Jeremiah 42:1
ଯେତବେେଳେ ସମାନେେ ଗରେୁତ୍ତ୍ବକିମହମ ରେ ଥିଲେ ସେତବେେଳେ ୟୋହାନନ୍ ଓ ହୋଶଯିଯର ପୁତ୍ର ୟାସନିଯ, ଆଉ କ୍ଷୁଦ୍ର ଓ ମହାନ୍ ସମସ୍ତ ଲୋକ ଯିରିମିୟ ଭବିଷ୍ଯଦବକ୍ତାଙ୍କ ନିକଟକୁ ଗଲେ।
Jeremiah 42:1 in Other Translations
King James Version (KJV)
Then all the captains of the forces, and Johanan the son of Kareah, and Jezaniah the son of Hoshaiah, and all the people from the least even unto the greatest, came near,
American Standard Version (ASV)
Then all the captains of the forces, and Johanan the son of Kareah, and Jezaniah the son of Hoshaiah, and all the people from the least even unto the greatest, came near,
Bible in Basic English (BBE)
Then all the captains of the forces, and Johanan, the son of Kareah, and Jezaniah, the son of Hoshaiah, and all the people from the least to the greatest, came near,
Darby English Bible (DBY)
And all the captains of the forces, and Johanan the son of Kareah, and Jezaniah the son of Hoshaiah, and all the people from the least even to the greatest,
World English Bible (WEB)
Then all the captains of the forces, and Johanan the son of Kareah, and Jezaniah the son of Hoshaiah, and all the people from the least even to the greatest, came near,
Young's Literal Translation (YLT)
And they come nigh -- all the heads of the forces, and Johanan son of Kareah, and Jezaniah son of Hoshaiah, and all the people from the least even unto the greatest --
| Then all | וַֽיִּגְּשׁוּ֙ | wayyiggĕšû | va-yee-ɡeh-SHOO |
| the captains | כָּל | kāl | kahl |
| of the forces, | שָׂרֵ֣י | śārê | sa-RAY |
| Johanan and | הַחֲיָלִ֔ים | haḥăyālîm | ha-huh-ya-LEEM |
| the son | וְיֽוֹחָנָן֙ | wĕyôḥānān | veh-yoh-ha-NAHN |
| of Kareah, | בֶּן | ben | ben |
| and Jezaniah | קָרֵ֔חַ | qārēaḥ | ka-RAY-ak |
