Jeremiah 34:8-21 in Oriya
Jeremiah 34:8
ସିଦିକିଯ ରାଜା ୟିରୁଶାଲମ ଲୋକମାନଙ୍କ ସହିତ ଏହି ନିଯମ କରିଥିଲେ ଯେ ପ୍ରେତ୍ୟକକ ନିଜ ନିଜ ଏବ୍ରୀଯ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦବେେ। କହେି ସମାନଙ୍କେୁ ଅର୍ଥାତ୍ ନିଜ ୟିହୁଦୀଯ ଭ୍ରାତାକୁ ଦାସ୍ଯକର୍ମ କରାଇବେ ନାହିଁ। ସିଦିକିଯ ଏହି ନିଯମ କଲାପ ରେ ସଦାପ୍ରଭୁଙ୍କ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
Jeremiah 34:9
ପ୍ରେତ୍ୟକକ ଏବ୍ରୀଯ ଦାସଦାସୀଙ୍କୁ ମୁକ୍ତ କରିବେ ଓ କହେି ୟିହୁଦୀଯମାନଙ୍କୁ ଦାସ୍ଯକର୍ମ କରାଇବେ ନାହିଁ।
Jeremiah 34:10
ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିଯମ ଗ୍ରହଣ କଲେ ଓ ପ୍ରେତ୍ୟକକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦେଲେ। ଏହି ନିଯମ ରେ ସମସ୍ତେ ସମ୍ମତ ହେଲେ ଓ ସମାନଙ୍କେୁ ଦାସ୍ଯକର୍ମ ଆଉ କରାଇଲେ ନାହିଁ।
Jeremiah 34:11
ମାତ୍ର ତାହାପ ରେ ସମାନେେ ନିଜ ନିଜ ହୃଦଯ ପରିବର୍ତ୍ତନ କଲେ ଓ ଯେଉଁ ଦାସଦାସୀଙ୍କୁ ମୁକ୍ତ କରିଥିଲେ, ସମାନଙ୍କେୁ ପୁନର୍ବାର ଆଣି ଦାସ୍ଯକର୍ମ ରେ ନିୟୁକ୍ତ କଲେ।
Jeremiah 34:12
ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
Jeremiah 34:13
ହେ ଯିରିମିୟ ! ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିଶର ଦେଶର ଦାସତ୍ବରୁ ମୁକ୍ତ କରିଥିଲୁ ଓ ସମାନଙ୍କେ ସହିତ ଏହି ନିଯମ କରିଥିଲୁ।
Jeremiah 34:14
ଆମ୍ଭେ ସମାନଙ୍କେୁ କହିଥିଲୁ, 'ତୁମ୍ଭର କୌଣସି ଏବ୍ରୀଯ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହାଇେ ଛଅବର୍ଷ ତୁମ୍ଭର ଦାସ୍ଯକର୍ମ କଲା ଉତ୍ତା ରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାଯ ଦବେ, ତୁମ୍ଭମାନେେ ପ୍ରେତ୍ୟକକ ସାତବର୍ଷର ଶଷେ ରେ ଆପଣା ଆପଣାର ସହେି ଭ୍ରାତାଙ୍କୁ ମୁକ୍ତ କରିବ।' ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ଯ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ।
Jeremiah 34:15
ପୁଣି ତୁମ୍ଭମାନେେ ଏହାପ ରେ ଆପଣା ପ୍ରତିବେଶୀଙ୍କୁ ମୁକ୍ତି କରି ଆମ୍ଭ ଦୃଷ୍ଟି ରେ ଯଥାର୍ଥ କର୍ମ କଲ। ଆଉ ଆମ୍ଭ ନାମ ରେ ଖ୍ଯାତ ମନ୍ଦିର ରେ ଆମ୍ଭ ସମ୍ମୁଖ ରେ ନିଯମ କରିଥିଲ।
Jeremiah 34:16
ମାତ୍ର ତେମ୍ଭମାନେେ ତୁମ୍ଭମାନଙ୍କର ମନ ବଦଳାଇ ଆମ୍ଭର ନାମକୁ ଅପବିତ୍ର କଲ। ଆଉ ଯେଉଁମାନଙ୍କୁ ମୁକ୍ତ କରି ବିଦାଯ ଦଇେଥିଲୁ, ପୁନର୍ବାର ସମାନଙ୍କେୁ ଆଣି ଆପଣା ଆପଣା ଦାସ୍ଯକର୍ମ ରେ ବାଧ୍ଯ କରି ନିୟୁକ୍ତ କଲ।
Jeremiah 34:17
'ଏଣୁ ସଦାପ୍ରଭୁ ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ପ୍ରତିବେଶୀଙ୍କୁ ମୁକ୍ତ ଦବୋ ପାଇଁ' ଆମ୍ଭ ନିଯମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା।
Jeremiah 34:18
ପୁଣି ଯେଉଁମାନେ ଆମ୍ଭର ନିଯମ ଲଙ୍ଘନ କରିଅଛନ୍ତି ଓ ଗୋବତ୍ସକୁ ଦୁଇଖଣ୍ଡ କରି ତନ୍ମଧିଅରେ ଗମନ କରିଛନ୍ତି, ମୁଁ ସମାନଙ୍କେୁ ସହେି ବାଛୁରୀ ପରି କରିବି।
Jeremiah 34:19
ପୁଣି ଯିହୁଦାର ଅଧିପତିଗଣଙ୍କୁ, ୟିରୁଶାଲମର ଅଧିପତିମାନଙ୍କୁ ନପୁଂସକମାନଙ୍କୁ, ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ ଯେଉଁମାନେ ଗୋବତ୍ସର ଦୁଇଖଣ୍ଡ ମଧ୍ଯ ଦଇେ ଗମନ କଲେ ସମାନଙ୍କେୁ ମଧ୍ଯ ସମର୍ପଣ କରିବା।
Jeremiah 34:20
ଆମ୍ଭେ ସମାନଙ୍କେୁ ସମାନଙ୍କେର ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେର ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନଙ୍କେର ଶବ ଆକାଶର ପକ୍ଷୀମାନଙ୍କର ଓ ପୃଥିବୀର ବନ୍ଯ ପଶୁମାନଙ୍କର ଖାଦ୍ୟ ହବେ।
Jeremiah 34:21
ପୁଣି ଯିହୁଦାର ରାଜା ସିଦିକିଯକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସମାନଙ୍କେ ଶତ୍ରୁଗଣ ହସ୍ତ ରେ ସମର୍ପଣ କରିବା। ଆଉ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ଓ ବାବିଲ ରାଜାର ଯେଉଁ ସୈନ୍ଯଗଣ ତୁମ୍ଭମାନଙ୍କ ନିକଟରୁ ଉଠିୟାଇ ଅଛନ୍ତି, ସମାନଙ୍କେ ହସ୍ତ ରେ ସମର୍ପଣ କରିବି।
Oriya Bible