆଉ କୀ ହରେସର ଲୋକମାନଙ୍କ ପାଇଁ ମଧ୍ଯ ଆମ୍ଭେ ଶୋକ କରିବା।
32 ହେ ସିବ୍ଲାର ଦ୍ରାକ୍ଷାଲତେ, ୟା ସରେ ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶାେକ କରିବା। ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା ଓ ସେସବୁ ୟା ସରେ ସମୁଦ୍ର ପର୍ୟ୍ଯନ୍ତ ବିସ୍ତୃତ ହାଇେଥିଲା। ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନଇଗେଲା।
33 ମାୟୋବର ବିଶାଳ ଦ୍ରାକ୍ଷାକ୍ଷେତ୍ରରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହାଇେଅଛି। ପୁଣି ମୁଁ ଦ୍ରାକ୍ଷାକୁଣ୍ଡଗୁଡ଼ିକୁ ଦ୍ରାକ୍ଷାରସ ଶୂନ୍ଯ କରିଅଛି। ଆଉ ଆଗକୁ କହେି ଆନନ୍ଦ ଉଲ୍ଲାସ ରେ ଦ୍ରାକ୍ଷା ମର୍ଦ୍ଦନ କରିବ ନାହିଁ। ଆନନ୍ଦଧ୍ବନି ଲୋପ କାଇବ।
34 ହିଶବୋନ ଓ ଇଲିଯାଲୀର କ୍ରନ୍ଦନ ୟାହସ ପର୍ୟ୍ଯନ୍ତ ଶୁଣା ୟାଇଅଛି। ଆଉ ମଧ୍ଯ ସହେି କ୍ରନ୍ଦନ ସୋଯରଠାରୁ ହୋରୋନଯିମ ଓ ଇଗ୍ଲଥ୍ ଗଲୀଶୀଯା ପର୍ୟ୍ଯନ୍ତ ଶ୍ରୁତିଗୋଚର ହାଇେଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହାଇେଅଛି।
35 ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ମାଯାେବର ଉଚ୍ଚସ୍ଥଳୀ ରେ ବଳିଦାନକାରୀଙ୍କୁ ଓ ଆପଣା ଦବଗେଣ ଉଦ୍ଦେଶ୍ଯ ରେ ଧୂପଦାନକାରୀଙ୍କୁ ଲୋପ କରିବା।
36 ଆମ୍ଭର ହୃଦଯ ମାୟୋବ ପାଇଁ ଦୁଃଖିତ ଓ ତା' ପାଇଁ ଆମ୍ଭ ହୃଦଯ ମୃତ୍ଯୁକାଳୀନ ବଂଶୀବାଦନ ପରି ବାଜୁ ଅଛି। ଆଉ ମଧ୍ଯ କୀର୍ହ ରେସର ଲୋକମାନଙ୍କ ପାଇଁ ଆମ୍ଭର ହୃଦଯ ବଂଶୀପରି ବାଜୁ ଅଛି। କାରଣ ସମାନଙ୍କେର ଧନ ସଦସବୁ ଅପହରଣ କରାୟାଇଅଛି।
37 ସମସ୍ତେ ମସ୍ତକ ମୁଣ୍ଡନ କରିଛନ୍ତି ଓ ଦାଢ଼ି କ୍ଷୌର ହାଇେଛନ୍ତି। ପ୍ରେତ୍ୟକକଙ୍କର ହାତ କାଟି ରକ୍ତାକ୍ତ ହାଇେଅଛି ଓ ପ୍ରେତ୍ୟକକ କଟୀଦେଶ ରେ ଚଟବସ୍ତ୍ର ପରିଧାନ କରିଛନ୍ତି।
38 ମାଯାେବର ସମସ୍ତ ଗୃହର ଛାତ ଉପ ରେ ଓ ତାହାର ସମସ୍ତ ଜନ ପଥରେ ମୃତ୍ଯୁର ଶାେକ ବ୍ଯାପି ୟାଇଛି। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ମାୟୋବକୁ ଏକ କଣା ତୁମ୍ଭ ସଦୃଶ ଭଗ୍ନ କରିଅଛୁ।
39 ମାଯାେବ ଭଗ୍ନ ହାଇେଅଛି, ତା'ର ଲୋକମାନେ କ୍ରନ୍ଦନ କରୁଛନ୍ତି, ମାଯାେବ ଲଜ୍ଜିତ ହାଇେଅଛି ଓ ଲୋକମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି।