| son the | וִֽיזַנְיָ֖ה | wîzanyâ | vee-zahn-YA |
| of Hoshaiah, | בֶּן | ben | ben |
| and all | הוֹשַֽׁעְיָ֑ה | hôšaʿyâ | hoh-sha-YA |
| the people | וְכָל | wĕkāl | veh-HAHL |
| least the from | הָעָ֖ם | hāʿām | ha-AM |
| even unto | מִקָּטֹ֥ן | miqqāṭōn | mee-ka-TONE |
| the greatest, | וְעַד | wĕʿad | veh-AD |
| came near, | גָּדֽוֹל׃ | gādôl | ɡa-DOLE |
Cross Reference
Jeremiah 41:11
ବା ରହରେ ପୁତ୍ର ୟୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସନୋପତିଗଣ ଇଶମାଯଲରେ ଦୁଷ୍କର୍ମସବୁ ଜାଣିଲେ।
Jeremiah 40:13
ଆହୁରି କା ରହରେ ପୁତ୍ର ଗୋହାନନ୍ ଓ ପଦା ରେ ଅବସ୍ଥିତ ସନୋପତି ସକଳ ମିସ୍ପା ରେ ଗଦଲିଯ ନିକଟକୁ ଆସିଲେ।
Jeremiah 6:13
ଇଶ୍ରାୟେଲର େଛାଟରୁ ବଡ଼ ପର୍ୟ୍ଯନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ଯଦବକ୍ତାଠାରୁ ଯାଜକ ପର୍ୟ୍ଯନ୍ତ ପ୍ରେତ୍ୟକକ ମିଥ୍ଯାଚାରୀ।
Jeremiah 40:8
ଯେଉଁମାନେ ମିସ୍ଫୀକୁ ଗଦଲିଯ ନିକଟକୁ ଗଲେ ସମାନଙ୍କେ ମଧିଅରେ ନଥନିଯର ପୁତ୍ର ଇଶମାଯଲେ, କା ରହରେ ପୁତ୍ର ୟୋହାନନ୍ ଓ ଯୋନାଥନ୍, ତନ୍ହୂମତର ପୁତ୍ର ସରାଯ, ନଟୋଫାତୀଯ ଏଫଯର ପୁତ୍ରମାନେ ଓ ମାଖାତୀଯର ପୁତ୍ର ୟାସନୀଯ ଥିଲେ।
Jeremiah 42:8
ତା'ପ ରେ ଯିରିମିୟ କା ରହରେ ପୁତ୍ର ୟୋହାନନ୍କୁ, ତାହାର ସଙ୍ଗୀ ସମସ୍ତ ସନୋପତିଙ୍କୁ ଓ େଛାଟ ବଡ଼ ଅନ୍ୟ ସମସ୍ତ ଲୋକଙ୍କୁ ଡ଼ାକି କହିଲେ।
Jeremiah 44:12
ପୁଣି ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିଶର ଦେଶ ରେ ପ୍ରବାସ କରିବା ପାଇଁ ସଠାେକୁ ୟିବା ଲାଗି ଆଗ୍ରହୀ ହାଇେଅଛନ୍ତି, ଆମ୍ଭେ ସମାନଙ୍କେୁ ଧରିବା। ସମାନେେ ସମସ୍ତେ ଲୁପ୍ତ ହବେେ, ମିଶର ଦେଶ ରେ ପତିତ ହବେେ। ଖଡ୍ଗ ଓ ଦୁର୍ଭିକ୍ଷ ରେ ସମାନେେ ଲୁପ୍ତ ହବେେ। କ୍ଷୁଦ୍ର ଓ ମହାନ୍ ସମସ୍ତେ ଖଡ୍ଗ ଓ ଦୁର୍ଭିକ୍ଷ ରେ ମରିବେ। ଆଉ ସମାନେେ ଅନ୍ୟ ଦେଶଗୁଡ଼ିକ ସମ୍ମୁଖ ରେ ଅଭିଶାପ, ବିସ୍ମଯ, ଶାପ ଓ ନିନ୍ଦାର ପାତ୍ର ହବେେ।
Acts 8:10
ତେଣୁ ସାନ ଠାରୁ ବଡ଼ ପର୍ୟ୍ଯନ୍ତ ସମସ୍ତେ ଶିମାନଙ୍କେ ପ୍ରତି ଧ୍ଯାନ ଦେଲେ। ଲୋକେ କହିଲେ, ଏହି ଲୋକଠା ରେ ପରମେଶ୍ବରଙ୍କ ଶକ୍ତି ଅଛି। ଯାହାକୁ କି 'ମହାନ ଶକ୍ତି' ବୋଲି କୁହାୟାଏ।
Jeremiah 8:10
