Jeremiah 42:9 in Oriya

Oriya Oriya Bible Jeremiah Jeremiah 42 Jeremiah 42:9

Jeremiah 42:9
ତୁମ୍ଭମାନେେ ମାେତେ ଯେଉଁ ସଦାପ୍ରଭୁଙ୍କ ନିକଟକୁ ନିବଦନେ କରିବାକୁ ପଠାଇଥିଲ, ସହେି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି,

Jeremiah 42:8Jeremiah 42Jeremiah 42:10

Jeremiah 42:9 in Other Translations

King James Version (KJV)
And said unto them, Thus saith the LORD, the God of Israel, unto whom ye sent me to present your supplication before him;

American Standard Version (ASV)
and said unto them, Thus saith Jehovah, the God of Israel, unto whom ye sent me to present your supplication before him:

Bible in Basic English (BBE)
And said to them, These are the words of the Lord, the God of Israel, to whom you sent me to put your request before him:

Darby English Bible (DBY)
and said unto them, Thus saith Jehovah the God of Israel, to whom ye sent me to present your supplication before him:

World English Bible (WEB)
and said to them, Thus says Yahweh, the God of Israel, to whom you sent me to present your supplication before him:

Young's Literal Translation (YLT)
and he saith unto them, `Thus said Jehovah, God of Israel, unto whom ye sent me, to cause your supplication to fall before Him:

And
said
וַיֹּ֣אמֶרwayyōʾmerva-YOH-mer
unto
אֲלֵיהֶ֔םʾălêhemuh-lay-HEM
them,
Thus
כֹּֽהkoh
saith
אָמַ֥רʾāmarah-MAHR
the
Lord,
יְהוָ֖הyĕhwâyeh-VA
the
God
אֱלֹהֵ֣יʾĕlōhêay-loh-HAY
Israel,
of
יִשְׂרָאֵ֑לyiśrāʾēlyees-ra-ALE
unto
אֲשֶׁ֨רʾăšeruh-SHER
whom
שְׁלַחְתֶּ֤םšĕlaḥtemsheh-lahk-TEM
ye
sent
אֹתִי֙ʾōtiyoh-TEE
present
to
me
אֵלָ֔יוʾēlāyway-LAV
your
supplication
לְהַפִּ֥ילlĕhappîlleh-ha-PEEL
before
תְּחִנַּתְכֶ֖םtĕḥinnatkemteh-hee-naht-HEM
him;
לְפָנָֽיו׃lĕpānāywleh-fa-NAIV

Cross Reference

2 Kings 19:4
ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷଯ ରେ ମନ୍ଦକଥା କରିବାକୁ ତାଙ୍କର ସନୋଧ୍ଯକ୍ଷଙ୍କୁ ପଠାଇଲେ। ହାଇପୋ ରେ ସଦାପ୍ରଭୁ ଶୁଣିପାରନ୍ତି, ଯାହା ସନୋଧ୍ଯକ୍ଷ କହିଲା ଓ ଶତୃକୁ ଦଣ୍ତ ଦବେେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ୟ୍ଯନ୍ତ ଜୀବିତ ଅଛନ୍ତି।'

2 Kings 19:6
ଯିଶାଇୟ ସମାନଙ୍କେୁ କହିଲେ, ତୁମ୍ଭର ମହାଶୟ ହିଜିକିଯଙ୍କୁ ଏହି ସମ୍ବାଦ ଦିଅ, 'ସଦାପ୍ରଭୁ କହନ୍ତି, ଅଶୂରୀଯ ରାଜାର ଅଧିକାରୀମାନେ ଆମ୍ଭମାନଙ୍କୁ ନିନ୍ଦା କରିବାର କଥା ତୁମ୍ଭେ ଶୁଣି ଅଛ, ସେ କଥା ରେ ଭୀତ ହୁଅନାହିଁ।

Jeremiah 42:2
ସେ ସମସ୍ତ ଲୋକ ତାଙ୍କୁ କହିଲେ, ହେ ଯିରିମିୟ, ଆମ୍ଭମାନେେ ତୁମ୍ଭକୁ ନିବଦନେ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ବଚକ୍ଷୁ ରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭମାନେେ ଅନକେ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ।

2 Kings 19:20
ଏହାପରେ ଆମାେସର ପୁତ୍ର ଯିଶାଇୟ ହିଜକିଯଙ୍କ ନିକଟକୁ କହି ପଠାଇଲେ। ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭେ ଅଶୂରର ରାଜା ସନ ହରେୀବ୍ ବିରୁଦ୍ଧ ରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କଲ, ତାହା ଆମ୍ଭେ ଶୁଣିଲୁ।'

2 Kings 22:15
ତା'ପରେ ହୁଲଦା ସମାନଙ୍କେୁ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲା ତାହାକୁ କୁହ।