40 ସଦାପ୍ରଭୁ ମଧ୍ଯ କହନ୍ତି, ଦେଖ, ଏକ ଉତ୍କ୍ରୋଶ ପକ୍ଷୀ ପରି ତୀବ୍ର ଗତି ରେ ତଳକୁ ଖସିବ ଏବଂ ମାୟୋବ ବିରୁଦ୍ଧ ରେ ତା'ର ପକ୍ଷ ବିସ୍ତାର କରିବ।
41 ମାୟୋବ ଅଧିକୃତ ହବେ, ତା'ର ଦୃଢ଼ ଦୁର୍ଗସବୁ ହସ୍ତଗତ ହବେ। ଆଉ ସେତବେେଳେ ମାୟୋବର ବୀର ସୈନିକମାନଙ୍କର ଅନ୍ତଃକରଣ ପ୍ରସବ ବଦନୋଗ୍ରସ୍ତ ସ୍ତ୍ରୀମାନଙ୍କ ଅନ୍ତଃକରଣ ସଦୃଶ ହବେ।
42 ମାୟୋବ ଲୁପ୍ତ ହବେ ଓ ସେ ଏକ ଗୋଷ୍ଠୀ ହାଇେ ରହିବ ନାହିଁ। କାରଣ ସେ ସଦାପ୍ରଭୁଙ୍କଠାରୁ ନିଜକୁ ବଡ଼ ମନେ କରେ।
43 ତେଣୁ ସଦାପ୍ରଭୁ କହନ୍ତି, ହେ ମାୟୋବ ନିବାସୀଗଣ ତୁମ୍ଭମାନଙ୍କ ପାଇଁ ଡ୍ରାସ, ଖାତ ଓ ଫାନ୍ଦ ଅଛି।
44 ଯେତବେେଳେ ଲୋକମାନେ ଭୟ ରେ ଦୌଡ଼ିବେ, ସମାନେେ ଖାତ ଭିତ ରେ ପଡ଼ିବେ ଏବଂ ଯେତବେେଳେ ସମାନେେ ଖାତରୁ ବାହାରକୁ ପଡ଼ିବେ, ସମାନେେ ଧରାଯିବେ। ସଦାପ୍ରଭୁ କହନ୍ତି, ଏହା ଘଟିବ କାରଣ ମୁଁ ମାୟୋବ ଉପ ରେ ଶାସ୍ତିର ବର୍ଷ ଆଣିବି।
45 ଯେଉଁମାନେ ପଳାଇୟାଇ ଶକ୍ତିଶାଳୀ ହିଶ୍ବୋନ ରେ ଆଶ୍ରଯ ନବେେ ସମାନେେ ମଧ୍ଯ ରକ୍ଷା ପାଇବେ ନାହିଁ। କାରଣ ହିଶବୋନରୁ ଓ ସୀହାନରେୁ ଅଗ୍ନି ନିର୍ଗତ ହାଇେ ମାୟୋବର ଅଧିପତି ଓ ଅହଙ୍କାରୀମାନଙ୍କୁ ଗ୍ରାସ କରିବ।
46 ହେ ମାୟୋବ, ତୁମ୍ଭକୁ ଧିକ୍, କମାେଶର ଲୋକମାନେ ବିନଷ୍ଟ ହେଲେ। କାରଣ ତୁମ୍ଭର ପୁତ୍ରକନ୍ଯାମାନେ ବନ୍ଦୀ ହାଇେ ବନ୍ଦୀତ୍ବ ସ୍ଥାନକୁ ନୀତ ହେଲେ।
47 ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶଷେକାଳ ରେ ପୁନର୍ବାର ମାୟୋବକୁ ବନ୍ଦୀତ୍ବ ସ୍ଥାନରୁ ଫରୋଇ ଆଣିବା।
1 Against Moab thus saith the Lord of hosts, the God of Israel; Woe unto Nebo! for it is spoiled: Kiriathaim is confounded and taken: Misgab is confounded and dismayed.
2 There shall be no more praise of Moab: in Heshbon they have devised evil against it; come, and let us cut it off from being a nation. Also thou shalt be cut down, O Madmen; the sword shall pursue thee.