ତେଣୁ ଆମ୍ଭେ ସମାନଙ୍କେର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦବୋ ଓ ସମାନଙ୍କେର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦବୋ। କାରଣ ଇଶ୍ରାୟେଲ କ୍ଷୁଦ୍ରଠାରୁ ମହାନ୍ ଲୋକ ପର୍ୟ୍ଯନ୍ତ ସମସ୍ତେ ଲୋଭାସକ୍ତ ଆଉ ଭବିଷ୍ଯଦବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ୟ୍ଯନ୍ତ ସମସ୍ତେ ମିଥ୍ଯାଚରଣ କରନ୍ତି।
Matthew 15:8
ଏମାନେ କବଳେ ମୁହଁ ରେ ମାରେ ଆଦର କରନ୍ତି। କିନ୍ତୁ ସମାନଙ୍କେ ମନକଥା ମାଠାରୁେ ବହୁତ ଦୂର ରେ ରହିଥାଏ।
Ezekiel 33:31
ଏବଂ ସମାନେେ ମାେ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମାେ ଲୋକପରି ସମାନେେ ତୁମ୍ଭ ସମ୍ମୁଖ ରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସମାନେେ ମାେ କଥା ମାନନ୍ତି ନାହିଁ। କାରଣ ସମାନେେ କବଳେ ତାହା କରନ୍ତି, ଯାହା ସମାନେେ କରିବାକୁ ଚାହାଁନ୍ତି। ଏବଂ ସମାନଙ୍କେ ହୃଦଯ ଅସାଧୁ ଲାଭ ପାଇଁ ଲୋଭି ଅଟେ।
Ezekiel 20:1
ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନ ରେ ଇଶ୍ରାୟେଲ ବଂଶୀଯ ପ୍ରାଚୀନବର୍ଗଙ୍କ ମଧ୍ଯରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମାେ ସମ୍ମୁଖ ରେ ବସିଲେ।
Ezekiel 14:3
ହେ ମନୁଷ୍ଯ ପୁତ୍ର ; ଏହି ଲୋକମାନେ ସମାନଙ୍କେର ହୃଦଯ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଦଇେଅଛନ୍ତି ଏବଂ ସମାନଙ୍କେ ପାପ ସମାନଙ୍କେ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସମାନଙ୍କେୁ କାହିଁକି ମାେତେ ଅନୁସନ୍ଧାନ କରିବାକୁ ଅନୁମତି ଦବେି ?
Isaiah 29:13
ମାରେ ପ୍ରଭୁ କୁହନ୍ତି, ସମାନଙ୍କେର ମୁଖ ସହିତ ଏହି ଲୋକମାନେ ମାେ ପାଖକୁ ଆସନ୍ତି। ସମାନେେ ନିଜର ଓଷ୍ଠାଧାର ରେ ମାରେ ସମ୍ମାନ କରନ୍ତି। ମାତ୍ର ପ୍ରକୃ ରେ ସମାନେେ ମାଠାରୁେ ବହୁତ ଦୂ ରଇେ ରହନ୍ତି। ମାେ ପ୍ରତି ସମାନଙ୍କେର ଭୟ ଓ ପ୍ ରମେ ଅନ୍ୟ କିଛି ନୁହେଁ, କିନ୍ତୁ କବଳେ ମାନବିକ ଶିକ୍ଷା ଓ େ ବେଳବେଳେ ଉପଦେଶ।
Isaiah 48:1
ସଦାପ୍ରଭୁ କୁହନ୍ତି, ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇଶ୍ରାୟେଲ ପରି ଖ୍ଯାତ, ଦୟାକରି ମାେ କଥା ଶୁଣ। ତୁମ୍ଭମାନେେ ସଦାପ୍ରଭୁଙ୍କ ନାମ ରେ ଶପଥ କରୁଅଛ ଓ ଇଶ୍ରାୟେଲ ପରମେଶ୍ବରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭମାନେେ ଏହି କାର୍ୟ୍ଯ ସତ୍ଯ ଓ ଧାର୍ମିକତା ରେ କରୁ ନାହିଁ।'
Isaiah 58:1
ଉଚ୍ଚସ୍ବର ରେ ଘାଷେଣା କର, ସ୍ବର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସମାନଙ୍କେର ଅଧର୍ମ ବିଷଯ ରେ ଓ ଯାକୁବ ବଂଶକୁ ସମାନଙ୍କେ ପାପ ସମ୍ବନ୍ଧ ରେ ଜଣାଅ।
Jeremiah 5:4
ତେଣୁ ମୁଁ ନିଜକୁ କହିଲି, ନିଶ୍ଚଯ ସମାନେେ ଦରିଦ୍ର, ଏବଂ ନିର୍ ବୋଧ, କାରଣ ସମାନେେ ସଦାପ୍ରଭୁଙ୍କର ପଥ କିଅବା ତାଙ୍କର ଶିକ୍ଷା ଜାଣନ୍ତି ନାହିଁ।
Jeremiah 41:16
ୟୋହାନନ ଏବଂ ତାଙ୍କର ସୈନ୍ଯବାହିନୀର ସନୋପତିଗଣ ଗିବିଯୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନୀଯର ପୁତ୍ର ଇଶମାଯଲେ, ଗଲିଯଦକୁ ହତ୍ଯା କଲା ପ ରେ, ମିସ୍ପାକୁ ନଇେ ୟାଇଥିଲେ। ସମାନଙ୍କେ ମଧିଅରେ ୟୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ।
Jeremiah 42:20
ପୁଣି ତୁମ୍ଭମାନେେ ନିଜ ନିଜ ପ୍ରାଣ ବିରୁଦ୍ଧ ରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିକଟକୁ ମାେତେ ପଠାଇ କହିଲ, 'ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯାହା ଯାହା କହିବେ, ତଦନୁସା ରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭମାନେେ ତାହା ପାଳନ କରିବୁ।'
Jeremiah 43:4
ଏହିରୂପେ କାଲହରେ ପୁତ୍ର ୟୋହାନନ୍, ତାହାର ସନୋପତି ସକଳ ଓ ସମସ୍ତ ଲୋକ ଯିହୁଦା ରେ ବାସ କରିବାକୁ ସଦାପ୍ରଭୁଙ୍କ ବାକ୍ଯ ରେ ଅବଧାନ କଲେ ନାହିଁ।
Ezekiel 8:11
ପୁଣି ସେ ସବୁର ସମ୍ମୁଖ ରେ ଇଶ୍ରାୟେଲ ବଂଶୀଯ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହାଇେଅଛନ୍ତି ଓ ସମାନଙ୍କେ ମଧ୍ଯ ସ୍ଥାନ ରେ ଶାଫନର ପୁତ୍ର ୟାସନିଯ ଠିଆ ହାଇେଅଛି। ପ୍ରେତ୍ୟକକ ଲୋକ ନିଜ ନିଜ ଧୂପଦାନୀ ହସ୍ତ ରେ ଧରିଛନ୍ତି। ଆଉ ଧୂପରୂପ ଧୂମର ସୁଗନ୍ଧି ଉର୍ଦ୍ଧ୍ବକୁ ଉଠୁଅଛି।
Ezekiel 11:1
ଅନନ୍ତର ଏକ ପବନ ମାେତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ବାର ନିକଟକୁ ମାେତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସହେି ପ୍ରବେଶ ଦ୍ବାର ନିକଟରେ ପଚିଶ ଜଣ ବ୍ଯକ୍ତି ଉପସ୍ଥିତ ଥିଲେ। ଆଉ ସମାନଙ୍କେ ମଧିଅରେ ମୁଁ ଅସସୁରର ପୁତ୍ର ୟାସନିଯଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାଯର ପୁତ୍ର ପୁଟିଯକୁ ଦେଖିଲି।
2 Kings 25:23
ଏହାପରେ ବାବିଲର ରାଜା ଗଦଲିଯକୁ ଶାସନକର୍ତ୍ତା କରିଅଛ ବୋଲି ଶୁଣି ସନୋପତିଗଣ ଓ ସମାନଙ୍କେ ଲୋକମାନେ ଯଥା: ନଥନିଯର ପୁତ୍ର ଇଶ୍ମାଯଲେ, କା ରହରେ ପୁତ୍ର ୟୋହାନନ୍, ନାଟୋଫାତୀଯଠାରୁ ତନହୂମତର ପୁତ୍ର ସରାଯ, ମାଖାତୀଯର ପୁତ୍ର ୟାସନିଯ ଓ ସମାନଙ୍କେର ଲୋକମାନେ ମିସ୍ପାର ଗଦଲିଯ ନିକଟକୁ ଆସିଲେ।