3 A voice of crying shall be from Horonaim, spoiling and great destruction.
4 Moab is destroyed; her little ones have caused a cry to be heard.
5 For in the going up of Luhith continual weeping shall go up; for in the going down of Horonaim the enemies have heard a cry of destruction.
6 Flee, save your lives, and be like the heath in the wilderness.
7 For because thou hast trusted in thy works and in thy treasures, thou shalt also be taken: and Chemosh shall go forth into captivity with his priests and his princes together.
8 And the spoiler shall come upon every city, and no city shall escape: the valley also shall perish, and the plain shall be destroyed, as the Lord hath spoken.
9 Give wings unto Moab, that it may flee and get away: for the cities thereof shall be desolate, without any to dwell therein.
10 Cursed be he that doeth the work of the Lord deceitfully, and cursed be he that keepeth back his sword from blood.
11 Moab hath been at ease from his youth, and he hath settled on his lees, and hath not been emptied from vessel to vessel, neither hath he gone into captivity: therefore his taste remained in him, and his scent is not changed.
12 Therefore, behold, the days come, saith the Lord, that I will send unto him wanderers, that shall cause him to wander, and shall empty his vessels, and break their bottles.
13 And Moab shall be ashamed of Chemosh, as the house of Israel was ashamed of Beth-el their confidence.
14 How say ye, We are mighty and strong men for the war?
15 Moab is spoiled, and gone up out of her cities, and his chosen young men are gone down to the slaughter, saith the King, whose name is the Lord of hosts.
16 The calamity of Moab is near to come, and his affliction hasteth fast.
17 All ye that are about him, bemoan him; and all ye that know his name, say, How is the strong staff broken, and the beautiful rod!
18 Thou daughter that dost inhabit Dibon, come down from thy glory, and sit in thirst; for the spoiler of Moab shall come upon thee, and he shall destroy thy strong holds.
19 O inhabitant of Aroer, stand by the way, and espy; ask him that fleeth, and her that escapeth, and say, What is done?
20 Moab is confounded; for it is broken down: howl and cry; tell ye it in Arnon, that Moab is spoiled,
21 And judgment is come upon the plain country; upon Holon, and upon Jahazah, and upon Mephaath,
22 And upon Dibon, and upon Nebo, and upon Beth-diblathaim,
23 And upon Kiriathaim, and upon Beth-gamul, and upon Beth-meon,
24 And upon Kerioth, and upon Bozrah, and upon all the cities of the land of Moab, far or near.
25 The horn of Moab is cut off, and his arm is broken, saith the Lord.
26 Make ye him drunken: for he magnified himself against the Lord: Moab also shall wallow in his vomit, and he also shall be in derision.
27 For was not Israel a derision unto thee? was he found among thieves? for since thou spakest of him, thou skippedst for joy.
28 O ye that dwell in Moab, leave the cities, and dwell in the rock, and be like the dove that maketh her nest in the sides of the hole’s mouth.
29 We have heard the pride of Moab, (he is exceeding proud) his loftiness, and his arrogancy, and his pride, and the haughtiness of his heart.
30 I know his wrath, saith the Lord; but it shall not be so; his lies shall not so effect it.
31 Therefore will I howl for Moab, and I will cry out for all Moab; mine heart shall mourn for the men of Kir-heres.
32 O vine of Sibmah, I will weep for thee with the weeping of Jazer: thy plants are gone over the sea, they reach even to the sea of Jazer: the spoiler is fallen upon thy summer fruits and upon thy vintage.
33 And joy and gladness is taken from the plentiful field, and from the land of Moab; and I have caused wine to fail from the winepresses: none shall tread with shouting; their shouting shall be no shouting.
34 From the cry of Heshbon even unto Elealeh, and even unto Jahaz, have they uttered their voice, from Zoar even unto Horonaim, as an heifer of three years old: for the waters also of Nimrim shall be desolate.
35 Moreover I will cause to cease in Moab, saith the Lord, him that offereth in the high places, and him that burneth incense to his gods.
36 Therefore mine heart shall sound for Moab like pipes, and mine heart shall sound like pipes for the men of Kir-heres: because the riches that he hath gotten are perished.
37 For every head shall be bald, and every beard clipped: upon all the hands shall be cuttings, and upon the loins sackcloth.
38 There shall be lamentation generally upon all the housetops of Moab, and in the streets thereof: for I have broken Moab like a vessel wherein is no pleasure, saith the Lord.
39 They shall howl, saying, How is it broken down! how hath Moab turned the back with shame! so shall Moab be a derision and a dismaying to all them about him.
40 For thus saith the Lord; Behold, he shall fly as an eagle, and shall spread his wings over Moab.
41 Kerioth is taken, and the strong holds are surprised, and the mighty men’s hearts in Moab at that day shall be as the heart of a woman in her pangs.
42 And Moab shall be destroyed from being a people, because he hath magnified himself against the Lord.
43 Fear, and the pit, and the snare, shall be upon thee, O inhabitant of Moab, saith the Lord.
44 He that fleeth from the fear shall fall into the pit; and he that getteth up out of the pit shall be taken in the snare: for I will bring upon it, even upon Moab, the year of their visitation, saith the Lord.
45 They that fled stood under the shadow of Heshbon because of the force: but a fire shall come forth out of Heshbon, and a flame from the midst of Sihon, and shall devour the corner of Moab, and the crown of the head of the tumultuous ones.
46 Woe be unto thee, O Moab! the people of Chemosh perisheth: for thy sons are taken captives, and thy daughters captives.
47 Yet will I bring again the captivity of Moab in the latter days, saith the Lord. Thus far is the judgment of Moab.
1 After two days was the feast of the passover, and of unleavened bread: and the chief priests and the scribes sought how they might take him by craft, and put him to death.
2 But they said, Not on the feast day, lest there be an uproar of the people.
3 And being in Bethany in the house of Simon the leper, as he sat at meat, there came a woman having an alabaster box of ointment of spikenard very precious; and she brake the box, and poured it on his head.
4 And there were some that had indignation within themselves, and said, Why was this waste of the ointment made?
5 For it might have been sold for more than three hundred pence, and have been given to the poor. And they murmured against her.
6 And Jesus said, Let her alone; why trouble ye her? she hath wrought a good work on me.
7 For ye have the poor with you always, and whensoever ye will ye may do them good: but me ye have not always.
8 She hath done what she could: she is come aforehand to anoint my body to the burying.
9 Verily I say unto you, Wheresoever this gospel shall be preached throughout the whole world, this also that she hath done shall be spoken of for a memorial of her.
10 And Judas Iscariot, one of the twelve, went unto the chief priests, to betray him unto them.
11 And when they heard it, they were glad, and promised to give him money. And he sought how he might conveniently betray him.
12 And the first day of unleavened bread, when they killed the passover, his disciples said unto him, Where wilt thou that we go and prepare that thou mayest eat the passover?
13 And he sendeth forth two of his disciples, and saith unto them, Go ye into the city, and there shall meet you a man bearing a pitcher of water: follow him.
14 And wheresoever he shall go in, say ye to the goodman of the house, The Master saith, Where is the guestchamber, where I shall eat the passover with my disciples?
15 And he will shew you a large upper room furnished and prepared: there make ready for us.
16 And his disciples went forth, and came into the city, and found as he had said unto them: and they made ready the passover.
17 And in the evening he cometh with the twelve.
18 And as they sat and did eat, Jesus said, Verily I say unto you, One of you which eateth with me shall betray me.
19 And they began to be sorrowful, and to say unto him one by one, Is it I? and another said, Is it I?
20 And he answered and said unto them, It is one of the twelve, that dippeth with me in the dish.
21 The Son of man indeed goeth, as it is written of him: but woe to that man by whom the Son of man is betrayed! good were it for that man if he had never been born.
22 And as they did eat, Jesus took bread, and blessed, and brake it, and gave to them, and said, Take, eat: this is my body.
23 And he took the cup, and when he had given thanks, he gave it to them: and they all drank of it.
24 And he said unto them, This is my blood of the new testament, which is shed for many.
25 Verily I say unto you, I will drink no more of the fruit of the vine, until that day that I drink it new in the kingdom of God.
26 And when they had sung an hymn, they went out into the mount of Olives.
27 And Jesus saith unto them, All ye shall be offended because of me this night: for it is written, I will smite the shepherd, and the sheep shall be scattered.
28 But after that I am risen, I will go before you into Galilee.
29 But Peter said unto him, Although all shall be offended, yet will not I.
30 And Jesus saith unto him, Verily I say unto thee, That this day, even in this night, before the cock crow twice, thou shalt deny me thrice.
31 But he spake the more vehemently, If I should die with thee, I will not deny thee in any wise. Likewise also said they all.
32 And they came to a place which was named Gethsemane: and he saith to his disciples, Sit ye here, while I shall pray.
33 And he taketh with him Peter and James and John, and began to be sore amazed, and to be very heavy;
34 And saith unto them, My soul is exceeding sorrowful unto death: tarry ye here, and watch.
35 And he went forward a little, and fell on the ground, and prayed that, if it were possible, the hour might pass from him.
36 And he said, Abba, Father, all things are possible unto thee; take away this cup from me: nevertheless not what I will, but what thou wilt.
37 And he cometh, and findeth them sleeping, and saith unto Peter, Simon, sleepest thou? couldest not thou watch one hour?
38 Watch ye and pray, lest ye enter into temptation. The spirit truly is ready, but the flesh is weak.
39 And again he went away, and prayed, and spake the same words.
40 And when he returned, he found them asleep again, (for their eyes were heavy,) neither wist they what to answer him.
41 And he cometh the third time, and saith unto them, Sleep on now, and take your rest: it is enough, the hour is come; behold, the Son of man is betrayed into the hands of sinners.
42 Rise up, let us go; lo, he that betrayeth me is at hand.
43 And immediately, while he yet spake, cometh Judas, one of the twelve, and with him a great multitude with swords and staves, from the chief priests and the scribes and the elders.
44 And he that betrayed him had given them a token, saying, Whomsoever I shall kiss, that same is he; take him, and lead him away safely.
45 And as soon as he was come, he goeth straightway to him, and saith, Master, master; and kissed him.
46 And they laid their hands on him, and took him.
47 And one of them that stood by drew a sword, and smote a servant of the high priest, and cut off his ear.
48 And Jesus answered and said unto them, Are ye come out, as against a thief, with swords and with staves to take me?
49 I was daily with you in the temple teaching, and ye took me not: but the scriptures must be fulfilled.
50 And they all forsook him, and fled.
51 And there followed him a certain young man, having a linen cloth cast about his naked body; and the young men laid hold on him:
52 And he left the linen cloth, and fled from them naked.
53 And they led Jesus away to the high priest: and with him were assembled all the chief priests and the elders and the scribes.
54 And Peter followed him afar off, even into the palace of the high priest: and he sat with the servants, and warmed himself at the fire.
55 And the chief priests and all the council sought for witness against Jesus to put him to death; and found none.
56 For many bare false witness against him, but their witness agreed not together.
57 And there arose certain, and bare false witness against him, saying,
58 We heard him say, I will destroy this temple that is made with hands, and within three days I will build another made without hands.
59 But neither so did their witness agree together.
60 And the high priest stood up in the midst, and asked Jesus, saying, Answerest thou nothing? what is it which these witness against thee?
61 But he held his peace, and answered nothing. Again the high priest asked him, and said unto him, Art thou the Christ, the Son of the Blessed?
62 And Jesus said, I am: and ye shall see the Son of man sitting on the right hand of power, and coming in the clouds of heaven.
63 Then the high priest rent his clothes, and saith, What need we any further witnesses?
64 Ye have heard the blasphemy: what think ye? And they all condemned him to be guilty of death.
65 And some began to spit on him, and to cover his face, and to buffet him, and to say unto him, Prophesy: and the servants did strike him with the palms of their hands.
66 And as Peter was beneath in the palace, there cometh one of the maids of the high priest:
67 And when she saw Peter warming himself, she looked upon him, and said, And thou also wast with Jesus of Nazareth.
68 But he denied, saying, I know not, neither understand I what thou sayest. And he went out into the porch; and the cock crew.
69 And a maid saw him again, and began to say to them that stood by, This is one of them.
70 And he denied it again. And a little after, they that stood by said again to Peter, Surely thou art one of them: for thou art a Galilaean, and thy speech agreeth thereto.
71 But he began to curse and to swear, saying, I know not this man of whom ye speak.
72 And the second time the cock crew. And Peter called to mind the word that Jesus said unto him, Before the cock crow twice, thou shalt deny me thrice. And when he thought thereon, he wept.